ଧରାକୋଟ ବ୍ଲକ ଉପାଧ୍ୟକ୍ଷ ହେଲେ ବଲବନ୍ତ ସିଂ
ଧରାକୋଟ,୬ା୧୧(ଡି.ଏନ୍.ଏ.)- ଧରାକୋଟ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପାଇଁ ଶୁକ୍ରବାର ପୂର୍ବାହ୍ନରେ ଉପନିର୍ବାଚନ ହୋଇଥିଲା। ଏଥିରେ ବିଜେଡି ସମର୍ଥିତ ପ୍ରାର୍ଥୀ ତଥା ବାହାରପୁର ସମିତିସଭ୍ୟ ବଲବନ୍ତ ସିଂ ୧୨ ସମିତିସଭ୍ୟଙ୍କ ସମର୍ଥନ ପାଇ ନିର୍ଦ୍ୱନ୍ଦ୍ୱରେ ବ୍ଲକ ଉପାଧ୍ୟକ୍ଷ ପଦବୀ ହାତେଇଛନ୍ତି। ବିପକ୍ଷ ଦଳ…
ମନରେଗା କାର୍ଯ୍ୟରେ ଅଗ୍ରଗତି ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଗଞ୍ଜାମ ଜିଲାପାଳ
ପୁରୁଷୋତ୍ତମପୁର,୬।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଗ୍ରସ୍ତରେ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରଛନ୍ତି। ତେବେ ଜିଲାପାଳ ବ୍ଲକକୁ ଆସିବା ସମୟରେ ନିକଟରେ ଥିବା ତାରାତାରିଣୀ କଲେଜର ବହୁ ଛାତ୍ରୀଛାତ୍ର ଏକତ୍ରିତ…
ତାରାତାରିଣୀ ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ
ପୁରୁଷୋତ୍ତମପୁର,୬।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତି ପୀଠ ତଥା ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଆସି ଏହାର ସମୀକ୍ଷା କରିଛନ୍ତି। ଏହାସହ ଜଜ୍ଞବେଦୀ,ସ୍ନାନ…
ଡାକ୍ତର ପଦବୀ ପୂରଣ ନେଇ ଭାଜପା ପକ୍ଷରୁ ବିକ୍ଷୋଭ
ଦିଗପହଣ୍ଡି,୫ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଖାଲିପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ଦାବିରେ ଗୁରୁବାର ସ୍ଥାନୀୟ ଭାଜପା ନଗର କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ଗଞ୍ଜାମ ଜିଲା କମିଟି ଉପସଭାପତି ପରେଶ…
ଫୁଟିଲାନି ବାଣ କି ସୁଭିଲାନି ବ୍ୟାଣ୍ଡବାଜା: ଭକ୍ତ ବିହୁନେ ବିଦାୟ ନେଲେ ମା’ ଗଜଲକ୍ଷ୍ମୀ
ପୁରୁଷୋତ୍ତମପୁର,୫।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ରଥସାହି ମା’ ଗଜଲକ୍ଷ୍ମୀଙ୍କ ପୂଜା ଓ ଭଷାଣି କାର୍ଯ୍ୟକ୍ରମ କରୋନା କଟକଣା ମଧ୍ୟରେ ବୁଧବାର ରାତ୍ରରେ ଶେଷ ହୋଇଛି। କେବଳ ବିଧି ରକ୍ଷା ଲାଗି ଏଥର ପୂଜାମଣ୍ଡପ ପରିବର୍ତ୍ତେ ଏକ ଘର ବାରଣ୍ଡାରେ ଆବଦ୍ଧ…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତିଙ୍କ ପରଲୋକ
ବ୍ରହ୍ମପୁର ଅଫିସ, ୫।୧୧: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ, ସାହିତି୍ୟକ ପ୍ରଫେସର ହରିହର ଦାସ (୮୨)ଙ୍କର ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଚର୍ଚ୍ଚରୋଡ ସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ବିଜେବି କଲେଜ ଓ ଗଙ୍ଗାଧର ମେହେର…
୪ ଦିନ ଧରି ନିଖୋଜ ଥିଲେ ଧୀବର, ଘୋଡ଼ାହାଡ଼ ଡ୍ୟାମ୍ରୁ ମିଳିଲା ମୃତଦେହ
ଦିଗପହଣ୍ଡି,୪ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ନିକଟ ଘୋଡ଼ାହାଡ଼ ଡ୍ୟାମକୁ ମାଛ ଧରିବାକୁ ଯାଇଥିବା ଜଣେ ଧୀବର ରବିବାରଠାରୁ ନିଖୋଜ ଥିଲେ। ତେବେ ବୁଧବାର ଅପରାହ୍ନରେ ତାଙ୍କ ମୃତଦେହ ଘୋଡ଼ାହାଡ଼ ଡ୍ୟାମ୍ରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ…
ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଉଦ୍ୟମ ଅଭିଯୋଗ: ଯୁବକ ଗିିରଫ
ପୁରୁଷୋତ୍ତମପୁର, ୩/୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳକଙ୍କୁ ଅପ୍ରାକୃତିକ ଯୌନ ସମ୍ପର୍କ ଲାଗି ଉଦ୍ୟମ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ପିଣ୍ଟୁ ବିଷୋଇ(୨୩)।ଗିରଫ ପରେ ପିଣ୍ଟୁଙ୍କୁ ବ୍ରହ୍ମପୁର ସ୍ବତନ୍ତ୍ର…
ଷ୍ଟିମ ପାଇପ୍ ଫାଟି ଶ୍ରମିକ ମୃତ୍ୟୁ ପ୍ରସଙ୍ଗ: ନଭେମ୍ବର ୫ରେ ନିଯୁକ୍ତି ପାଇବେ ମୃତ ଶଙ୍କରଙ୍କ ସ୍ତ୍ରୀ
ଗଞ୍ଜାମ,୩।୧୧(ଡି.ଏନ୍.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଗତ ଅକ୍ଟୋବର ୬ରେ ଷ୍ଟିମ ପାଇପ ଫାଟି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ କାର୍ଯ୍ୟରତ ଇଞ୍ଜିନିୟରଙ୍କୁ ସମେତ ଜଣେ ଶ୍ରମିକ ଗୁରୁତର ହୋଇଥିଲେ । ପରେ ଇଞ୍ଜିନିୟର ଅଭିଷେକ ପାଳ ଓ ଶ୍ରମିକ ପୁଇଁତୋଳା…
ମାଛ ଧରିବାକୁ ଯାଇ ଧୀବର ନିଖୋଜ: ଆଉ ଫେରିଲେନି ତାମ୍ପରା ହଦ୍ରରୁ
ଛତ୍ରପୁର,୩।୧୧(ଡି.ଏନ୍.ଏ. ): ମାଛ ଧରିବା ପାଇଁ ଯାଇଥିବା ବେଳେ ଜଣେ ଧୀବର ନିଖୋଜ ହୋଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ତରେଇପାଟପୁର ଗ୍ରାମରେ। ନିଖୋଜ ଧୀବର ହେଲେ ଉକ୍ତ ଗ୍ରାମର ଗୋପାଳ ବେହେରା। ସୋମବାର…
ଗଞ୍ଜାମରେ ଡିସେମ୍ବର ପହିଲା ଯାଏ ଖୋଲିବନି ମନ୍ଦିର
ଛତ୍ରପୁର,୨ା୧୧(ଡି.ଏନ୍.ଏ.)-କେତେକ ଦେଶରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ସଂକ୍ରମିତ ହେଲେ ନିଶ୍ଚିତରୂପେ ଜୀବନ ପ୍ରତି ବିପଦ ଦେଖାଦେଉଛି । ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହେଲେ ସମ୍ଭାଳିବା କଷ୍ଟକର ହୋଇପଡିବ।…
ଦୀର୍ଘ ୭ ମାସ ପରେ ଖୋଲିଲା ହିଞ୍ଜିଳିକାଟୁ ଆହାରକେନ୍ଦ୍ର
ହିଞ୍ଜିଳିକାଟୁ,୨।୧୧(ଡ଼ି.ଏନ୍.ଏ): କରୋନା ମହାମାରୀ କଟକଣା ପାଇଁ ଦୀର୍ଘ ୭ ମାସ ଧରି ଆହାରକେନ୍ଦ୍ର ବନ୍ଦ ରହିଥିଲା। ତେବେ ସୋମବାର ଆହାରକେନ୍ଦ୍ର ପୁଣି ଖୋଲିଛି। ହିଞ୍ଜିଳିକାଟୁ ଆହାରକେନ୍ଦ୍ର ଓ ତାହାର ଆଖପାଖକୁ ସାନିଟାଇଜ କରାଯାଇଥିବା ବେଳେ ସାମାଜିକ ଦୂରତା ବଜାୟ ରଖି ଖାଦ୍ୟ…
Archives


