ଡରାଇଲାଣି ଡେଙ୍ଗୁ:ଗଞ୍ଜାମରେ ୧୫
ବ୍ରହ୍ମପୁର ଅଫିସ୍,୨୬ା୭- ଗଞ୍ଜାମ ଜିଲାରେ ଡେଙ୍ଗୁ ଧୀରେ ଧୀରେ ମାରାତ୍ମକ ହେବାରେ ଲାଗିଲାଣି। ସ୍ବାସ୍ଥ୍ୟ ବିଭାଗର ସତର୍କତା ଏବଂ ବ୍ୟାପକ ପଦକ୍ଷେପ ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏଯାଏ ଗଞ୍ଜାମ ଜିଲାରେ ୧୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ଅନେକ ସୁସ୍ଥ…
ସମ୍ମୁଖରେ ଜଗିଛି ପୋଲିସ, ପଛପଟୁ ଚୋରି
ଭଞ୍ଜନଗର,୨୬।୭(ଡି.ଏନଏ)-ଭଞ୍ଜନଗର ଷ୍ଟେଟବ୍ୟାଙ୍କ ଛକ ସହରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ବ୍ୟାଙ୍କ ଥିବା ଯୋଗୁ ଏଠାରେ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାତିସାରା ପୋଲିସ ଜଗି ରହୁଛି। ବ୍ୟାଙ୍କଠାରୁ ୧୦୦ ମିଟର ଦୂରରେ ଡାକ୍ତରଖାନା, ୫୦ ମିଟର…
ବିପଦସଙ୍କୁଳ ଅବସ୍ଥାରେ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ
ସୋରଡ଼ା,୨୫ା୭(ଡି.ଏନ.ଏ.)- ସୋରଡା ବ୍ଲକ ସୁରମଣି ପଞ୍ଚାୟତ ବିଷ୍ଣୁପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ, ପାଚେରି, କାନ୍ଥ, କାର୍ଯ୍ୟାଳୟ ଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି । ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ସୁଫଳ ମିଳୁନାହିଁ। ଫଳରେ ଗୁରୁବାର ବିଦ୍ୟାଳୟ ପରିସରରେ ପରିଚାଳନା କମିଟି…
ହୁମ୍ମର ଗାଁ ରାସ୍ତା ନିର୍ମାଣ ନିମ୍ନମାନର: ପୁନଃ ନିର୍ମାଣ ନିର୍ଦ୍ଦେଶ ଦେଲେ ବିଡିଓ
ଛତ୍ରପୁର,୨୫ା୭(ଡି.ଏନ.ଏ)-ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ ହୁମ୍ମର ଗାଁରେ ଅତି ନିମ୍ନମାନର କଂକ୍ରିଟ୍ ରାସ୍ତା ନିର୍ମାଣ ହେଉଥିବା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଗୁରୁବାର ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ତାଙ୍କ ଷ୍ଟାଫଙ୍କ ସହ ସେଠାକୁ…
ଭୁଶୁଡିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସ କୋଠା
ବ୍ରହ୍ମପୁର ଅଫିସ,୨୫ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁରୁବାର ଅପରାହ୍ନରେ ଘଟିଛି ଏକ ବଡ ଦୁର୍ଘଟଣା ା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ପରିସରସ୍ଥ ସାବେରୀ ଛାତ୍ରୀନିବାସର ୩ ମହଲା ବିଶିଷ୍ଟ କୋଠାର ଏକ ଅଂଶ ଭୁଶୁଡି ପଡିଛି ା ଯେଉଁଥିର ଶୌଚାଳୟ ଥିଲା ା ମଧ୍ୟାହ୍ନରେ ଛାତ୍ରୀନିବାସର…
ପୋଷ୍ଟ ଅଫିସ୍ ଜମା ଟଙ୍କା ଫେରସ୍ତ ଦାବି: ଅଧିକ୍ଷକଙ୍କୁ ଘେରିଲେ ଜମାକାରୀ
ଆସିକା,୨୫ା୭(ଡି.ଏନ୍.ଏ.)- ଆସିକା ଡାକ ମଣ୍ଡଳର କବିସୂର୍ଯ୍ୟନଗର ସବ୍ପୋଷ୍ଟ ଅଫିସ୍ ଶିଆଳିଆ ଶାଖା ଡାକଘରେ ଜମାକାରୀଙ୍କ ଟଙ୍କା ହେରଫେର୍ ହୋଇଥିବା ନେଇ ଜମାକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ ପକ୍ଷରୁ ଗତ ୨୦୧୮ ଜୁଲାଇ ୫ରୁ ଏହି ଅଭିଯୋଗ ଜମାକାରୀମାନେ ଆସିକାସ୍ଥିତ ଡାକମଣ୍ଡଳ…
ତହସିଲଦାରଙ୍କ ଛତୁଆ ପ୍ରସ୍ତୁତି, ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ
ପାତ୍ରପୁର,୨୫ା୭(ଡି.ଏନ୍.ଏ.)- ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପାତ୍ରପୁର ତହସିଲଦାର ଡ଼. ଶ୍ରୀନିବାସ ବେହେରା ଓ ସିଡ଼ିପିଓ ପଦ୍ମିନୀ ସାହୁ ଗୁରୁବାର ପାତ୍ରପୁର ବ୍ଲକରେ ଥିବା ଛତୁଆ ପ୍ରସ୍ତୁତି ପ୍ରକଳ୍ପ ଓ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି। ସ୍ଥାନୀୟ ସୁରଙ୍ଗୀ ପଞ୍ଚାୟତ ନିକଟସ୍ଥ ଶଳାଭାଗପେଣ୍ଠ…
ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ତହସିଲଦାର
ଶେରଗଡ଼,୨୫।୭(ଡି.ଏନ.ଏ.): ଗଞ୍ଜାମ ଜିଲାର ଶେରଗଡ଼ ତହସିଲଦାର ଗୁରୁବାର ଦିନ କୁଲାଗଡ଼ ସେକ୍ଟର ଓ ମହୁପଦର ସେକ୍ଟରରେ ଥେିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକୁ ଅଚାନକ ପରିଦର୍ଶନ କରିଛନ୍ତି। ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ପ୍ରଥମେ ମହୁପଦର ସେକ୍ଟରର କିଛି ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ…
କୁଳସଚିବ, ପରୀକ୍ଷା ନିୟନ୍ତ୍ରକଙ୍କୁ ଘେରିଲେ ଛାତ୍ରୀଛାତ୍ର
ବ୍ରହ୍ମପୁର ଅଫିିସ,୨୫ା୭- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ ଡିଗ୍ରୀ କଲେଜ ଛାତ୍ରୀଛାତ୍ରଙ୍କ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର ବ୍ୟାକ ପେପର ପରୀକ୍ଷା ଫଳ ବର୍ଷକ ପରେ ବି ପ୍ରକାଶ ପାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷରେ ସ୍ନାତକୋତ୍ତର, ଏମବିଏ,…
ବନ୍ଧ ପୁନରୁଦ୍ଧାର ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ
ଧରାକୋଟ,୨୫ା୭(ଡି.ଏନ.ଏ.)- ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତ ଜଗନ୍ନାଥପୁର ଶାସନ ଗ୍ରାମର ରଙ୍କିବନ୍ଧ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଗ୍ରାମର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତ ମଙ୍ଗଳବାର ଗଁ।ର ପଶ୍ଚିମ ଦିଗରେ ଥିବା ରଙ୍କିବନ୍ଧରେ ମେଶିନ ଦ୍ୱାରା ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲା। ଏହାକୁ…
ବ୍ୟାଙ୍କ ମ୍ୟାନେଜର କହି ବୃଦ୍ଧଙ୍କଠାରୁ ଟଙ୍କା ଲୁଟ
ଦିଗପହଣ୍ଡି,୨୫ା୭(ଡି.ଏନ.ଏ.)-ଦିଗପହଣ୍ଡି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ନିକଟରୁ ବୁଧବାର ସକାଳ ପ୍ରାୟ ସାଢ଼େ ୯ଟାରେ ଲୁଟେରା ଅଭିନବ ଉପାୟରେ ଜଣେ ବୃଦ୍ଧଙ୍କଠାରୁ ଟଙ୍କା ଲୁଟି ଫେରାର୍ ହୋଇଯାଇଛନ୍ତିି। ଲୁଟର ଶିକାର ହୋଇଛନ୍ତି ଦିଗପହଣ୍ଡି ଥାନା ନୂଆ ମୌଳାଭଞ୍ଜା ଗ୍ରାମ ଗୋପବନ୍ଧୁ ନଗରର…
ପୋଲିସ,ଅବକାରୀ ବିଭାଗର ମିଳିତ ଚଢାଉ: ମଦ ଜବତ, ୯ ଗିରଫ
ଆସିକା,୨୫ା୭ (ଡି.ଏନ୍.ଏ.) – ଆସିକା ଥାନା ଇଲାକାର ବିଭିନ୍ନ ଗ୍ରାମାଞ୍ଚଳରେ ଚାଲିଥିବା ଚୋରା ରନ୍ଧା ମଦ ଭାଟି ଓ ମଦ ଦୋକାନ ଉପରେ ବୁଧବାର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ଏହି ଚଢାଉରେ ୧୨୦ ଲିଟର…
Archives


