ଗଞ୍ଜାମ ଜିଲାପାଳନଙ୍କ ଦିଗପହଣ୍ଡି ଗସ୍ତ: କରୋନା ମୁକାବିଲା ନିମନ୍ତେ ପଞ୍ଚାୟତ ଜନପ୍ରତିନିଧିଙ୍କୁ ଦେଲେ ଗୁରୁମନ୍ତ୍ର
ଦିଗପହଣ୍ଡି,୩୦।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଗସ୍ତ କରିଥିଲେ। ଏହି ଅବସରରେ ସେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ନିର୍ବାଚିତ ଜନପ୍ରତିନିଧିଙ୍କ ସହ କରୋନା ମୁକାବିଲା ନେଇ ସବିଶେଷ…
ପୁରୁଷୋତ୍ତମପୁରରେ ନୂତନ ଏସଡିପିଓଙ୍କ କାର୍ଯ୍ୟରେ ଯୋଗ ଦାନ, ଏସବୁ ଦିଗ ପ୍ରତି ଦେବେ ଧ୍ୟାନ
ପୁରୁଷୋତ୍ତମପୁର,୩୦।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଏସ୍ଡିପିଓ ଭାବେ ସୂର୍ଯ୍ୟମଣି ପ୍ରଧାନ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ସେ ଆସିକା ଏସ୍ଡିପିଓ ଭାବେ କାର୍ଯ୍ୟ କରୁଥିଲେ। ଏହି ଅବସରରେ ତାଙ୍କୁ ପୁରୁଷୋତ୍ତମପୁର ଆଇଆଇସି ଜଗନ୍ନାଥ ମଲ୍ଲିକ, ପୋଲସରା ଆଇଆଇସି ଜିତେନ୍ଦ୍ରକୁମାର ମଲ୍ଲିକ…
କରୋନା ସ୍ଥିତି ସଙ୍ଗିନ: ଯୁଦ୍ଧ କାଳୀନ ଭିତ୍ତିରେ ହେବ ୧୦୩ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାରର ସେଣ୍ଟର
ସୋରଡ଼ା,୩୦।୪: ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁଛି। ଏହାକୁ ଦୃଷ୍ଟିରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟରେ ୧୦୩ ଶଯ୍ୟା ବିଶିଷ୍ଠ କୋଭିଡ୍ କେୟାରର ସେଣ୍ଟର ପାଇଁ ବିଧିବଦ୍ଧ ବ୍ୟବସ୍ତା ସରିଛି । ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ,…
ପାନୀୟ ଜଳ ସମସ୍ୟା ନେଇ ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ
ପୁରୁଷୋତ୍ତମପୁର,୨୯।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଓ୍ବାର୍ଡ ନଂ ୯ ରଥସାହି, ସୁନାରିତୋଟାସାହି, ଗୋପାଳ ବନ୍ଧ ସାହିକୁ ଦୀର୍ଘଦିନ ହେଲା ଜନସ୍ବାସ୍ଥ୍ୟ ବିଭାଗୀୟ ପାଇପରେ ପାଣି ଆସୁନାହିଁ। ଯାହା ପାଣି ଆସୁଛି ତାହା ମାଟିଆ, ଗୋଳିଆ, କଳା ରଙ୍ଗର ଦୂଷିତ ଅଟେ।…
ଆମ୍ବ ବଗିଚାରେ ଚାଲିଥିଲା ଜୁଆଆଡ୍ଡା: ୮ ଗିରଫ, ଟଙ୍କା ମୋବାଇଲ ଜବତ
ବ୍ରହ୍ମପୁର ଅଫିସ,୨୯।୪: ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ ନିକଟରେ ଥିବା ଏକ ଆମ୍ବ ବଗିଚାରେ ଜୁଆଆଡ୍ଡା ଚାଲିଥିବା ପୋଲିସ ଖବର ପାଇଥିଲା। ଗୁରୁବାର ମଧ୍ୟାହ୍ନରେ ସଦର ଥାନାଧିକାରୀ ମହେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଚଢ଼ାଉ କରିଥିଲା। ପୋଲିସ ଘେରିଯାଇ…
ଚୋରକୁ ଧରି ପାରୁ ନ ଥିଲା ପୋଲିସ : ଲୋକେ ଧରି ଦେଲେ ଜିମା
ପୁରୁଷୋତ୍ତମପୁର,୨୯।୪(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘନ ଘନ ଚୋରି ଘଟଣା ଯୋଗୁ ଲୋକଙ୍କ ନିିଦ ହଜିଯାଇଛି। ଏହାକୁ ନେଇ ଲୋକେ ପୋଲିସରେ ଅଭିଯୋଗ କରୁଥିଲେ ପୋଲିସ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନ ଥିଲା କି ଚୋରକୁ ଧରୁ ନ…
ସ୍ବାମୀଙ୍କ ଦ୍ୱିତୀୟ ବିବାହ ନେଇ ଥାନାରେ ପ୍ରଥମ ସ୍ତ୍ରୀ
ହିଞ୍ଜିଳିକାଟୁ,୨୮ା୪: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋଦରାପଲୀ ଗ୍ରାମର ପି. ଅନୀତାଙ୍କୁ ଯୌତୁକ ନିର୍ଯାତନା ଦେବାସହ ସ୍ବାମୀ ଦ୍ୱିତୀୟ ବିବାହ କରିଥିବା ନେଇ ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଅନୀତାଙ୍କ ଅଭିଯୋଗକୁ ଭତ୍ତି କରି ପୋଲିସ ଏକ ମାମଲା ନଂ. (୧୯୮/୨୧)…
୩ ଲକ୍ଷ ଟଙ୍କାର ଗୁଟ୍ଖା ଜବତ: ଜଣେ ଗିରଫ
ପୁରୁଷୋତ୍ତମପୁର,୨୮।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ତାରାତାରିଣୀ ଛକଠାରେ ଥିବା ଏକ ତେଜରାତି ଦୋକାନ ଉପରେ ମଙ୍ଗଳବାର ରାତିରେ ଚଢାଉ କରାଯାଇଥିଲା। ଚଢ଼ାଉରେ ବିପୁଳ ପରିମାଣର ଗୁଟ୍ଖା ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ।…
ଗଞ୍ଜାମ ଜିଲାପାଳଙ୍କ ନୂଆ ନିୟମ: ଏଥର ଅପରାହ୍ନ ୨ଟାରୁ ବନ୍ଦ ରହିବ ବଜାର
ଛତ୍ରପୁର,୨୮।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଜିଲାରେ ୨୦୯ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଏଥିସହ କରୋନା ଜଣଙ୍କ ମୁଣ୍ଡ ନେଇଛି। ଅପରପକ୍ଷରେ ଜିଲାରର ବ୍ରହ୍ମପୁର ସମେତ ୧୮ ସହରର ସମସ୍ତ ଦୋକାନ ବଜାର…
ଅପରାହ୍ନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ
ବୁଗୁଡ଼ା,୨୮।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାଞ୍ଚଟି ଓ୍ବାର୍ଡରୁ ବୁଧବାର ୧୦ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ସହରରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ବୁଗୁଡ଼ାର ବଣିକ ସଂଘ, ଚ୍ୟାମ୍ବର ଅଫ କମର୍ସ, ଗଣେଶ…
ଭୁଶୁଡ଼ିଲା ମନ୍ଦିର କୋଠା
ଗଞ୍ଜାମ,୨୭।୪(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ସୂର୍ଯ୍ୟନାରାୟଣପୁର-ଗାଖରକୁଦା ଯିବା ରାସ୍ତାରେ ଥିବା ବହୁ ପୁରାତନ ହାଡ଼ିଆ ଗଡ଼ ମନ୍ଦିର କୋଠା ମଙ୍ଗଳବାର ଭୋରରୁ ଭୁଶୁଡ଼ି ପଡ଼ିଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ପ୍ରାୟ ଲୋକ ସେଠାରେ ଦୈନନ୍ଦିନ ଭିଡ଼ ଜମାଇଥିବା…
ଦାଉ ସାଧୁଛି କରୋନା: ମିନି ଷ୍ଟାଡିୟମକୁ ଘୁଞ୍ଚିଲା ଦୋକାନ
ଗଞ୍ଜାମ,୨୭।୪(ଡି.ଏନ୍.ଏ.): ଗଞ୍ଜାମରେ ଦିନକୁ ଦିନ କରୋନା ମହାମାରୀ ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗୋଟିଏ ଦିନରେ ୩୨୩ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି l ଏ ନେଇ ଜିଲାକୁ ରେଡ୍ ଜୋନ ମଧ୍ୟ ଘୋଷଣା କରାଯାଇଛିି। ପ୍ରତେକ…
Archives


