ବିଦ୍ୟୁତ୍ ଉପଭୋକ୍ତାଙ୍କ ସମସ୍ୟା ବୁଝିବ ସମ୍ପର୍କ କେନ୍ଦ୍ର
ବ୍ରହ୍ମପୁର ଅଫିସ,୧୧ା୧୨: ଗ୍ରାମାଞ୍ଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସଂପର୍କିତ ସମସ୍ୟାର ସମାଧାନ ଗୋଟିଏ ସ୍ଥାନରେ କରିବା ପାଇଁ ଟିପି ସଦର୍ଣ୍ଣ ଓଡିଶା ଲିମିଟେଡ (ଟିପିଏସ୍ଓଡିଏଲ) ସମ୍ପର୍କ କେନ୍ଦ୍ର କରୁଛି। ବ୍ରହ୍ମପୁର ବିଦ୍ୟୁତ ଡିଭିଜନ-୨ ଓ ହିଞ୍ଜିଳିକାଟୁ ଡିଭିଜନରେ ଏହି କାର୍ଯ୍ୟ ସଫଳତାର…
ଯାଞ୍ଚ ସତ୍ତ୍ୱେ ଖାଦ୍ୟ ଅପମିଶ୍ରଣ ବଢୁଛି
ବ୍ରହ୍ମପୁର ଅଫିସ,୧୧ା୧୨: ବ୍ରହ୍ମପୁର ସହରରେ ଫାଷ୍ଟଫୁଡ ଦୋକାନ, ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକରେ ଯାଞ୍ଚ ପ୍ରକ୍ରିୟା କୋହଳ ହେବା କାରଣରୁ ଖାଦ୍ୟ ଅପମିଶ୍ରଣ ହେଉଛି। ଏପରକି ଖାଦ୍ୟକୁ ଆକର୍ଷିତ କରିବା ପାଇଁ ରାସାୟନିକ ରଙ୍ଗ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ସହରରେ…
ତାରାତାରିଣୀରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ
ପୁରୁଷୋତ୍ତମପୁର,୧୧ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ପୀଠଟି ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ ହୋଇଥିବା ହେତୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏହି ତାରାତାରିଣୀ ପୀଠକୁ…
ପୋଷ୍ଟ ମାଷ୍ଟରଙ୍କ ନାଁରେ ଜବ୍କାର୍ଡ
ଦିଗପହଣ୍ଡି,୧୧ା୧୨(ଡି.ଏନ୍.ଏ): ଦିଗପହଣ୍ଡି ବ୍ଲକ ଏମ୍ଜିଏନ୍ଆର୍ଇଜିଏସ୍ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଶ୍ରମିକ ବଦଳରେ ମେଶିନ ଜରିଆରେ କାମ କରାଯାଉଛି। ସେହିପରି କାମ କରି ନ ଥିବା ଲୋକଙ୍କ ନାଁରେ ମଷ୍ଟର ରୋଲ କରାଯାଇ ଅର୍ଥ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି।…
ପାଣିରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା
ହିଞ୍ଜିଳିକାଟୁ,୧୦ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା ସରକାରୀ ଆଇଟିଆଇର ଜଣେ ଛାତ୍ରଙ୍କ ପାଣିରେ ବୁଡ଼ି ଜୀବନ ଯାଇଛି। ମୃତ ଛାତ୍ର ଜଣକ ପ୍ରଥମ ବର୍ଷ ଇଲେକ୍ଟ୍ରୋନିକ ବିଭାଗର ସଞ୍ଜୀବ ତ୍ରିପାଠୀ। ତାଙ୍କ ଘର ଭଞ୍ଜନଗର ନିକଟସ୍ଥ ବାଉଁଶଲୁଣ୍ଡିରେ। ସେ ଆଇଟିଆଇ…
୧୬ ଏକର ଜମିରୁ ନଷ୍ଟ କରାଗଲା ୧୯,୨୦୦ ଗଞ୍ଜେଇ ଗଛ
ଦିଗପହଣ୍ଡି,୧୦ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଅଧୀନରେ ଥିବା ରାମଚନ୍ଦ୍ରପୁର ପାହାଡ଼ର ୧୬ ଏକର ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଅବକାରୀ ପୋଲିସ। ଏହି ପାହାଡ଼ରେ ଦୀର୍ଘଦିନ ହେଲା ଗଞ୍ଜେଇ ଚାଷ ଚାଲିଥିବା ଗୁଇନ୍ଦା ସୂଚନା ପାଇ…
ମାନବିକ ଅଧିକାର ଦିବସ ପାଳିତ
ବେଗୁନିଆପଡ଼ା,୧୦।୧୨(ଡି.ଏନ୍.ଏ): ଗଞ୍ଜାମ ଜିଲା କୋଦଳା ତାଲୁକା ଲିଗାଲ ସର୍ଭିସେସ୍ କମିଟି ପକ୍ଷରୁ ଶନିବାର ମାନବାଧିକାର ଦିବସ ପାଳିତ ହୋଇଯାଇଛି। କୋଦଳା ସରସତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଲୁକା ଲିଗାଲ ସର୍ଭିସେସ୍ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଜଜ୍ ଚିନ୍ମୟ…
ସାହେବ କେନାଲ ଅବରୋଧ, ଚିନ୍ତାରେ ମତ୍ସ୍ୟଜୀବୀ
ଗଞ୍ଜାମ,୧୦ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ନିକଟରୁ ଚିଲିକାକୁ ସଂଯୋଗ କରୁଥିବା ପାଲୁରୁ ସାହେବ କେନାଲ ପ୍ରାୟ ୧୨ କିଲୋମିଟର ଲମ୍ବିଛି। ଏହି କେନାଲକୁ ବେଆଇନ ଭାବେ ଅବରୋଧ କରାଯାଉଥିବାରୁ ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ, ଯାହାକୁ ନେଇ ଚିଲିକା ହ୍ରଦ ଓ…
୧୯୬୭ ନମ୍ବରରେ ଚାଷୀ ଧାନବିକ୍ରି ତଥ୍ୟ ପାଇବେ
ଭଞ୍ଜନଗର,୧୦।୧୨(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡରେ ଚଳିତବର୍ଷ ଖରିଫ୍ ଧାନ ଫସଲ ଭଲ ହୋଇଛି । ଲକ୍ଷ୍ୟଠାରୁ ଅଧିକ ଫସଲ ଅମଳ ଆଶା କରାଯାଉଛି। କେତେକ ଅଞ୍ଚଳରେ ବନ୍ୟପ୍ରାଣୀ ଉପଦ୍ରବ ଏବଂ ନିମ୍ନମାନର ବିହନ ଯୋଗୁ ଅମଳ କମିବା ସମ୍ଭାବନା ରହିଛି। ସେପଟେ…
ଜଗବନ୍ଧୁ ପୋଖରୀ ହୁଡ଼ାରୁ ୯୦ଘର ଉଚ୍ଛେଦ
ବ୍ରହ୍ମପୁର ଅଫିସ,୧୦ା୧୨: ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ନିୟମ ବଳରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସହରର ବନ୍ଧ ହୁଡାରେ ରହିଥିବା ବସ୍ତିଗୁଡିକୁ ଉଚ୍ଛେଦ କରାଯାଉଛି। ଶୁକ୍ରବାର ବିଏମ୍ସି ଏନଫୋର୍ସମେଣ୍ଟ୍ ପକ୍ଷରୁ ୯ନଂ. ୱାର୍ଡ ଅନ୍ତର୍ଗତ ଜଗବନ୍ଧୁ ପୋଖରୀ ହୁଡାରେ…
ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଚୋରି
ବ୍ରହ୍ମପୁର ଅଫିସ,୯ା୧୨: ବୈଦ୍ୟନାଥପୁର ଥାନା ଅଧୀନ ରାମନଗର ନିକଟ ମ୍ୟୁନିସିପାଲିଟି କଲୋନୀର ଜଣଙ୍କ ଘରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ସ୍ବପ୍ନା ପ୍ରଧାନଙ୍କ ଘରେ ପଶି ଆଲମିରାରୁ ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି। ଏ ନେଇ…
ଦରମା ବୃଦ୍ଧ, ଚାକିରି ନିୟମିତ ଦାବି
ଛତ୍ରପୁର,୯।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲାର ବିଭିନ୍ନ ପୌରନିଗମ ଓ ଏନ୍ଏସିରେ ପରିମଳ କାମରେ ନିୟୋଜିତ ଶତାଧିକ ସ୍ବଚ୍ଛସାଥୀ ଓ ସୁପରଭାଇଜରଙ୍କ ଦରମା ବୃଦ୍ଧି, ଚାକିରିକୁ ନିୟମିତ କରିବା, ନିଯୁକ୍ତି ପତ୍ର ପ୍ରଦାନ ଆଦି ଦାବି ନେଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲା…
Archives


