ମହିଳାଙ୍କ ମୃତ୍ୟୁ ପରେ ବାଟରେ ଓହ୍ଲାଇ ଦେଲେ ବସ୍ କର୍ମଚାରୀ
ଗଞ୍ଜାମ,୨।୨(ଡି.ଏନ୍.ଏ.): ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ଖମ୍ବେଶରୀ ନାମକ ଏକ ଘରୋଇ ବସ୍ରେ ବୁଧୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବସ୍ରେ ଯାଉଥିବା ଜଣେ ମହିଳାଙ୍କ ହଠାତ୍ ମୃତ୍ୟୁ ପରେ ବସ୍ କର୍ମଚାରୀ ତାଙ୍କୁ ମେଡିକାଲ ପଠାଇବା ପରିବର୍ତ୍ତେ ଗଞ୍ଜାମ ଜିଲା…
ଆର୍ଦ୍ରଭୂମି ତାଲିକାରେ ତାମ୍ପରା ହ୍ରଦ ସାମିଲ
ଛତ୍ରପୁର,୨ା୨(ଡି.ଏନ୍.ଏ.): ଆଜି ବିଶ୍ବ ପାଳୁଛି ‘ଓ୍ବେଟଲାଣ୍ଡ ଡେ’। ଏହି ଅବସରରେ ନୂଆ କରି ରାମସର ଆର୍ଦ୍ରଭୁମି (୨୪୮୯) ତାଲିକାରେ ସାମିଲ ହୋଇଥିବା ଗଞ୍ଜାମ ଜିଲାର ତାମ୍ପରା ହ୍ରଦଠାରେ ଏହି ଦିବସ ପାଳନ କରାଯାଇଛି। ଏଥିରେ ବନ ବିଭାଗ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର…
ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ତପସ୍ବିନୀ
ବ୍ରହ୍ମପୁର ଅଫିସ,୨ା୨: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ଦାସଙ୍କ ଦାମ୍ପତ୍ୟ ବିବାଦର ଅନ୍ତ ଏ ଯାଏ ହୋଇନାହିଁ। ୨୦୨୧ ନଭେମ୍ବରରୁ ସେମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ବ୍ରହ୍ମାନଗରରେ ସୁମିତଙ୍କ ଘରେ…
ସ୍କୁଟିକୁ ଧକ୍କା ଦେଲା କାର: ଚାଲିଗଲା ମା’-ପୁଅଙ୍କ ଜୀବନ
ବ୍ରହ୍ମପୁର ଅଫିସ, ୨।୨: ବ୍ରହ୍ମପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ ଏମକେସିଜି ମେଡିକାଲ କଲେଜ ସମ୍ମୁଖରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାର ଧକ୍କାରେ ସ୍କୁଟି ଚାଳକ ଓ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଛି।…
ଗୋପାଳଙ୍କ ଭାଇଙ୍କୁ ଉଠାଇ ନେଲା କ୍ରାଇମ୍ବ୍ରାଞ୍ଚ
ବ୍ରହ୍ମପୁର ଅଫିସ,୧।୨: ପୋଲିସ ଗୁଳିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଚାଲିଛି। ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଏସ୍ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବ୍ରହ୍ମପୁର ଆସି ଦୁଇଟି ପର୍ଯ୍ୟାୟରେ ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସଙ୍କ ପରିବାର…
ବିଦ୍ୟୁତ୍ ବିଭ୍ରାଟକୁ ନେଇ କୁହୁଳୁଛି ଅସନ୍ତୋଷ
ପୁରୁଷୋତ୍ତମପୁର, ୩୧।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରବାସୀଙ୍କ ଉପରେ ଟିପିଏସ୍ଓଡିଏଲ୍ ଦାଉ ସାଧିଛି। ସାଉଥକୋଠାରୁ ଟାଟା ପାୱାର(ଟିପିଏସ୍ଓଡିଏଲ୍) ଗତ ଜାନୁୟାରୀ ୨୦୨୧ରୁ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ନେଇଛି। ଏହା ପରଠାରୁ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଲାଗି ରହିଥିବା ଅଭିଯୋଗ ହୋଇଛି।…
ମନ୍ତ୍ରୀଙ୍କ ହତ୍ୟା ଘଟଣା: ଗୋପାଳଙ୍କ ଘରେ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍
ବ୍ରହ୍ମପୁର ଅଫିସ, ୩୧।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ ୨୯ ତାରିଖରେ ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ଗୁଳିକରି ହତ୍ୟା କରିଥିଲେ। ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟାକାରୀ ପୋଲିସ ଏଏସ୍ଆଇଙ୍କ ଘର ଗଞ୍ଜାମ…
ଭିଜିଲାନ୍ସ ଜାଲରେ ଟିପିଏସଓଡ଼ିଏଲ ଜିଏମ
ବ୍ରହ୍ମପୁର ଅଫିସ, ୩୧।୧- ବ୍ରହ୍ମପୁର ଭିଜିଲାନ୍ସ ସ୍ବତନ୍ତ୍ର ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ସାଉଥକୋ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ବ୍ରହ୍ମପୁର ସାଉଥକୋ ଇଲେକ୍ଟ୍ରିକାଲ ଜେନେରାଲ ମ୍ୟାନେଜର (ଜିଏମ) ପ୍ରମୋଦ କୁମାର…
ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ ସହ ଜରିମାନା
ବ୍ରହ୍ମପୁର ଅଫିସ,୩୧ା୧: ବ୍ରହ୍ମପୁର ପୋକ୍ସୋ କୋର୍ଟ ଜଜ୍ ବିକ୍ରମ ପଟ୍ଟନାୟକ ସୋମବାର ଏକ ନାବାଳିକା ଛାତ୍ରୀ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ସାକ୍ଷ୍ୟ ପ୍ରମାଣକୁ ଅଧାରକରି ଅଭିଯୁକ୍ତ ଗାଙ୍ଗପୁର ଅଞ୍ଚଳର ସତ୍ୟନାରାୟଣ ସ୍ବାଇଁ(୨୪)ଙ୍କୁ ୩ବର୍ଷ ସଶ୍ରମ ସହ ୫ହଜାର ଟଙ୍କା ଜରିମାନା…
ଏସିଆ ବୁକ୍ ଅଫ୍ ରେକଡର୍ସରେ ଆଇଟିଆଇର ସର୍ବବୃହତ୍ ହକି ଫିଲ୍ଡ ଲୋଗୋ
ବ୍ରହ୍ମପୁର ଅଫିସ୍, ୩୧ା୧:ୱେଷ୍ଟ ଟୁ ହେଲ୍ଥ ଦକ୍ଷତାକୁ ନେଇ ବ୍ରହ୍ମପୁର ଆଇଟିଆଇ ପୁଣି ଏକ ରେକର୍ଡ ହାସଲ କରିଛି। ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ ବୃହତ୍ତମ ହକି ଫିଲ୍ଡ ଲୋଗୋ ଏସିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଛି। ଏହି ଲୋଗୋ…
କେନାଲ ଗାର୍ଡ ଓ୍ବାଲରେ ପିଟି ହୋଇ ବାଇକ ଆରୋହୀ ମୃତ
ହିଞ୍ଜିଳିକାଟୁ ୩୦।୧(ଡି.ଏନ.ଏ.): ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଏବଂ ପୋଚିଲିମା ଗ୍ରାମ ମଧ୍ୟ ରାସ୍ତାରେ କେନାଲ ଗାର୍ଡ ଓ୍ବାଲରେ ପିଟି ହୋଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆସିକା ଥାନା ଅନ୍ତର୍ଗତ ପଢାଳ ଗ୍ରାମର ବାବୁଲା ନାଇକଙ୍କ…
ଅଟୋରୁ ପ୍ରେମ, ବିବାହ ପରେ ନିର୍ଯାତନା
ଛତ୍ରପୁର,୩୦ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗାଁର ଜଣେ ବିବାହିତ ଅଟୋ ଚାଳକଙ୍କୁ ଉକ୍ତ ଗ୍ରାମର ଜଣେ ଯୁବତୀ ବିବାହ କରିବା ପରେ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ସେ ସୋମବାର ଛତ୍ରପୁର…
Archives


