ବସ୍ ବାଇକ୍ ମୁହାଁମୁହିଁ: ବାଇକ୍ ଚାଳକ ଗୁରୁତର
ଜେନାପୁର,୧୦।୧୧(ଡି.ଏନ୍.ଏ.): ଯାଜପୁର ଜିଲା ଜେନାପୁର ଅନ୍ତର୍ଗତ ଚଣ୍ଡିଖୋଲ-ଡ଼ୁବୁରୀ ୫୩ ନଂ. ଜାତୀୟ ରାଜପଥ କୁସୁନପୁର ଛକଠାରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ବସ୍ ଓ ବାଇକ୍ ମୁଁହାମୁହିଁ ହେବାରୁ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ କାଦୁଅବୋଉଳିମାଳ…
ବୁଲ୍ବୁଲ୍ ପ୍ରଭାବ : ଭୁଶୁଡ଼ିଲା ମାଟିଘର, ବ୍ୟାପକ ଫସଲ ନଷ୍ଟ
ସିଂହପୁର,୯।୧୧(ଡି.ଏନ୍.ଏ.): ବୁଲ୍ବୁଲ୍ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ସିଂହପୁର ଅଞ୍ଚଳରେ ମାଟିଘର ଭୁଶୁଡ଼ିବା ସହ ବ୍ୟାପକ ଫସଲ ନଷ୍ଟ ହୋଇଛି। ୨୪ ଘଣ୍ଟା ଧରି ଅଞ୍ଚଳ ଅନ୍ଧାରରେ ରହିଛି। ଲୋକେ ୬ ମାସ ତଳେ ବାତ୍ୟା…
ସଉଦା କିଣି ଫେରୁଥିବା ବେଳେ ଧକ୍କାଦେଲା ଟ୍ରକ୍ : ଜଣଙ୍କ ଜୀବନଗଲା
ଜେନାପୁର,୮।୧୧(ଡି.ଏନ୍.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଚଢ଼େଇଧରା ହାଟ ନିକଟସ୍ଥ ରାଣୀବନ୍ଧ ପୋଲ ନିକଟରେ ଶୁକ୍ରବାର ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ଜଣଙ୍କ ଶ୍ୟାମସୁନ୍ଦରପୁର ଗ୍ରାମର ଭାସ୍କର ବେହେରା(୫୩) ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଭାସ୍କର ସଉଦା…
ବାତ୍ୟା ‘ବୁଲ୍ବୁଲ୍’: ଯାଜପୁର ବିଦ୍ୟୁତ୍ ବିଭାଗର ପ୍ରସ୍ତୁତି
ଯାଜପୁର,୮।୧୧(ନି.ପ୍ର.): ସମ୍ଭାବ୍ୟ ବାତ୍ୟା ‘ବୁଲ୍ବୁଲ୍’କୁ ନେଇ ଯାଜପୁର ଜିଲା ବିଦ୍ୟୁତ୍ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଜରୁରିକାଳୀନ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ବାତ୍ୟା…
ନଗଡ଼ାରେ ପ୍ରଶାସନୀକ ଅଧିକାରୀଙ୍କ ଭିଡ : ବିକାଶ ପରଖିଲେ ପଞ୍ଚାୟତିରାଜ ପ୍ରକଳ୍ପ ନିର୍ଦ୍ଦେଶକ
କାଳିଆପାଣି,୮ା୧୧(ଡି.ଏନ୍.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାରେ ଏବେ ବହୁ ପ୍ରଶାସନୀକ ଅଧିକାରୀଙ୍କ ଗସ୍ତ ଦେଖିବାକୁ ମିଳିଛି। ୨୦୧୬ରେ ଅପପୁଷ୍ଟିରେ ଶିଶୁମୃତ୍ୟୁ ଘଟଣା ପରେ ନଗଡ଼ାର ଉନ୍ନତି ପାଇଁ ସରକାର ପାଣି ଭଳି ଅର୍ଥ ଖର୍ଚ୍ଚ କରିଛନ୍ତି। ହେଲେ ୩…
ବାଇକ୍ ଦୁର୍ଘଟଣା : ୨ ଜଣଙ୍କ ଜୀବନଗଲା
ଯାଜପୁର ରୋଡ୍,୬।୧୧(ନି.ପ୍ର.): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଯାଜପୁର ରୋଡ୍ ଜହ୍ନା ପୂର୍ତ୍ତ ବିଭାଗ ରାସ୍ତା ପାଟୁଳୀ ଛକ ନିକଟରେ ବୁଧବାର ସକାଳୁ ଦୁଇ ବାଇକ୍ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇ…
ହାର ମାନିଛି ଶାରୀରିକ ଅକ୍ଷମତା: ପ୍ରସନ୍ନଙ୍କ ମୁଣ୍ଡରେ ପରିବାର ବୋଝ
ବୋଲଗଡ,୬ା୧୧(ଡି.ଏନ.ଏ.)-ଦିବ୍ୟାଙ୍ଗ ଅକ୍ଷମ ନୁହନ୍ତି। ସକ୍ଷମଙ୍କ ଭଳି ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରିପାରନ୍ତି। ଏହା ପ୍ରତିପାଦିତ କରିଛନ୍ତି ବୋଲଗଡ ବ୍ଲକ ଗର୍ଭଣୀପଡା ଗ୍ରାମର ପ୍ରସନ୍ନ ଜେନା। ଦୃଢ ମନୋବଳ ତଥା ଇଚ୍ଛାଶକ୍ତି ପାଖରେ ହାର ମାନିଛି ଶାରୀରିକ ଅକ୍ଷମତା। ପରିବାରର ବୋଝ…
ତ୍ରୟୋଦଶ ଆନ୍ତଃଜିଲା ତରୁଣ ସ୍ମାରକୀ କ୍ରିକେଟ୍ ଟୁର୍ନାମେଣ୍ଟ:ଜାଭିୟରକୁ ହରାଇ ଜେମ୍ସ ଚାମ୍ପିୟନ
ଯାଜପୁର ରୋଡ,୬-୧୧(ନି.ପ୍ର.)- ସେଣ୍ଟମେରୀଜ୍ ସ୍କୁଲ ଆନୁକୂଲ୍ୟରେ ତ୍ରୟୋଦଶ ଆନ୍ତଃଜିଲା ତରୁଣ ସ୍ମାରକୀ କ୍ରିକେଟ୍ ଟୁର୍ନାମେଣ୍ଟ୍ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ଜେମ୍ସ ସ୍କୁଲ ଓ ଜାଭିୟର ହାଇସ୍କୁଲ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଜେମ୍ସ ସ୍କୁଲ ୯ ରନ୍ରେ…
ଅଟୱାଲ ଛଟେଇ କର୍ମଚାରୀ, ଜିଲା ପୋଲିସ ପ୍ରଶାସନ ବୈଠକ: କେନ୍ଦ୍ରୀୟ ଶ୍ରମ ଆୟୁକ୍ତଙ୍କୁ ଭେଟିବାକୁ ପରାମର୍ଶ
ଯାଜପୁର ରୋଡ,୬-୧୧(ନି.ପ୍ର.)- ସୁକିନ୍ଦା ଖଣି ଉପତ୍ୟାକାରେ ଥିବା ଟିସ୍କୋ ଖଣିରେ ଅଟଓ୍ବାଲ ଠିକାସଂସ୍ଥା ପକ୍ଷରୁ ୧୯୮୪ରୁ ୪୩୩ ଜଣ କର୍ମଚାରୀଙ୍କୁ ନିଯୁକ୍ତ ପାଇଥିଲେ। ଗତ ସେପ୍ଟେମ୍ବର ୧ ତାରିଖରୁ ଅଟୱାଲ କମ୍ପାନୀ ସେମାନଙ୍କୁ ବିନା ନୋଟିସ୍ରେ ଛଟେଇ କରିବା ସହ ବକେୟା…
ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା:ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳା ଭାଜପାର ବିକ୍ଷୋଭ
ଯାଜପୁର ଟାଉନ,୬-୧୧(ଡି.ଏନ୍.ଏ.)- ଭାଜପା ମହିଳା ମୋର୍ଚ୍ଚାର ଯାଜପୁର ଜିଲା ଶାଖା ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ ଅଫିସ ଆଗରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା ମହିଳା ମୋର୍ଚ୍ଚାର ଜିଲା ସଭାପତି ବବିତା ମଲ୍ଲିକଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା କିଆନାଳୀରୁ…
୧୦ମ ସିକୁ କପ୍ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ: ସେର୍ଶାକୁ ହରାଇ ସେମିଫାଇନାଲରେ ରାଇଜିଂ ଷ୍ଟୁଡେଣ୍ଟ
ଧର୍ମଶାଳା,୬-୧୧(ଡି.ଏନ୍.ଏ.)- ଧର୍ମଶାଳା ମହୋତ୍ସବ ପଡ଼ିଆରେ ମଙ୍ଗଳବାର ସର୍ବଭାରତୀୟ ଦଶମ ବାର୍ଷିକ ସିକୁ କପ୍ କ୍ରିକେଟ୍ ଟୁର୍ନାମେଣ୍ଟ୍ ଉଦ୍ଘାଟିତ ହୋଇଯାଇଛି। ସାମାଜିକ କର୍ମୀ ନମ୍ରତା ଚଢା ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଅତିଥିଭାବେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର…
ନଗଡ଼ାର ବିକାଶ ଦିଗହାରା ଅଭିଯୋଗ:ଲୋକାୟୁକ୍ତଙ୍କ ନୋଟିସ ପରେ ସମୀକ୍ଷା ଆରମ୍ଭ
କାଳିଆପାଣି,୫ା୧୧(ଡି.ଏନ୍.ଏ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡାରେ ଶିଶୁ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଖିଦୃଶିଆ ବିକାଶ ହୋଇପାରି ନାହଁି। ଏହାର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର ପ୍ରାୟ ୨୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।…
Archives


