ନାବାଳିକାଙ୍କ ବିବାହ ରୋକିଲା ପ୍ରଶାସନ: ଅଧିକାରୀମାନଙ୍କ ସହ ପରିବାର ସଦସ୍ୟଙ୍କ ଯୁକ୍ତିତର୍କ
ହିଞ୍ଜିଳିକାଟୁ,୨୩ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଅନ୍ତର୍ଗତ ହିଞ୍ଜିଳି ଥାନା ବଳରାମପୁର ଗ୍ରାମର ଜନୈକା ନାବାଳିକାଙ୍କ ବିବାହ ସ୍ଥିର ହୋଇଥିଲା। ଖବର ପାଇ ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ…
ତପସ୍ବିନୀଙ୍କୁ ମାସିକ ୧୭ ହଜାର ବଦଳରେ ମିଳିବ ୧୦ହଜାର ଟଙ୍କା
ବ୍ରହ୍ମପୁର ଅଫିସ,୨୨।୨: ବ୍ରହ୍ମପୁର ବହୁ ଚର୍ଚ୍ଚିତ ସୁମିତ୍ ସାହୁ-ତପସ୍ବିନୀ ଦାସ ବିବାଦ ମାମଲା ଥମିବାର ନା ନେଉ ନାହିଁ। ଦିନକୁ ଦିନ ଏହି ମାମଲା ନୂଆ ମୋଡ ନେଉଛି। ସୁମିତ୍ଙ୍କ ପକ୍ଷରୁ ଦିଆଯାଉଥିବା ପାରିତୋଷିକ ଏବେ ହ୍ରାସ କରାଯାଇଛି। ମାସିକ ୧୭…
ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଜେଲ,ଦିନକ ପରେ ଝିଅ ବାହାଘର
ବ୍ରହ୍ମପୁର ଅଫିସ,୨୨ା୨:ଦିନକ ପରେ ଅର୍ଥାତ୍ ଆସନ୍ତା ବୁଧବାର ଝିଅ ବାହାଘର ନିର୍ଦ୍ଧାରିତ ହୋଇଛି। ଅନ୍ୟପଟେ ତାଙ୍କ ବାପା ଅନ୍ୟ ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳରେ ରହୁଥିବା…
ଚର୍ଚ୍ଚାରେ ସାନଖେମୁଣ୍ଡି ୭ନଂ. ଜୋନ୍
ବ୍ରହ୍ମପୁର ଅଫିସ,୨୧।୨: ବ୍ରହ୍ମପୁର ଲୋକ ସଭା କ୍ଷେତ୍ରର ଗଞ୍ଜାମ ଜିଲାରେ ୫ ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ସେଥିରୁ ବ୍ରହ୍ମପୁର ଆସନରେ ଆଦୌ ପଞ୍ଚାୟତ ନ ଥିବା ବେଳେ ଛତ୍ରପୁର, ଗୋପାଳପୁର, ଚିକିଟି ଓ ଦିଗପହଣ୍ଡିର ୭ ବ୍ଲକ ଅଧୀନ ୨୨ ଜିଲା ପରିଷଦ…
ବିଏମ୍ସି ରାସ୍ତା ନିର୍ମାଣ ବେଳେ ଅଲୋଡ଼ା ହେଲା ଚିଠି ବାକ୍ସ
ବ୍ରହ୍ମପୁର ଅଫିସ,୨୧।୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ବର୍ତ୍ତମାନ ସ୍ମାର୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି ସ୍ମାର୍ଟ ରାସ୍ତା ନିର୍ମାଣ ସମୟରେ କେତେବେଳେ ଟ୍ରାଫିକ ସମସ୍ୟା ଉପୁଜୁଛି ତ ଆଉ କେତେବେଳେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଏଭଳି ଭାବେ…
ପୁରୁଷୋତ୍ତମପୁରର ୩୩ ବୁଥ୍ ଅତି ସମ୍ବେଦନଶୀଳ
ପୁରୁଷୋତ୍ତପୁର,୨୦ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ୨୬ଟି ପଞ୍ଚାୟତରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହାକୁ ନେଇ ବ୍ଲକ ନିର୍ବାଚନ ଅଧିକାରୀ ବିଡିଓ ବିଜୟ କୁମାର ବେହେରା ସୂଚନା ଦେଇଛନ୍ତି। ୨୬ଟି…
ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ
ଗଞ୍ଜାମ,୨୦ା୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ଜଣାପଡ଼ିଛି। ପୂର୍ବରୁ ଚି଼ହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ନ ହେବା ଲାଗି ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ରମ୍ଭା ଥାନା…
ନିର୍ବାଚନ ପରବର୍ତ୍ତୀ ହିଂସା ବଢୁଛି: ସାଧାରଣରେ ଉଦ୍ବେଗ
ହିଞ୍ଜିଳିକାଟୁ,୧୯ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ବଢୁଛି। ବ୍ଲକରେ ଗତ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି। ଶୁକ୍ରବାର ଦୟାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବି. ଆପେୟା ରାଜନୈତିକ ଆକ୍ରମଣ ଶିକାର ହୋଇଥିବା ନେଇ…
ପ୍ରାର୍ଥୀଙ୍କୁ ପିଟିଲେ
ଚିକିଟି,୧୯ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ସୁନାପୁର ପଞ୍ଚାୟତର ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଗ୍ରାମବାସୀ ମାଡ଼ମାରି ଥିବା ଜଣାପଡିଛି। ପ୍ରାର୍ଥୀ ଜଣକ ୪ଟି ବାଇକ୍ରେ କିଛି ଯୁବକଙ୍କୁ ଧରି ଗାଁକୁ ଆସି ଗାଳିଗୁଲଜ କରିଥିଲେ। ସୁନାପୁର ଗାଁବାସୀ ଏକାଠି ହୋଇ ସମ୍ପୃକ୍ତ…
ବଳାତ୍କାରୀଙ୍କୁ ୩ ବର୍ଷ ଜେଲ
ବ୍ରହ୍ମପୁର ଅଫିସ,୧୯ା୨: ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ ଅନୁପ ରଞ୍ଜନ ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲା ଶୁଣାଣି କରିଥିଲେ। ପ୍ରମାଣ ମିଳଥିବାରୁ କାଳୁ ବେହେରା (୩୨)ଙ୍କୁ ସେ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୭ ହଜାର…
ଜିଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ହେଭିୱେଟ
ଛତ୍ରପୁର,୧୮।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡୀ ୨୦ ନଂ. ଜୋନ୍ ଜିଲାପରିଷଦ ସଭ୍ୟ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ନିର୍ବାଚନ ପ୍ରଚାରରେ ହେଭିୱେଟ ନେତା ସାମିଲ ହୋଇଛନ୍ତି । ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର…
ନିର୍ବାଚନୀ ହିଂସା: ଗ୍ୟାରେଜରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ବ୍ରହ୍ମପୁର ଅଫିସ,୧୭ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟଦାନ ବୁଧବାର ସରିଛି। ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ରୋହିଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ଗାଁରେ ଥିବା ଏକ…
Archives


