ଗଜପତିର ମହେନ୍ଦ୍ରଗିରିରେ ନାଚ, ଗୀତ, ଆମିଷ ଭୋଜନ ଘଟଣା: କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ
ପାରଳାଖେମୁଣ୍ଡି:୨୮।୩: କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ। ତିବ୍ବତୀୟ କିଛି ଯୁବତୀଯୁବକ ମହେନ୍ଦ୍ରଗିରି ଭ୍ରମଣ କରିବାକୁ ଯାଇ ଆମିଷ ଭୋଜନ କରିଥିଲେ। ଏହାସହ ବିଭିନ୍ନ ବଲିଉଡ, ଓଲିଉଡ ଗୀତରେ ମଧ୍ୟ ନାଚିଥିଲେ। ଏପରି କି ଭୀମ ମନ୍ଦିର ଉପରେ ନିଜ ତିବ୍ବତୀୟ ଧର୍ମର…
ଜଳୁଥିବା ଦୀପର ସଳିତାକୁ ଚାଳରେ ପକାଇଲା କାଉ, ଚାହୁଁଚାହୁଁ ଜଳିଗଲା ୩୬ ବଖରା
ସୋରଡ଼ା,୨୮।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ଧେତାପଲ୍ଲୀ ଗ୍ରାମରେ ରବିବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୨ ପରିବାରର ୩୬ ବଖରା ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଠାକୁରଙ୍କ ପାଇଁ ଲାଗିଥିବା…
ଅବ୍ୟବସ୍ଥାରେ ଗଞ୍ଜାମ ଦୋଳଯାତ୍ରା: ୯୦ ପ୍ରତିଶତ ଲୋକଙ୍କ ମୁହଁରେ ନାହିଁ ମାସ୍କ
ଗଞ୍ଜାମ,୨୮।୩(ଡି.ଏନ୍.ଏ.): ଗଞ୍ଜାମ ସହରରେ ରବିବାର ଦୋଳଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଦୋଳଯାତ୍ରାରେ ୧୬ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଛି । ତେବେ ଏହି ଯାତ୍ରା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହି ସମୟରେ ୯୦ ପ୍ରତିଶତ ଲୋକେ ବିନା ମାସ୍କରେ…
ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ: କେଦାରନାଥ ସଭାପତି, ପ୍ରକାଶ ଚନ୍ଦ୍ର ହେଲେ ସମ୍ପାଦକ
ପୁରୁଷୋତ୍ତମପୁର, ୨୭।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଶନିବାର ଶେଷ ହୋଇଛି। ସମସ୍ତ ପ୍ରାର୍ଥି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ଏଥିରେ ସଭାପତି ଭାବେ କେଦାରନାଥ ପଟ୍ଟନାୟକ,…
ମର୍ନିଂଓ୍ବାକ୍ ବେଳେ ମହିଳାଙ୍କୁ କମେଣ୍ଟ ମାରି ଯୁବକ ଗିରଫ
ଛତ୍ରପୁର,୨୬।୩: ମହିଳାଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ମହିଳା ଜଣକ ମର୍ନିଂଓ୍ବାକ କରିବା ପାଇଁ ଆସୁଥିବା ବେଳେ ଯୁବକ ଜଣକ ତାଙ୍କୁ କମେଣ୍ଟ ମାରିଥିଲେ। ଏନେଇ ମହିଳା ଜଣକ ଛତ୍ରପୁର ପୋଲିସକୁ ଅବଗତ…
ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ
ଗଞ୍ଜାମ,୨୬।୩ (ଡି.ଏନ୍.ଏ.): ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ଗଞ୍ଜାମ ସହରରେ ମଧ୍ୟ ଦେଖିବାକୁ ମିଳିଛି। କୃଷକ ସଭା ଓ ସିଟୁ ସଂଗଠନ…
ବଡ଼ଖରିଡ଼ାରେ ଅଗ୍ନିକାଣ୍ଡ: ୮ ପରିବାର ସର୍ବସ୍ବାନ୍ତ, ତହସିଲଦାରଙ୍କ ପକ୍ଷରୁ ସହାୟତା
ପୁରୁଷୋତ୍ତମପୁର, ୨୬।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମରେ ଗୁରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଟି ପରିବାର ସମ୍ପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି। ଆସବାବପତ୍ର ସମେତ ଧାନ, ଚାଉଳ, ଲୁଗାପଟା ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ…
ଦିଗପହଣ୍ଡିରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ
ଦିଗପହଣ୍ଡି,୨୬।୩(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ କୃଷି ବିଲ୍କୁ ବିରୋଧ କରି ସର୍ବଭାରତୀୟସ୍ତରରେ ଗଠିତ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସଫଳ କରିବା ନିମନ୍ତେ ଦିଗପହଣ୍ଡିରେ ଶୋଭାଯାତ୍ରା କରାଯାଇଛି। ଶୁକ୍ରବାର ସ୍ଥାନୀୟ ବସଷ୍ଟାଣ୍ଡ – ଟାଉନ ଛକରେ ସିପିଆଇ…
କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ଯାତ୍ରା
ପୁରୁଷୋତ୍ତମପୁର,୨୫।୩(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ଦିନିଆ ଦଣ୍ଡଯାତ୍ରା ପୁରୁଷୋତ୍ତମପୁରଠାରେ ଗୁରୁବାର କୋଭିଡ୍ କଟକଣାରେ ଆରମ୍ଭ ହୋଇଛି। ଏଠାରେ ଥିବା ତିନୋଟି ଦଣ୍ଡ ଯାତ୍ରା ଦଳ (ଧୋବା ପୁଞ୍ଜା, ବିପତ୍ତି ହାରିଣି ତେଲି ପୁଞ୍ଜା ଓ ଗୌଡ ପୁଞ୍ଜା )ର…
କୋଭିଡ କଟକଣା ମଧ୍ୟରେ ହେଲା ଝାମୁଯାତ୍ରା: ନିଆଁରେ ଚାଲିଲେ ମାନସିକଧାରୀ
ଗଞ୍ଜାମ,୨୩।୩(ଡି.ଏନ୍.ଏ.): ଗଞ୍ଜାମ ସହର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱ ଏଲଏମା ମନ୍ଦିରରେ ଚଳିତ ବର୍ଷ ଝାମୁଯାତ୍ରା କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି। ଏ ନେଇ ଶହ ଶହ ମାନସିକଧାରୀ ନିଆଁରେ ଚାଲିଛନ୍ତି। ସେଠାରେ ପାନୀୟ ଜଳ ବ୍ୟବସ୍ଥା ଓ…
ନେଗେଟିଭ୍ ରିପୋର୍ଟ ବିନା ଗଞ୍ଜାମରେ ପ୍ରବେଶ ମନା
ଛତ୍ରପୁର,୨୨ା୩: କରୋନା ହଟସ୍ପଟ ରାଜ୍ୟରୁ ପ୍ରବାସୀମାନେ ଟ୍ରେନ ଯୋଗେ ଗଞ୍ଜାମ ଜିଲାକୁ ଫେରୁଛନ୍ତି। ଦୈନିକ ଛତ୍ରପୁର, ବ୍ରହ୍ମପୁର ଓ ଖଲ୍ଲିକୋଟ ଷ୍ଟେଶନରେ ପ୍ରବାସୀ ଓହ୍ଲାଉଛନ୍ତି। ଜିଲାରେ ଆଗକୁ ଦଣ୍ଡଯାତ୍ରା, ତାରାତାରିଣୀ ଯାତ୍ରା, ଦେଳଯାତ୍ରା ଓ ବ୍ରହ୍ମପୁରରେ ବୁଢ଼ୀ ଠାକୁରାଣୀ ଯାତ୍ରା ହେବ।…
ଯାତ୍ରାରେ ଯୋଗଦେଇ ପାରିବେନି ଜିଲା ବାହାର ଲୋକ
ବ୍ରହ୍ମପୁର ଅଫିସ୍,୨୧ା୩: ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାକୁ ନେଇ ନାନା ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ରବିବାର ସ୍ଥାନୀୟ ଲୋକ ପ୍ରତିନିଧି, ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କୁ ନେଇ ମିଳିତ ବୈଠକ ପରେ ସମାଧାନର ବାଟ ଫିଟିଛି। ବିଏମ୍ସି ସମ୍ମିଳନୀ…
Archives


