ଗଞ୍ଜାମ

କରୋନା ମୁକାବିଲା: ୩.୪୯ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲାଣି ଗଞ୍ଜାମ ଜିଲା ପ୍ରଶାସନ, ୨୨୧ଜଣଙ୍କ କୋଭିଡ୍‌ ଟେଷ୍ଟିଙ୍ଗ ରିପୋର୍ଟକୁ ଅପେକ୍ଷା

ଛତ୍ରପୁର, ୨୫/୪(ଡିଏନଏ )- ଗଞ୍ଜାମ ଜ଼ିଲାରେ ଶୁକ୍ରବାର ସୁଦ୍ଧା ୧୦୭୪ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଛି। ଏଥିରୁ ୮୫୩ ଜଣଙ୍କ ରିପୋର୍ଟ ଆସିଥିବାବେଳେ କେହି ପଜିଟିଭ୍‌ ନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ତେବେ ଆଉ ୨୨୧ ଜଣଙ୍କ…

ସମୁଦ୍ରରେ ବୁଡ଼ିଲା ଡଙ୍ଗା: ଜଣେ ମସ୍ୟଜୀବୀଙ୍କ ଜୀବନ ଗଲା, ୪ ପହଁରି ପହଁରି କୂଳକୁ ଫେରିଲେ

ଗଞ୍ଜାମ,୨୫।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟାରେ ସମୁଦ୍ରରେ ଡ଼ଙ୍ଗା ବୁଡିଯିବାରୁ ଜଣେ ମସ୍ୟଜୀବୀଙ୍କ ମୃତ୍ୟ ଘଟିଛି। ଅନ୍ୟ ୪ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଫେରିଆସିଛନ୍ତି। ମୃତକ ହେଲେ ପୋଡ଼ମପେଟା ଗ୍ରାମର ସି.ଏଚ୍‌. ଦାନେୟା। ସୂଚନା ମୁତାକବ, ଶୁକ୍ରବାର…

ଦୋକାନରେ ଔଷଧ କିଣାରୁ ମିଳିଲା ତଥ୍ୟ: ୨୦ ଜଣଙ୍କ ଠାରେ ଶ୍ୱାସକ୍ରିୟା ସମସ୍ୟା, ଫ୍ଲୁ

ଛତ୍ରପୁର, ୨୫।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ଘରୋଇ ଔଷଧ ଦୋକାନୀଗୁଡ଼ିକ ସେମାନଙ୍କ ଦୋକାନରୁ ଔଷଧ କିଣୁଥିବା ଲୋକଙ୍କ ତଥ୍ୟ ଦୈନିକ ଡ୍ରଗ ଇନ୍ସପେକ୍ଟରଙ୍କୁ ଦେବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବାଧ୍ୟତାମୂଳକ କରିଥିଲେ। ଏହି ପରିପ୍ରେକ୍ଷୀରେ ଔଷଧ ଦୋକାନୀଗୁଡ଼ିକ…

ଗଞ୍ଜାମର ୩ ପଞ୍ଚାୟତକୁ ଜାତୀୟ ଆୱାର୍ଡ: ଟୁଇଟକରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୨୫।୪( ଡି.ଏନ୍‌.ଏ.): ଜାତୀୟ ପଞ୍ଚାୟତିରାଜ ଦିବସରେ ଶୁକ୍ରବାର ୩ଟି ବିଭାଗରେ ଗଞ୍ଜାମ ଜ଼ିଲାର ୩ ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟକରି ଗଞ୍ଜାମ ଜ଼ିଲାପ୍ରଶାସନର ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।…

ଆଇସୋଲେଶନ ହଲ ବୁଲି ଦେଖିଲେ ଜିଲାପାଳ

ଗଞ୍ଜାମ,୨୪ା୪(ଡି.ଏନ.ଏ.)- ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ଗ୍ରାମରେ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପହଞ୍ଚତ୍ ଆଇସୋଲେଶନ ହଲ୍‌ ବୁଲି ଅନୁଧ୍ୟାନ କରିଥିଲେ। ରାଜ୍ୟ ବାହାରୁ ଆସିବାକୁ ଥିବା ବ୍ୟକ୍ତି ନାମ ପଞ୍ଜିକରଣ କରିବା ପରେ ସେଠାରେ ରଖାଯିବ। ୧୪…

ପୂଜକଙ୍କ ଘର ପୋଡିଗଲା

ପାତ୍ରପୁର,୨୪ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଜୟନ୍ତିପୁର ସନ୍ତୋଷୀ ମା’ ମନ୍ଦିର ନିକଟରେ ଥିବା ପୂଜକ ନିଲାପୁ ଲୋକନାଥ ରେଡ୍ଡୀଙ୍କ ଘର ଶୁକ୍ରବାର ନିଅଁାଲାଗି ପୋଡି ଯାଇଛି। ପୂଜକଙ୍କ ବାସଭବନ ନିଛାଟିଆ ସ୍ଥାନରେ ଥିବାରୁ ଏବଂ ଘରେ କେହି ନଥିବାରୁ କିପରି ଅଗ୍ନିକାଣ୍ଡ ଘଟିଲା…

ପିକଅପ୍‌ ଭ୍ୟାନ-ଅଟୋ ମୁହାଁମୁହିଁ, ଗର୍ଭବତୀଙ୍କ ସହ ୪ ଗୁରୁତର

ଧରାକୋଟ,୨୪ା୪ (ଡି.ଏନ.ଏ.)- ଧରାକୋଟ ଥାନା ଗଡ଼ଦାମୋଦରପୁରପଲ୍ଲୀସ୍ଥିତ ଜାତୀୟ ରାଜପଥ ନଂ.୫୯ରେ ଶୁକ୍ରବାର ମଧ୍ୟାହ୍ନରେ ପିକଅପ୍‌ ଭ୍ୟାନ ଓ ଅଟୋ ମୁହାଁମୁହିଁ ଧକ୍କାରେ ଜଣେ ଗର୍ଭବତୀଙ୍କ ସମେତ ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ହୀରା ନାୟକ, ଝୁମୁରି ନାୟକ, ପିଙ୍କି ନାଇକ…

କ୍ଷୁଦ୍ର ନାଟକରେ କରୋନା ସଚେତନତା

ଭଞ୍ଜନଗର,୨୫।୪(ଡି.ଏନ.ଏ)-ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡିସ୍ଥିତ ଓମ୍‌ ସଙ୍ଗୀତ ଏକାଡ଼େମୀର କଳାକାରମାନେ ଏକ ଗୀତ ମାଧ୍ୟମରେ କରୋନା ସଚେତନତା କରିଛନ୍ତି। ପ୍ରଦୀପ ସ୍ବାଇଁଙ୍କ ନିର୍ଦ୍ଦେଶନା ଓ ଚାନ୍ଦିନି ସିଂଙ୍କ କଣ୍ଠରେ ପ୍ରସ୍ତୁତ ହୋଇଥିବା ଏହି ଗୀତ ସୋସିଆଲ ମିଡ଼ିଆରେ ଲୋକଙ୍କ ମନକୁ ଛୁଇଁଛି ।…

୫ ଜୁଆଡ଼ି ଗିରଫ, ୮୨୦୦ ଟଙ୍କା ଜବତ

ବୁଗୁଡ଼ା,୨୪ା୪(ଡି.ଏନ୍‌.ଏ.)- ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମ ନିକଟରେ ଥିବା ଏକ ଆମ୍ବତୋଟାରେ ଲକ୍‌ଡାଉନର ସୁଯୋଗ ନେଇ ଗୁରୁବାର ସନ୍ଧ୍ୟାରେ ଜୁଆଖେଳ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ସଦଳବଳ ସେଠାରେ…

ଦେଶୀମଦ ଜବତ, ଜଣେ ଗିରଫ

ବୁଗୁଡ଼ା,୨୪ା୪(ଡି.ଏନ.ଏ.)- ବୁଗୁଡ଼ା ଥାନା ଭଗବାନପୁର ଗ୍ରାମର ଏକ ଗ୍ରୋସରୀ ଦୋକାନରୁ ଗୁରୁବାର ସନ୍ଧ୍ୟାରେ ବୁଗୁଡ଼ା ପୋଲିସ ପାଟ୍ରୋଲିଂ ଟିମ୍‌ ଚଢ଼ାଉ କରି ୯ ଲିଟର ଦେଶୀ ମଦ ଜବତ କରିବା ସହ ଦୋକାନୀଙ୍କୁ ଗିରଫ କରିଛି। ସେ ହେଲେ ଭଗବାନପୁର ଗ୍ରାମର…

କାଜୁ ବଗିଚାରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବୁଗୁଡ଼ା,୨୪ା୪(ଡି.ଏନ.ଏ.)- ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚତ୍ପୁର ଗ୍ରାମ ନିକଟ କାଜୁ ତୋଟାର ଏକ ଗଛରୁ ଜଣେ ଯୁବକଙ୍କୁ ଝୁଲନ୍ତା ମୃତଦେହ ବୁଗୁଡା ପୋଲିସ ଉଦ୍ଧାର କରିଛି। ସେ ହେଲେ ବିରଞ୍ଚତ୍ପୁର ଗ୍ରାମର ସଦାନନ୍ଦ ମହାରଣା (୨୬)। ବାପା ନାରାୟଣଙ୍କ ଅଭିଯୋଗକ୍ରମେ ବୁଗୁଡ଼ା…

ନିୟମ ମାନିଲେନି: ବିଦ୍ୟାଳୟରେ ବଣ୍ଟାହେଲା ବହି

ଆର.ଉଦୟଗିରି,୨୪ା୪(ଡି.ଏନ୍‌.ଏ.)- ଆର.ଉଦୟଗିରି ବ୍ଲକ ଆର.ଉଦୟଗିରି ଗ୍ରାମ ଗୋପବନ୍ଧୁ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଅଭିଭାବଙ୍କୁ ବିଦ୍ୟାଳୟକୁ ଡକାଇ ଗୁରୁବାର ବହି ବାଣ୍ଟିଛନ୍ତି। କରୋନା ପାଇଁ ସ୍କୁଲ ବନ୍ଦ ଥିବାବେଳେ ସରକାର ପ୍ରତି ଛାତ୍ରୀଛାତ୍ରଙ୍କୁ ଘରେ ଯାଇ ବହି ଦେବାକୁ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?