ନିରନ୍ତର ବିଦ୍ୟୁତ୍ ଯୋଗାଣ ଲକ୍ଷ୍ୟ
ବ୍ରହ୍ମପୁର ଅଫିସ,୧୨ା୫: ଗ୍ରାହକଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ସମସ୍ତ ସର୍କଲରେ ଏବେ ଭ୍ରାମ୍ୟମାଣ ସବ୍ ଷ୍ଟେଶନ ରଖା ଯାଇଛି। ଫଳରେ ବିଦ୍ୟୁତ୍ ବିଭ୍ରାଟ ସମୟରେ ଯୋଗାଣ…
ଗଞ୍ଜେଇ ଭର୍ତ୍ତି ଅଟୋ ଜବତ: ଜଣେ ଗିରଫ
ବ୍ରହ୍ମପୁର ଅଫିସ,୧୨ା୫: ଅବକାରୀ ଗୋଇନ୍ଦା ଟିମ୍ ଶୁକ୍ରବାର ଏକ ଗଞ୍ଜେଇ ଭର୍ତ୍ତି ଅଟୋ ଜବତ କରିଛି। ଜଣେ ଚାଲାଣକାରୀଙ୍କୁ ଗିରଫ କରିଛି। ସେ ହେଉଛନ୍ତି ବଡ଼ଗଡ଼ ଥାନା ଅନ୍ତର୍ଗତ ବଡ଼ଚିକିଲି ଗ୍ରାମର ପ୍ରମୋଦ କୁମାର ନାୟକ(୩୪)। ଫୁଲବାଣୀରୁ ଗଞ୍ଜେଇ ଆସ୍କା ଦେଇ…
ବ୍ରହ୍ମପୁର ଉପକଣ୍ଠରେ ପୁଣି ଜଣେ ଯୁବକଙ୍କୁ ହତ୍ୟା
ବ୍ରହ୍ମପୁର ଅଫିସ,୧୨ା୫: ସହର ଓ ସହର ଉପକଣ୍ଠରେ ଏବେ ଆଇନ ଶୃଙ୍ଖଳା ଧିରେ ଧିରେ ବିଗିଡ଼ିବାରେ ଲାଗିଛି। ଶୁକ୍ରବାର ସକାଳେ ଜଣେ ଯୁବକଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଥିବା ଏକ ଜମିରେ ମୃତଦେହ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ। ଖବର ପାଇ ସଦର ଥାନା…
ଗଜଲବାଡି ବନାଞ୍ଚଳରୁ ପୁରୀ ଗଲା ରଥକାଠ
ସୋରଡା,୧୧।୫(ଡି.ଏନ.ଏ): ପୁରୀ ରଥଯାତ୍ରା ପାଇଁ ଦକ୍ଷିଣ ଘୁମୁସର ଗଜଲବାଡି ବନାଞ୍ଚଳରୁ ୨୨ଟି କାଠ ପୁରୀ ଯାଇଛି। ଗାଜଳବାଡିଠାରେ କାଠ ବୋଝେଇ ଟ୍ରକକୁ ପ୍ରଥମେ ବନ୍ଦାପନା ପୂଜା ପରେ ସୋରଡା ଆସିଥିଲା । ରାସ୍ତାରେ ନାହାଗଣ୍ଡା,ଗୋଛା,ପିପଲପାଙ୍କା,ଅଶୂରବନ୍ଧ ଠାରେ ମହିଳାମାନେ ପୂଜା କରିବା ପରେ…
ଯୁବକଙ୍କୁ ମାଡ଼ମାରି ଲୁଟି ନେଲେ ସୁନା ଚେନ୍, ଟଙ୍କା
ବ୍ରହ୍ମପୁର ଅଫିସ,୧୧ା୫: ଶେରଗଡ଼ ବାଇସିଙ୍ଗି ଗ୍ରାମର ଧୁର୍ଜଟି ପ୍ରଧାନ ଓ ତାଙ୍କର ଦୁଇ ସାଙ୍ଗଙ୍କୁ କେତେକ ଦୁର୍ବୃତ୍ତ ମାଡ଼ମାରି ସୁନା ଚେନ, ମୋବାଇଲ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଟାଉନ ଥାନା ପୋଲିସ ଏକ ମାମଲା(ନଂ.୧୭୭/୨୩) ରୁଜୁ…
ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ମରଣାନ୍ତକ ଆକ୍ରମଣ
ବ୍ରହ୍ମପୁର ଅଫିସ,୧୧ା୫: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ. ୨୫୬/୨୩) ରୁଜୁକରି ଘଟଣାର ତଦନ୍ତ…
ଦୁଇ ସ୍କ୍ରାପ୍ ଦୋକାନରୁ ବାଇକ୍ର ବହୁ ଯନ୍ତ୍ରାଂଶ ଜବତ, ୨ ଗିରଫ
ପୋଲସରା,୧୧ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ପକ୍ଷରୁ ଚଢ଼ିଆପଡ଼ା ଗ୍ରାମରେ ଥିବା ଦୁଇଟି ସ୍କ୍ରାପ୍ ଦୋକାନ ଉପରେ ଚଢ଼ାଉ କରି ବିପୁଳ ପରିମାଣର ଗାଡ଼ିର ଯନ୍ତ୍ରାଂଶ ଜବତ କରାଯିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ…
ମେ’ ୨୦ରେ ଉଦ୍ଘାଟନ ହେବ ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟ
ପୁରୁଷୋତ୍ତମପୁର,୧୧।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଆସିଷ୍ଟାଣ୍ଟ ସେସନ୍ସ ଜଜ୍ ତଥା ସିଭିଲ ଜଜ୍ ସିନିୟର ଡିଭିଜନ କୋର୍ଟ ପ୍ରତିଷ୍ଠା ଲାଗି ଦୀର୍ଘଦିନ ହେଲା ଓକିଲ ସଂଘ ଦାବି କରିଆସୁଥିଲା। ଦାବିକୁ ରାଜ୍ୟ ସରକାର ଗୁରୁତର ସହ ନେଇ ନୂତନ କୋର୍ଟ ଖୋଲିବା…
୧୪ ଦିନ ପରେ ଦୁବାଇରୁ ଗଞ୍ଜାମ ମର୍ଦ୍ଦକୋଟକୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ
ବେଗୁନିଆପଡ଼ା,୧୧ା୫(ଡି.ଏନ୍.ଏ.): ପରିବାର ପ୍ରତିପୋଷଣ ପାଇଁ ସୁଦୂର ଦୁବାଇ ଯାଇଥିଲେ ଜଣେ ବ୍ୟକ୍ତି। ହାର୍ଟ ଆଟାକ୍ରେ ତାଙ୍କର ଜୀବନ ଚାଲିଯାଇଥିଲା। ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମର ଜଣେ ବ୍ୟକ୍ତିଙ୍କର ଦୁବାଇରେ ମୃତ୍ୟୁ ହୋଇଥିବା ବେଳେ ଦୀର୍ଘ ୧୪ ଦିନ…
୨ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡା: ସମାଜସେବୀଙ୍କ ସହାୟତାରେ ଘରେ ପଶିଲେ
ଛତ୍ରପୁର,୧୧ା୫(ଡି.ଏନ୍.ଏ.): ଦୁଇ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡ଼ା ହୋଇଯାଇଛନ୍ତି। ନିଜ ସ୍ତ୍ରୀ ଓ ୨ ପିଲାମାନଙ୍କୁ ଛାଡ଼ି ସ୍ବାମୀ ପ୍ରତ୍ୟାଖାନ କରିବା ସହ ସୁଦୂର କେରଳ ରାଜ୍ୟକୁ ଚାଲିଯାଇଛନ୍ତି। ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗାଁରେ ଏପରି…
୩ ଜଣଙ୍କୁ ହତ୍ୟା ଉଦ୍ୟମ: ଖଣ୍ଡା ବାଇକ୍ ଜବତ, ୪ ଗିରଫ
ବ୍ରହ୍ମପୁର ଅଫିସ,୧୧ା୫: ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ହିଲ୍ପାଟଣା ଗଣେଶ ମନ୍ଦିର ନିକଟରେ ଥିବା ସମ୍ପର୍କ ଟ୍ରାଭେଲର୍ସ ମାଲିକ ସମେତ ୩ଜଣଙ୍କୁ ବୁଧବାର ରାତିରେ ହତ୍ୟା ଉଦ୍ୟମ ହୋଇଥିଲା। ଏଥିରେ ଟ୍ରାଭେଲର୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଡ୍ରାଇଭର ସୁଦର୍ଶନ ଦାସ…
୪ ୱାର୍ଡରେ ପାଇପ୍ରୁ ବାହାରୁଛି ଗୋଳିଆ ପାଣି
ଚିକିଟି,୧୧ା୫ (ଡି.ଏନ୍.ଏ.):ଗଞ୍ଜାମ ଜିଲାର ୧୨ଟି ୱାର୍ଡକୁ ନେଇ ଗଠିତ ଚିକିଟି ବିଜ୍ଞାପିତ ଅଞ୍ଚଳ ଅଧୀନ ୬, ୭, ୮ ଓ ୯ ନମ୍ବର ୱାର୍ଡରେ ଜନସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ପାଇପ୍ରୁ ଗୋଳିଆ ପାଣି ବାହାରୁଥିବା ଅଭିଯୋଗ ହେଉଛି। ଚିକିଟି ଏନ୍ଏସିର…
Archives


