ଗଞ୍ଜାମ

ଟ୍ରାକ୍ଟର ଓଲଟି ଚାଲିଗଲା ମାଲିକଙ୍କ ଜୀବନ

ଭଞ୍ଜନଗର,୧୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଟାଙ୍ଗଣ ଗ୍ରାମରେ ଶନିବାର ସାରେ କାଦଅ ଜମିରେ ଟ୍ରକ୍ଟର ଓଲଟି ମାଲିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମିଟୁ ପାତ୍ର (୪୭)। ଖବର ପାଇ ଭଞ୍ଜନଗର ଦମକଳ ବାହୀନି ଘଟଣାସ୍ଥଳରେ...

‘ମା’ଙ୍କ ନାଁରେ ଗଛଟିଏ’: ରାମଜୀ ମହାବିଦ୍ୟାଳୟରେ…

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଅଧିନସ୍ଥ ଭିଷ୍ମଗିରୀ ରାମଜୀ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ପାଳିତ ହୋଇଛି। ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ସଭାପତିତ୍ୱରେ ଆୟୋଜିତ ଚାରାରୋପଣ ସଚେତନତା ସଭାରେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ...

ଗାଈ ମୋ ଜମିରେ କାହିଁକି ଛାଡ଼ିଛୁ କହି ବାଡେଇଲେ ,ଏବେ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର କେ.ନୂଆଗାଁ ଥାନା ମେଘଝୋଳି ଗ୍ରାମର ନରସିଂହ ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ.୨୪୬/୨୫ ଅନୁଯାୟୀ, ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି...

ଯୁକ୍ତ ୩ ସ୍ପଟ ନାମ ଲେଖା ତାଲିକା ପ୍ରକାଶିତ: କେଏସୟୁବି କଲେଜରେ ଖାଲି ଅଛି ୪୦୮ ସିଟ୍‌

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ସମେତ ଅନ୍ୟାନ୍ୟ ବିଭାଗର ନାମଲେଖା ତିନୋଟି ପର୍ଯ୍ୟାୟରେ ପୂର୍ବରୁ ସରିଛି। ଶନିବାର ଅପରାହ୍ନ ୨ଟାରେ ସ୍ପଟ ନାମ ଲେଖା ପାଇଁ ତାଲିକା ପ୍ରକାଶିତ ହୋଇଛି। ଛାତ୍ରୀଛାତ୍ରମାନେ ନିଜ ଆଇଡିରେ ନାମ...

ଶିକ୍ଷକଙ୍କ ବଦଳି ବାତିଲ ଦାବି ନେଇ ତାତିଲେ ଛାତ୍ରୀଛାତ୍ର-ଅଭିଭାବକ

ଛତ୍ରପୁର,୧୨ା୭(ଦିଲ୍ଲୀପ ସାମଲ): ସ୍କୁଲ ଶିକ୍ଷକଙ୍କ ବଦଳି ବାତିଲ କରିବା ନେଇ ଛତ୍ରପୁର ବ୍ଳକ ଟାକିରିଆ ବ୍ରହ୍ମପୁର ଅଭିଭାବକ ଓ ଛାତ୍ରୀ ଛାତ୍ର ଆନ୍ଦୋଳନ କରିଛନ୍ତି। ଶନିବାର ସକାଳୁ ସ୍କୁଲ ଗେଟ୍‌ ଆଗରେ ଆନ୍ଦୋଳନ କରିବା ସହ ଗେଟ୍‌ରେ ତାଲା ପକାଇ...

ପୁଅ ବଦଳରେ ମା’ଙ୍କୁ ଇଞ୍ଜେକ୍‌ଶନ ଦେଇଦେଲେ ଷ୍ଟାଫନର୍ସପରେ…

ଖଡ଼ିଆଳ,୧୧ା୭ (ସୁଜିତ କୁମାର ପ୍ରଧାନ):ପୁଅ ବଦଳରେ ମା’ଙ୍କୁ ଇଞ୍ଜେକଶନ ଦେଲେ ଜଣେ ଷ୍ଟାଫନର୍ସ। ଶୁକ୍ରବାର ଏଭଳି ଏକ ଘଟଣା ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ସମ୍ପୃକ୍ତ ଷ୍ଟାଫ୍‌ନର୍ସ ଘଟଣାକୁ ଅସ୍ବୀକାର କରିଥିବାବେଳେ ମେଡିକାଲ ଇନ୍‌ଚାର୍ଜ ଏହାର...

ହଇଜା ନେଲା ଜୀବନ: ପ୍ରଶାସନର ବିଫଳତାକୁ ପ୍ରଘଟ କଲେ ବିଭିନ୍ନ ଯୋଜନାରୁ ପଡିବେ ବାଦ୍‌…

ଦିଗପହଣ୍ଡି,୧୧।୭(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଦୁର୍ଗମ ଉସ୍ତପଲ୍ଲୀ ଗ୍ରାମରେ ହଇଜା ସଂକ୍ରମିତ ଜଣେ ଶିଶୁ ଶୁକ୍ରବାର ମୃତ୍ୟୁବରଣ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୁରୁବାର ସେ ବ୍ରହ୍ମପୁର ବଡ ମେଡିକାଲରୁ...

ଆଇନଜୀବୀଙ୍କୁ ଦୁର୍ବ୍ୟବହାର ଘଟଣା: ଖେମୁଣ୍ଡି ଓକିଲ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧୧।୭(ଅଶେଷନାଥ ମିଶ୍ର): ବାଲେଶ୍ୱର ଓକିଲ ସଂଘର ବରିଷ୍ଠ ସଦସ୍ୟ ପୁରୁଷୋତ୍ତମ ଦାସଙ୍କୁ ଜଣେ ପ୍ରୋବେଶନ ଆଇଏଏସ ଅଫିସରଙ୍କ ଧମକପୂର୍ଣ୍ଣ ଦୁର୍ବ୍ୟବହାର ଏବଂ ସହଦେବଖୁଣ୍ଟା ପୋଲିସ ଥାନାର ଆଇଆଇସିଙ୍କ ବେଆଇନ ତଥା ଔଦ୍ଧତ୍ୟପୂର୍ଣ୍ଣ କାର୍ଯ୍ୟକଳାପ ପ୍ରତିବାଦରେ ଗଞ୍ଜାମ ଜିଲା ଖେମୁଣ୍ଡି ଓକିଲ...

ଓଏଏସ ଅଫିସରଙ୍କୁ ଧମକ ଘଟଣା: ଠିକାଦାର ବାପ,ପୁଅ ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୧୧।୭(ସିମାଞ୍ଚଳ ମିଶ୍ର):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିରେ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ଓଏଏସ ଅଫିସର ଗୋବିନ୍ଦ ଡନସେନାଙ୍କୁ ଶୁଟ କରିଦେବା ଓ ମାଡ ମାରିବାର ଧମକ ଦେବା ସହ ଅସଭ୍ୟ ଭାଷାରେ ଗାଳିକରିବା ଘଟଣାରେ ଠିକାଦାର ବାପ, ପୁଅ ସମେତ...

ହୃଦୟ ଜିଣିଲେ ସିଦ୍ଧାନ୍ତ ମହାପାତ୍ର: ଗୁରୁଙ୍କ ଘରକୁ ଯାଇ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି,୧୧।୭(ଅଶେଷ ନାଥ ମିଶ୍ର) ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ଗୁରୁମାନଙ୍କ ବାସଭବନରେ ପହଞ୍ଚି ସେମାନଙ୍କୁ ବନ୍ଦାପନା ଓ ପୂଜାର୍ଚ୍ଚନା କରିବା ସହ ସମ୍ମାନିତ କରିଥିବା ଜଣାପଡିଛି।ସେହି...

ଅବସରପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚନ: ଯୁଧିଷ୍ଠିର ସଭାପତି, ନାଗେଶ୍ବର ସମ୍ପାଦକ

ଦିଗପହଣ୍ଡି,୧୧।୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। କର୍ମକର୍ତ୍ତା ନିର୍ବାଚନ ନିମନ୍ତେ ଆୟୋଜିତ ସଂଘର ପରିବର୍ଦ୍ଧିତ ଆଲୋଚନା ସଭାରେ ପ୍ରଥମେ ସଂଘର ଆୟବ୍ୟୟ ଉପସ୍ଥାପନ କରାଯାଇ ଅନୁମୋଦିତ...

ଦମ୍ପତ୍ତିଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ନୂଆପଡା ଗ୍ରାମରେ ଘଟିଥିବା ଏକ ହତ୍ୟା ଉଦ୍ୟମ ଘଟଣାରେ କେ. ନୂଆଗାଁ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛନ୍ତି। ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri