ଗଞ୍ଜାମ

ଜଳଭଣ୍ଡାର ପାର ହୋଇ ରାଶନ ବାଣ୍ଟିଲା ପ୍ରଶାସନ

ପାତ୍ରପୁର:୧୫ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକର ଦୁର୍ଗମ ଆଙ୍କୁଲି ପଞ୍ଚାୟତର କିଛି ଗ୍ରାମରେ ବ୍ଲକ ପ୍ରଶାସନ ପହଞ୍ଚତ୍ ରାଶନ ସାମଗ୍ରୀ ବଣ୍ଟନ କରିବା ସହ କରୋନା ଭୂତାଣୁରୁ କେମିତି ରକ୍ଷା ପାଇବ ସେନେଇ ସଚେତନ କରିଛି ା ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସ, ବିଇଓ…

ବିଶୋଧନ ହେଲା ସୋରଡାର ବିଭିନ୍ନ ଅଞ୍ଚଳ

ସୋରଡା,୧୫ା୪(ଡି.ଏନ୍‌.ଏ.)- ସୋରଡା ସହରର ସମସ୍ତ ସାହିକୁ ବୁଧବାର ଅପରାହ୍ନରେ ଏନ୍‌ଏସି ତରଫରୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି। ଗନିଛକ, ବଡଦାଣ୍ଡ, ଆଡପମଣ୍ଡପ, ସରୁଆସାହି, କେଉଟସାହି, ବାଙ୍କବଜାରରେ ଦମକଳ ଗାଡି ବୁଲି ବିଶୋଧନ କରିଛି। ସାମାଜିକ ଦୂରତା ବଜାୟ ରଖିବାକୁ ବୁଧବାର…

ଗଞ୍ଜାମର ବିଭିନ୍ନ ଆଇସୋଲେଶନ ସେଣ୍ଟରରେ ୩୬୧ ଭୁବନେଶ୍ୱର ଫେରନ୍ତା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.)- ଭୁବନେଶ୍ୱରରୁ ଗଞ୍ଜାମ ଜିଲାକୁ ଫେରିଥିବା ୩୬୧ ଜଣଙ୍କୁ ବିଭିନ୍ନ ଆଇସୋଲସନ ସେଣ୍ଟରରେ ରଖାଯାଇଛି। ବର୍ତ୍ତମାନ ୫ହଜାର ୮୧୯ ଜଣ ଅନ୍ୟ ରାଜ୍ୟରୁ ଫେରନ୍ତା ହୋମ୍‌ କ୍ୱାରେଣ୍ଟାଇନରେ ଅଛନ୍ତି। ଜିଲାକୁ ବିଦେଶରୁ ଫେରିଥିବା ସମସ୍ତ ୭୬୧ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ୍‌…

କରୋନା ସମୟରେ ମହିଳାଙ୍କୁ ରକ୍ତଦେଇ ଜୀବନ ବଞ୍ଚାଇଲେ ଯୁବକ

ବେଗୁନିଆପଡ଼ା,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ନୂଆଗଡ଼ ଗ୍ରାମର ଲତା ବେହେରା ମଙ୍ଗଳବାର ରାତିରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ନିଆଗଲା। ଡାକ୍ତର ତୁରନ୍ତ ୩ ବୋତଲ ରକ୍ତ ଯୋଗାଡ଼ କରିବା…

ଡିଭାଇଡରରେ ପିଟିହେଲା ଆମ୍ବ ବୋଝେଇ ଗାଡ଼ି, ଚାଳକଙ୍କ ଜୀବନ ଗଲା

ଛତ୍ରପୁର,୧୫ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥରେ ବୁଧବାର ଭୋର୍‌ ସମୟରେ ଏକ ଆମ୍ବ ବୋଝେଇ ପିକଅପ୍‌ ଡିଭାଇଡରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗୋଳନ୍ଥରା ଥାନା ଅଧୀନ ଜାଗପୁରର କେ. ବାବୁ…

ଟଙ୍କା ଉଠାଇବା ପୂର୍ବରୁ ହାତକୁ ସାନଟାଇଜ କର: ବ୍ୟାଙ୍କ କର୍ତ୍ତୃପକ୍ଷ

ଶେରଗଡ଼, ୧୫।୪(ଡି.ଏନ୍‌.ଏ.): କରୋନା ଚିନ୍ତା ସମସ୍ତଙ୍କୁ ଘାରିଛି। ସରକାର ଦିନକୁ ଦିନ ନିୟମ କଡ଼ାକଡ଼ି କରୁଛନ୍ତି। ଏ ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ନିୟମ କଡ଼ାକଡ଼ି କରିଛନ୍ତି। ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ଗ୍ରାହକଙ୍କ ଲମ୍ବା ଲାଇନ ଲାଗୁଛି। ତେବେ ହାତକୁ…

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଏ ସମ୍ପର୍କରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ…

୩ ପଞ୍ଚାୟତକୁ ସାନିଟାଇଜ୍‌ କଲା ଆଇଆର୍‌ଇ

ଛତ୍ରପୁର,୧୫ା୪(ଡି.ଏନ୍‌.ଏ.): ଭାରତୀୟ ବିରଳ ମୃତ୍ତିକା (ଆଇଆର୍‌ଇ) ପ୍ଲାଣ୍ଟ ପକ୍ଷରୁ ନିକଟବର୍ତ୍ତୀ କଣମଣା, ଆର୍ଜିପଲ୍ଲୀ ଓ କାଳୀପାଲି ପଞ୍ଚାୟତକୁ ସାନିଟାଇଜ୍‌ କରାଯାଇଛି। ପ୍ଲାଣ୍ଟର ସିଜିଏମ ଏ. ଜେ. ଜନର୍ଥନନ୍‌ଙ୍କ ନିର୍ଦ୍ଦେଶକ୍ରମେ ଆଇଆର୍‌ଇର ଫାୟାର ବ୍ରିଗେଡ୍‌ ଟିମ୍‌ ଉକ୍ତ ୩ ପଞ୍ଚାୟତକୁ ସାନିଟାଇଜ୍‌ କରିଥିଲେ।…

କର୍ତ୍ତବ୍ୟ ଆଗରେ ହାର ମାନିଛି କର୍କଟ ରୋଗ

ଦିଗପହଣ୍ଡି,୧୫ା୪(ଡି.ଏନ.ଏ.)- ସମଗ୍ର ବିଶ୍ୱ ଏବେ ରୋନା ମହାମାରୀ ସହ ଲଢୁଛି। ଏଭଳି ପରିସ୍ଥିତିରେ ଡାକ୍ତର, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ କର୍ତ୍ତବ୍ୟ ବଢିଯାଇଛି। ଏମାନେ ଏବେ ଏହି ଲଢେଇର ପ୍ରମୁଖ ଯୋଦ୍ଧା ପାଲଟିଛନ୍ତି। ଏଭଳି ଜଣେ ଯୋଦ୍ଧା ହେଉଛନ୍ତି ଦିଗପହଣ୍ଡି ଏକ୍‌ଜିକ୍ୟୁଟିଭ…

ଅର୍ଦ୍ଧାଧିକ ହିତାଧିକାରୀ ପାଇନାହାନ୍ତି ଗହମ: ଡିପୋରେ ମହଜୁଦ ନାହିଁ

ଆସିକା,୧୫ା୪(ଡି.ଏନ୍‌.ଏ.): କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ୩ ମାସର ଚାଉଳ ଓ ଗହମ ପ୍ରଦାନ କରୁଛନ୍ତି। ତେବେ ଅଦ୍ୟାବଧି ଆସିକା ବ୍ଲକରେ ଅର୍ଦ୍ଧାଧିକ ହିତାଧିକାରୀ ଏହା ପାଇ ପାରିନାହାନ୍ତି। ଡିପୋରେ ଗହମ ନ…

ନିର୍ଦ୍ଧାରିତ ସମୟ ପୂର୍ବରୁ ଦୋକାନ ଖୋଲି ଜରିମାନା ଦେଲେ ଦୋକାନୀ

ଭଞ୍ଜନଗର,୧୪।୪(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡ ପ୍ର୍ରଶାସନ ପକ୍ଷରୁ ଲକ୍‌ ଡାଉନ କଟନଣା କଡାକଡି ଭାବେ ପାଳନ କରାଯାଉଛି। ମଙ୍ଗଳବାର ସକାଳ ୫ଟାରୁ ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡିଓ ଅନିଲ କୁମାର ସେଠୀ ପ୍ରମୁଖ ବିଭିନ୍ନ ଛକମାନଙ୍କରେ ରହି ଯାନବାହାନ ଯାଞ୍ଚକରିଥିଲେ। ବେନିୟମ ଭାବେ…

ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଭଞ୍ଜନଗର,୧୪।୪(ଡି.ଏନ୍‌.ଏ.)- ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରାସ୍ତାରେ ଥିବା ଏକ ରାଶନ ଦୋକାନରେ ସୋମବାର ରାତିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ଦୋକାନରେ ଥିବା ସମସ୍ତ ରାଶନ ସମେତ ଅନ୍ୟାନ୍ୟ ଜିନିଷ ପୋଡ଼ିଯାଇଛି।

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri