ଛାତ୍ରୀ ଅପହରଣ, ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ
ବ୍ରହ୍ମପୁର ଅଫିସ,୧୧ା୨: ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଗଣେଶ୍ୱର ପତି ଶୁକ୍ରବାର ଏକ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ସେ ଅଭିଯୁକ୍ତ ଏ. ଶ୍ରବଣ କୁମାରଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ୨୦୨୧ ମେ ୨୧ ତାରିଖରେ…
ଜିଲାରେ ୫୯,୪୪୪ ପିଲା ଖାଇବେ ଆଲ୍ବେଣ୍ଡାଜଲ
ବ୍ରହ୍ମପୁର ଅଫିସ,୧୧ା୨: ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜାତୀୟ କୃମି ନାଶକ ଦିବସ ଶୁଭାରମ୍ଭ କରାଯାଇଛି। ଜିଲା ସ୍ବାସ୍ଥ୍ୟ ବିକାଶ ସମିତି ତରଫରୁ…
ମହିଳାଙ୍କ ମୃତ୍ୟୁ, ଯୌତୁକଜନିତ ହତ୍ୟା ଅଭିଯୋଗ
ଆସିକା,୧୦ା୨(ଡି.ଏନ.ଏ.)-ଆସିକା ଥାନା ଅନ୍ତର୍ଗତ ଅସୁରାଇପଲ୍ଲୀ ଗ୍ରାମରେ ଗୁରୁବାର ରାତିରେ ଜଣେ ଅନ୍ତଃସତ୍ତ୍ୱା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସେହି ଗ୍ରାମର ମଙ୍ଗୁଳୁ ନାୟକଙ୍କ ସ୍ତ୍ରୀ ପାବନୀ ଓରଫ ରୀନା ନାୟକ (୨୪)।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା ବେଳେ ଶୁକ୍ରବାର ରୀନାଙ୍କ…
ଗଞ୍ଜେଇ ଯାଞ୍ଚ ବେଳେ ୧୮ ଲକ୍ଷ ଜବତ ଘଟଣା : ଆୟକର ବିଭାଗର ଖୋଳତାଡ଼
ବ୍ରହ୍ମପୁର ଅଫିସ,୧୦ା୨: ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ ଦୁଇ ଦିନ ତଳେ ଲାଞ୍ଜିପଲ୍ଲୀ ବାଇପାସରେ କଟକ ଅଭିମୁଖେ ଯାଉଥିବା ଏକ ବସ୍ରୁ ଗଞ୍ଜେଇ ଯାଞ୍ଚ କରିବା ବେଳେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ୧୮ଲକ୍ଷ ଟଙ୍କା ଜବତ କରିଥିଲା। କାହା ପାଖରୁ…
ବିଦ୍ୟୁତ୍ ବିଭ୍ରାଟ ନେଇ ୭ ଗ୍ରାମବାସୀଙ୍କ ବିକ୍ଷୋଭ
ଭଞ୍ଜନଗର,୯ା୨(ଡି.ଏନ୍.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଅନେକ ଗ୍ରାମରେ ଗତ ୪ ମାସ ହେବ ବିଦ୍ୟୁତ୍ ବିଭ୍ରାଟ ଲାଗିରହିଛି । ସନ୍ଧ୍ୟା ହେଲେ ଆପେ ଆପେ ବିଦ୍ୟୁତ ଚାଲିଯାଇ ପ୍ରାୟ ୧୬ ଘଣ୍ଟା ପରେ ଆସୁଛି। ଦିନରେ ମାତ୍ର ୭ରୁ ୮…
ଛାତ୍ରୀ ଅପହରଣ, ବଳାତ୍କାର ମାମଲା ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ
ବ୍ରହ୍ମପୁର ଅଫିସ,୧୦ା୨: ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଗଣେଶ୍ୱର ପତି ଶୁକ୍ରବାର ଏକ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ସେ ଅଭିଯୁକ୍ତ ଏ. ଶ୍ରବଣ କୁମାରଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ୨୦୨୧ ମେ ୨୧ ତାରିଖରେ…
ଅସଦାଚରଣ କରି ହୋଇଥିଲେ ଫେରାର, ବାନ୍ଧିଲା ପୋଲିସ
ଗୋପାଳପୁର,୧୦ା୨(ଡି.ଏନ.ଏ.): ଏକ ପରିବାରକୁ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ଓ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗୋଳନ୍ଥରା ଥାନା ପୋଲିସ ଶୁକ୍ରବାର ଫେରାର ଥିବା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ହଳଦିଆପଦର ଗ୍ରାମର ସୁମନ…
କୃମି ଔଷଧ ଖାଇ ୫ ଛାତ୍ରୀ ଅସୁସ୍ଥ
ଧରାକୋଟ, ୧୦ା୨ (ଡି.ଏନ୍.ଏ): ଜାତୀୟ କୃମି ନାଶକ ଦିବସ ଅବସରରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଶୁକ୍ରବାର ବ୍ଲକର ସମସ୍ତ ବିଦ୍ୟାଳୟରେ କୃମି ନାସକ ଔଷଧ ବିତରଣ କରାଯାଇଥିଲା। ଜଗମୋହନସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମଧ୍ୟ ଦିଆଯାଇଥିଲା। ତେବେ ଏହି…
ଦୁଇ ଥାନା ଅଞ୍ଚଳରୁ ଚୋରି, ପୋଲିସର ତନାଘନା
ବ୍ରହ୍ମପୁର ଅଫିସ,୧୦ା୨: ବ୍ରହ୍ମପୁର ସହରର ଦୁଇଟି ଥାନା ଅଞ୍ଚଳରୁ ଚୋରି ଘଟଣା ସାମ୍ନାକୁ ଆସିଛି। ବୈଦ୍ୟନାଥପୁର ଥାନା ଗଣେଶନଗରରେ ଏକ ନିର୍ମାଣାଧୀନ ଘରୁ ଦୁଇଟି ପାଣି ପମ୍ପ, ୪୦ଟି ସୁଇଚ୍ ବୋର୍ଡ଼, ବିଦ୍ୟୁତ ତାର, ଗୋଟିଏ ଡ୍ରିଲ୍ ମେଶିନ୍ ଏଭଳି ପ୍ରାୟ…
ଆକ୍ରମଣ କରି ସୁନାଚେନ, ମନିପର୍ସ ଲୁଟ
ବ୍ରହ୍ମପୁର ଅଫିସ,୧୦ା୨: ଜଣେ ମହିଳାଙ୍କ ୧୨ ବର୍ଷୀୟ ଝିଅଙ୍କ ବେକରୁ ସୁନା ଚେନ୍ ଏବଂ ପୁତୁରାର ମନିପର୍ସ ଝାମ୍ପି ନେଇଥିବା ଗୋଷଣୀନୂଆଗାଁ ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକାରିଣୀ ରାଜେଶ୍ୱରୀ ମହାଙ୍କୁଡ଼଼ଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୩୩/୨୩) ରୁଜୁ କରି…
ଡକାୟତି ଯୋଜନା ବିଫଳ: ଗ୍ୟାଙ୍ଗର ୫ ଗିରଫ, ପିସ୍ତଲ, ବୋମା ଜବତ
କୋଦଳା,୧୦।୨(ଡି.ଏନ୍.ଏ.): ଏକ ବଡ଼ଧରଣର ଡକାୟତି ଯୋଜନା ଚାଲିଥିବା ବେଳେ ଏହାକୁ ପଣ୍ଡ କରିବାରେ ସକ୍ଷମ ହୋଇଛି କୋଦଳା ପୋଲିସ। ଗଞ୍ଜାମ ଜିଲା କୋଦଳା ଦଣ୍ଡିଶ୍ୱର ମନ୍ଦିର ପଛପଟେ ଥିବା ମଶାଣି ପଡ଼ିଆରେ ଡକାୟତ ଗ୍ୟାଙ୍ଗ ଲୁଟ୍ ନେଇ ଯୋଜନା ପ୍ରସ୍ତୁତି କରୁଥିଲେ।…
ବସୁ ପ୍ରହରାଜଙ୍କ ଜୟନ୍ତୀ ସମାରୋହ
ପୁରୁଷୋତ୍ତମପୁର,୧୦।୨(ଡି.ଏନ୍.ଏ.): କିମ୍ବଦନ୍ତୀ ମହାପୁରୁଷ ବସୁ ପ୍ରହରାଜଙ୍କ ୩୨୯ତମ ଜୟନ୍ତୀ ସମାରୋହ ଶୁକ୍ରବାର ବସୁ ପ୍ରହରାଜ ସଂସ୍କୃତ ବିଦ୍ୟାଳୟ ପକ୍ଷରୁ ପାଳିତ ହୋଇଯାଇଛି। ପ୍ରଧାନ ପଣ୍ଡିତ ମୋଚିରାମ ଦାଶ ଏହାର ସଂଯୋଜନା କରିଥିଲେ। ଏଥିରେ ପୁରୁଷୋତ୍ତମପୁର ହିନ୍ଦୀ ପ୍ରଚାର ସଭାର କୁଳ ସଚିବ…
Archives


