ସ୍ତ୍ରୀହନ୍ତାଙ୍କୁ ଆଜୀବନ କାରାଦଣ୍ଡ
ଝାରସୁଗୁଡ଼ା ଅଫିସ,୮ା୩: ସ୍ତ୍ରୀ ହତ୍ୟା ମାମଲାର ବିଚାର କରି ଝାରସୁଗୁଡ଼ା ଜିଲା ଦୌରାଜଜ୍ ସତ୍ୟବ୍ରତ ମିଶ୍ର ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ସ୍ବାମୀ ହେଲେ ଝାରସୁଗୁଡ଼ା ସେଲ୍ସଟ୍ୟାକ୍ସ କାର୍ଯ୍ୟାଳୟର ଅବସରପ୍ରାପ୍ତ ପିଅନ ଗୋବିନ୍ଦ ଖାତି। ତାଙ୍କୁ ୩୦୨…
ବିଜେଡିରେ ଅଣନିଃଶ୍ବାସୀ ହେବାରୁ ପଦ୍ମ ଧରିଲେ ତ୍ରିନାଥ
ଝାରସୁଗୁଡ଼ା ଅଫିସ,୫।୩: ଝାରସୁଗୁଡ଼ା ଜିଲାରେ ଦଳୀୟ ଅସନ୍ତୋଷକୁ ନେଇ ଅଣନିଃଶ୍ୱାସୀ ହେବାରୁ ଆଗଧାଡ଼ିର ନେତୃବୃନ୍ଦ ଦଳ ଛାଡି ଅନ୍ୟ ଦଳରେ ଯୋଗଦେଉଥିବା ଦେଖିବାକୁ ମିଳୁଛି। ଏହି କାରଣରୁ ବିଜେଡି ରାଜ୍ୟ ସମ୍ପାଦକ ତ୍ରିନାଥ ଗୁଆଲ ଶନିବାର ଦଳଛାଡି ଭାଜପାରେ ଯୋଗ ଦେଇଛନ୍ତି।…
ଝାରସୁଗୁଡ଼ାରେ ୟୁକ୍ରେନ୍ ଫେରନ୍ତା ଛାତ୍ରୀଛାତ୍ରଙ୍କୁ ସ୍ବାଗତ
ଝାରସୁଗୁଡ଼ା ଅଫିସ,୫ା୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗ ରହିଛି। ଏଥିରେ ୟୁକ୍ରେନ୍ ଧ୍ୱସ୍ତବିଧ୍ୱସ୍ତ ହେବାରେ ଲାଗିଛି। ୟୁକ୍ରେନ୍ରେ ଅଧ୍ୟୟନ କରୁଥିବା ଭାରତର ଡାକ୍ତରୀ ଓ ଇଞ୍ଜିନିୟରିଂ ଛାତ୍ରୀଛାତ୍ର ନିଜ ଦେଶକୁ ଫେରି ନ ପାରି ଫସି ରହିଛନ୍ତି। ଅଭିଭାବକମାନେ ନିଜ ଝିଅପୁଅଙ୍କୁ…
କଂଗ୍ରେସରୁ ବହିଷ୍କାର ପରେ ବିଜେଡିରେ ଯୋଗଦେଲେ
ଝାରସୁଗୁଡ଼ା ଅଫିସ,୪।୩: ଦଳ ବିରୋଧୀ କାର୍ଯ୍ୟ ପାଇଁ ଝାରସୁଗୁଡ଼ା ଜିଲା ଛାତ୍ର କଂଗ୍ରେସ(ଏନ୍ଏସ୍ୟୁଆଇ) ସଭାପତି ନବନିତ୍ କୌରଙ୍କୁ ଗୁରୁବାର ଦଳରୁ ବହିଷ୍କାର କରାଯାଇଛି। ଏନେଇ ଏନ୍ଏସୟୁଆଇ ରାଜ୍ୟ ସଭାପତି ୟାଶିର ନଓ୍ବାଜ ଏହି ସୂଚନା ଦେଇଛନ୍ତି। ଏହାର ଗୋଟିଏ ଦିନ ପରେ…
ନିଲମ୍ବିତ ହେଲେ ବିଜେଡି ଛାତ୍ର ସଭାପତି
ଝାରସୁଗୁଡ଼ା ଅଫିସ/ବଜରାଜନଗର(ଡି.ଏନ.ଏ.),୪ା୩: ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ବ୍ରଜରାଜନଗର ପୌରାଞ୍ଚଳ ବିଜୁ ଛାତ୍ର ଜନତା ଦଳ ସଭାପତି ସରୋଜ କୁମାର ଶାହଙ୍କୁ ଦଳରୁ ନିଳମ୍ବିତ କରାଯାଇଛି। ଏ ନେଇ ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ପଳାସ କର୍ମକାର ଏକ ପ୍ରେସ୍…
ଗାନ୍ଧୀଛକ ନୂଆଡିହି ଟୋଲ୍ ଗେଟ୍ ଉଚ୍ଛେଦ ଦାବିରେ ଗଣଧାରଣା
ଝାରସୁଗୁଡା ଅଫିସ,୩।୩: ଝାରସୁଗୁଡ଼ାରୁ ବେଲପାହାଡକୁ ସଂଯୋଗ କରୁଥିବା ୪୯ନଂ ଜାତୀୟ ରାଜପଥର ଗାନ୍ଧୀଛକ ନୂଆଡିହି ନିକଟରେ ବେଆଇନ ଭାବେ ସ୍ଥାପିତ ହୋଇଥିବା ଟୋଲ ଗେଟ୍କୁ ସ୍ଥାନୀୟ ବାସିନ୍ଦା ପ୍ରଥମରୁ ବିରୋଧ କରିଆସୁଛନ୍ତି । ୨ବର୍ଷ ମଧ୍ୟରେ ଏହି ଟୋଲ ଗେଟ୍କୁ ଏଠାରୁ…
ବେଲପାହାଡ଼ ଟିଆର୍ଏଲ୍ କ୍ରୋସାକୀ ଡୋଲୋମାଇଟ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ବ୍ୟାପକ କ୍ଷୟକ୍ଷତି
ଝାରସୁଗୁଡ଼ା ଅଫିସ,୩।୩: ଝାରସୁଗୁଡ଼ା ଜିଲା ବେଲପାହାଡ ଟିଆର୍ଏଲ୍ କ୍ରୋସାକୀ ଡୋଲୋମାଇଟ ପ୍ଲାଣ୍ଟରେ ଗୁରୁବାର ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ସକାଳ ୭ଟାରେ ପ୍ଲାଣ୍ଟରେ ନିଆଁ ଲାଗିଥିବା ବେଳେ ସାଢେ ୯ଟାରେ ଆୟତ୍ତ ହୋଇଥିଲା। ଟିଆରଏଲ୍ କ୍ରୋସାକୀ, ଓପିଜିସି, ବେଦାନ୍ତ,…
ଝାରସୁଗୁଡ଼ାରେ ୫ ଜିଲା ପରିଷଦ ଆସନ ହାତେଇନେଲା ବିଜେଡି
ଝାରସୁଗୁଡ଼ା ଅଫିସ,୨୭।୨: ଝାରସୁଗୁଡ଼ା ଜିଲାର ସମୁଦାୟ ୯ଜିଲା ପରିଷଦ ଜୋନ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ ଜିଲା ପରିଷଦ ଜୋନ୍ର ଭୋଟ ଗଣତି ହୋଇଥିଲା । ଏହି ଭୋଟ ଗଣତି ରାତି ପର୍ଯ୍ୟନ୍ତ ଚାଲିଥିଲା । ଗଣତି ପରେ ଏହାର…
ପଞ୍ଚଭୂତରେ ଲୀନ ହେମାନନ୍ଦଙ୍କ ପାର୍ଥିବ ଶରୀର
ଝାରସୁଗୁଡ଼ା ଅଫିସ,୨୭।୨: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିଲା। ଶନିବାର ଝାରସୁଗୁଡ଼ା ସହରରେ ଏକ ମହାପ୍ରୟାଣ ଆମ୍ବୁଲାନ୍ସରେ ତାଙ୍କ ମରଶରୀର ପହଞ୍ଚତ୍ବା ପରେ ବିଭିନ୍ନ ଛକରେ ଜନସାଧାରଣ ଶେଷଦର୍ଶନ କରି ହେମାନନ୍ଦ ବିଶ୍ୱାଳ…
ଝାରସୁଗୁଡ଼ାରେ ଆଗରେ ରହିଛି ବିଜେଡି
ଝାରସୁଗୁଡ଼ା ଅଫିସ, ୨୬।୨ ଝାରସୁଗୁଡ଼ା ଜିଲାରେ ଶନିବାର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲାର ୯ଟି ଜୋନରେ ଭୋଟ୍ ଗଣନା ଚାଲିଛି। ପ୍ରଥମ ଏବଂ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଜିଲାର ୯ଟି ଜୋନରେ ବିଜେଡି…
ଘରୁ ମିଲିଲା ବିଡା ବିଡ଼ା ଟଙ୍କା, ସୁନା ଅଳଙ୍କାର
ଝାରସୁଗୁଡ଼ା ଅଫିସ,୨୫।୨: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଓଏମ୍ଭିଡି ଏଏସ୍ଆଇ ହରେ କୃଷ୍ଣ ନାୟକଙ୍କ ବିଜୁନଗର ସ୍ଥିତ ଭଡାଘର ସମେତ ୫ଟି ସ୍ଥାନରେ ଏକ କାଳୀନ ଶୁକ୍ରବାର ପୂର୍ବାହ୍ନରୁ ଭିଜିଲାନ୍ସ ଚଢାଉ ଜାରି ରହିଛି। ଚଢାଉ ମଧ୍ୟରେ ଏଏସଆଇ ନାୟକଙ୍କ…
ଭିଜିଲାନ୍ସ ଜାଲରେ ଏଏସ୍ଆଇ
ଝାରସୁଗୁଡା ଅଫିସ/ଭୁବନେଶ୍ୱର,୨୫।୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟର ଏଏସ୍ଆଇ ହରେକୃଷ୍ଣ ନାୟକ। ତାଙ୍କ ବାସଭବନରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରିଛି। ଏକାକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି। କଟକ, ପୁରୀ, ଝାରସୁଗୁଡା ଓ ଗଞ୍ଜାମ ଜିଲାରେ ଚଢ଼ାଉ ଜାରି…
Archives


