ଯାଜପୁର

ଫେରିଲେ ନିଖୋଜ ସ୍ବାମୀ, ସାବିତ୍ରୀ ବ୍ରତରେ ହୋଇଥିଲେ ନିଖୋଜ

ଧର୍ମଶାଳା,୩।୬(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଶ୍ରୀବନ୍ତପୁର ପଂଚାୟତ ର ବାର୍ଡାଙ୍ଗି ଗ୍ରାମର ପାପୁନ ସାମଲ ସାବିତ୍ରୀ ବ୍ରତରେ ନିଖୋଜ ହୋଇଥିଲେ। ଯାହାକୁ ନେଇ ଶୁଭଲକ୍ଷ୍ମୀଙ୍କ ପରିବାର କୁଆଖିଆ ଥାନା ରେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ…

ଦୁର୍ଘଟଣାରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ

ଧର୍ମଶାଳା,୨ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବଜାରର ପ୍ରତିଷ୍ଠିତ ବ୍ୟବସାୟୀ ଉମାକାନ୍ତ ପାତ୍ର (ପପୁ) ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବାଇକ୍‌ ଯୋଗେ ଯାଜପୁର ଟାଉନ ବାସଭବନରୁ ଜାରକା ବଜାରରେ ଥିବା ନିଜ ବ୍ୟବସାୟସ୍ଥଳକୁ ଆସୁଥିବା ବେଳେ ଷୋହଳ ନମ୍ବର…

ଥାନାରେ ଖତ ଖାଉଛି ମାଳ ମାଳ ଗାଡ଼ି, ଫାଇଲପତ୍ର ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା, ୨।୬( ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ପରିସରରେ ଗଦା ହୋଇଛି ମାଳ ମାଳ ଗାଡ଼ି। ଗାଡ଼ିଗୁଡ଼ିକ ଉପରେ ମାଡି ଗଲାଣି ଗଛ ଲତା। ଦୀର୍ଘ ଦିନ ହେବ ପଡି ରହିଛି ଗାଡ଼ି । ଥାନା ପଛପଟେ ଗଦାହୋଇ…

ମଟନ୍‌ ଦୋକାନ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ, ଗୋରୁ ଚୋରି ସାଙ୍ଗକୁ ଗୋ’ମାଂସ ବିକୁଥିବା  ଅଭିଯୋଗ

ଯାଜପୁର,୬।୧: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ବ୍ରିଜ ନିକଟରେ ଥିବା ମଟନ ଦୋକାନୀ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଗୋରୁ ଚୋରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ରବିବାର ଭୋର ସମୟରେ ଉକ୍ତ ମଟନ ଦୋକାନ…

ରାସ୍ତାରେ ବିରାଟ ବିରାଟ ଗର୍ତ୍ତ, ସାମାନ୍ୟ ବର୍ଷା ହେଲେ ସ୍ଥିତି ବେହାଲ

ଧର୍ମଶାଳା,୧ା୬(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କାନପୁର ଓ ଭୁବନପୁରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ରାସ୍ତା ଉପରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି ଯାହା ଫଳରେ ବର୍ଷା ସମୟରେ ଯାତାୟାତରେ ନାନା…

ସିକ୍କିମ ଦୁର୍ଘଟଣା: ନିଖୋଜ ୪ ଓଡ଼ିଆଙ୍କ ପତ୍ତା ମିଳୁନି

ଯାଜପୁର,୧।୬(ହର୍ଷବର୍ଦ୍ଧନ ବେହେରା): ଉତ୍ତର ସିିକ୍କିମର ତିସ୍ତା ନଦୀକୁ ଗୁରୁବାର ରାତିରେ ଏକ ଟୁରିଷ୍ଟ ଗାଡ଼ି ‘ମହିନ୍ଦ୍ରା ମାକ୍ସ’ ଖସିପଡ଼ିବା ଯୋଗୁ ନିଖୋଜ ଥିବା ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଇତିଶ୍ରୀ ଜେନାଙ୍କ ସମେତ ତାଙ୍କ ପରିବାରର ୪ଜଣଙ୍କ ପତ୍ତା…

ଏବେ ବି ମିଳିନି ଭାଜପା ନେତ୍ରୀ ଇତିଶ୍ରୀଙ୍କ ପତ୍ତା, ୧୦୦୦ ଫୁଟ ଉପରୁ ନଦୀକୁ ଖସିଥିଲା ଗାଡ଼ି

ଯାଜପୁର,୩୧ା୫: ଯାଜପୁର ରୋଡ୍‌ର ଭାଜପା ନେତ୍ରୀ ଇତିଶ୍ରୀ ଜେନାଙ୍କ ଏଯାଏ ମିଳିନି ପତ୍ତା। ଇତିଶ୍ରୀଙ୍କ ସହ ତାଙ୍କ ପରିବାରର ୪ ଜଣ ନିଖୋଜ ହୋଇଯାଇଛନ୍ତି। ଇତିଶ୍ରୀଙ୍କ ବଡ଼ପୁଅ, ଭାଇଭାଉଜ ବି ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ଓଡ଼ିଶାର ଏକ…

ଭୂମି ନାହିଁ କି ଘର ନାହିଁ, ପର ବାଡ଼ିରେ ବିତୁଛି ଜୀବନ

ଧର୍ମଶାଳା,୨୯ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାଯତର ଶେରପୁର ଗ୍ରାମରେ ଦୁର୍ଦ୍ଦିନ ଭିତରେ ବସବାସ କରୁଛନ୍ତି ଏକ ପରିବାର। ଯାହାଙ୍କର ଭୂମି ନାହିଁ କି ନିଜର ଘର ଖଣ୍ଡେ ବି ନାହିଁ ପର ବାଡ଼ିରେ ଘର…

ଧର୍ମଶାଳାରେ ମାତିଛନ୍ତି ମାଫିଆ: ବେଲଗାମ ଭାବେ କରୁଛନ୍ତି ମାଟି ଚୋରି, ପ୍ରଶାସନ ନିଦାବିଷ୍ଣୁ

ଧର୍ମଶାଳା,୨୯।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ବେଲଗାମ ହୋଇଛି ମାଟି ଚୋରି। ବିନା ଅନୁମତିରେ ମାଟି ମାଫିଆ ମାଟି ଲୁଟ କରୁଛନ୍ତି, କିନ୍ତୁ ପ୍ରଶାସନ ଜାଣି ବି ନ ଜାଣିବା ଭଳିି ଚୁପ ରହିିଛି। ତେବେ ଏହି ତହସିଲ…

ସ୍ବାସ୍ଥ୍ୟ କାର୍ଡ ବଣ୍ଟନରେ ଟଙ୍କା ଆଦାୟକୁ ନେଇ ଜନ ଅସନ୍ତୋଷ, ସରକାରଙ୍କ ପ୍ରତିଶ୍ରୁତି କାମରେ ଲାଗୁନି

ଧର୍ମଶାଳା,୨୮ା୫(ଶିବ ପ୍ରସାଦ ମହାନ୍ତି): ସାରା ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ହିତାଧିକାରୀମାନଙ୍କ ପାଇଁ ଇ-କେ ଓ୍ବା ଇସି ସହ କାର୍ଡ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ…

ସାବିତ୍ରୀ ବ୍ରତଠାରୁ ସ୍ବାମୀ ନିଖୋଜ, ସ୍ତ୍ରୀ ଶୁଭଲକ୍ଷ୍ମୀଙ୍କ ଆଖିରୁ ଶୁଖୁନି ଲୁହ, ପ୍ରତିବାଦରେ ଆଜି ରାସ୍ତାରୋକୋ

ସାବିତ୍ରୀ ବ୍ରତଠାରୁ ସ୍ବାମୀ ନିଖୋଜ, ସ୍ତ୍ରୀ ଶୁଭଲକ୍ଷ୍ମୀଙ୍କ ଆଖିରୁ ଶୁଖୁନି ଲୁହ, ପ୍ରତିବାଦରେ ଆଜି ରାସ୍ତାରୋକୋ ଧର୍ମଶାଳା,୨୮ା୫(ଶିବ ପ୍ରସାଦ ମହାନ୍ତି): ସୋମବାର ସାବିତ୍ରୀ ବ୍ରତରେ ଯାଜପୁର ଜିଲା କୁଆଖିଆ ଥାନା ଅଧୀନ ଶ୍ରୀବନ୍ତପୁର ପଞ୍ଚାୟତ ବାର୍ଡାଙ୍ଗି ଗ୍ରାମର ପାପୁନ ସାମଲ ବ୍ୟାଙ୍କରୁ…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଲିଗଲା ଘର

ଧର୍ମଶାଳା,୨୬।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଉଳମାଳ ପଞ୍ଚାଯତର ବରମୁଣ୍ଡୁଲି ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଗ୍ରାମର ଚାନ୍ଦିଆ ମଳିକଙ୍କ ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ମିଳିଥିବା ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?