ଗଞ୍ଜାମର ୧୦୬୫୩ ଚାଷୀ ଧାନ ବିକି ପାରିଲେନି
ଛତ୍ରପୁର,୯ା୪(ଡି.ଏନ୍.ଏ): ଗଞ୍ଜାମ ଜିଲାରେ ଚଳିତ ବର୍ଷ ୧୦ ହଜାର ୬୫୩ ଜଣ ପଞ୍ଜୀକୃତ ଚାଷୀ ଧାନ ବିକିବାରୁ ବଞ୍ଚତ୍ତ ହୋଇଛନ୍ତି। ମାର୍ଚ୍ଚ ୩୧ ତାରିଖରେ ଗଞ୍ଜାମ ଜିଲାରେ ଧାନ କିଣା ପ୍ରକ୍ରିୟା ସରିଛି। କିନ୍ତୁ ଧାନ କିଣା ଲକ୍ଷ୍ୟ ପୂରଣ କରିବାରେ…
ରାଣୀ ପଣ୍ଡାଙ୍କ ସହ ସେଲ୍ଫି ପାଇଁ ଗୋଷ୍ଠୀସଂଘର୍ଷ
ଭଞ୍ଜନଗର,୯।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଭେଜିପୁଟରେ ପଞ୍ଚୁଦଣ୍ଡ ଯାତ୍ରା ହେଉଥିବା ବେଳେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ସହ ସେଲ୍ଫି ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି। ପ୍ରକାଶ ଯେ, ଭେଜିପୁଟରେ ଶୁକ୍ରବାର ପଞ୍ଚୁଦଣ୍ଡ ଯାତ୍ରା ହେଉଥିଲା। ଉକ୍ତ…
ତାରସିଂ ରେଞ୍ଜରେ ଦନ୍ତା ଆତଙ୍କ, ଲୋକେ ଭୟଭୀତ
ଭଞ୍ଜନଗର,୯ା୪(ଡି.ଏନ୍.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ରେଞ୍ଜରେ ଗୋଟିଏ ଦନ୍ତା ହାତୀ ଆଜକୁ ପ୍ରାୟ ୧୫ଦିନ ହେବ ଆତଙ୍କ ଚଳାଇଛି। ବିଳମ୍ବିତ ରାତି ହେଲେ ଜଙ୍ଗଲରୁ ବାହାରି ନିକଟବର୍ତ୍ତି ଗ୍ରାମଗୁଡ଼ିକରେ ପଶି ଘରର କବାଟ ବାଡ଼େଇ ଭାଙ୍ଗି…
ପଥର ବ୍ଲାଷ୍ଟିଂରୁ ଘରେ ଫାଟ, ପ୍ରତିକାର ଦାବି
ହିଞ୍ଜିଳିକାଟୁ,୮ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ସାହପୁର ପଞ୍ଚାୟତ ଅନ୍ତର୍ଗତ ହନ୍ତସ ଗ୍ରାମ ନିକଟସ୍ଥ ଖୋଳ ପାହାଡ଼ରୁ ବିପଜ୍ଜନକ ଭାବେ ପଥର ଫୁଟାଇବା ଫଳରେ ସ୍ଥାନୀୟ ଜନସାଧାରଣଙ୍କ ଜୀବନ ବିପଦାପନ୍ନ ହେଉଥିବା ସହ ପାହାଡ଼ ନିକଟସ୍ଥ ଘରର କାନ୍ଥ ଫାଟିଥିବା…
ବିଭିନ୍ନ ସାହିରେ ଠାକୁରାଣୀଙ୍କ ଘଟ ପରିକ୍ରମା
ବ୍ରହ୍ମପୁର ଅଫିସ,୮।୪: ବ୍ରହ୍ମପୁର ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାର ୪ର୍ଥ ଦିନ ଶୁକ୍ରବାର ମା’ ଠାକୁରାଣୀଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିଥିଲା। ଏଥିରେ ପାର୍ଶ୍ୱ ଘଟ ମଧ୍ୟ ରହିଥିଲେ। ରାତ୍ରି ପ୍ରାୟ ୯ଟା ପରେ ମା’ଙ୍କ ଘଟ ଅସ୍ଥାୟୀ…
ଆସିକା ଚିନିଶିଳ୍ପରେ ଅବ୍ୟବସ୍ଥା
ଆସିକା, ୮।୪ (ଡି.ଏନ୍.ଏ.):ଆସିକା ସମବାୟ ଚିନିଶିଳ୍ପରେ ଲାଗିରହିଥିବା ଅବ୍ୟବସ୍ଥାର ପ୍ରତିକାର ହୋଇପାରୁନଥିବାରୁ ଚିନିଶିଳ୍ପ ପରିଚାଳନା ପରିଷଦର କେତେକ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଗୁରୁବାର ପରିଚାଳନା ପରିଷଦର ୭ଜଣ ସଦସ୍ୟ ଭୁବନେଶ୍ୱରଠାରେ ସମବାୟ ବିଭାଗର ରେଜିଷ୍ଟ୍ରାର ଡ. ଉଦୟ ମାଝୀଙ୍କୁ…
୧୦ ୱାର୍ଡମେମ୍ବର ଆସନ ଲାଗି ୧୫ ପ୍ରାର୍ଥିପତ୍ର ଦାଖଲ
ବୁଗୁଡ଼ା,୬ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅଧୀନ ୧୦ଟି ପଞ୍ଚାୟତରେ ଖାଲି ପଡିଥିବା ୧୦ଟି ୱାର୍ଡ ସଭ୍ୟ ପଦ ଲାଗି ଗୁରୁବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୧୫ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ତଥା ବିଡିଓ…
ମୁମ୍ବାଇ ଜଗନ୍ନାଥ ମନ୍ଦିର ସଭାପତିଙ୍କ ପରଲୋକ
ହିଞ୍ଜିଳିକାଟୁ,୭।୪(ଡି.ଏନ୍.ଏ.): ମୁମ୍ବାଇ ସାକିନାକାସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ତଥା ହିଞ୍ଜିଳିର ଜଣେ ଜଣାଶୁଣା ବ୍ୟକ୍ତି ରମେଶ ମୁନିଙ୍କ ଶୁକ୍ରବାର ପରଲୋକ ହୋଇଛି। ହିଞ୍ଜିଳି ଦେଉଳ ବନ୍ଧରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଖବର ନେଇ ହିଞ୍ଜିଳିକାଟୁ ସମେତ ମୁମ୍ବାଇରେ…
ଖୋଲିବ ଏନ୍ସିସି ଟ୍ରେନିଂ କମ୍ପ୍ଲେକ୍ସ, ୨ ବାଟାଲିୟନ
ଛତ୍ରପୁର,୭।୪(ଡି.ଏନ୍.ଏ):: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଏନ୍ସିସି ଟ୍ରେନିଂ କମ୍ପ୍ଲେକ୍ସ, ଗ୍ରୁପ ହେଡକ୍ୱାର୍ଟର ଏବଂ ୨ ବାଟାଲିୟନ ପାଇଁ ଜମି ଚିହ୍ନଟ ବିଳମ୍ବ ହେଉଛି। ଏନେଇ ପୁଣି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କୁ ଚିଠି ଆସିଛି। ଏନ୍ସିସି ଟ୍ରେନିଂ…
ଚଳିତ ଶିକ୍ଷାବର୍ଷରୁ କଞ୍ଚୁରୁ ହାଇସ୍କୁଲରେ ଯୁକ୍ତଦୁଇ କଳା ପାଠ୍ୟକ୍ରମ
ହିଞ୍ଜିଳିକାଟୁ,୬ା୪(ଡି.ଏନ୍.ଏ.): ଶିକ୍ଷାବର୍ଷ ୨୦୨୩-୨୪ରୁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଧୀନ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବୀକୃତି ଲାଭ କରିଛି। ଗୁରୁବାର ସ୍କୁଲ ପରିସରରେ ଏକ ସଚେତନତା…
ବେକରେ ଲୁଗା ବାନ୍ଧି ଜୀବନ ହାରିଲେ
ବ୍ରହ୍ମପୁର ଅଫିସ,୬।୪: ଟାଉନ ଥାନା ଅଧୀନ ଗାନ୍ଧୀନଗର ଦ୍ୱିତୀୟ ଲାଇନରେ ରହୁଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ପୋଲିସ ଗୁରୁବାର ମୃତଦେହ ଏମ୍କେସିଜି ମେଡିକାଲର ସଂରକ୍ଷଣ ଗୃହରୁ ଜବତ କରିଛି। ମୃତକ ହେଲେ ସୁଷମା ବେହେରା(୨୪) ବାପା ଭଗବାନ ବେହେରାଙ୍କ ଅଭିଯୋଗ…
ସ୍ତ୍ରୀଙ୍କୁ ସନ୍ଦେହ କରି ସ୍ବାମୀଙ୍କ ଆକ୍ରମଣ
ହିଞ୍ଜିଳିକାଟୁ,୬ା୪(ଡି.ଏନ୍.ଏ.): ଚରିତ୍ର ଉପରେ ସନ୍ଦେହ କରି ଶାଶୁଘରେ ପାରିବାରିକ ନିର୍ଯାତନା ସହ ଆକ୍ରମଣ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ହିଞ୍ଜିଳିକାଟୁ ଫାୟାର ଷ୍ଟେଶନ ରୋଡ୍ର ସୁମିତ୍ରା ନାୟକଙ୍କ ଅଭିଯୋଗ କ୍ରମେ ଥାନାରେ କେସ୍ ନଂ ୨୧୩/୨୩ରେ ପୋଲିସ ସ୍ବାମୀ, ଶାଶୁ…
Archives


