ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ସନ୍ଦେହଜନକ ମୃତ୍ୟୁ
ଧର୍ମଶାଳା,୧୬ା୧୦(ଡି.ଏନ୍.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକର ଗ୍ରାମସେବିକା ତଥା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ବୁଧବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସ୍ଥାନୀୟ ସରପଞ୍ଚଙ୍କ ନିଜସ୍ବ କାର୍ଯ୍ୟାଳୟ ପରିସରରେ ସ୍ମିତାରାଣୀ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ତାଙ୍କୁ…
ବଳାତ୍କାର ଜେଲ ଗଲେ ଛାତ୍ର ନେତା
ବିଞ୍ଝାରପୁର,୧୬ା୧୦(ଡି.ଏନ.ଏ)- ବିଞ୍ଝାରପୁର ଥାନା ନରୁଆ ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଅଭିଯୋଗରେ ବିଞ୍ଝାରପୁର ପୋଲିସ ଅଭିଯୁକ୍ତ ଛାତ୍ର ନେତା ଜିତେନ୍ଦ୍ର ପ୍ରଧାନଙ୍କୁ ସୋମବାର ରାତିରେ ପାଣିକୋଇଲି ବସ୍ଷ୍ଟାଣ୍ଡରୁ ଗିରଫ କରିଛି। ମଙ୍ଗଳବାର ତାଙ୍କର ଡାକ୍ତରୀମାଇନା କରିବା…
୭ନମ୍ବର ୱାର୍ଡରେ ସରକାରୀ ଡ୍ରେନ ଅବରୋଧ: ଦୁର୍ଦ୍ଦଶା ଭୋଗୁଛନ୍ତି ଆମ୍ବେଦକର କଲୋନୀବାସୀ
ଯାଜପୁର ଅଫିସ,୧୬ା୧୦- ଦୀର୍ଘ ବର୍ଷ ହେଲା ବ୍ୟାସନଗର ସହରର ବିଭିନ୍ନ ସମସ୍ୟା ଅସମାହିତ ହୋଇରହିଛି। ବାର୍ଷିକ କୋଟିକୋଟି ଟଙ୍କା ବ୍ୟୟବରାଦ ହେଉଥିଲେ ସୁଦ୍ଧା ଆଜି ବି ସହରର ଡ୍ରେନେଜ ବ୍ୟବସ୍ଥା ସୁଧୁରି ପାରି ନାହିଁ। ବ୍ୟାସନନଗର ପୌରାଞ୍ଚଳର ୭ ନମ୍ବର ୱାର୍ଡ…
ଯାଜପୁର ଜିଲାରେ ଇ-ଡେସପାଚ:ତଥ୍ୟ ଲୁଚାଇବାକୁ ନୂଆ ଫନ୍ଦି,ନମ୍ବର ବଢୁଛି, ଦିଶୁନି ଚିଠିପତ୍ର
ଯାଜପୁର ଅଫିସ,୧୬ା୧୦- ରାଜ୍ୟ ସରକାର ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ ଭଳି ୫-ଟି ଆଇନକୁ ଗୁରୁତ୍ୱ ଦେଉଥିବାବେଳେ ଯାଜପୁର ଜିଲା ପ୍ରଶାସନ ତଥ୍ୟ ଲୁଚାଇବାକୁ ନୂଆ ଫନ୍ଦି ଆପଣାଇଛନ୍ତି। ଯାଜପୁର ଜିଲାରେ ଇ-ଡେସ୍ପାଚ ବ୍ୟବସ୍ଥା ଏବେ…
ନାବାଳିକା ଉଦ୍ଧାର, ଅପହରଣକାରୀ କୋର୍ଟ ଚାଲାଣ
ଧର୍ମଶାଳା,୧୬ା୧୦(ଡି.ଏନ୍.ଏ.)- ଧର୍ମଶାଳା ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ନାବାଳିକାଙ୍କୁ ସୋମବାର ରାତିରେ ପୋଲିସ ଉଦ୍ଧାର କରିଛି। ଏଥିସହ ଅପହରଣକାରୀ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ନୂଆଖୁଣ୍ଟା ଗ୍ରାମର ବୁଲୁ ଦଳେଇ। ୨୦୧୭ ଅକ୍ଟୋବର ୧୦ତାରିଖରେ ବୁଲୁ ଉକ୍ତ ନାବାଳିକାଙ୍କୁ…
ସରକାରୀ ଯୋଜନାରେ ମିଳୁନି ପକ୍କାଘର: ବ୍ଲକ କାର୍ଯ୍ୟାଳୟ ଘେରିଲେ ଲୋକେ
ସୁକିନ୍ଦା,୧୬ା୧୦(ଡି.ଏନ୍.ଏ)- ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା, ବାହାବଳପୁର, ବର୍ତ୍ତଣ୍ଡା ଗ୍ରାମ ସହ ୨୫ ପଞ୍ଚାୟତର ବହୁ ଲୋକ ସରକାରୀ ଯୋଜନାରେ ପକ୍କାଘର ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଘରଖଣ୍ଡେ ପାଇବା ପାଇଁ ବିଭିନ୍ନ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ମଧ୍ୟ ଘର…
କର୍ମଚାରୀଙ୍କ ଅନଶନକୁ ନେଇ ତ୍ରିପାକ୍ଷିକ ବୈଠକ: ଦୁଇ ଦିନରେ ସମାଧାନ କରିବାକୁ ନିର୍ଦ୍ଦେଶ
କାଳିଆପାଣି,୧୬ା୧୦(ଡି.ଏନ୍.ଏ.)- ଅଟ୍ୱାଲ ଛଟେଇ ଶ୍ରମିକଙ୍କ ଅନଶନକୁ ନେଇ ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ତ୍ରିପାକ୍ଷିକ ସମାଧାନ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗନଗର ଉପଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଟାଟା କମ୍ପାନୀ ଭିଟି ସେଣ୍ଟର ଗୃହରେ ବୈଠକ ହୋଇଥିଲା। ଏଥିରେ ୧୪/୧୫…
୯ମାସ ହେବ ଶ୍ରମିକଙ୍କ ଦରମା ବନ୍ଦ: ଆଜିଠାରୁ କାରଖାନା ସମ୍ମୁଖରେ ଶନ୍ତିପୂର୍ଣ୍ଣ ଧାରଣା
କଳିଙ୍ଗନଗର,୧୬ା୧୦(ଡି.ଏନ.ଏ.)- କଳିଙ୍ଗନଗରସ୍ଥିତ ମୈଇଥାନ ମେସ୍କୋ କାରଖାନାରେ ଶ୍ରମିକମାନେ ୯ ମାସ ହେବ ଦରମା ପାଇ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗତ ଅଗଷ୍ଟ ୨୦ ତାରିଖରେ କଳିଙ୍ଗନଗର ମଜଦୁର ୟୁନିୟନ ପକ୍ଷରୁ ଚିଠି (ନଂ. ୫୦/୧୯)ରେ କାରଖାନା କର୍ତ୍ତୃପକ୍ଷଙ୍କୁ…
ହୋମ୍ଗାର୍ଡଙ୍କୁ ଗାଳିଗୁଲଜ, ଧମକ ଦେବା ଘଟଣା ପାଲଟା ଅଭିଯୋଗ କଲେ ବିଜେଡି ନେତା
ବରୀ/ରତ୍ନଗିରି,୧୫।୧୦(ସ୍ବ.ପ୍ର/ଡିଏନଏ)- ବରୀରେ ହୋମଗାର୍ଡ ଓ ବିଜେଡି ନେତାଙ୍କ ବିବାଦ ତେଜିବାରେ ଲାଗିଛି। ଗତ ୯ ତାରିଖ ବରୀ ଥାନାର ଜଣେ ହୋମଗାର୍ଡଙ୍କୁ ଗାଳିଗୁଲଜ ଓ ଧମକ ଦେବା ଅଭିଯୋଗରେ ୩ ବିଜେଡି ନେତାଙ୍କ ବିରୋଧରେ ପୋଲିସ ଏକ ମାମଲା (୨୩୪/୧୯) ରୁଜୁ…
ଆନ୍ତଃରାଜ୍ୟ ସିବିଏସ୍ଇ କବାଡି ପ୍ରତିଯୋଗିତା ଉଦ୍ଯାପିତ
ଯାଜପୁର ରୋଡ,୧୪।୧୦(ନି.ପ୍ର)- ବ୍ୟାସନଗର ପବ୍ଲିକ ସ୍କୁଲରେ ଚାଲିଥିବା ଆନ୍ତଃରାଜ୍ୟ ସିବିଏସଇ କବାଡି ପ୍ରତିଯୋଗିତା ସୋମବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ୩ଟି ରାଜ୍ୟର ସିବିଏସ୍ଇ ବୋର୍ଡ ନିୟନ୍ତ୍ରଣାଧିନ ଇଂଲିଶ ମାଧ୍ୟମ ବିଦ୍ୟାଳୟସ୍ତରୀୟ ଭୁବନେଶ୍ୱର କ୍ଲଷ୍ଟର-୨ର ୩ଦିନ…
ଫେକ୍ ଆଇଡି କରି ହିନ୍ଦୁ ଯୁବତୀଙ୍କୁ ସଂଖ୍ୟାଲଘୁ ଯୁବକ ଫସାଉଥିବା ଅଭିଯୋଗ: ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପକ୍ଷରୁ ଏସ୍ପିଙ୍କୁ ଦାବିପତ୍ର
କୋରେଇ,୧୫।୧୦(ସ୍ବ.ପ୍ର)- ଯାଜପୁର ଜିଲାର ବିଭିନ୍ନସ୍ଥାନ ବିଶେଷ କରି ବରୀ ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର କେତେଜଣ ଯୁବକ ଫେସ୍ବୁକ୍ରେ ହିନ୍ଦୁ ଯୁବକ ନାମରେ ଫେକ୍ ଆଇଡି ଖୋଲି ହିନ୍ଦୁ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରୁଥିବା ଓ ପରେ ସେମାନଙ୍କୁ ଅପହରଣ…
ଟିପ୍ପର ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ
ଟିପ୍ପର ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ ଧର୍ମଶାଳା/ଜେନାପୁର,୧୩।୧୦(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ତଳଗଡ ଗ୍ରାମ ବଳରାମପୁର ହାଇସ୍କୁଲ ନିକଟରେ ରବିବାର ଟିପ୍ପର ଧକ୍କାରେ ଜଣେ ବୃକ୍ତିଙ୍କ ମୃତ୍ୟୁ…
Archives


