ଝାରସୁଗୁଡ଼ା

ଝାରସୁଗୁଡା ଉପନିର୍ବାଚନ: ଭୋଟ ଦେଲେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ମତଦାନ ଚାଲିଥିବା ବେଳେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଭୋଟ ଦେଇଛନ୍ତି। ସୂଚନାଯୋଗ୍ୟ, ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ। ୩ ପ୍ରମୁଖ ରାଜନେତିକ ଦଳ ବିଜେଡି, ଭାଜପା ଓ…

ସମସ୍ୟାରେ ଚାଲିଛି ଅଙ୍ଗନଓ୍ବାଡି

ରାଉରକେଲା ଅଫିସ,୧୦ା୫: ରାଉରକେଲା ସହରାଞ୍ଚଳ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ କୋମଳମତି ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି। ତେବେ ଏହି ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକ ମଧ୍ୟରୁ କେଉଁ କେନ୍ଦ୍ରରେ ଶୌଚାଳୟ ନାହିଁ ତ ଆଉ କେଉଁଠି ପାନୀୟ ଜଳ…

ଝାରସୁଗୁଡାରେ ମତଦାନ ଆରମ୍ଭ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହା ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଚାଲିବ। ୨୫୩ ବୁଥ୍‌ରେ ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଉପନିର୍ବାଚନରେ ୨ ଲକ୍ଷ ୨୧ ହଜାର ୭୧୯…

ଆଜି ଝାରସୁଗୁଡା ବିଧାନସଭା ଉପନିର୍ବାଚନ

ଝାରସୁଗୁଡା ଅଫିସ,୧୦।୫: ଆଜି ଝାରସୁଗୁଡା ବିଧାନସଭା ଉପନିର୍ବାଚନ। ୩ ପ୍ରମୁଖ ରାଜନେତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧରଣ କରିବେ ଭୋଟର। ଏହାର ଫଳାଫଳ ଶନିବାର ଅର୍ଥାତ୍‌ ୧୩ରେ ଘୋଷଣା କରାଯିବ ।…

ବୁଥ୍‌କୁ ଗଲେ ପୋଲିଂ ପାର୍ଟି

ସମ୍ବଲପୁର,୯ା୫(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ମେ ୧୦ରେ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ପୋଲିଂ ପାର୍ଟି ବୁଥ୍‌କୁ ଯାଇଛନ୍ତି। ଇଭିଏମ୍‌ ଓ ଅନ୍ୟାନ୍ୟ କାଗଜପତ୍ର ସହ ପୋଲିସ ସୁରକ୍ଷାରେ ସେମାନେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ କେନ୍ଦ୍ରକୁ ଯାଇଛନ୍ତି। ୨୫୩ ବୁଥ୍‌ ପାଇଁ…

ଝାରସୁଗୁଡ଼ା ଉପନିର୍ବାଚନ: ଆଜି ସରୁଛି ପ୍ରଚାର

ଭୁବନେଶ୍ୱର,୮ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସୋମବାର ପ୍ରଚାର ସରୁଥିବା ବେଳେ ହାଇଭୋଲଟେଜ୍‌ ପ୍ରଚାରରେ କମ୍ପୁଛି ଅଞ୍ଚଳ। ହାତରେ ଆଉ ଗୋଟିଏ ଦିନ ଥିବାରୁ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ଭାଜପା ପ୍ରାର୍ଥୀ…

ଦୀପାଳିଙ୍କୁ ସେବା କରିବାକୁ ସୁଯୋଗ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ଦଳୀୟ ପ୍ରାର୍ଥତ୍ନୀ ଦୀପାଳି ଦାସଙ୍କୁ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ପଦ୍ମପୁରରେ ବାପାଙ୍କୁ ହରାଇଥିବା ଜଣେ ଝିଅଙ୍କୁ ବିରୋଧୀ ଦଳ ଯେମିତି ବ୍ୟବହାର କରିଛନ୍ତି,…

ଓଡ଼ିଶାରେ ଶାସନ ବ୍ୟବସ୍ଥା ନାହିଁ: ଧର୍ମେନ୍ଦ୍ର

ସମ୍ବଲପୁର,୭।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେତିକି ପାଖରୁ ଜାଣିଛି, ଲମ୍ବା ସମୟ ଦେଖିବା ପରେ ଯାହା ଲାଗୁଛି ମୁଖ୍ୟମନ୍ତ୍ରୀଙ୍କ ହାତରେ ଓଡ଼ିଶାର ଶାସନ ବ୍ୟବସ୍ଥା ନାହିଁ। ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀମାନେ ଭେଟିବାର ସୁଯୋଗ ପାଉନାହାନ୍ତି। ଦଳର ବିଧାୟକ, ମୁଖ୍ୟ ଶାସନ ସଚିବ,…

ପଞ୍ଚାୟତବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ସମ୍ବଲପୁର/କୋଲାବିରା,୬ା୫(ବ୍ୟୁରୋ/ଡି.ଏନ.ଏ.): ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନ ଥିବା ପ୍ରତିବାଦରେ ଶୁକ୍ରବାର ଝାରସୁଗୁଡା ଜିଲା କୋଲାବିରା ବ୍ଲକ ସମାସିଂହା ପଞ୍ଚାୟତବାସୀ ବୈଠକ କରି ଉପନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଜାଣିବା ପରେ ଅଞ୍ଚଳରେ ପ୍ରଚାର କରୁଥିବା ଦୁଇ…

ଛେଳିବେପାରୀଙ୍କୁ ଗୁଳିକରି ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୭ଗିରଫ

ଲେଫ୍ରିପଡା,୨୯।୪(ଡିଏନଏ): ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ସୁରୁଗୁଡା ତାରିଣୀ ମନ୍ଦିର ନିକଟରେ ଗତ ୧୩ ତାରିଖରେ ଛେଳିବେପାରୀ ପ୍ରଭାତ ନାଏକଙ୍କୁ ଗୁଳି କରି ହତ୍ୟା କରାଯିବା ସହ ୯ଲକ୍ଷ ଟଙ୍କା ଲୁଟ୍‌ କରାଯାଇଥିଲା। ଏହି ଘଟଣାରେ ପୋଲିସ ମୁଖ୍ୟ ଅପରାଧୀ…

ମାଛ ଧରିବାକୁ ଯାଇ ବୁଡ଼ି ଗଲେ

ବେଲପାହାଡ଼,୨୮ା୪(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ଓପିଜିସି ପମ୍ପ୍‌ହାଉସ ରିଜର୍ଭୟରରେ ବୁଡ଼ିଯାଇ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବନହରପାଲି ପମ୍ପ୍‌ହାଉସ ପଡ଼ାର ବାସିଲ ଡୁଙ୍ଗ୍‌ଡୁଙ୍ଗ୍‌ (୫୫)। ମିଳିଥିବା ସୂଚନା ମୁତାବକ, ବାସିଲ ଓପିଜିସି ରିଜର୍ଭୟରରୁ ମାଛ…

ଝାରସୁଗଡ଼ା ଉପନିର୍ବାଚନ: ପ୍ରଚାର ଜୋରଦାର

ଝାରସୁଗୁଡ଼ା ଅଫିସ ୨୬।୪: ଝାରସୁଗଡ଼ା ଉପନିର୍ବାଚନକୁ ଆଉ ମାତ୍ର ୧୪ ଦିନ ଥିବା ବେଳେ ପ୍ରଚାର ସରିବାକୁ ରହିଛି ୧୨ ଦିନ । ଏ ନେଇ ସବୁ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରୁଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଝାରସୁଗୁଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?