ଗଞ୍ଜାମ

ରମ୍ଭା ଏନ୍‌ଏସିର ୧୨ଟି ୱାର୍ଡରେ କାଉନସିଲର, ଅଧ୍ୟକ୍ଷା ପାଇଁ ପାର୍ଥିପତ୍ର ଦାଖଲ

ରମ୍ଭା,୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭାରେ ଏନ୍‌ଏସି ନିର୍ବାଚନ ପାଇଁ ରବିବାର ନାମାଙ୍କନ ପତ୍ର ଦାଖଲ କରାଯାଇଛି। ପଞ୍ଚମ ଦିନରେ ରମ୍ଭା ଏନ୍‌ଏସି କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ଅଧ୍ୟକ୍ଷା ପାର୍ଥୀନି କୁମାରୀ ବିଶାଳ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ୱାର୍ଡ ନମ୍ବର-୧ରୁ…

ବିଜେଡିର ୩ କାଉନସିଲରଙ୍କ ନାମାଙ୍କନପତ୍ର ଦାଖଲ

ଗଞ୍ଜାମ,୭ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷଦିନରେ ବିଜେଡିର ଓ୍ବାର୍ଡ ନଂ ୧୦ର ସୁଜାତା କୁମାରୀ ମହାନ୍ତି, ଓ୍ବାର୍ଡ ନଂ ୧୧ ପି. ମୋହନ ରେଡ୍ଡି ଏବଂ ଓ୍ବାର୍ଡ ନଂ. ୧୨ ପାଇଁ ପି.…

ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ

ଛତ୍ରପୁର,୭।୩(ଡି.ଏନ.ଏ.) – ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ର୍ରିୟା ଚାଲିଛି  । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଶନିବାର ଏନ୍‌ଏସି ଅଧ୍ୟକ୍ଷା ଓ କାଉନସିଲର ବିଜେଡି ପ୍ରାର୍ଥିମାନେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି…

ବ୍ରହ୍ମପୁର ମେୟର ପଦବୀ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ

ବ୍ରହ୍ମପୁର ଅଫିସ,୭ା୩: ପୌର ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ। ଆଜି ଶେଷ ଦିନରେ କଂଗ୍ରେସ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବ୍ରହ୍ମପୁର ମେୟର ପଦବୀ ପାଇଁ କଂଗ୍ରେସ ମଞ୍ଜୁ ରଥଙ୍କୁ ପ୍ରାର୍ଥୀ…

ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେବି: ସବିତା

ବ୍ରହ୍ମପୁର ଅଫିସ,୭ା୩: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପାଇଁ ଭାଜପାର ମେୟର ପ୍ରାର୍ଥୀ ହେଲେ ଡ.ସବିତା ସୁଆର। ରାଜ୍ୟ କାର୍ଯ୍ୟାଳୟରୁ ତାଙ୍କ ନାମ ରବିବାର ଘୋଷଣା କରାଯାଇଛି। କାହାକୁ ପ୍ରାର୍ଥୀ ଚୟନ କରାଯିବ, ସେନେଇ ଭାଜପାରେ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା…

ବିଏମ୍‌ସି ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା

ବ୍ରହ୍ମପୁର ଅଫିସ,୭ା୩: ବ୍ରହ୍ମପୁର ପୌର ନିର୍ବାଚନ ପାଇଁ ରବିବାର କର୍ପୋରେଟର ପାଇଁ ୫୬ ଓ ମେୟର ଲାଗି ଜଣେ ମହିଳା ନିତା କୁମାରୀ ପଣ୍ଡା ନାମାଙ୍କନ ଦାଖଲ କରିଛନ୍ତି। କର୍ପୋରେଟର ପ୍ରାର୍ଥୀଙ୍କ ମଧ୍ୟରେ ବିଭିନ୍ନ ଦଳ ଓ ସ୍ବାଧୀନ ଅଛନ୍ତି। ଅପରପକ୍ଷରେ…

ଯାଉଥିଲେ ଦୋକାନ ଖୋଲିବାକୁ ମୃତ୍ୟୁ ସାଜି ଆସିଲା ଟ୍ରକ

ଦିଗପହଣ୍ଡି,୬ା୩(ଡି.ଏନ.ଏ.): ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ମୁଖ୍ୟରାସ୍ତାର ଟାଉନ ଛକଠାରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦିଗପହଣ୍ଡି ପନ୍ଦରା ସାହିର ସୁରେନ୍ଦ୍ର ମିଶ୍ର। ସୁରେନ୍ଦ୍ର ସାଇକେଲରେ ପୁଞ୍ଜିକଁୟା ଛକ ସ୍ଥିତ ନିଜର ରାଶନ ଦୋକାନକୁ ଯାଉଥିଲେ।…

ଗଞ୍ଜାମ ଏନ୍‌ଏସି ପାଇଁ ନାମାଙ୍କନପତ୍ର ଦାଖଲ କଲେ ପ୍ରାର୍ଥୀ

ଗଞ୍ଜାମ,୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀ ଝୁଲି ପାତ୍ରଙ୍କ ସମେତ ୧୦ ଜଣ କାଉନସିଲର ପ୍ରାର୍ଥୀ ରବିବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେଡି ଚେୟାରମ୍ୟାନ…

ଛତ୍ରପୁର ନଗର ବିଜେଡି ସଭାପତିଙ୍କ ଇସ୍ତଫା

ଛତ୍ରପୁର,୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଜିଲା ବିଜେଡି ସଭାପତିଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ବିଜେଡିରେ ଅଛନ୍ତି ବୋଲି…

ବିଏମ୍‌ସି ପାଇଁ ଚୂଡ଼ାନ୍ତ ହୋଇନି ୩ ଦଳର ପ୍ରାର୍ଥୀ

ବ୍ରହ୍ମପୁର ଅଫିସ,୬।୩: ବ୍ରହ୍ମପୁର ପୌର ନିର୍ବାଚନ ପାଇଁ ଶନିବାର ସୁଦ୍ଧା ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ। ତେଣୁ ଆଶାୟୀମାନେ ନିରାଶ ହୋଇଛନ୍ତି ଏବଂ ମୁଖ୍ୟତଃ ବିଜେଡି ଟିକେଟ ଲାଗି ଆବେଦନ କରିଥିବା…

୧୦ ମଙ୍ଗଳାରେ ବୁଲିବାକୁ ଆସି ନବବିବାହିତାଙ୍କ ଜୀବନଗଲା

ସୋରଡ଼ା,୫ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଥାନା ମାୟାଙ୍ଗୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ବିବାହର ୧୦ ଦିନ ପରେ ବାପଘରକୁ ବୁଲି ଆସିଥିବା ଭାଲୁ ସ୍ବାଇଁଙ୍କ ଝିଅ ଜ୍ୟୋତିମାଳା (୨୧)ଙ୍କ ଅକାଳ ବିୟୋଗ ହୋଇଛି। ଆଜି ସାରେ ଶୌଚ…

ଚିତ୍ର ଆଙ୍କି ଚର୍ଚ୍ଚାରେ ଗଞ୍ଜାମ ତହସିଲଦାର

ଗଞ୍ଜାମ,୫ା୩(ଡି.ଏନ୍‌.ଏ.): ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି। ଶନିବାର ଗଞ୍ଜାମ ଦାମୋଦରପୁର ବିଶ୍ରାମାଗାର ପାଚେରିରେ ନିଖୁଣ ଏଞ୍ଜେଲଓ୍ବିଙ୍ଗ୍‌ ଚିତ୍ର ଆଙ୍କିଥିଲେ। ଫଳରେ ବିଶ୍ରାମାଗାରକୁ ଆସୁଥିବା ଯାତ୍ରୀମାନେ ଏଠାରେ ସେଲ୍‌ଫି ନେଇପାରିବେ। ତହସିଲଦାରଙ୍କ ଏହି ଚିତ୍ର ଦେଖି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri