ଜଳିଗଲା ଆଖୁ କିଆରି
ଶେରଗଡ଼,୨୫ା୧୨(ଡି.ଏନ୍.ଏ.): ଶେରଗଡ଼ ପେଟ୍ରୋଲ ପମ୍ପ ପଛପଟେ ଥିବା ଏକ ଆଖୁ କିଆରିରେ ରବିବାର ନିଆଁ ଲାଗିଯାଇଥିଲା। ଫଳରେ ଜମିର ଆଖୁ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଶେରଗଡ଼ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନାଯୋଗ୍ୟ, ଉକ୍ତ ଜମି ଉପର…
ଚୋରଙ୍କୁ ନିର୍ଧୂମ୍ ଛେଚି ପୋଲିସରେ ଦେଲେ ଲୋକେ
ହିଞ୍ଜିଳିକାଟୁ,୨୪।୧୨(ଡି.ଏନ.ଏ): ବସରେ ୨ ଛାତ୍ରୀଙ୍କ ପର୍ସ ସହ ମୋବାଇଲ ଚୋରି କରି ଧରାପଡ଼ିଥିବା ଚୋରକୁ ଲୋକେ ନିର୍ଧୂମ୍ ଛେଚିବା ପରେ ପୋଲିସରେ ଦେଇଛନ୍ତି। ହିଞ୍ଜିଳିକାଟୁ କଲେଜର ୨ ଛାତ୍ରୀ ଶୁକ୍ରବାର ସନ୍ଧ୍ୟାରେ କଲେଜ ଓ ପରେ ଟ୍ୟୁଶନ ସାରି ହିଞ୍ଜିଳିକାଟୁ ବସଷ୍ଟାଣ୍ଡରୁ…
ସୁନା ଅଳଙ୍କାର ନେଲା ତାମିଲନାଡ଼ୁ ଆୟକର ବିଭାଗ
ଗୋପାଳପୁର,୨୪ା୧୨(ଡି.ଏନ.ଏ.): ଗତ ଅକ୍ଟୋବର ୨ ତାରିଖରେ ଟିକସ ଫାଙ୍କି ସୁନା ଓ ରୁପା ଅଳଙ୍କାର ତାମିଲନାଡ଼ୁରୁ କାରରେ ବ୍ରହ୍ମପୁର ଆସୁଥିବା ବେଳେ ଗୋଳନ୍ଥରା ଥାନା ପୋଲିସ ଧରିଥିଲା। ଉକ୍ତ ସୁନା ଓ ରୁପା ଅଳଙ୍କାରକୁ ହେପାଜତରେ ରଖି ସିଟି ଆଣ୍ଡ ଜିଏସଟି…
ପୌରସଂସ୍ଥାର ଗେଷ୍ଟ ହାଉସ ଲିଜ୍ ବାତିଲ ହେଉ
ବ୍ରହ୍ମପୁର ଅଫିସ,୨୪ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ୪ ମାସ ପରେ ହୋଇଥିବା ଏହି ବୈଠକରେ ପୂର୍ବ ପୌର ପରିଷଦ ଅମଳରେ ୧୯୬୦ ଦଶକରେ ନିର୍ମିତ ଗେଷ୍ଟ ହାଉସ (ଅତିଥି ନିବାସ) ପୌର ଇତିହାସର…
ଖୋଲୁନି ଧାନ ମଣ୍ଡି: ବେଗୁନିଆପଡ଼ା ବିଡିଓଙ୍କୁ ଦାବି ଜଣାଇଲା ଋଷିକୂଲ୍ୟା ରୟତ ମହାସଭା
ବେଗୁନିଆପଡ଼ା,୨୩।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଚାଷୀଙ୍କ ପାଇଁ ମଣ୍ଡି ଖୋଲୁନାହିଁ। ମଣ୍ଡି ଖୋଲାଯାଉ ନ ଥିବାରୁ ଚାଷୀମାନେ ଅଭାବି ବିକ୍ରୀର ସମ୍ମୁଖୀନ ହେଉଛନ୍ତି। ଏପରିକି ଆନ୍ଧ୍ର ବେପାରୀଙ୍କୁ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଚାଷୀଙ୍କ ମଧ୍ୟରେ…
୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ
ଛତ୍ରପୁର,୨୩ା୧୨(ଡି.ଏନ୍.ଏ.): ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜ଼ିଲା ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଦର୍ଶକ କିଭଳି ଶାନ୍ତି ଶୃଙ୍ଖଳାର ସହିତ ବିନା ଦ୍ବିଧାରେ ଗୋପାଳପୁର ଆସି ମନୋରଞ୍ଜନର ମଜା ନେବା ସହିତ ମିଶନ ଶକ୍ତି ମା’ମାନଙ୍କ ପ୍ରସ୍ତୁତ ସାମଗ୍ରୀ…
ଭାଜପାର ବିଶାଳ ସମାବେଶ: ସଙ୍ଗଠନକୁ ମଜଭୁତ କରିବାକୁ ପରାମର୍ଶ
ସୋରଡା,୨୩।୧: ଭାଜପାର ଏକ ବିଶାଳ ସମାବେଶ ସ୍ଥାନୀୟ କରଡାବାଡି ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟା ମାଧବି ଭୁତ୍ତେ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ନୀଳମଣି ବିଶୋଈ, ରାଜ୍ୟ ଉପସଭାନେତ୍ରୀ ଅନିତା ପ୍ରିୟଦର୍ଶନୀ, ଘୁମୁସର ଜିଲା…
୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ: ଟ୍ରାଫିକ୍ ମ୍ୟାପ୍ ଜାରି କଲା ପ୍ରଶାସନ
ଛତ୍ରପୁର,୨୩ା୧୨(ଡି.ଏନ୍.ଏ.): ଚଳିତ ମାସ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଦର୍ଶକ କିଭଳି ଶାନ୍ତିଶୃଙ୍ଖଳାର ସହିତ ବିନା ଦ୍ବିଧାରେ ଗୋପାଳପୁରକୁ ଆସି ମନୋରଞ୍ଜନର ମଜା ନେବେ ସେନେଇ ଜିଲା ପ୍ରଶାସନ ଦ୍ୱାରା ସମସ୍ତ…
ପଲ୍ଲିଶ୍ରୀ ମେଳା ପାଇଁ ୨୫୦ ଷ୍ଟଲ
ଗୋପାଳପୁର,୨୩ା୧୨(ଡି.ଏନ୍.ଏ):ଗୋପାଳପୁର ବେଳାଭୂମି ମହୋତ୍ସବ ଆସନ୍ତା ଶନିବାରଠାରୁ ଆରମ୍ଭ ହେବ। ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ମଞ୍ଚ ଗଞ୍ଜାମ ଜିଲା ସମେତ ଜାତୀୟ ଓ ରାଜ୍ୟସ୍ତରୀୟ କଳାକାରଙ୍କ ଦ୍ୱାରା ଦୁଲୁକିବ। ଏ ନେଇ ଲଗାତାର ଜିଲା ପ୍ରଶାସନ ପକ୍ଷରୁ…
ନକଲି ମଦ ଫ୍ୟାକ୍ଟ୍ରି ଠାବ: କିଙ୍ଗପିନ ସମେତ ୩ ଗିରଫ
ବ୍ରହ୍ମପୁର ଅଫିସ,୨୨ା୧୨: ଜିଲା ତଥା ଜିଲା ବାହାର ବିଭିନ୍ନ ଗ୍ରାମାଞ୍ଚଳକୁ ନକଲି ବିଦେଶୀ ମଦ ଚାଲାଣ ହେଉଥିବା ଅବକାରୀ ପୋଲିସକୁ ଖବର ମିଳିଥିଲା। ଏନେଇ ଅବକାରୀ ଷ୍ଟ୍ରାଇକିଂ ଟିମ୍ ଗୁରୁବାର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଇନ୍ଦିରା ଆବାସ ଛକରେ ନକଲି…
ଚକ୍ ଖଡ଼ିରେ ସୂକ୍ଷ୍ମ ଲାଇଟ୍ହାଉସ୍ ନିର୍ମାଣ କରିଛନ୍ତି ବିଜୟ କୁମାର
ଗୋପାଳପୁର,୨୨ା୧୨(ଡି.ଏନ.ଏ.): ସହର ଉପକଣ୍ଠସ୍ଥ ଶୀତାଳପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ତଥା ଇମାଜିକ୍ସ କ୍ଲବର ସଦସ୍ୟ କେ. ବିଜୟ କୁମାର ରେଡ଼ି ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ଅବସରରେ ଚକଖଡିରେ ଅତି ସୁକ୍ଷ୍ମ ତଥା ସୁନ୍ଦର କାରୁକାର୍ଯ୍ୟରେ ଲାଇଟ୍ ହାଉସ…
ବିନା ଟେଣ୍ଡରରେ ଆସୁଛି ନଡ଼ିଆ ଚାରା
ଛତ୍ରପୁର,୨୧ା୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ବିନା ଟେଣ୍ଡରରେ ଆନ୍ଧ୍ରପ୍ରଦେଶରୁ ଟ୍ରକ ମାଧ୍ୟମରେ ନଡିଆ ଚାରା ଅଣାଯାଉଥିବା ଅଭିଯୋଗ ହୋଇଛି, ଯାହାକି ଅଧିକାରୀଙ୍କ ଆନ୍ଧ୍ର ପ୍ରୀତି ପଦାରେ ପଡ଼ିଛି। ଆନ୍ଧ୍ରରୁ ନଡ଼ିଆ ଚାରାଗୁଡ଼ିକ ଟ୍ରକ୍ ଯୋଗେ…
Archives


