ସାବୁଳିଆ ଚିଲିକା କୂଳରେ ମୃତ ଡଲ୍ଫିନ୍
ରମ୍ଭା,୧୯।୧: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ସାବୁଳିଆ ନିକଟ ଚିଲିକା କୂଳରେ ମଙ୍ଗଳବାର ଏକ ମୃତ ଡଲ୍ଫିନ୍ ଭାସୁଥିବା ଦେଖିବାକୁ ମିଳିଛି। ଡଲଫିନ୍ର ଲମ୍ବ ୫ ଫୁଟ। ରାତିରେ ଚିଲିକା ନିକଟରେ ବେଆଇନ ଭାବେ ମାଛ ମାରୁଥିବା ଲୋକଙ୍କ ଜାଲରେ ଡଲଫିନଟି…
୪୦୭ ଗାଡ଼ିରୁ ୬୫୦ କେଜି ଗଞ୍ଜେଇ ଜବତ କଲା ବଡ଼ଗଡ଼ ପୋଲିସ
ସୋରଡ଼ା,୧୮।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ବଡ଼ଗଡ଼ ପୋଲିସ ରବିବାର ଅପରାହ୍ନରେ ମୋହନା ରାସ୍ତାରେ ଯାନବାହନ ଯାଞ୍ଚ କରୁଥିବା ସମୟରେ ଏକ ୪୦୭ ଗାଡ଼ିରୁ ୬୫୦ କେଜି ଗଞ୍ଜେଇ ଜବତ କରିଛି। ଗାଡ଼ିଟି ମୋହନାରୁ ବଡ଼ଗଡ଼ ଅଭିମୁଖେ ଆସୁଥିବା ବେଳେ ପୋଲିସ ଯାଞ୍ଚ କରିବାକୁ…
ସୁମିତ୍-ତପସ୍ବିନୀ ମାମଲା: ଆବେଦନ ଖାରଜ କଲେ ଏସ୍ଡିଜେଏମ କୋର୍ଟ
ବ୍ରହ୍ମପୁର ଅଫିସ, ୧୭।୦୧: ବହୁ ଚର୍ଚ୍ଚିତ ସୁମିତ୍ ସାହୁ ଏବଂ ତପସ୍ବିନୀ ଦାଶ ମାମଲା ଦିନକୁ ଦିନ ନୂଆ ନୂଆ ମୋଡ ନେଉଛି। ତପସ୍ବିନୀଙ୍କୁ ନ ରଖିବା କେସ୍ରେ ପ୍ରଥମେ ଏସ୍ଡିଜେଏମ ଏବଂ ପରେ ଜିଲା କୋର୍ଟରୁ ନିରାଶ ହୋଇଛନ୍ତି ସୁମିତ୍…
ଚାକିରି ନାଁରେ ଠକେଇ
ବ୍ରହ୍ମପୁର ଅଫିସ,୧୭।୧: ଚାକିରି କରାଇଦେବାକୁ ପ୍ରତିଶ୍ରୁତି ଦେଇ ଠକିନେଲେ ଲକ୍ଷାଧିକ ଟଙ୍କା। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲା ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଏକ ଘରୋଇ ସଂସ୍ଥାର କାଯ୍ୟାଳୟରେ। ଖବର ପାଇ ଗୋଷାଣୀ ନୂଆଗାଁ ପୋଲିସ ଚଢ଼ାଉ କରିଛି । କ୍ରିଷ୍ଣା ସାଇ…
ଖୋର୍ଦ୍ଧା ଆସୁଥିବା ବେଳେ ଧରାପଡ଼ିଲା ୯୩୦ କେଜି ଗଞ୍ଜେଇ
ବ୍ରହ୍ମପୁର ଅଫିସ,୧୭।୧: ଅବକାରୀ ବିଭାଗ ସୋମବାର ଗଞ୍ଜାମ ଜିଲା ସଦର ଥାନା ଅଧୀନ ମହୁରୀକଳୁଆ ଛକ ନିକଟରୁ ୯୩୦ କେଜି ଗଞ୍ଜେଇ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ସେ ହେଲେ ଗଜପତି ଜିଲା…
ଗଞ୍ଜାମରେ ନାମାଙ୍କନପତ୍ର ଦାଖଲ କଲେ ଆଶାୟୀ ପାର୍ଥୀ
ଛତ୍ରପୁର,୧୭।୧(ଡି.ଏନ୍.ଏ.):୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗଞ୍ଜାମ ଜିଲାରେ ଆଜିଠାରୁ ୬୯ ଜିଲା ପରିଷଦ ସଭ୍ୟ, ୫୦୩ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ, ୭୦୯୯ ୱାର୍ଡ ମେମ୍ବର ପାଇଁ…
ଟୋକନ ବାହାରିବା ମାତ୍ରେ ଧାନ କିଣ: ୨୪ ଘଣ୍ଟା ମଧ୍ୟରେ ଆକାଉଣ୍ଟ କୁ ଯିବ ଟଙ୍କା
ଛତ୍ରପୁର,୧୬।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଧାନସଂଗ୍ରହ ପ୍ରକ୍ରିୟା ଚାଲିଛି । ଏହି କାର୍ଯ୍ୟର ସଠିକ୍ ପରିଚାଳନା ଦିଗରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜୁମ୍ ଭିସି ମାଧ୍ୟମରେ ସମସ୍ତ ବ୍ଲକରେ ସମୀକ୍ଷା କରିଥିଲେ। ଯେଉଁ ବ୍ଲକ ଗୁଡିକର ଧାନ ସଂଗ୍ରହ ପ୍ରକ୍ରିୟା…
ଲୋକଙ୍କ ଅଭିଯୋଗ ଶୁଣୁନି ଯୋଗାଣ ବିଭାଗ : ଗଞ୍ଜାମରେ ୮୨୦ ମାମଲା ପେଣ୍ଡିଂ
ଛତ୍ରପୁର,୧୬।୧(ଡି.ଏନ୍.ଏ): ଯୋଗାଣ ସମ୍ବନ୍ଧୀୟ ଲୋକଙ୍କ ଅଭିଯୋଗ ଓ ସମସ୍ୟା ଜାଣିବା ଏବଂ ଏହାର ସମାଧାନ କରିବା ଲାଗି ରାଜ୍ୟ ସରକାର ଜିଆରଏସ ପୋର୍ଟାଲର ବ୍ୟବସ୍ଥା କରିଛନ୍ତି । ଫଳରେ ଜନସାଧାରଣ ଉକ୍ତ ପୋର୍ଟାଲ ଜରିଆରେ ଅନଲାଇନ୍ରେ ନିଜର ରାଶନକାର୍ଡ, ଧାନ, ସାର…
ହୋର୍ଡିଂ ଉଠାଇଲା ପ୍ରଶାସନ
ଗଞ୍ଜାମ,୧୬ା୧(ଡି.ଏନ୍.ଏ.): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ଆଚରଣ ବିଧି ଲାଗୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ସ୍ଥାନରେ ଲାଗିଥିବା ବିଜ୍ଞାପନ ହୋର୍ଡିଂ ଉଠାଇବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି l ନିର୍ବାଚନ ମାଜିଷ୍ଟ୍ରେଟ…
ଦୃଷ୍ଟି ବାଧିତ ଯାଁଳା ଭଉଣୀ, ଦୁନିଆ ଦେଖିବା ପାଇଁ ସହାୟତା ଲୋଡ଼ିଲେ ମାତାପିତା
ସୋରଡ଼ା,୧୫ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତ ରତ୍ନପୁର ଗ୍ରାମରେ ସଞ୍ଜୟ ଗୌଡ଼ଙ୍କ ଦୁଇ ଝିଅ ଦୃଷ୍ଟି ବାଧିତ (ଯାଁଳା ଭଉଣୀ) ଥିବା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଲମ୍ବୋଦର ଅଧିକାରୀଙ୍କଠାରୁ ଖବର ପାଇ ଶନିବାର ସ୍ଥାନୀୟ ଆଇଆଇସି ରମେଶ…
ପୁରୁଷୋତ୍ତମପୁର ଏନ୍ଏସି ଅଧ୍ୟକ୍ଷ ପଦବୀ ମହିଳାଙ୍କ ଲାଗି ସଂରକ୍ଷଣ
ପୁରୁଷୋତ୍ତମପୁର,୧୫ା୧(ଡି.ଏନ୍.ଏ): ଗଞ୍ଜାମ ଜିଲାର ୧୪ଟି ଓ୍ବାର୍ଡ ବିଶିଷ୍ଟ ପୁରୁଷୋତ୍ତମପୁର ଏନ୍ଏସି ନିର୍ବାଚନ ଲାଗି ଅଧ୍ୟକ୍ଷ ପଦବୀଟି କେବଳ ମହିଳାଙ୍କ ନିମନ୍ତେ ସଂରକ୍ଷଣ ଥିବା ନେଇ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ପ୍ରକାଶ ପାଇଛି। ଗତ ୧ା୧ା୧୯୭୩ରେ ଏହି…
ଆଶାୟୀଙ୍କ ଆଶା ମଉଳିଲା : ଏଥର ଗଞ୍ଜାମ ଏନ୍ଏସିରେ ମହିଳାଙ୍କ ହାତକୁଯିବ ଅଧ୍ୟକ୍ଷ ପଦବୀ
ଗଞ୍ଜାମ,୧୫।୧(ଡି.ଏନ୍.ଏ.): ବିଭିନ୍ନ ଏନ୍ଏସି ଅଧ୍ୟକ୍ଷ ପଦବୀ ପାଇଁ ଶନିବାର ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଗଞ୍ଜାମ ଏନ୍ଏସିରେ ଅଧ୍ୟକ୍ଷ ପଦବୀ ଏଥର ମହିଳାଙ୍କର। ଯାହା ଫଳରେ ଅଧ୍ୟକ୍ଷ ହେବାକୁ ଥିବା ଆଶାୟୀଙ୍କ ଆଶା ମଉଳି ଯାଇଥିବା ଜଣା ପଡିଛି…
Archives


