ଜଗତ୍ସିଂହପୁର ଜିଲା ମହୋତ୍ସବ ବାତିଲ
ଜଗତ୍ସିଂହପୁର ଅଫିସ, ୧୮ା୩: ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଜଗତ୍ସିଂହପୁର ଜିଲା ମହୋତ୍ସବ କଲ୍ଲୋଳ-୨୦୨୦ ଅନୁଷ୍ଠିତ ହେବାର ଥିଲା। ଏନେଇ ୨ଥର ପ୍ରସ୍ତୁତି ବୈଠକ ସରିଥିଲା। ବିଗତବର୍ଷଗୁଡିକ ଅପେକ୍ଷା ଏଥର ଧୁମଧାମରେ ମହୋତ୍ସବ ପାଳନ କରାଯିବାକୁ ଯୋଜନା ପ୍ରସ୍ତୁତ...
ଇ-ଅଫିସ୍ରେ କାର୍ଯ୍ୟ କରିପାରିବେ ସରକାରୀ କର୍ମଚାରୀ -୨ ସନ୍ଦିଗ୍ଧ ବିପଦମୁକ୍ତ
ଜଗତ୍ସିଂହପୁର ଅଫିସ,୧୮ା୩: ସରକାରୀ କର୍ମଚାରୀ ଇ-ଅଫିସ ମାଧ୍ୟମରେ ଘରେ ରହି ମଧ୍ୟ କାମ କରିପାରିବେ। ଇ-ଅଫିସ ଏଭଳି ଜରୁରୀ ପରିସ୍ଥିତିରେ ବେଶ୍ ସହାୟକ ହୋଇପାରିଛି ବୋଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ। କୌଣସି ଲୋକ ଜିଲାପାଳଙ୍କ ନିକଟକୁ ନ...
ଜଗତ୍ସିଂହପୁର ଜିଲାରେ ୧୪୪ ଧାରା ଜାରି
ଜଗତ୍ସିଂହପୁର ଅଫିସ,୧୮ା୩: ଓଡ଼ିଶାରେ ଜଣେ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ସଚେତନତା ଓ ସତର୍କତା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜଗତ୍ସିଂହପୁର ଜିଲାବାସୀଙ୍କୁ ସମ୍ଭାବ୍ୟ ପରିସ୍ଥିତିରୁ ରକ୍ଷା କରିବା ପାଇଁ ପ୍ରଶାସନ ତରଫରୁ ସୋମବାର...
ବିଦେଶ ଫେରନ୍ତା ୩ ଜଣଙ୍କୁ ଠାବ କଲା ମେଡିକାଲ ଟିମ୍
ରଘୁନାଥପୁର,୧୭।୩(ଡି.ଏନ୍.ଏ.): ବିଦେଶ ଫେରନ୍ତା ୩ ଜଣଙ୍କୁ ସୋମବାର ମେଡିକାଲ ଟିମ ଠାବ କରିଛି। ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ପ୍ରଭାସ ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଉତ୍ତରକୂଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ସେମାନଙ୍କ...
୧୧ ମାସ ପରେ ବି ମିଳିଲାନି ଫନୀ ସହାୟତା
ବାଲିଆ, ୧୭।୩: ୨୦୧୯ ମେ’ ରେ ହୋଇଥିବା ସାମୁଦ୍ରିକ ଝଡ଼ ଫନୀରେ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ ତିନୋଟି ପିଲାଙ୍କ ଦିଓଳି ଖାଇବା ଓ ପାଠପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ଘରୁ ଗୋଡ଼ କାଢ଼ିଥିଲେ ବିରିଡି ବ୍ଲକ ଅଧୀନ ବୁଢାପଢ଼ା...
ଜଳସଙ୍କଟ ଭୋଗିବେ ବନ୍ଦରାଞ୍ଚଳବାସୀ
ପାରାଦୀପ, ୧୭।୩ (ସ୍ବ.ପ୍ର.): ଚଳିତବର୍ଷ ଖରାଦିନେ ପାରାଦୀପ ବନ୍ଦରାଞ୍ଚଳରେ ପୁଣି ଜଳସଙ୍କଟ ଦେଖାଦେବ। ଏଥିପାଇଁ ସମସ୍ତେ ଜଳ ପରିଚାଳନା କ୍ଷେତ୍ରରେ ସଚେତନ ରହିବାକୁ ବନ୍ଦର ଅଧ୍ୟକ୍ଷ ସୋମବାର ଗଣମାଧ୍ୟମ ଜରିଆରେ ପରାମର୍ଶ ଦେଇଛନ୍ତି। ଏପରି ଜଳସଙ୍କଟ କାରଣ ସମ୍ପର୍କରେ ଅଧ୍ୟକ୍ଷ...
କରୋନା: ଶାରଳା ପୀଠରେ ସତର୍କତା
ତିର୍ତ୍ତୋଲ, ୧୭।୩ (ଡି.ଏନ୍.ଏ.): ତିର୍ତ୍ତୋଲ ବ୍ଲକ କନକପୁରସ୍ଥିତ ଶାରଳା ମନ୍ଦିରରେ କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ମନ୍ଦିର ମୁଖ୍ୟଦ୍ୱାର ଦେଇ କେବଳ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ମନ୍ଦିର ପରିସରରେ କିପରି ଶ୍ରଦ୍ଧାଳୁମାନେ ଏକାଠି ନ...
ବଜ୍ରପାତରେ ଜଣେ ମୃତ
ତିର୍ତ୍ତୋଲ, ୧୭।୩ (ଡି.ଏନ୍.ଏ.):ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତ ବଡ଼ସରୋଳ ଗ୍ରାମରେ ସୋମବାର ବଜ୍ରପାତ ଘଟି ସେହି ଗ୍ରାମର ଦ୍ୱିଜବର ଭୋଇ(୬୨)ଙ୍କ ମୃତ୍ୟୁ ଘଟିଛି। ଅପରାହ୍ନରେ ପ୍ରବଳ ଘଡ଼ଘଡ଼ି ବିଜୁଳି ମାରୁଥିବା ବେଳେ ଦ୍ୱିଜବର ତାଙ୍କ ଘର ଆଗରେ ଥିବା ଏକ...
୬୮,୫୫୦ଟଙ୍କାରେ ଶୌଚାଳୟ ନିଲାମ
ରଘୁନାଥପୁର,୧୭ା୩(ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ଗୋରଖନାଥ ପୀଠରେ ସୋମବାର ଭୋଗ, ଦୀପ, ଯଁାବାଳ, ଫୁଲ ଦୋକାନ, ଶୌଚାଳୟ ପାଇଁ ନିଲାମ ପ୍ରକ୍ରିୟା ହୋଇଥିଲା। ନିର୍ଦ୍ଧାରିତ ସମୟରେ ଭୋଗ, ଦୀପ, ଯଁାବାଳ, ଫୁଲ ଦୋକାନ ପାଇଁ କୌଣସି ଫର୍ମ...
ପାରାଦୀପ ଜାହାଜରେ ବିଦେଶୀ ନାଗରିକଙ୍କ ଅସ୍ବାଭାବିକ ମୃତ୍ୟୁ
ପାରାଦୀପ, ୧୬।୩(ସ୍ବ.ପ୍ର.): ପାରାଦୀପ ବନ୍ଦର ଆଙ୍କରେଜ ଏରିଆରେ ଥିବା ଏକ ପଣ୍ୟବାହୀ ଜାହାଜରେ ସୋମବାର ଜଣେ ୟୁକ୍ରେନ୍ ନାଗରିକଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଜାହାଜ କ୍ୟାପ୍ଟେନ ୟୁଦିନ ବିଟାଲୀ(୪୭)। ଏହା ଜଣାପଡ଼ିବା ପରେ ପୋର୍ଟ ପିଏଚ୍ଓ(ପୋର୍ଟ ହେଲ୍ପ...
ଅପମିଶ୍ରଣରେ ଲଗାମ ନାହିଁ
ପାରାଦୀପ,୧୬।୩ (ସ୍ବ.ପ୍ର.): ସମ୍ପ୍ରତି କରୋନା ଭାଇରସ୍ ପାଇଁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଖୁବ୍ ତତ୍ପରତା ସହ ପଦକ୍ଷେପ ନେଉଛନ୍ତି। ହେଲେ ବିଭିନ୍ନ ଖାଦ୍ୟ ପଦାର୍ଥରେ କରାଯାଉଥିବା ଅପମିଶ୍ରଣ ପ୍ରତି ଲଗାମ ରହୁ ନ...
ବଧୂ ନିର୍ଯାତନା: ସ୍ବାମୀ, ଶ୍ୱଶୁରଙ୍କ ବିରୋଧରେ ଅଭିଯୋଗ
ରଘୁନାଥପୁର,୧୬।୩ (ଡି.ଏନ.ଏ.): ସ୍ବାମୀ ଓ ଶ୍ୱଶୁରଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ବଧୂ କିଶନନଗର ଥାନା ଅନ୍ତର୍ଗତ କଲରାବାଙ୍କ ଫାଣ୍ଡିରେ ରାବିବାର ଅଭିଯୋଗ କରିଛନ୍ତି। ମହିଳା ଜଣକ ହେଲେ ଏହି ଥାନା ଅନ୍ତର୍ଗତ ଶିର୍ଲୋ ଗଁାର ପ୍ରିୟଙ୍କା ସିଂହ। ପ୍ରିୟଙ୍କା...
Archives


