୬୧ କଲେଜକୁ ଆର୍ଡିଇର ଜବାବତଲବ
ଯାଜପୁର ଅଫିସ,୩।୨: ସେଲ୍ଫ ଫାଇନାନ୍ସିଂ ସ୍କିମ ନାମରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାର ବ୍ୟବସାୟୀକରଣ ଯୋଗୁ ରାଜ୍ୟରେ ବହୁ ପ୍ରତିଷ୍ଠିତ ଘରୋଇ ଆବାସିକ ଡିଗ୍ରୀ କଲେଜଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଠାରୁ ବେଆଇନ ଫି’ ଆଦାୟ ଚାଲିଛି। ଏନେଇ ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆର୍ସି)ରେ...
ଆବାସ ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନର ତତ୍ପରତା
ଯାଜପୁର ଅଫିସ,୩।୨: ଯାଜପୁର ଜିଲାରେ ଆବାସ ଗୃହ ନିର୍ମାଣରେ ଅଗ୍ରଗତି ନୈରାଶ୍ୟଜନକ ରହିଛି। ପୂର୍ବରୁ ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଘର ମିଳି ନ ଥିବାବେଳେ ଥିଲାବାଲା ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିବା ନଜିର ରହିଛି। ତେବେ ଏନେଇ...
ନିଶା ଖୁଆଇ ଯୁବକଙ୍କୁ ଲୁଟ୍: ରାସ୍ତାକଡ଼ରେ ଫୋପାଡ଼ି ଚାଲିଗଲେ
ଧର୍ମଶାଳା ୨ା୨(ଡିଏନ୍ଏ) ଧର୍ମଶାଳା ଥାନା ସାନ ବାଲିକୁଦା ଗ୍ରାମର କେଦାରନାଥ ଜେନା ଅନୁଗୋଳରୁ ଘରକୁ ଫେରୁଥିବାବେଳେ ତାଙ୍କୁ ବାଟରେ ଲୁଟେରା ଚା’ରେ ନିଶା ଦେଇ ଲୁଟ କରିବା ପରେ ରାସ୍ତାକଡ଼ରେ ଫୋପାଡ଼ି ଚାଲିଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ...
‘ଯାଜପୁରକୁ ରାଜ୍ୟର ସର୍ବଶ୍ରେଷ୍ଠ ପୌରାଞ୍ଚଳରେ ପରିଣତ କରାଯିବ’
ଯାଜପୁର ଟାଉନ,୨।୨(ଡିଏନଏ): ଯାଜପୁର ପୌରାଞ୍ଚଳ ରାଜ୍ୟର ଏକ ଆଦର୍ଶ ଓ ଅତ୍ୟାଧୁନିକ ପୌରାଞ୍ଚଳରେ ପରିଣତ କରାଯିବ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ମତବ୍ୟକ୍ତ କରିଛନ୍ତି। ଯାଜପୁର ପୌରାଞ୍ଚଳକୁ ରାଜ୍ୟର ସର୍ବଶ୍ରେଷ୍ଠ ପୌରାଞ୍ଚଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ...
ବେଆଇନ ବାଲି ଚାଲାଣ: ୪୫ ହଜାର ଜରିମାନା ଆଦାୟ
ସିଂହପୁର,୧।୨(ଡି.ଏନ୍.ଏ.) : ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରୀ ତହସିଲ ଅଧିନସ୍ଥ ଖରସ୍ରୋତା ନଦୀର ମଧୁସୂଦନପୁର ଘାଟ ନିକଟରୁ ଶନିବାର ବେଆଇନ ବାଲି ଚାଲାଣ ବେଳେ ମୋଟ୍ ୫ଟି ଟ୍ରାକ୍ଟରକୁ ବରୀ ତହସିଲଦାର ଜବତ କରିଥିବା ଜଣାପଡ଼ିଛି। ଖବର...
ବୈରୀ ଷ୍ଟେଶନ୍ରେ ରହିଲା କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର
ଛତିଆ,୧।୨(ଡି.ଏନ୍.ଏ.): ବୈରୀ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ସଫଳ ହୋଇଛି। ଶୁକ୍ରବାରଠାରୁ ବୈରୀ ଷ୍ଟେଶନରେ କେନ୍ଦୁଝର, ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍ ରହଣୀ ହୋଇଛି। ଉଭୟ ପଟୁ ୧ ମିନିଟ୍ ଲେଖାଏ ରହିବା ପାଇଁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ବିଧିବଦ୍ଧ ଭାବେ...
ସଚିବଙ୍କ ନିର୍ଦ୍ଦେଶ ପରେ ବିଭାଗୀୟ ତତ୍ପରତା
ଯାଜପୁର ଅଫିସ,୧।୨: ଯାଜପୁର ଜିଲା ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣରେ ହୋଇଥିବା ଅନିୟମିତତା ସଂକ୍ରାନ୍ତରେ ବିଭାଗୀୟ ତତ୍ପରତା ଦେଖିବାକୁ ମିଳିଛି। ଓଡ଼ିଶା ସରକାର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅଧସ୍ଥନ ସଚିବ ଏସ୍.ଆର୍. ପଟ୍ଟନାୟକ ତାଙ୍କ ପତ୍ରସଂଖ୍ୟା ୨୩୪୬୪/୧୩ା୧୨ା୨୦୧୯ରେ...
ଡୁବୁରୀ ଛକରେ ସ୍ଥାପନ ହେବ ଟ୍ରାଫିକ ଲାଇଟ୍ ସିଗନାଲ
ଯାଜପୁର ଟାଉନ,୧।୨(ଡି.ଏନ.ଏ): ସଡ଼କ ସୁରକ୍ଷା ସମ୍ପର୍କିତ ପ୍ରଥମ ପାର୍ଲାମେଣ୍ଟାରୀ କମିଟି ବୈଠକ ଜିଲାପରିଷଦ ସଭାଗୃହଠାରେ ଏମ୍ପି ଶର୍ମିଷ୍ଠା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଥିବାରୁ ସେଠୀ ଉଦ୍ବେଗ ପ୍ରକାଶ କରିବା ସହିତ ଏ ଦିଗରେ...
କାମ ବନ୍ଦ କଲେ ଗ୍ରାମବାସୀ
ଡୁବୁରୀ,୩୧-୧(ଡିଏନଏ):ସୁକିନ୍ଦା ବ୍ଲକ ଗୋବରଘାଟି ପଞ୍ଚାୟତ ବେଲହୁଡ଼ିଠାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି। ସରକାରଙ୍କ ସମସ୍ତ ନୀତିନିୟମକୁ ଖୋଲା ଉଲ୍ଲଂଘନ କରି ବିନା ସୂଚନା ଫଳକରେ ଏହି ରାସ୍ତା କାର୍ଯ୍ୟ କରାଯାଉଥିବାରୁ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ...
ଟୋକନ ନ ମିଳିବାରୁ ଖୋଲିନି ମଣ୍ଡି
ଯାଜପୁର ଅଫିସ,୩୧-୧:ଯାଜପୁର ଜିଲାରେ ଧାନ ସଂଗ୍ରହରେ ବିଳମ୍ବ କାରଣରୁ ଚାଷୀ ବହୁଳ ଭାବେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ପୂର୍ବରୁ ଧାନ ଅମଳ କରି ଚାଷୀ ଅଭାବ ଅନାଟନ ଯୋଗୁ ଦଲାଲ ହାତରେ କୁଇଣ୍ଟାଲ ପିଛା ୫୦୦ରୁ ୬୦୦ ଟଙ୍କା...
ସତ୍ସଙ୍ଗ ଦ୍ୱାରା ସାମ୍ପ୍ରଦାୟିକତା ଦୂର ହୋଇଥାଏ : ତଥାଗତ
ଚଣ୍ଡିଖୋଲ,୩୧-୧(ଡି.ଏନ୍.ଏ.):ବର୍ତ୍ତମାନ ଧର୍ମନାମରେ ବିଭେଦ ସୃଷ୍ଟି ହେଉଛି। ଜାତି, ଧର୍ମ, ବର୍ଣ୍ଣକୁ ନେଇ ରାଜନୀତି କରାଯାଉଛି। ଏପରିକି ଭେଦଭାବ ସୃଷ୍ଟି କରାଯାଇ ପରସ୍ପର ପ୍ରତି ବିଦ୍ୱେଷ ଭାବ ସୃଷ୍ଟି ହେଉଛି। ସତ୍ସଙ୍ଗ ହେଉଛି ଜୀବନଧାରା ପରିବର୍ତ୍ତନର ମାର୍ଗ। ସମସ୍ତେ ଏଠାରେ ପ୍ରେମପ୍ରୀତିରେ...
ଆଦାୟ ହେଉଛି ରାଜସ୍ବ, ସୁଧୁରୁନି ହାଟର ଅବସ୍ଥା
ରସୁଲପୁର,୩୧-୧(ଡିଏନଏ):ସାପ୍ତାହିକ ହାଟ ଗ୍ରାମାଞ୍ଚଳ ଲୋକଙ୍କ ବିକାକିଣାର ମାଧ୍ୟମ ହୋଇଆସୁଛି। ଚାଷୀ, ବ୍ୟବସାୟୀ, ଖାଉଟି ସଭିଏଁ ଗାଁ ହାଟରେ ଏକାଠି ହୁଅନ୍ତି। ନିଜ ଆବଶ୍ୟକତା ମୁତାବକ ଜିନିଷ କାରବାର କରି ଫେରିଯାଆନ୍ତି। ଏକଦା ସାପ୍ତାହିକ ହାଟକୁ କାରବାର ପାଇଁ ଲୋକଙ୍କୁ ଅନେକ...
Archives


