ଦିନତମାମ କଟୁଛି
କାଳିଆପାଣି,୧୨ା୬(ଡି.ଏନ.ଏ.): ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ବଢ଼ିଥିବାବେଳେ ବିଦ୍ୟୁତ୍ର ଲୁଚକାଳି ଖେଳ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ୮ଦିନ ହେବ ଦିନତମାମ ବିଦ୍ୟୁତ୍ ଉଭାନ ହୋଇଯାଉଛି। ବିଭାଗ ଉପଭୋକ୍ତାଙ୍କ ଉପରେ ଏକ ପ୍ରକାର ଜୁଲମ କରୁଥିବା…
ଅଘୋଷିତ ବିଜୁଳି କାଟ୍ ବଢୁଛି
ରସୁଲପୁର,୧୨ା୬(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ବିଦ୍ୟୁତ୍ ଖଣ୍ଡ ଅଧୀନରେ ଅଘୋଷିତ ବିଜୁଳି କାଟ୍ ବଢ଼ିଥିବା ଅଭିଯୋଗ ହେଉଛି। ବାରମ୍ବାର ବିଜୁଳି କାଟ୍ ଯୋଗୁ ଅସହ୍ୟ ଗରମଗୁଳୁଗୁଳିରେ ଉପଭୋକ୍ତା ଛଟପଟ ହେଉଛନ୍ତି। ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ରସୁଲପୁର ବ୍ଲକ ଅଞ୍ଚଳ ଗସ୍ତ…
ପିଚୁ ରାସ୍ତାରେ ଫାଟ
ଧର୍ମଶାଳା,୧୨ା୬(ଡି.ଏନ.ଏ.): ପୂର୍ତ୍ତ ବିଭାଗ ପକ୍ଷରୁ ଧର୍ମଶାଳା-କବାଟବନ୍ଧ ରାସ୍ତାର ଇମାମନଗର ଗ୍ରାମ ନିକଟରେ ଗତ ମାସ ୧୮ତାରିଖରେ କୁଆଁରିଆ ସେତୁ ଉଦ୍ଘାଟନ ହୋଇଛି। ମାତ୍ର ଏହି ସେତୁକୁ ସଂଯୋଗ କରୁଥିବା ପିଚୁ ରାସ୍ତା ଫାଟି ଆଁ କରିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।…
ଅଲେଖ ଶୂନ୍ୟବ୍ରହ୍ମ ମଠ ଉଚ୍ଛେଦ ମସୁଧା
ପାଣିକୋଇଲି,୧୨ା୬(ଡି.ଏନ.ଏ.): ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ମୌଜାର ରୁଢ଼ିଆ ଗ୍ରାମ ନିକଟସ୍ଥ ଅଲେଖ ଶୂନ୍ୟବ୍ରହ୍ମ ମଠ ଶତାଧିକ ବର୍ଷ ହେଲା ରହି ଆସିଛି। ମାତାବାବାଙ୍କ ସମାଧି ପୀଠ ସହ କରଦା, ମୂଳାପାଳ, ମାଳଆନନ୍ଦପୁର ପଞ୍ଚାୟତର ଅଧିବାସୀ ଏହାର ବାର୍ଷିକ ପୂଜାର୍ଚ୍ଚନା କରିଥାନ୍ତି।…
ପ୍ରହସନ ହୋଇଛି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ
ଯାଜପୁର ଅଫିସ,୧୧।୬: ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଶିକ୍ଷିତ ବେକାର ଯୁବତୀଯୁବକ ନିଯୁକ୍ତି ପଛରେ ନ ଧାଇଁ ଆତ୍ମନିର୍ଭରଶୀଳ ହେବାକୁ ବିଭିନ୍ନ ରାଜନୈତିକ ସଭାସମିତିରେ ଆହ୍ବାନ କରାଯାଉଛି। ଏଥିପାଇଁ ଯାଜପୁର ଜିଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ ଅଧୀନରେ ବିଭିନ୍ନ ସମୟରେ ଶିକ୍ଷିତ ବେକାର…
ଦେଢ଼ବର୍ଷରେ ପଡ଼ିରହିଛି ୮୧୩ ଅଭିଯୋଗ
ଯାଜପୁର ଅଫିସ,୧୧।୬: ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ (ଏସ୍ଏସ୍ଇପିଡି) ଜନଶୁଣାଣି ପୋର୍ଟାଲରେ ମାତ୍ର ଦେଢ଼ବର୍ଷରେ ସମୁଦାୟ ୮୧୩ ଅଭିଯୋଗ ପଡ଼ିରହିଛି। ବିଶେଷକରି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଏଥିରେ ରହିଛି। କେତେକ ଅଞ୍ଚଳରେ ଭେଣ୍ଡିଆ ଟୋକା ଭତ୍ତା ପାଉଥିବାବେଳେ…
ପର୍ଯ୍ୟଟକଙ୍କ ମୁଣ୍ଡ ଫଟାଇଲେ ସୁରକ୍ଷା କର୍ମୀ
ଯାଜପୁର ଟାଉନ,୧୧।୬(ଡି.ଏନ.ଏ.): ଯାଜପୁର ସହରର କୁସୁମା ପାର୍କରେ ଶନିବାର ଟିକଟ କାଟିବାକୁ କେନ୍ଦ୍ରକରି ପର୍ଯ୍ୟଟକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ପର୍ଯ୍ୟଟକଙ୍କୁ ଇଟାରେ ଛେଚି ମୁଣ୍ଡ ଫଟାଇ ଦେଇଛନ୍ତି ସୁରକ୍ଷା କର୍ମୀ। ଆକ୍ରମଣର ଶିକାର ହୋଇଛନ୍ତି ଯାଜପୁର ଜିଲା…
ବିଳମ୍ବିତ ହେଉଛି ମୌସୁମୀ, ଗଜା ମରୁଡ଼ି ଆଶଙ୍କା
ରସୁଲପୁର,୧୦ା୬(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ ା ସ୍ଥାନୀୟ ଚାଷୀମାନେ ପାରମ୍ପରିକ ଢଙ୍ଗରେ ଚାଷ କରିଥାଆନ୍ତି ା ଚଳିତ ବର୍ଷ ଖରିଫ ଋତୁ(ଜୁନ୍ରୁ ସେପ୍ଟେମ୍ବର) ମଧ୍ୟରେ ଧାନଚାଷ ଆରମ୍ଭ କରିଛନ୍ତି ା ଚାଷ ପାଇଁ ପାଣିପାଗ ଅନୁକୂଳ…
ସଫା ହେଉଛି ବ୍ୟାସ ସରୋବର ଜଙ୍ଗଲ
ଯାଜପୁର ଅଫିସ,୯ା୬: ଯାଜପୁର ଜିଲାର ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସସରୋବର ନିକଟସ୍ଥ ମହିମା ମଠକୁ ଲାଗି ରହିଥିବା ଜଙ୍ଗଲ ସଫା ହେବାକୁ ବସିଛି। ଏହି ସହରକୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା କ୍ରମଶଃ ବଢି ଚାଲିଥିବାରୁ ବ୍ୟାସ ସରୋବର ଏବଂ ଏହାର ଆଖପାଖ…
ବିଭାଗୀୟ ତଦନ୍ତ ଆରମ୍ଭ
ଯାଜପୁର ଅଫିସ,୯ା୬: ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନ ନିକଟରେ ବୁଧବାର ଅପରାହ୍ନରେ ମାଲବାହୀ ବଗିରେ କଟି ୬ ଜଣଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଖୋର୍ଦ୍ଧା ପୂର୍ବତଟ ରେଳ ଡିଭିଜନ ସୁରକ୍ଷା ବିଭାଗର…
ଲୋପ ପାଇବ କୁଣ୍ଡପାଟଣାର ପିତଳ କାରିଗରୀ
ଧର୍ମଶାଳା,୮ା୬(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ଅଧୀନ କୁଣ୍ଡପାଟଣା ଗଁାରୁ ଏବେ ପିତଳ କାରିଗରି ଲୋପ ପାଇବାକୁ ବସିଛି। ପିତଳ କାରିଗରି ପାଇଁ ଏହି ଗଁା ରାଜ୍ୟରେ ପ୍ରସିଦ୍ଧିଲାଭ କରିଥିଲା। ଗଁାରେ ପୂର୍ବରୁ ୧୦୬ ପରିବାର ଶାଳ କରି ପିତଳ ସାମଗ୍ରୀ…
ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୭ା୬(ବ୍ୟୁରୋ): ଯାଜପୁର ରୋଡ ଷ୍ଟେଶନଠାରେ ବୁଧବାର ଅପରାହ୍ନରେ ଏକ ମାଲବାହୀ ଟ୍ରେନ୍ରେ କଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ସହାୟତା…
Archives


