ଯାଜପୁର

ଉଦ୍ୟାନକୃଷି ବିକାଶରେ ଜଙ୍ଗଲ ବିନାଶ

ଯାଜପୁର ଅଫିସ,୨୦।୮: ଯାଜପୁର ଜିଲା ସୁକିନ୍ଦା ତହସିଲ ଦାମୋଦରପୁର, ବତଲଣ୍ଡା ଓ କରଗୋଳା ମୌଜା ଅଞ୍ଚଳରେ ୫୦ କିମ୍ବା ୧୦୦ ନୁହେଁ, ୩୭୭.୮୩ ଏକର ପତରା ଓ ଶାଳ ଜଙ୍ଗଲ କିସମ ଜମିରୁ ଏକାଧିକ ମେଶିନ ଲଗାଇ ବହୁ ପରିମାଣର ଗଛ…

ହାତୀ ସୁରକ୍ଷାକୁ ଏନ୍‌ଜିଟି ବଳ

ଯାଜପୁର ଅଫିସ, ୧୯ା୮: ଓଡ଼ିଶାରେ ୧୯୯୦ରୁ ୨୦୦୦ ମଧ୍ୟରେ ବର୍ଷକୁ ହାରାହାରି ହାତୀ ମୃତ୍ୟୁ ହାର ୩୩ ଥିଲା। ୨୦୦୧ରୁ ୨୦୧୦ ମଧ୍ୟରେ ହାରାହାରି ବାର୍ଷିକ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି ପାଇଥିଲା, ଯାହାକି ୨୦୧୦ ପରେ ୭୬ ହୋଇଯାଇଛି। ବିଶେଷକରି ୨୦୧୦…

ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଧର୍ମଶାଳା,୧୮।୮(ଡି.ଏନ୍‌.ଏ.): ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଗାଡ଼ି ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବିଧାୟକ ଅଳ୍ପକେ ବର୍ତ୍ତିି ଯାଇଛନ୍ତି। ସକାଳେ ବିଧାୟକ ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବା ସମୟରେ ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ରଥିଆ ଛକ…

ପର୍ଯ୍ୟଟନସ୍ଥଳୀର ବିକାଶ ନୈରାଶ୍ୟଜନକ

ଯାଜପୁର ଅଫିସ,୧୩।୮: ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଅଧାରେ ଅଟକିଛି। ଏହାବାଦ୍‌ ନିମ୍ନମାନର କାର୍ଯ୍ୟ ଯୋଗୁ ପର୍ଯ୍ୟଟନସ୍ଥଳୀର ଦୀର୍ଘସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ୨୦୧୯-୨୦ ବର୍ଷରେ ରାଜ୍ୟର ୧୫ଟି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୧୬୭.୪୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା।…

ଚିତି ସାପକୁ କାମୁଡ଼ି ଦୁଇଖଣ୍ଡ କରି ରକ୍ତ ପିଇଲେ

କଳିଙ୍ଗନଗର,୧୩ା୮(ଡି.ଏନ୍‌.ଏ.): ଯାଜପୁର ଜିଲା ଦାନଗଦୀ ବ୍ଲକ ଅଧୀନ ଶାଳିଜଙ୍ଗା ପାଞ୍ଚୟତ ଗମ୍ଭାରୀପାଟିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର କିଶୋର ବଦରା(୪୫) ବିଲରୁ ଫେରୁଥିବା ବେଳେ ତାଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ପରେ ସାପକୁ ଗୋଡେଇ ଧରିଥିଲେ…

କ୍ରିଷ୍ଣା ଦେବାଶିଷଙ୍କୁ ଗ୍ରାଣ୍ଡମାଷ୍ଟର ଉପାଧି

ରସୁଲପୁର,୧୨ା୮(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାମଦେବପୁର ଗ୍ରାମର ୨ ବର୍ଷ ୧୦ ମାସ ବୟସର ବାଳକ ଡି.ଏନ୍‌. କ୍ରିଷ୍ଣା ଦେବାଶିଷଙ୍କୁ ଆଉ ଏକ ସଫଳତା ମିଳିଛି। ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ପକ୍ଷରୁ ତାଙ୍କୁ ଗ୍ରାଣ୍ଡ୍‌ମାଷ୍ଟର ଉପାଧି ଦିଆଯାଇଛି। ସେ…

ନକଲି ସିମ୍‌ କାର୍ଡ ବିକ୍ରେତାଙ୍କୁ ନେଲା ଦିଲ୍ଲୀ ପୋଲିସ

ଯାଜପୁର ଟାଉନ/ବରୀ, ୧୨ା୮(ଡି.ଏନ.ଏ.): ନକଲି ସିମ୍‌ କାର୍ଡ ବିକ୍ରି ଅଭିଯୋଗରେ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ଭୁରୁଙ୍ଗା ଗ୍ରାମର ପ୍ରୀତମ୍‌ କର(୩୦)ଙ୍କୁ ମଙ୍ଗଳବାର ଦିଲ୍ଲୀ ପୋଲିସ ଗିରଫ କରିଥିଲା। ବୁଧବାର ତାଙ୍କୁ ଯାଜପୁର ସିଜେଏମ୍‌ କୋର୍ଟରେ ହାଜର କରିବା…

ବଳାତ୍କାରୀଙ୍କୁ କୋର୍ଟ ଚାଲାଣବେଳେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

କାଳିଆପାଣି,୯ା୮(ଡି.ଏନ୍‌.ଏ.): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ଗାଁରେ ୫ ତାରିଖ ଦିନ ଜନୈକା ସ୍ବାମୀ ପରିତ୍ୟକ୍ତାଙ୍କୁ ୩ ନାବାଳକ ବଳାତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ରବିବାର ପୋଲିସ ୩ ଜଣକୁ ଗିରଫ କରିଥିବା ବେଳେ ସୋମବାର ଜୁଭେଲାଇନ…

ନୂଆ ସଂସ୍କୃତି ଆପଣାଅ: ବେଦାନ୍ତ

ଯାଜପୁର ଅଫିସ,୯ା୮(ହର୍ଷବର୍ଦ୍ଧନ ବେହେରା): ଅର୍ଥ ବଳରେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ହାତରେ ରଖି କିଭଳି ଲୋକଙ୍କୁ ଦମନ କରାଯାଇପାରୁଛି ତାହାର ପଦ୍ଧତି ନିକଟରେ ବେଦାନ୍ତ କମ୍ପାନୀର ଏକ ଆଭ୍ୟନ୍ତରୀଣ ଇ-ମେଲ୍‌୍‌ରୁ ଜଣାପଡ଼ିଥିଲା। ୨୦୨୦ ନଭେମ୍ବର ୧୩ରେ ଫାକର ଓସ୍ତପାଳ ଖଣିର ସିନିୟର…

ଜରି ପଞ୍ଚାୟତର ୩ ସରକାରୀ ଅଧିକାରୀ ନିଲମ୍ବିତ

ଯାଜପୁର ଅଫିସ,୮।୮: ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର (ଏମ୍‌ଜିଏନ୍‌ଆର୍‌ଜିଏ) ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଅଭିଯୋଗରେ ୩ ସରକାରୀ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଏଥିରେ ପିଇଓ ପ୍ରକାଶ ଜେନ, ଜିଆର୍‌ଏସ୍‌…

ଅଡିଟ୍‌ ଧରିଲା ୪.୨୧ ଲକ୍ଷ ଟଙ୍କା ଆତ୍ମସାତ

ଯାଜପୁର ଅଫିସ,୬।୮: ଯାଜପୁର ଜିଲା ବଡଚଣା ବ୍ଲକ ଭରତପୁର ଓ ସାମିଆ ପଞ୍ଚାୟତର ୩ ଜଣ ପଞ୍ଚାୟତ ଏକ୍‌ଜିକ୍ୟୁଟିଭ ଅଫିସର (ପିଇଓ) ଜାଲିଆତି କରି ୪ ଲକ୍ଷ ୨୧ ହଜାର ୩୨୦ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିଛନ୍ତି। ସେମାନେ ହେଲେ…

ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ ଯନ୍ତ୍ରୀ

ଯାଜପୁର ଟାଉନ,(ଡି.ଏନ୍‌.ଏ.)/କଟକ ଅଫିସ,୪ା୮: ଭିଜିଲାନ ହାତରେ ଧରାପଡିଛନ୍ତି ଯାଜପୁର ଟାଉନସ୍ଥିତ ଡ୍ରେନେଜ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର। ବୁଧବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି। ସଦର ବ୍ଲକ ଅଧୀନ ଅବଦଲପୁରର ଦେବାଶିଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?