ପୁଣି ଶାଶୁଘର ଆଗରେ ବସିଲେ ତପସ୍ବିନୀ
ବ୍ରହ୍ମପୁର ଅଫିସ,୧୭।୧୨: ବହୁଚର୍ଚ୍ଚିତ ଡା. ସୁମିିତ ସାହୁ- ତପସ୍ବିନୀ ଦାଶ ପାରିବାରିକ ମାମଲା ତୁଟିବା ନାଁ ଧରୁନି। ଦିନକୁ ଦିନ ଏହା ଜଟିଳ ହେବାରେ ଲାଗିଛି। ଶୁକ୍ରବାର ତପସ୍ବିନୀ କୋର୍ଟରୁ ନ୍ୟାୟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ଶୁଣାଣି ଘୁଞ୍ଚିବାରୁ…
ହାତ ଛାଡ଼ି ଶଙ୍ଖ ଧରିଲେ ଧର୍ମରାଜ
ଗୋପାଳପୁର,୧୭।୧୨(ଡି.ଏନ.ଏ.): କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଏସ୍.ଧର୍ମରାଜ ରେଡ୍ଡୀ ଓ ତାଙ୍କର ସମର୍ଥକ ଶୁକ୍ରବାର ହାତ ଛାଡ଼ି ଶଙ୍ଖ ଧରିଛନ୍ତି। କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ…
ଫେରାର ହୋଇ ନ ଥିବା ଅଡିଓ ଜାରି କଲେ ସୁମିତ
ଆସିକା,୧୭ା୧୨(ଡି.ଏନ୍.ଏ.):ବ୍ରହ୍ମପୁର ବ୍ରହ୍ମାନଗରର ଡାକ୍ତର ସୁମିତ ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଚାଲିଥିବା ବିବାଦ ତୁଟିବା ନାଁ ଧରୁନି । ଏହି ପାରିବାରିକ ବିବାଦ ଅଦାଲତରେ ବିଚାରାଧୀନ ରହିଛି। ଆସିକା ଚିନିଶିଳ୍ପ ଅତିଥି ଭବନରୁ ଗତ ୧୦ ତାରିଖରୁ ତପସ୍ବିିନୀଙ୍କୁ…
ଆରମ୍ଭ ହେଲା ଅଲିଭ ରିଡ୍ଲେଙ୍କ ମିଳନ
ଗଞ୍ଜାମ,୧୬।୧୨(ଡି.ଏନ.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ମୁହାଣଠାରେ ଅଲିଭ ରିଡ୍ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ଚଳିତଥର ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ସମୁଦ୍ର ମଧ୍ୟରେ ପ୍ରାୟ ୨୦…
ମା’ ଆଗରେ ଚାଲିଗଲା ଶିଶୁପୁତ୍ରର ଜୀବନ
ପୋଲସରା,୧୬ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ଚିରିକିପଡ଼ା ଶାସନ ପଞ୍ଚାୟତ ବିରିପୁର ଗ୍ରାମ ପୋଖରୀରେ ବୁଡି ବୁଧବାର ଗ୍ରାମର ଅରୁଣ ବିଷୋୟୀଙ୍କ ୩ ବର୍ଷୀୟ ପୁଅ ରଞ୍ଜିତଙ୍କ ମୃତ୍ୟୁ ଘଟିଛି। ରଞ୍ଜିତଙ୍କୁ ନେଇ ତାଙ୍କ ମା’ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ରଞ୍ଜିତ…
ଅସୁସ୍ଥତା କାରଣ ଦର୍ଶାଇଲେ ସୁମିତ
ଆସିକା,୧୫।୧୨(ଡି.ଏନ.ଏ.): ଡାକ୍ତର ସୁମିତ ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦର କୌଣସି ସମାଧାନ ହୋଇପାରିନାହିଁ। ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୩ ତାରିଖରୁ ଉଭୟେ ଆସିକା ଚିନିଶିଳ୍ପ ଅତିଥି ଭବନରେ ରହୁଥିଲେ। ୧୦ତାରିଖ…
ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି
ପାରଳାଖେମୁଣ୍ଡି,୧୪।୧୨(ଡି.ଏନ୍.ଏ.): ବରଯାତ୍ରୀ ଫେରୁଥିବା ବେଳେ ବସ୍ ଓଲଟି ୪ ଗୁରୁତର ହୋଇଛନ୍ତି। ଏହା ସହ ୨୫ରୁ ଊର୍ଦ୍ଧ୍ୱ ଆହତ ଅଛନ୍ତି। ଗଜପତି ଜିଲା ରାୟଗଡ ଥାନା ଅନ୍ତର୍ଗତ ସେବକପୁର ନିକଟରେ ଏଭଳି ଘଟଣା ଘଟିଛି । ଗଞ୍ଜାମ ଜିଲା ପୋଲସରା ନିକଟସ୍ଥ…
୪ ଦିନ ହେଲା ସୁମିତଙ୍କ ପତ୍ତା ମିଳୁନି
ବ୍ରହ୍ମପୁର ଅଫିସ,୧୩।୧୨: ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ତାଙ୍କ ସ୍ବାମୀ ଡାକ୍ତର ସୁମିତ ସାହୁଙ୍କ ବିବାଦ ମାମଲା ଏବେ ନୂଆ ମୋଡ଼ ନେଇଛି। ଗତ ୧୦ ତାରିଖରୁ ତପସ୍ବିନୀଙ୍କୁ ଛାଡି ସୁମିତ କେଉଁଆଡେ ଚାଲି ଯାଇଛନ୍ତି। ଏକାକୀ ନିଜକୁ ଅସୁରକ୍ଷିତ ମନେ…
ବ୍ୟବସାୟୀଙ୍କଠାରୁ ୩.୭ ଲକ୍ଷ ଲୁଟ ପଛରେ ଗାଡ଼ି ଡ୍ରାଇଭର
ଗଞ୍ଜାମ,୧୩।୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କଠାରୁ ହୋଇଥିବା ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ବ୍ୟବସାୟୀଙ୍କ ପିକ୍ଅପ୍ ଭ୍ୟାନ ଗାଡ଼ି ଡ୍ରାଇଭର ଏହି ଲୁଟ୍ ମାମଲାର ମାଷ୍ଟର ମାଇଣ୍ଡ ବୋଲି ରମ୍ଭା ଥାନାରେ…
ଭକ୍ତଙ୍କ ପାଇଁ ଖୋଲିଲା ତାରାତାରିଣୀ ମନ୍ଦିର
ପୁରୁଷୋତ୍ତମପୁର,୧୩।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ସୋମବାରଠାରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିଛି। ଏହାକୁ ନେଇ ଭକ୍ତ ବେଶ ଖୁସି ଅଛନ୍ତି। ପ୍ରଥମ ଦିନରେ ପାଞ୍ଚ ଶହରୁ ଊଦ୍ଧର୍ବ ଭକ୍ତ ମା’ଙ୍କ ଦର୍ଶନ କରିଛନ୍ତି। କରୋନାର…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ବିଧାୟକ
ଗଞ୍ଜାମ,୧୩।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସୋମବାର ଗଞ୍ଜାମ ଏନଏସିରେ ଏହି ବିଜୁ ସ୍ବାସ୍ଥ୍ୟ କଲ୍ୟାଣର ଶୁଭାରମ୍ଭ କରିଛନ୍ତି। ଏହା ସହ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିଥିଲେ l ବିଡ଼ିଓ ବିଶ୍ୱଜିତ ରାୟ, ଏନଏସି…
କ୍ଲାସରୁମ୍ରେ ପିଲାଙ୍କ ସହ ମୁଖ୍ୟମନ୍ତ୍ରୀ
ହିଞ୍ଜିଳିକାଟୁ,୧୨।୧୨(ଡି.ଏନ୍.ଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲା ଗସ୍ତ କରିଛନ୍ତି। ଏହି ଅବସରରେ ହିଞ୍ଜିଳିକାଟୁସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । ପରେ ନିଜ ନିିର୍ବାଚନ କ୍ଷେତ୍ରରେ ସ୍ମାର୍ଟ ସ୍କୁଲ ରୂପାନ୍ତରଣର ଅନୁଧ୍ୟାନ କରିଥିଲେ । ମୁଖ୍ୟମନ୍ତ୍ରୀ…
Archives


