ଜଗତ୍‌ସିଂହପୁର

ଥିଲେ ୩ ବାପି, ଆସିଲେନି ବସନ୍ତ

ପାରାଦୀପ,୨୯।୭(ଶରତ ରାଉତ): ୨୦୨୪ ନିର୍ବାଚନର ମାସେ ୨୪ ଦିନ ପରେ ରବିବାର ପାରାଦୀପ ବିଜେଡିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ନୂଆବଜାର ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପାଖରେ ଆୟୋଜିତ ଏହି ବୈଠକରେ ପ୍ରମୁଖ ୩ ବାପି ନେତୃତ୍ୱ ନେଇଥିଲେ।…

ଏକ୍ସପାଏରି ଔଷଧ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ପ୍ରଧାନ, ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

ପାରାଦୀପ,୨୪।୭(ଶରତ ରାଉତ): ପାରାଦୀପ ପୌରାଞ୍ଚଳର ଅଠରବାଙ୍କୀ ପାରାଦୀପ ପୌରାଞ୍ଚଳର ଅଠରବାଙ୍କୀ ଲକ୍‌ପଡା ସରକାରୀ ବିଦ୍ୟାଳୟରେ ଏକ୍ସପାଏରି ଔଷଧ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ହେବା ଘଟଣାରେ ମଙ୍ଗଳବାର ବିଭାଗ ପକ୍ଷରୁ ଯାଞ୍ଚ ପରେ ୨ ଜଣ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ…

ଆଇରନ୍‌ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ

ପାରାଦୀପ,୨୨।୭: ଜଗତ୍‌ସିଂହପୁର ଜିଲା ଅଠରବାଙ୍କି ତଳଗଡ଼ ଯୁପି ସ୍କୁଲରେ ସୋମବାର ଏକ ଅଘଟଣ ଘଟିଛି। ସ୍କୁଲରେ ଦିଆଯାଇଥିବା ଆଇରନ୍‌ ବଟିକା ଖାଇ ୩୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା…

ଜାଲରେ ପଡ଼ିଲା ମଣିଷ ମୃତଦେହ

ପାରାଦୀପ,୨୧।୭: ଜଗତସିଂହପୁର ଜିଲା ପାରାଦୀପ ଜଟାଧାର ମୁହାଣ ନିକଟ ସମୁଦ୍ରରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଛି। ହେଲେ ବ୍ୟକ୍ତି ପରିଚୟ ମିଳିପାରି ନାହିଁ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ପାରାଦୀପ-କୁଜଙ୍ଗ ଅଞ୍ଚଳରେ ବ୍ୟାପୁଛି ଡାଇରିଆ

ପାରାଦୀପ,୨୧।୭: ଜଗତସିଂହପୁର ଜିଲା ପାରାଦୀପ-କୁଜଙ୍ଗ ଅଞ୍ଚଳରେ ଡାଇରିଆ ଆତଙ୍କ ଦେଖାଦେଇଛି। ଅଞ୍ଚଳରେ ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପାରାଦୀପଗଡ଼ ଗାଁରେ ଝାଡ଼ାବାନ୍ତିରେ ଗୋଟିଏ ପରିବାରର ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। କାକାଙ୍କ ମୃତ୍ୟୁର ୧୩ ଦିନ ପରେ ପୁତୁରାଙ୍କ…

ହୋମଗାର୍ଡ ଉପରେ ମାଡ଼ିଗଲା ଟ୍ରକ

ପାରାଦୀପ,୧୩।୭: ଜଗତସିଂହପୁର ଜିଲା ପାରାଦୀପ ଦୋଛକିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରାଜନ ପ୍ରଧାନ। ସେ…

ପ୍ରେମିକଙ୍କ ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁପଡ଼ିଲେ ପ୍ରେମିକା

ଜଗତସିଂହପୁର,୧୧ା୭: ପ୍ରେମିକଙ୍କ ମୃତ୍ୟୁ ଖବର ଶୁଣି ଗୁରୁବାର ପ୍ରେମିକା ମହାନଦୀକୁ ଡେଇଁ ପଡ଼ିଛନ୍ତି। ଏପରି ଅଭାବାନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ତାରତୋଲଠାରେ। ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଆଜି ତାରତୋଲ…

ବଣ ଭିତରେ ନଳକୂପ

ରଘୁନାଥପୁର,୧୦।୭ (ରାଜେନ୍ଦ୍ର ନାରାୟଣ ସିଂହ): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ କେରେକେରାସ୍ଥିତ ଗୋରେଖନାଥ ପୀଠରୁ ଶହେ ମିଟର ଦୂରରେ ଏକ ଜଙ୍ଗଲିଆ ସନ୍ତସନ୍ତିଆ ପରିତ୍ୟକ୍ତ ସ୍ଥାନରେ ନଳକୂପ ବସାଯାଇଛି। ପୀଠକୁ ଆସୁଥିବା ଯାତ୍ରୀ ତଥା ସ୍ଥାନୀୟ ଲୋକଙ୍କ ପାନୀୟ ଜଳ ଆବଶ୍ୟକତାକୁ…

ସମ୍ବିତଙ୍କ ‘ଢୋଲ ଭିତରେ ମୂଷା’ ମନ୍ତବ୍ୟ, ବିଜେଡିରେ ଆଲୋଡ଼ନ: ବଢିପାରେ ଦଳୀୟ କନ୍ଦଳ

କୁଜଙ୍ଗ,୮।୭(ମନୋଜ ପ୍ରଧାନ):ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ ରବିବାର ଭୁବନେଶ୍ୱରଠାରେ ଗତ ନିର୍ବାଚନରେ ଦଳ ହାରିବାର କାରଣ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଏବେ ବିଜେଡିରେ ଆଲୋଡ଼ନ ସୃଷ୍ଟି କରିଛି। ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି, ‘ଢୋଲ ଭିତରେ ଥିବା ମୂଷା’…

ଥାନା ବାରଣ୍ଡାରେ ବସିଲେ ବିଧାୟକ: ଅଭିଯୋଗ ଲେଖିବାକୁ କାଗଜ, କଲମ ଦେଲେ

ଜଗତ୍‌ସିଂହପୁର, ୬ା୭ (ପ୍ରମୋଦ କୁମାର ନାୟକ):ଜଣେ ମହିଳା କୌଣସି ଅଭିଯୋଗ କରିବାକୁ ବିନା ଅଭିଯୋଗପତ୍ର (ଏଫ୍‌ଆଇଆର୍‌ ପେପର)ରେ ବୁଧବାର ଜଗତ୍‌ସିଂହପୁର ଥାନାରେ ପହଞ୍ଚତ୍ଥିଲେ। ଥାନାରେ କାଗଜ ଖଣ୍ଡେ ମାଗିବାରୁ ଜନୈକା ମହିଳା ପୋଲିସ କର୍ମଚାରୀ କହିଥିଲେ,ଏଫ୍‌ଆଇଆର୍‌ ଲେଖିବାକୁ ଆମ ପାଖରେ କାଗଜ,…

୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

ପାରାଦୀପ,୫ା୭: ଜଗତ୍‌ସିଂହପୁର ଜିଲା ପାରାଦୀପରେ ୩ ଦିନର ନବଜାତ ଶିଶୁପୁତ୍ରଙ୍କୁ ୧ ଲକ୍ଷ ଟଙ୍କାରେ ଜଣେ ଅସହାୟ ମହିଳା ବିକ୍ରିକରି ଦେଇଥିଲେ। ହେଲେ ବିକ୍ରି ହୋଇଥିବା ପୁଅଙ୍କୁ ଶୁକ୍ରବାର ଭାଇଜାଗରୁ ଉଦ୍ଧାର ପରେ ପାରାଦୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିକୁ ନିଜେ…

ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ହେଉଥିଲା ରାସ୍ତା କାମ: ଭିଡିଓ କରିବାରୁ …

କୁଜଙ୍ଗ,୩।୭(ମନୋଜ ପ୍ରଧାନ): ଏରସମା ବ୍ଲକ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଗଡ଼କୁଜଙ୍ଗର ବଡ଼ଦାଣ୍ଡ ସମ୍ପ୍ରସାରଣ ନିମନ୍ତେ ମଙ୍ଗଳବାର କଂକ୍ରିଟ ଢଳେଇ ହୋଇଥିଲା। ମାତ୍ର ଏହି ସମୟରେ ଯନ୍ତ୍ରୀ ଅନୁପସ୍ଥିତ ଥିଲେ। ଏନେଇ ଗ୍ରାମର ସଂଗ୍ରାମ କେଶରୀ ବେହେରା ଓ ପ୍ରଦୀପ ମହାନ୍ତି ମୋବାଇଲରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri