ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡ୍ଲେଙ୍କ ଗଣଅଣ୍ଡାଦାନ
ଗଞ୍ଜାମ,୨୩ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ମୁହାଣ ବେଳାଭୂମିରେ ଅଲିଭ୍ ରିଡ୍ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଗୁରୁବାର ଆରମ୍ଭ ହୋଇଛି। ପୂର୍ବରୁ ଦୀର୍ଘ ୭ ବର୍ଷ ପରେ ଚଳିତ ବର୍ଷ ଏହି ଅଲିଭ ରିଡ୍ଲେ କଇଁଛମାନେ ଦିନବେଳା (ଦିନରେ…
ଗର୍ଭବତୀଙ୍କ ଜୀବନ ଗଲା
ସୋରଡ଼ା,୨୩ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକର ବୋରାଶିଙ୍ଗି ପଞ୍ଚାୟତ ବଘାଲିଙ୍ଗି ଗ୍ରାମର କାଳିଆ ଗୌଡ଼ଙ୍କ ସ୍ତ୍ରୀ ଆରତି (୩୫)ଙ୍କ ଗୁରୁବାର ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି। ଆରତିଙ୍କ ରକ୍ତ ପ୍ରବାହ ହେଉଥିବା ଯୋଗୁ ୩ ଦିନ ତଳେ ମେଡିକାଲ ଆସି…
ଗର୍ଭବତୀ ମହିଳା, ଶିଶୁଙ୍କୁ ମିଳୁଛି ପୋକରା ଛତୁଆ
ବେଗୁନିଆପଡ଼ା,୨୨ା୨(ଡି.ଏନ୍.ଏ.): ସରକାରଙ୍କ ପକ୍ଷରୁ ଛୋଟ ଶିଶୁ ତଥା ଗର୍ଭବତୀଙ୍କୁ ପୋଷଣ ଯୋଗାଇବାକୁ ମାଗଣାରେ ଛତୁଆ, ବାଦାମ ଲଡୁ ବଣ୍ଟା ହେଉଛି। ହେଲେ ସେହି ପୁଷ୍ଟିକର ଖାଦ୍ୟ ସରକାରୀ ଅଧିକାରୀ ଖାଇବାକୁ ମୁହଁ ଫେରାଇ ଦେବେ। କାରଣ ଛତୁଆରେ ଫିମ୍ପି ଲାଗି ଯାଇଥିବା…
ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ଛତ୍ରପୁର,୨୨ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡ୍କ୍ୱାର୍ଟର ଛତ୍ରପୁର ପିଲିବନ୍ଧ ନିକଟ ଖେଳପଡ଼ିଆ ପାର୍ଶ୍ୱ ବୁଦାମୂଳରୁ ବୁଧବାର ଜଣେ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ। ପରେ ତାକୁ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି…
ରାଜ୍ୟ ଭାଜପା ଏସ୍ସ ମୋର୍ଚ୍ଚା ସମ୍ପାଦକ ହେଲେ କୃଷ୍ଣ ନାୟକ
ଛତ୍ରପୁର,୨୨।୨(ଡି.ଏନ୍.ଏ.): ରାଜ୍ୟ ଭାଜପା ଏସ୍ସି ମୋର୍ଚ୍ଚାର ସମ୍ପାଦକ ଭାବେ ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର କୃଷ୍ଣ ଚନ୍ଦ୍ର ନାୟକ ନିଯୁକ୍ତ ହୋଇଛନ୍ତି । ଏ ନେଇ ସ୍ଥାନୀୟ ଅଳର ନେତା ଓ କର୍ମୀ ତାଙ୍କୁ ଶୁଭେଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ବର୍ଷାଦିନ ପୂର୍ବରୁ ଡ୍ରେନ୍ ମରାମତି, ନୂତନ ନିର୍ମାଣ ନିଷ୍ପତ୍ତି
ବ୍ରହ୍ମପୁର ଅଫିସ,୨୨।୨: ସହରର ଉନ୍ନତି ନେଇ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି) ନୂତନ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେୟର ସଂଘମିତ୍ରା ଦଳେଇ ଅଧ୍ୟକ୍ଷତା କରିଥିଲେ। ୪୭ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସହରର ରାସ୍ତାଘାଟ…
ଚିହ୍ନଟକାରୀଙ୍କ ତଣ୍ଟି କାଟିଲେ ଅଭିଯୁକ୍ତ
ଗୋପାଳପୁର, ୨୨ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ଗତ ୧୭ ତାରିଖ ରାତିରେ ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ଷ୍ଟେଜ ଶୋ’ ଉପରକୁ ଟେକା, ପଥର ମାଡ଼ ହୋଇଥିଲା। ଟେକାମାଡ଼ କରିଥିବା ଅଭିଯୁକ୍ତଙ୍କୁ ସେହି ଗ୍ରାମର ଜଣେ…
୩ ଦିନ ହେଲା ଓଟି ବନ୍ଦ
ବ୍ରହ୍ମପୁର ଅଫିସ,୨୧ା୨: ବ୍ରହ୍ମପୁର ବଡ ମେଡିକାଲରେ ପୁଣି ଅବ୍ୟବସ୍ତା ଦେଖାଦେଇଛି। ବିନା ନୋଟିସ୍ରେ ଅସ୍ଥିଶଲ୍ୟ ବିଭାଗ ଅସ୍ତ୍ରୋପଚାର (ଓଟି)ବନ୍ଦ କରାଯାଇଛି। ୩ ଦିନ ହେଲା ଏହି ବିଭାଗରେ ଓଟି ବନ୍ଦ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସୁଥିବା ରୋଗୀ…
ଯୌତୁକ ନିର୍ଯାତନା ଅଭିଯୋଗ, ସ୍ବାମୀ ଫେରାର
ଦିଗପହଣ୍ଡି,୨୦ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବାରିକସାହିରେ ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି। ଲିଲିମା ନାୟକ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ସନ୍ତୋଷ ନାୟକ ଓ ପରିବାର ଲୋକେ ଯୌତୁକ ନିର୍ଯାତନା ଦେବା ସହ ନିସ୍ତୁକ ମାଡ଼ ମାରିଥିବା ସେ…
ମୁକୁଳା ପଡ଼ିଛି ମାଳ ମାଳ ଟ୍ରାନ୍ସଫର୍ମର: କରେଣ୍ଟ ଲାଗି ମହିଳା ଗୁରୁତର
ଖଲ୍ଲିକୋଟ,୨୦।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ୍ ଅଞ୍ଚଳରେ ମୁକୁଳା ପଡ଼ିଛି ମାଳମାଳ ବିଦ୍ୟୁତ୍ ଟ୍ରାନ୍ସଫର୍ମର। ଏନେଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅକାଳରେ ଲୋକଙ୍କ ଜୀବନ ଯାଉଥିବା ବେଳେ କେତେକେ ଗୁରୁତର ଆହତ ହେଉଛନ୍ତି। ମୁକୁଳା ଟ୍ରାନ୍ସଫର୍ମରରେ ବ୍ୟାରିକେଡ୍ କରିବା ପାଇଁ ବାରମ୍ବାର…
୫୯୮ ମହିଳା ଗୋଷ୍ଠୀଙ୍କୁ ୨୮ କୋଟି ଋଣ
ସୋରଡ଼ା,୨୦।୨(ଡି.ଏନ୍.ଏ): ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ସୋମବାର ବ୍ଲକ ମିଶନ ଶକ୍ତି ପକ୍ଷରୁ ସାଗରବନ୍ଧ ନିକଟ ପଡ଼ିଆରେ ଋଣ ମେଳା ଆୟୋଜିତ କରାଯାଇଥିଲା। ଏଥିରେ ବ୍ଲକର ୫୯୮ ମହିଳା ଗୋଷ୍ଠୀଙ୍କୁ ୨୮କୋଟି ୫୬ ଲକ୍ଷ ୩୮ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଛି…
୩୧ ଅନ୍ତେବାସୀ ଦେବେ ଦଶମ, ଦ୍ୱାଦଶ ପରୀକ୍ଷା
ବ୍ରହ୍ମପୁର ଅଫିସ,୨୦ା୨: ବ୍ରହ୍ମପୁର ମଣ୍ଡଳ କାରାଗାରର ଅନେକ ଅନ୍ତେବାସୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତବର୍ଷ ୪୭ ଏବଂ ଚଳିତ ବର୍ଷ ୩୧ ବିଦ୍ୟାର୍ଥୀ ଜାତୀୟ ମୁକ୍ତ ବିଦ୍ୟାଳୟ ଜରିଆରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ…
Archives


