ଗଞ୍ଜାମ

ବୁଲା ଗୋରୁଙ୍କୁ ଖାଦ୍ୟ ପ୍ରଦାନ ଲୋକଦେଖାଣିଆ

ପୁରୁଷୋତ୍ତମପୁର,୧୨।୫(ଡି.ଏନ୍‌.ଏ.): ମହାମାରୀ କରୋନାକୁ ନେଇ ଲକ୍‌ଡାଉନ୍‌ ଯୋଗୁ ବୁଲା ଗୋରୁଗାଈଙ୍କୁ ଖାଦ୍ୟ ଯୋଗାଣ ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ନେଇ ଜନସାଧାରଣ…

ବାହାଘର ପାଇଁ ଦରକାର ପରିବାରବର୍ଗଙ୍କ କରୋନା ଟେଷ୍ଟ ରିପୋର୍ଟ

ଛତ୍ରପୁର,୧୦ା୫: କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣା ମଧ୍ୟରେ ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିବାହରେ ୫୦ ଲୋକ ଏକାଠି ହୋଇପାରିବେ। ଏଥିପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ। ବାହାଘରରେ ଯୋଗଦେବାକୁ ଥିବା…

କରୋନାରେ ଆଉ ଜଣେ ଖବରଦାତାଙ୍କ ପରଲୋକ

ପୋଲସରା,୧୦।୫(ଡି.ଏନ୍‌.ଏ.): କରୋନାରେ ଆଉ ଜଣେ ଖବରଦାତାଙ୍କ ପରଲୋକ ଘଟିଛି। ସେ ଗଞ୍ଜାମ ଜିଲା ପୋଲସରା ସହରର କିଶୋର ଚନ୍ଦ୍ର ଦାସ। କିଶୋର ଦୈନିକ ଖବର କାଗଜ ସମାଜର ଖବରଦାତା ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ। ସେ ଅସୁସ୍ଥ ଅନୁଭବ କରିବାରୁ ପୋଲସରା…

ଅନ୍ତର୍ଜାତୀୟ ମାତୃ ଦିବସରେ ବାଲୁକା କଳାକୃତି: ଦୁଇ ଯୁବ ବାଲୁକା ଶିଳ୍ପୀଙ୍କୁ ଛୁଟୁଛି ପ୍ରଶଂସାର ସୁୁଅ

ଗଞ୍ଜାମ,୯।୫(ଡି.ଏନ୍‌.ଏ.): ମେ ୯ ତାରିଖକୁ ଅନ୍ତର୍ଜାତୀୟ ମାତୃ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବଟେଶ୍ୱର ଶୈବପୀଠ ନିକଟସ୍ଥ ସମୁଦ୍ର ବେଳାଭୂମିରେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବ ବାଲୁକା ଶିଳ୍ପୀ କଣ୍ଟିଆଗଡ଼ ଗ୍ରାମର…

ଶଟ୍‌ଡାଉନ୍‌ରେ ଗଞ୍ଜାମ ସହର ଖାଁ ଖାଁ : ଅମାନିଆଙ୍କୁ ସାବାଡ ପାଇଁ…

ଗଞ୍ଜାମ,୯।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହା ସହ ପୂର୍ବରୁ ଜାରି ହୋଇଥିବା ଶଟ୍‌ଡାଉନ୍‌ ମଧ୍ୟ ବଳବତ୍ତର ରହିଛି। ପ୍ରତି ଶନିବାର ଓ ରବିବାର ଦୁଇଦିନ ଶଟଡାଉନ ଘୋଷଣା ହୋଇଛି।…

ଘରଘର ବୁଲି ପଟ୍ଟା ବଣ୍ଟନ କଲା ରାଜସ୍ବ ରଥ

ଗଞ୍ଜାମ,୮।୫(ଡି.ଏନ୍‌.ଏ.): କୋଭିଡ୍‌ କଟକଣା ପାଇଁ ସର୍ବସାଧାରଣ ଯେ କୌଣସି ସରକାରୀ ଅଫିସ ଯିବାକୁ ବାରଣ କରାଯାଇଛି l ଏଥିପାଇଁ ତହସିଲ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଭିନ୍ନ ଏକ ପ୍ରୟାସ ଆରମ୍ଭ କରାଯାଇଛି। ଲୋକଙ୍କ ଘରୁ ଘର…

କରୋନାରେ ଖବରଦାତା ପ୍ରଦୀପ ସାହୁଙ୍କ ଦେହାନ୍ତ

ବ୍ରହ୍ମପୁର ଅଫିସ, ୮।୫: ବ୍ରହ୍ମପୁରରେ ଦୈନିକ ଖବରକାଗଜ ‘ସମ୍ବାଦ’ରେ ଗଞ୍ଜାମ ଜିଲା ପ୍ରତିନିଧି ଭାବେ କାର୍ଯ୍ୟରତ ପ୍ରଦୀପ କିଶୋର ସାହୁ (୪୩)ଙ୍କ ଶୁକ୍ରବାର ପୂର୍ବାହ୍ନରେ ଦେହାନ୍ତ ହୋଇଛି। ସେ କରୋନା ଆକ୍ରାନ୍ତ ହୋଇ କନିଷିସ୍ଥିତ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।…

ଅଚାନକ ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି

ବ୍ରହ୍ମପୁର ଅଫିସ,୮।୫: ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜି) ଅଭୟ ଶନିବାର ବ୍ରହ୍ମପୁର ଅଚାନକ ଗସ୍ତରେ ଆସିଛନ୍ତି। ବ୍ରହ୍ମପୁର ଏସ୍‌ପି ଓ ଗଞ୍ଜାମ ଏସ୍‌ପିଙ୍କୁ ନେଇ କରୋନାର ସଠିକ ମୁକାବିଲା…

କଳାବଜାର, ଦରବୃଦ୍ଧି ରୋକିବା ପାଇଁ ଏନ୍‌ଏସିର କଡ଼ା ନିର୍ଦ୍ଦେଶ: ଖିଲାପ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବୁଗୁଡ଼ା,୭।୫(ଡି.ଏନ୍‌.ଏ.):କରୋନା ଦ୍ୱିତୀୟ ଲହର ମୁକାବିଲା ନିମନ୍ତେ ମେ ୫ ରୁ ୧୯ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍‌ ଘୋଷଣା କରିଛନ୍ତି ସରକାର । ଏହି ଲକ୍‌ଡାଉନ୍‌ ର ଫାଇଦା ନେଇ କିଛି ଅସାଧୁ ବେପାରୀ ନିତ୍ୟ ଆବଶ୍ୟକ ଜିନିଷକୁ ଚଢ଼ା ଦରରେ ବିକ୍ରି…

ଲକ୍‌ଡାଉନ୍‌ର ଫାଇଦା ନେଉଛନ୍ତି ଅସାଧୁ ବ୍ୟବସାୟୀ, ଚଢ଼ା ଦରରେ ବିକ୍ରି କରୁଛନ୍ତି ସାମଗ୍ରୀ

ଗଞ୍ଜାମ,୭।୫(ଡି.ଏନ୍‌.ଏ.): କରୋନା ଦ୍ୱିତୀୟ ଲହର ମୁକାବିଲା ନିମନ୍ତେ ମେ’ ୫ରୁ ୧୯ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର। ଏହି ଲକ୍‌ଡାଉନର ଫାଇଦା ନେଉଛନ୍ତି କିଛି ଅସାଧୁ ବ୍ୟବସାୟୀ। ନିତ୍ୟ ଅପରିହାର୍ଯ୍ୟ ସାମଗ୍ରୀକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି l…

ଲକ୍‌ଡାଉନ୍‌ ଫାଇଦା ଉଠାଉଛନ୍ତି ବେପାରୀ: ନିତ୍ୟ ଆବଶ୍ୟକ ଜିନିଷ ଚଢ଼ା ଦରରେ ବିକ୍ରି

ଗଞ୍ଜାମ,୭।୫(ଡି.ଏନ୍‌.ଏ.): କରୋନା ଦ୍ୱିତୀୟ ଲହର ମୁକାବିଲା ନିମନ୍ତେ ମେ ୫ ରୁ ୧୯ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍‌ ଘୋଷଣା କରିଛନ୍ତି ସରକାରl ଏହି ଲକ୍‌ଡାଉନ୍‌ ର ଫାଇଦା ନେଇ କିଛି ଅସାଧୁ ବେପାରୀ ନିତ୍ୟ ଆବଶ୍ୟକ ଜିନିଷକୁ ଚଢ଼ା ଦରରେ ବିକ୍ରି…

ସହର ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି ପ୍ରବାସୀ, ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଗଞ୍ଜାମ,୭।୫(ଡି.ଏନ୍‌.ଏ.): ଗଞ୍ଜାମରେ ବର୍ତ୍ତମାନ କରୋନା ସ୍ଥିତି ଅଣାୟତ ହୋଇପଡ଼ିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କିନ୍ତୁ ଗତବର୍ଷ ଭଳି ଗଞ୍ଜାମ ସହର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?