ବାଇକ୍କୁ ପିଟିଲା ବରଯାତ୍ରୀ ଗାଡ଼ି: ଦୁଇ ବାଇକ୍ ଆରୋହୀ ଗୁରୁତର
ଧର୍ମଶାଳା,୨୫।୫(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଶଙ୍ଖାଢିଅ ନିକଟରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, ଗୋକନେଶ୍ୱର ମନ୍ଦିରରେ ବାହାଘର ଚାଲିଥିବା ବେଳେ ବର ଗାଡ଼ିଟି ତେଲ ପକାଇବା ପାଇଁ ଶଙ୍ଖାରିଢିଅ ନିକଟସ୍ଥ…
୧୧୫୦୦୦ କୋଟି ଟଙ୍କାର ୨୪ ଶିଳ୍ପ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୩୬୦୦୦ ନିଯୁକ୍ତି ସୁଯୋଗ…
ଭୁବନେଶ୍ୱର, ୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଯାଜପୁରର କଳିଙ୍ଗନଗର ଠାରେ ୧,୧୫,୦୦୦ କୋଟି ଟଙ୍କାର ମୋଟ ୨୪ଟି ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯାହା ୩୬,୦୦୦ ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବ।…
ରୋଗୀଙ୍କ ସେବାରେ ଲାଗୁନି ଆମ୍ବୁଲାନ୍ସ, ବ୍ଲକ କାର୍ଯ୍ୟାଳୟ ପରିସରରେ ପଡ଼ି ପଡ଼ି ଖାଉଛି ଖତ
ଧର୍ମଶାଳା,୨୨ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଆମ୍ବୁଲାନ୍ସ ରୋଗୀ ସେବାରେ ଲାଗୁ ନ ଥିବା ଅଭିଯୋଗ ହୋଇଛି। ଧର୍ମଶାଳା ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଏହି ଆମ୍ବୁଲାନ୍ସ ସେବା ୨୦୨୨ରେ ଶୁଭାରମ୍ଭ ହୋଇଥିଲା। ସରକାରୀ ମେଡ଼ିକାଲଗୁଡିକ ପାଇଁ…
ଓଲଟି ପଡ଼ିଲା ଟ୍ରାକ୍ଟର କମ୍ପରେସର, ଚାଲିଗଲା ଡ୍ରାଇଭରଙ୍କ ଜୀବନ
ଧର୍ମଶାଳା,୨୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବାଟିଯୋଡ଼ା ନିକଟରେ ଏକ ଟ୍ରାକ୍ଟର କମ୍ପରେସର ଓଲଟି ପଡ଼ିବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାନ୍ତ ପ୍ରଧାନ। ସୂଚନାନୁଯାୟୀ, ବାରମାଣ ଅଞ୍ଚଳର ଡ୍ରାଇଭର କାନ୍ତ ଓ ତାଙ୍କ ସହଯୋଗୀ ଗୁରୁବାର ଦିନ…
ଭୋଜି ଖାଇବାକୁ ଯାଇ ରାତିରେ ଶୋଇଥିଲେ ଯୁବକ, ସକାଳୁ ନ ଉଠିବାରୁ…
ଧର୍ମଶାଳା,୨୧ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜୀରା ପଞ୍ଚାୟତର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ବାପା ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଥାନା ଅଧିକାରୀ ନିରୂପମା ଜେନା କହିଛନ୍ତି। ଅଭିଯୋଗ ମୁତାବକ…
ଗୋରୁ ଚୋରି କରୁଥିବାବେଳେ ଲୁଟେରାଙ୍କୁ ଧରିଲେ ଗ୍ରାମବାସୀ: ଜଣେ ଥାନାରେ ଅଟକ
ନୂଆଦିଲ୍ଲୀ,୨୧।୫: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଅଞ୍ଚଳରୁ ରାତିରେ ଗୋରୁମାନଙ୍କୁ ଚାଲାଣ କରିବା ପାଇଁ ଏକ ଗାଡ଼ିରେ ଲୋଡ୍ କରୁଥିବା ସମୟରେ ଧରି ପକାଇଛନ୍ତି ଗ୍ରାମବାସୀ। ସୂଚନା ମୁତାବକ, ଗତ ବୁଧବାର ରାତିରେ କାଏମା ଅରଖପଦା ଗ୍ରାମରୁ ଏକ…
କ୍ରସର କର୍ମଚାରୀଙ୍କ ମୃତ୍ୟୁ ଘଟଣା: ଭୁବନେଶ୍ୱରରୁ ଗିରଫ ହେଲେ ଦୁଇ ଅଭିଯୁକ୍ତ
ଧର୍ମଶାଳା,୧୮ା୫(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ରାହାଡପୁରସ୍ଥିତ ପଦ୍ମାବତୀ କ୍ରସର କର୍ମଚାରୀ ଇଞ୍ଜିନିୟର ଛାତ୍ର ହତ୍ୟା ଘଟଣାକୁ ୧୭ଦିନ ବିତିବା ପରେ ଶନିବାର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୌମ୍ୟ ରଞ୍ଜନ ବିଶାଳ ଓ…
ନିମ୍ନମାନର କାର୍ଯ୍ୟ, ମାଟି ବଦଳରେ ବନ୍ଧରେ ଲାଗୁଛି ନଈ ବାଲି
ଧର୍ମଶାଳା,୧୮ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବେଦପୁରଠାରୁ ଜନକ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ନଦୀବନ୍ଧରେ ମାଟି ବଦଳରେ ନଈ ବାଲି ପକାଇ କାମ କରୁଥିବା ବେଳେ…
ଅପରଶେନ ସିନ୍ଦୂରର ସଫଳତା: ତ୍ରିରଙ୍ଗା ପଦଯାତ୍ରାରେ ବିଧାୟକ
ଧର୍ମଶାଳା,୧୮।୫ (ଶିବ ପ୍ରାସାଦ ମହାନ୍ତି): କାଶ୍ମୀର ପହଲଗାମଠାରେ ଆତଙ୍କି ଗୁଳିରେ ପ୍ରାଣ ହରାଇ ଥିବା ନିରୀହ ପର୍ଯ୍ୟଟକ ମାନଙ୍କ ଉଦ୍ଦେଶ୍ୟରେ ଅପରଶେନ ସିନ୍ଦୂର ମାଧ୍ୟମରେ ଭାରତୀୟ ଯବାନ ମାନେ ଖୋଜି ଖୋଜି ଆତଙ୍କବାଦୀ ମାନଙ୍କୁ ମାରିଥିଲେ। ଅପରଶେନ ସିନ୍ଦୂରର ସଫଳତାକୁ ନେଇ…
ଲେଭଲ କ୍ରସିଂରେ ଫସି ରହିଲା ହାଇୱା
ଧର୍ମଶାଳା,୧୭ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ହରିଦାସପୁର-ଗଡ଼ମଧୁପୁର ରେଳଷ୍ଟେଶନ ମଧ୍ୟସ୍ଥ ଏକ ଲେଭଲ କ୍ରସିଂରେ ଶନିବାର ଏକ ଚିପ୍ସ ବୋଝେଇ ହାଇୱା ଏକ ଘଣ୍ଟା ଧରି ଫସି ରହିଛି। ଗାଡ଼ି ଖରାପ ହୋଇଯିବାରୁ ଲେଭଲ କ୍ରସିଂ ପାରି ହୋଇ ପାରି ନ…
ଭାଇବୋହୂଙ୍କୁ ବଳାତ୍କାର ଉଦ୍ୟମ, ଦେଢ଼ଶୂର ଗିରଫ
ପାଣିକୋଇଲି,୧୭ା୫(ବିକାଶ ମଲ୍ଲିକ): ଯାଜପୁର ଜିଲା ପାଣିକୋଇଲି ଥାନା ଅଞ୍ଚଳରେ ଭାଇବୋହୂଙ୍କୁ ଦେଢ଼ଶୂର ବଳାତ୍କାର ଉଦ୍ୟମ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳାଙ୍କ ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗରେ ଦେଢ଼ଶୂର ତାଙ୍କ…
ଧରିତ୍ରୀ ପ୍ରଭାବ: ମାନସଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଲା ଅଂଶୁମାନ ଟ୍ରଷ୍ଟ
ଧର୍ମଶାଳା,୧୭।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ମୁରତପୁର ଗାଁର ମାନସ ଦଳାଇ ଦୀର୍ଘଦିନ ହେବ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ତ ଥିବା ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ପରେ ଏହି ଖବର ପ୍ରକାଶ ପାଇବା…
Archives


