୫ଟି ପଞ୍ଚାୟତବାସୀ ନିର୍ଭର କରୁଥିବା ରାସ୍ତା ଏବେ ବିପଦପୂର୍ଣ: ମାଡି ଆସିଲାଣି ଗଛ ଡାଳ
ଗଞ୍ଜାମ,୧୮।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମଠାରୁ କଲ୍ୟାଣପୁର ପର୍ଯ୍ୟନ୍ତ ରାସ୍ତା ବର୍ତ୍ତମାନ ବିପଦପୂର୍ଣ । ପାଞ୍ଚଟି ପଞ୍ଚାୟତ ତଥା କାଇଁଚପୁର,ମଲାଡ଼,ସନ୍ତୋଷ ପୁର, ଖଣ୍ଡ ଦେଉଳୀ ଓ ପୋଇରାଶି ଆଦି ପଞ୍ଚାୟତବାସୀ ନିର୍ଭର କରୁଥିବା...
କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର
ଗୋପାଳପୁର,୧୮ା୯(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଏକ ଗ୍ରାମର ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର ମାମଲାରେ ଗୁରୁବାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କୋଳଥିଗାଁ ଦିବାକର ଦାସ (୧୯)।...
ଫାଇନାନ୍ସ ସଂସ୍ଥାର ଏଜେଣ୍ଟଙ୍କୁ ଅପହରଣ କରି କୋଟିଏ ଟଙ୍କା ରଖିଥିଲେ ମୁଣ୍ଡ ଜାମିନ: ଧରାପଡିବା ପରେ…
ଦିଗପହଣ୍ଡି/ଚିକିଟି,୧୮।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଅପହରଣ ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଜଣେ ଫେରାର ଥିବା ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶରୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ...
ହତ୍ୟା ଉଦ୍ୟମ ଘଟଣା: ୨ ଅଭିଯୁକ୍ତ ଜେଲ ଗଲେ
ଦିଗପହଣ୍ଡି,୧୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟ ପଦ୍ମନାଭପୁର ଲାଡିଗାଁର ଭୁକୁଲି ସେଠୀ ଏବଂ ତାଙ୍କ ପ୍ରତିପକ୍ଷ ବି. ତୁରୁବୁଡ଼ିି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ମିଥୁନ ସେଠୀଙ୍କୁ ଦିଗପହଣ୍ଡି ପୋଲିସ ହତ୍ୟା ଉଦ୍ୟମ ଘଟଣାରେ...
କୋମ୍ବିଂ ଅପରେଶନବେଳେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ: ଯବାନ ଗୁରୁତର
ଭଞ୍ଜନଗର,୧୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୀମା ଠାରୁ ୫ କି.ମି. ଭିତରକୁ କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ ଦାଉସର ଜଙ୍ଗଲରେ ଗୁରୁବାର ଏସଓଜି ପକ୍ଷରୁ କୋମ୍ବିଂ ଅପରେଶନ ଚାଲିଥିଲା। ଏହି ସମୟରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି...
ନ୍ୟାଶନାଲ କିକ ବକ୍ସିଂ ପ୍ରତିଯୋଗିତାରେ ଭାଗନେବେ ଗଞ୍ଜାମର ଏହି ୪ ପ୍ରତିଯୋଗୀ, ମନୋନୀତ ହେଲେ ମିଳିବ…
ଗଞ୍ଜାମ,୧୮।୯: (ବିଦ୍ୟାଧର ସାହୁ ) ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ହିମାଞ୍ଚଳ ପ୍ରଦେଶରେ ହେବାକୁ ଥିବା ନ୍ୟାଶନାଲ କିକ ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମର ୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ଏଥିପାଇଁ ଶୁକ୍ରବାର ୱାକ ଓଡ଼ିଶା ପ୍ରେସିଡେଣ୍ଟ କାର୍ତ୍ତିକ...
ପୋତାହେଲା ଲକ୍ଷାଧିକ ଟଙ୍କାର ବାଣ, ବେଆଇନ ଭାବେ ଗଚ୍ଛିତ ରଖି…
ଗଞ୍ଜାମ,୧୮ା୯(ଅଖିଳ ତରାଇ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗ୍ରାମରେ ବେଆଇନ ଭାବେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ବାଣ ସାମଗ୍ରୀକୁ ପୋଲିସ ଜବତ କରିବା ପରେ ଏହାକୁ ନଷ୍ଟ କରିଦିଆଯାଇଛି। ଗଞ୍ଜାମ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ମାନ୍ୟବର...
ମା’ ରାମଚଣ୍ଡୀଙ୍କ ବିଷ୍ଣୁମାୟା ବେଶ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ଛତ୍ରପୁର,୧୮।୧୦(ଦିଲ୍ଲୀପ ସାମଲ): କରପଡା ପଞ୍ଚାୟତର ଅନୁଚ ପାହାଡ ଶିଖରେ ଅବସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠରେ ଏକାଦଶୀ ତିଥିରେ ସମ୍ପୂର୍ଣ ଚଣ୍ଡୀ ପୂରାଣ ରୀତିନୀତି ଅନୁସାରେ,ମା ରାମଚଣ୍ଡୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଚାଲିଛି l ଅଷ୍ଟମୀ ତିଥିରେ ମା’ ଦୁର୍ଗା ବେଶ...
ମାଛଧରା ଜେଟି ମୁହାଣ ଖନନ କାର୍ଯ୍ୟ ଆରମ୍ଭ: ଜିଲାପାଳ-ବିଧାୟକ କଲେ ଉଦ୍ଘାଟନ
ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ମାଛଧରା ଜେଟି ମୁହାଣ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତିଭାସନ ଏହାର ଶୁଭାରମ୍ଭ କରିଥିଲେ। ଏହା ଫଳରେ ମତ୍ସ୍ୟଜୀବୀମାନଙ୍କ ୧୦ ବର୍ଷର...
ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିବ ଯୁକ୍ତ ୨, ଚାଲିଛି ଜୋର୍ଦାର ପ୍ରସ୍ତୁତି
ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷରୁ ଯୁକ୍ତ ୨ ଖୋଲିବା ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ତେଣୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲାପାଳ ଉମାଶଙ୍କର ବେହେରା ଏବଂ କେନ୍ଦ୍ରୀୟ...
ଜଙ୍ଗଲରେ ପହଞ୍ଚିଲା ପ୍ରଶାସନ, ବେଆଇନ ବ୍ଲାଷ୍ଟିଂ, ଖନନ ବନ୍ଦ ନେଇ ମାଫିଆକୁ କଲା ତାଗିଦ୍
ବୁଗୁଡ଼ା,୧୮ା୯(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ତହସିଲ ଅଧିନସ୍ଥ ବେତାରସିଙ୍ଗିର ଜଙ୍ଗଲରେ ଜାରିରହିଥିବା ବେଆଇନ ପଥର ବ୍ଲାଷ୍ଟିଂ ଓ ଖନନକୁ ବିରୋଧ କରି ଗ୍ରାମବାସୀଙ୍କ ପକ୍ଷରୁ କିଛିଦିନ ତଳେ ପ୍ରତିବାଦ କରାଯାଇଥିଲା। ଗ୍ରାମବାସୀଙ୍କ ପ୍ରତିବାଦ ଏବଂ ଅଭିଯୋଗକୁ ଭିତ୍ତିକରି ବୁଗୁଡ଼ା...
ମରାମତିରେ ବିଳମ୍ବ, ରାସ୍ତା ଅବରୋଧ କଲେ ଗ୍ରାମବାସୀ
ଦିଗପହଣ୍ଡି,୧୮ା୯(ଅଶେଷ ନାଥ ମିଶ୍ର): ଏନ୍ଏଚ୍ ମରାମତି ଦାବିରେ ବିଳମ୍ବ ଏବଂ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଗ୍ରାମବାସୀ ଗୁରୁବାର ଆସିକା-ଦିଗପହଣ୍ଡି ରାସ୍ତା ପଳାସପୁର ଛକରେ ଏନ୍ଏଚ୍ ୩୨୬ ଅବରୋଧ କରିଛନ୍ତି। ଫଳରେ ଉଭୟ ପାଶର୍ବରେ ଶହଶହ ଗାଡ଼ିମୋଟର ଅଟକି ରହିଥିବାବେଳେ ଗମନାଗମନ...
Archives


