ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼
ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ ପାଇଁ ଲିଜ୍ ଆକାରରେ ଦିଆଯାଇଥିବାବେଳେ ଲିଜ୍ ଇଲାକା ବାହାରେ ବ୍ୟାପକ ଖନନ କରାଯାଉଛି।...
ଟ୍ରକ୍ ପଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ: ଜଣଙ୍କ ଜୀବନ ଗଲା, ୨ ଗୁରୁତର
ଯାଜପୁର,୮ା୯: ଯାଜପୁର ଜିଲା ଧର୍ମଶାଳା ଥାନା ରଥିଆ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଆମ୍ବୁଲାନ୍ସ ସହାୟକଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ୨ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଶିଶୁଭବନରେ...
ବାପା-ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇ ମାଡ଼ ଖାଇଲା ପୋଲିସ
ବିଞ୍ଝାରପୁର,୬ା୯: ଯାଜପୁର ଜିଲା ବିଞ୍ଝାରପୁର ଥାନା ହନୁମାନ ଛକ ନିକଟରେ ପୋଲିସକୁ ଆକ୍ରମଣ ହୋଇଛି। ଏକ ପାରିବାରିକ କଳହକୁ ନେଇ ୧୧୨କୁ କଲ୍ କରିଥିଲେ ବାପା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଅ ପୋଲିସକୁ ଆକ୍ରମଣ କରିଥିଲେ। ଫଳରେ ୨...
ଗ୍ରାମ୍ୟ କାଜୁ ଜଙ୍ଗଲରୁ ମୋରମ ଲୁଟ୍
କଳିଙ୍ଗନଗର,୬ା୯(ଶୁଭାଶିଷ ରାଉତ): ଯାଜପୁର ଜିଲା ଦାନଗଦି ତହସିଲ ଅନ୍ତର୍ଗତ ରାଛିପୁର ଗ୍ରାମ ସଂଲଗ୍ନ କାଜୁ ଜଙ୍ଗଲ ନିକଟରେ ବେଆଇନ ମୋରମ ଚାଲାଣ ଚାଲିଛି। କେତେଜଣ ପ୍ରଭାବଶାଳୀ ମୋରମ ବ୍ୟବସାୟୀ ମେଶିନ ଲଗାଇ ରାତିରେ ଏଠାରୁ ମୋରମ ଲୁଟ୍ କରୁଛନ୍ତି। ଶତାଧିକ...
ଜମି ମାଲିକ କ୍ଷତିଗ୍ରସ୍ତ, ମଧ୍ୟସ୍ଥ ଧନୀ
ଯାଜପୁର,୬ା୯(ହର୍ଷବର୍ଦ୍ଧନ ବେହେରା) : ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ୯ ହଜାରରୁ ଉର୍ଦ୍ଧ୍ୱ ଏକର ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ କରାଯାଇଛି । ସେହି ସମୟରେ ସାଧାରଣ ପ୍ରଜାଙ୍କ...
ପ୍ରେମ ବ୍ୟାପାରରୁ ଛାତ୍ରଙ୍କୁ ହତ୍ୟା
ଧର୍ମଶାଳା/କାଏମା,୬ା୯(ବଟକୃଷ୍ଣ ପରିଡ଼ା/ ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ପ୍ରେମ ବ୍ୟାପାରକୁ ନେଇ ଜଣେ କଲେଜ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ଛାତ୍ର ହେଲେ ସ୍ଥାନୀୟ ଅଭୟପୁର ଗ୍ରାମର ନରହରି ବେହେରାଙ୍କ ଏକମାତ୍ର...
ବିଡିଓଙ୍କ ବିରୋଧରେ ଧାରଣାରେ ବସିଲେ ୫ ବିଧାୟକ
ଯାଜପୁର/ଧର୍ମଶାଳା/କାଏମା (ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି),୪ା୯:ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମଧ୍ୟରେ କଳି ବଢ଼ିବାରେ ଲାଗିଛି। କଳାପଥର ଖାଦାନ ଲୁଟ, ସରକାରୀ ଜମି ଜବରଦଖଲ, କଳ୍ପତରୁଙ୍କ ପ୍ରତିମୂର୍ତ୍ତିରେ ଗେରୁଆ...
କଳା ଚଷମା ପିନ୍ଧିଥିଲେ ବିକାଶ ଦିଶିବ ନାହିଁ କାହିଁକି ଏମିତି କହିଲେ ବିଧାୟିକା
ଯାଜପୁର,୩।୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ପୌରପାଳିକା ପକ୍ଷରୁ ଶନିବାର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଅନୁଷ୍ଠିତ ସ୍ବାୟତ୍ତ ଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ଏମ୍ପି ରବୀନ୍ଦ୍ର ନାରାୟଣ ବେହେରା ଏବଂ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ...
ମରାମତି ନାଁରେ ଅନୁଦାନ ହରିଲୁଟ୍
ଯାଜପୁର,୨ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅନ୍ତର୍ଗତ ଧର୍ମଶାଳା, କୋରେଇ, ବଡ଼ଚଣା ଓ ରସୁଲପୁର ବ୍ଳକରେ ନିର୍ମିତ ରାସ୍ତାଗୁଡ଼ିକର ଅଗ୍ରାଧିକାର ଭିତ୍ତିରେ ମରାମତି କରାଯାଉଛି। ସେଥିମଧ୍ୟରୁ କେବଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍ଜିଏସ୍ଓ୍ବାଇ)ରେ ୨୦୧୫-୧୬ରୁ ୨୦୨୩-୨୪...
ଏନ୍ଏଚ୍ କଡ଼ରେ ପାର୍କିଂ, ବିପଦରେ ଛାତ୍ରୀଛାତ୍ରଙ୍କ ଜୀବନ
ଯାଜପୁର,୧ା୯(ହର୍ଷବର୍ଦ୍ଧନ ବେହେରା): ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟର ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ରହିଛନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନୁଦାନ ଓ ତତ୍ତ୍ୱାବଧାନରେ ଯାଜପୁର ଜିଲା କୋରାଇ ଥାନା ଅନ୍ତର୍ଗତ ଇଟାପୁର ମୌଜାର ୨୦ ନମ୍ବର...
ଡିଏମ୍ଏଫ୍ ପାଣ୍ଠିର ହରିଲୁଟ୍ ହୋଇଛି: ବିଧାୟକ
ଯାଜପୁର,୧ା୯(ହର୍ଷବର୍ଦ୍ଧନ ବେହେରା): ଖଣି ଓ ଶିଳ୍ପାୟନ ଯୋଗୁ ପ୍ରଭାବିତ ଅଞ୍ଚଳବାସୀଙ୍କ ଥଇଥାନ ତଥା ପ୍ରଦୂଷଣଜନିତ କ୍ଷୟକ୍ଷତିର ଭରଣା ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପାଣ୍ଠି ଗଠନ ହୋଇଛି। କିନ୍ତୁ ଏହି ପାଣ୍ଠିରେ ଆଦାୟ ହେଉଥିବା ଅର୍ଥରେ ସୁକିନ୍ଦା ଓ ଧର୍ମଶାଳା...
ବିଡିଓଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଲେ ପ୍ରଣବ
ଧର୍ମଶାଳା,୨୯ା୮(ବଟକୃଷ୍ଣ ପରିଡ଼ା):ଯାଜପୁର ଜିଲାର ଧର୍ମଶାଳାରେ ରାଜନୈତିକ ବିବାଦ ଉଗ୍ର ହେବାରେ ଲାଗିଛି। ଆରୋପ ପ୍ରତ୍ୟାରୋପ ସହ ନେତା, କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ସ୍ଥିତି ଏପରି ହୋଇଛି ଯେ, ପଞ୍ଚାୟତ ସମିତି ପରିସରରେ ପଞ୍ଚାୟତ ଜନ ପ୍ରତିନିଧିମାନେ...
Archives


