ଭାରତ ବନ୍ଦ ଡାକରା: ରେଳ ରୋକିଲା କଂଗ୍ରେସ, ସିପିଆଇ
ଛତ୍ରପୁର,୨୬।୧୧(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦର ପ୍ରଭାବ ଗଞ୍ଜାମ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲା ହେଡକ୍ୱାର୍ଟର ଛତ୍ରପୁରଠାରେ ସିପିଆଇ ଓ…
ଦିଗପହଣ୍ଡିରେ ଧର୍ମଘଟ ପ୍ରଭାବ: ଦୋକାନ ବଜାର ବନ୍ଦ , ପ୍ରତିବାଦ ସଭା
ଦିଗପହଣ୍ଡି,୨୬।୧୧(ଡି.ଏନ.ଏ.): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ସମୂହ ପକ୍ଷରୁ ଡ଼ାକରା ଦିଆଯାଇଥିବା ଧର୍ମଘଟ ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ଥିବା ବେଳେ…
ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା: ୫୨ ଦିନ ପରେ ମାଟି ତଳୁ ମୃତଦେହ ଉଦ୍ଧାର
ଦିଗପହଣ୍ଡି,୨୨।୧୧(ଡି.ଏନ୍.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ପଞ୍ଚାୟତ ଛଣବଗଡ ଗାଁର ସାଇବାଣୀ ମଲ୍ଲିକ ନାମକ ଜଣେ ୭୦ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଇବାଣୀଙ୍କ ଗଳିତ ମୃତଦେହକୁ ରବିବାର ସକାଳେ…
ଆନ୍ତଃଜିଲା ଲୁଟେରା ଦଳର ୪ ଗିରଫ
ଭଞ୍ଜନଗର,୨୧।୧୧(ଡି.ଏନ.ଏ)-ଗଞ୍ଜାମ ଜିଲା ବେଲଗୁଣ୍ଠା ଫାଣ୍ଡି ପୋଲିସ ଶନିବାର ଏକ ଆନ୍ତଃଜିଲା ଲୁଟେରା ଦଳର ୪ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ବୁଗୁଡ଼ା ଥାନା ଘୋଳପୁରର ଲକ୍ଷ୍ମୀ ପାତ୍ର ତାଙ୍କ ପୁଅ ଉତ୍ତମ, ଜ୍ୱାଇଁ ପୋଚାଲୁଣ୍ଡିର ଚିରଞ୍ଜୀବି ପାତ୍ର ଏବଂ…
ଆବଶ୍ୟକ ନ ଥିଲେ ଚେନ୍ ପୁଲିଂ ନ କରିବାକୁ ପରାମର୍ଶ
ଛତ୍ରପୁର,୨୧ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଆର୍ପିଏଫ୍ ଆଉଟ୍ପୋଷ୍ଟ ପକ୍ଷରୁ ଲୋକଙ୍କୁ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଛି। ଲେଭଲ କ୍ରସିଂ ନିକଟରେ ଥିବା ବୁରୁଡ଼ି ଓ କନକା ଗ୍ରାମରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ ସହ ରାଲି…
ସୁନା ଦୋକାନୀ, ଫାଇନାନ୍ସ କମ୍ପାନୀ ସହ ଛତ୍ରପୁର ପୋଲିସର ଆଲୋଚନା
ଛତ୍ରପୁର,୨୧।୧୧(ଡି.ଏନ୍.ଏ): ଗଞ୍ଜାମ ଜିଲା ଛତ୍ରପୁର ପୋଲିସ ସୁନା ଦୋକାନ ବ୍ୟବସାୟୀ ଏବଂ ଫାଇନାନ୍ସ କମ୍ପାନୀ ଅଧିକାରୀଙ୍କ ଶନିବାର ଏକ ଆଲେଚନା ହୋଇଛି। ସୁରକ୍ଷାକୁ ନେଇ ଥାନା ପରିସରରେ ଏହି ଆଲୋଚନା ବୈଠକ ବସିଛିି ା ଏଥିରେ ଛତ୍ରପୁର ଥାନା ଆଇଆଇସି ପ୍ରିୟସ…
ପୁରୁଷୋତ୍ତମପୁରରେ ତହସିଲଦାର ଭାବେ ଯୋଗ ଦଲେ ନିତିଶ କୁମାର ତ୍ରିପାଠୀ
ପୁରୁଷୋତ୍ତମପୁର,୨୧।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲରେ ନୂତନ ତହସିଲଦାର ଭାବେ ନିତିଶ କୁମାର ତ୍ରିପାଠୀ ଶନିବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ସେ କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ।
ତହସିଲଦାରଙ୍କ ଅସଦ୍ ବ୍ୟବହାର ନେଇ ବଢ଼ୁଛି ଅସନ୍ତୋଷ
ଗଞ୍ଜାମ,୨୦।୧୧(ଡି.ଏନ୍.ଏ.): ଗଞ୍ଜାମ ସହରରେ ଥିବା ଗ୍ରାସୀମ କମ୍ପାନୀର ସହ ପରିଚାଳକ (ଉତ୍ପାଦକ ) ଆଲୋକ ଦୋରାଙ୍କୁ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଇସ୍ତଫା ଲେଖେଇ ନେଇଥିଲେ। ଏ ନେଇ ଦୋରା କମ୍ପାନୀ ସମ୍ମୁଖରେ ୧୦ ତାରିଖରୁ ଆନ୍ଦୋଳନ ଜାରି ରଖିଛନ୍ତି।…
କରୋନା ଦ୍ୱିତୀୟ ଲହର ନେଇ ବଦଳିଲା ନିଷ୍ପତ୍ତି: ବନ୍ଦ ହେବନି ଟାଟା କୋଭିଡ୍ ହସ୍ପିଟାଲ
ଛତ୍ରପୁର, ୨୦।୧୧(ଡି.ଏନ୍.ଏ.)- ଗଞ୍ଜାମ ଜ଼ିଲା ଶିତଳାପଲିଠାରେ ଥିବା ଟାଟା କୋଭିଡ ହସ୍ପିଟାଲ ଚଳିତ ମାସ ୩୦ ତାରିଖରୁ ବନ୍ଦ କରିଦେବାପାଇଁ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଚିଠି ଦ୍ୱାରା ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ ନିର୍ବାହୀ…
ସହାୟତା ବାହାନାରେ ଏଟିଏମ୍ କାର୍ଡ ବଦଳାଇ ଲୁଟୁଥିଲେ ଟଙ୍କା: ୨ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିଲା ଛତ୍ରପୁର ପୋଲିସ
ଛତ୍ରପୁର, ୧୭।୧୧(ଡି.ଏନ୍.ଏ.)- ରାଜ୍ୟର ବିଭିନ୍ନ ଜ଼ିଲାରେ ଏଟିଏମ୍ରୁ କାର୍ଡ ମାଧ୍ୟମରେ ଟଙ୍କା ଉଠାଣ ବେଳେ ଲୋକଙ୍କୁ ସହାୟତା ଆଳରେ ସେମାନଙ୍କ ଏଟିଏମ୍ କାର୍ଡ ବଦଳାଇ ଟଙ୍କା ଲୁଟ କରୁଥିବା ମାମଲାରେ ଛତ୍ରପୁର ପୋଲିସକୁ ସଫଳତା ମିଳିଛି। ଏଥିରେ ସମ୍ପୃକ୍ତ ୨ କୁଖ୍ୟାତ…
ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଜବତ: ୮ ଗିରଫ
ଗଞ୍ଜାମ, ୧୭।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପାଳିବନ୍ଧସ୍ଥିତ ଋଷୁକୁଲ୍ୟା ମୁହାଣ ଠାରୁ ୮ କିଲୋମିଟର ସମୁଦ୍ର ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲରକୁ ସୋମବାର ବିଳମ୍ବିତ ରାତିରେ ଜବତ କରାଯାଇଛି। ସେହି ଟ୍ରଲରରେ ଥିବା ୮ ଯୁବକଙ୍କୁ ଗିରଫ କରାଯାଇଛି।…
ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ: ଅଭିଯୁକ୍ତ ଗିରଫ
ଆସିକା,୧୬ା୧୧(ଡି.ଏନ.ଏ.)-ଆସିକା ଥାନା ଇଲାକାର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ସହ ତାଙ୍କୁ ଜୀବନରେ ମାରିଦେବା ଲାଗି ଧମକ ଦେବା ଅଭିଯୋଗରେ ଅଭିଯୁକ୍ତଙ୍କୁ ପୋଲିସ ସୋମବାର ଗିରଫ କରିଛି ା ସେ ହେଲେ ବ୍ରହ୍ମପୁର ଶଶିଭୂଷଣ ନଗର ବାସିନ୍ଦା ଆଶିଷ…
Archives


