ଗଞ୍ଜାମ

ଭାଜପାର ଜନସମ୍ପର୍କ ଅଭିଯାନ ସ୍ଥଗିତ

ବ୍ରହ୍ମପୁର ଅଫିସ,୩୧।୫: ଦଳରେ ଗୋଷ୍ଠୀ ବିବାଦ ଯୋଗୁ ଭାଜପାର ଜନ ସମ୍ପର୍କ ଅଭିଯାନ ବାତିଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର ସରକାର ମଙ୍ଗଳବାର ୯ ବର୍ଷ ପୂର୍ତ୍ତି ହୋଇଛି। ତେଣୁ ମେ ୩୦ରୁ ମାସେ ବ୍ୟାପୀ ଗଞ୍ଜାମ ଜିଲା ଭାଜପା…

ଠାକୁରାଣୀ ଯାତ୍ରାରେ ପୋଲିସ ନିଷ୍କ୍ରିୟତାରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ପୁରୁଷୋତ୍ତମପୁର, ୩୧।୫(ଡିଏନଏ): ଶେଷ ହୋଇଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କିମ୍ବଦନ୍ତୀ ପୂର୍ଣ୍ଣ ଐତିହାସିକ ଠାକୁରାଣୀ ଯାତ୍ରା। ମଙ୍ଗଳବାର ବିଳମ୍ବିତ ରାତ୍ରରେ ଭାବ ବିହ୍ବଳ ହୋଇ ମା’ ଙ୍କୁ ଅଶୃଳ ବିଦାୟ ଦେଇ ପୁଣି ଦୁଇବର୍ଷ ପରେ ମା ଙ୍କ ଫେରିବା ବାଟକୁ…

ଗଞ୍ଜାମ ଜିଲାରେ ଅଙ୍ଗନୱାଡି କେନ୍ଦ୍ର କାମଚଳା

ଛତ୍ରପୁର,୩୧।୫(ଡି.ଏନ.ଏ)ଗଞ୍ଜାମ ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଆନୁଷଙ୍ଗିକ ସୁବିଧା ନ ଥିବାବେଳେ କର୍ମୀ ଓ ସହାୟକ ପଦବୀ ମଧ୍ୟ ଖାଲି ରହିଛି ା ଏଥିଲାଗି ବହୁ ଅଙ୍ଗନୱାଡି କେନ୍ଦ୍ର କାମଚଳାରେ ଚାଲିଛି ା ଅଙ୍ଗନୱାଡି କେନ୍ଦ୍ର ପାଇଁ ନୂତନ କୋଠା…

ଜୀବିତ ହିତାଧିକାରୀଙ୍କୁ ମୃତ ଘୋଷଣା

ମୋରଡ଼ା,୩୧।୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଟୁକପଳାଶିଆ ଗ୍ରାମର ଜଣେ ମହିଳା ଜୀବିତ ଥିବା ବେଳେ ପଲ୍ଲୀସଭାରେ ତାଙ୍କୁ ମୃତ ଦର୍ଶାଇ ବିଜୁ ପକ୍କାଘର ପାଇବାରୁ ବଞ୍ଚତ୍ତ କରାଯାଇଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସମ୍ପୃକ୍ତ ମହିଳା ବିଡିଓଙ୍କୁ ଲିଖିତ…

ଗରମ ତରକାରି ହାଣ୍ଡିରେ ପଡ଼ି ଶିଶୁ ମୃତ

ବୁଗୁଡ଼ା,୩୧।୫(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ନଗୁଡୁ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁଦ୍ଧିକ୍ରିୟା ଭୋଜି ପାଇଁ ପ୍ରସ୍ତୁତ ହେଉଥିବା ଗରମ ତରକାରି ହାଣ୍ଡିରେ ପଡ଼ି ଜଣେ ତିନି ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତକ ହେଲେ…

ଆଜି ସରିବ ପଞ୍ଚ ଠାକୁରାଣୀଙ୍କ ଯାତ୍ରା

ପୁରୁଷୋତ୍ତମପୁର,୩୦।୫(ଡି.ଏନ୍‌.ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଦୀର୍ଘ ୨୮ ଦିନଧରି ଚାଲିଥିବା ଐତିହାସିକ କିମ୍ବଦନ୍ତୀ ପୂର୍ଣ୍ଣକନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲ ସୁନ୍ଦରୀ ଆଦି ପଞ୍ଚଠାକୁରାଣୀଙ୍କ ଯାତ୍ରା ମଙ୍ଗଳବାର ବିଳମ୍ବିତ ରାତିରେ ଶେଷ ହେବ । ଏଥିଲାଗି ସକାଳୁ ସମସ୍ତ…

ଗଞ୍ଜାମରୁ ବ୍ରହ୍ମପୁର ସିଟି ବସ୍‌ ସେବା ଆରମ୍ଭ

ଗଞ୍ଜାମ,୩୦।୫(ଡି.ଏନ୍‌.ଏ.): ଗଞ୍ଜାମ ସହର ଦେଇ ବ୍ରହ୍ମପୁରକୁ ସିଟି ବସ୍‌ ଚଳାଚଳ ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇ ଆସୁଥିଲା। ତେବେ ବିଳମ୍ବ ହେଲେ ମଧ୍ୟ ଏହି ସେବା ମଙ୍ଗଳବାରଠାରୁ ଆରମ୍ଭ ହେବ। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଖୁସିରଲହରୀ ଖେଳିଯାଇଛି…

୨ କନିଷ୍ଠ ଯନ୍ତ୍ରୀ, ସୁପରଭାଇଜର ଗିରଫ

ବ୍ରହ୍ମପୁର ଅଫିସ,୩୦ା୫: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକରେ ଏକ ବନ୍ଧକାମ ଟେଣ୍ଡର ଫାଇଲ୍‌ ପ୍ରୋସେସିଂ ଏବଂ ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଏଗ୍ରିମେଣ୍ଟ କରିବାକୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କ୍ଷୁଦ୍ର ଜଳସେଚନ (ଏମ୍‌ଆଇ)ବିଭାଗର ୨ଜଣ କନିଷ୍ଠ ଯନ୍ତ୍ରୀ…

ଶାଶୁଘର ଚାଲିଯିବେ ପଞ୍ଚଠାକୁରାଣୀ

ପୁରୁଷୋତ୍ତମପୁର,୩୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ମଙ୍ଗଳବାର ଶେଷ ହେଉଛି। ଏହି ଯାତ୍ରା ଗତ ୩ ତାରିଖଠାରୁ ଆରମ୍ଭ ହୋଇଥିଲା। ମା ପଞ୍ଚଠାକୁରାଣୀ ନିଜ ମନ୍ଦିର ଛାଡ଼ି ବାପଘର ପୁରୁଷୋତ୍ତମପୁର ସହରର ବଡ଼ବଜାର ସ୍ଥିତ ଅସ୍ଥାୟୀ ମନ୍ଦିରକୁ ଆସି…

ସୌନ୍ଦର୍ଯ୍ୟକରଣ ପରେ ରକ୍ଷଣାବେକ୍ଷଣ ହେଉନି

ବ୍ରହ୍ମପୁର ଅଫିସ,୨୯ା୫: ପୂର୍ବରୁ ବ୍ରହ୍ମପୁର ସହରବାସୀ ପିଇବା ପାଣି ପାଇଁ ଜଳାଶୟ ଉପରେ ନିର୍ଭର କରୁଥିଲେ। ଜଳାଶୟ ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ପୂରଣ କରୁଥିଲା। ସହର ଉପକଣ୍ଠସ୍ଥ ଚାଷୀମାନେ ଅନେକ ସମୟରେ ଚାଷ କାର୍ଯ୍ୟରେ ଜଳାଶୟ ପାଣି ବ୍ୟବହାର କରୁଥିଲେ। ତଦନୁଯାୟୀ…

ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା ନେଇ ଉତ୍ସବ ମୁଖର ମୁନିଷିପେଣ୍ଠ ଗାଁ

ଛତ୍ରପୁର,୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅଧୀନ ମୁନିଷିପେଣ୍ଠ ଗାଁରେ ଚାଲିଥିବା ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା ନେଇ ଅଞ୍ଚଳ ଉତ୍ସ। ମୁଖରିତ ହୋଇଉଠିଛି। ପ୍ରତି ୧୨ ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ…

କାଶତଣ୍ଡୀ ପାଇଁ ବିପଦରେ ଋଷିକୁଲ୍ୟା

ଧରାକୋଟ,୨୯ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଜୀବନ ରେଖା ଋଷିକୁଲ୍ୟା ନଦୀ ଏବେ କାଶତଣ୍ଡୀ ବା ଚଢ଼େୟା ଲତା ପାଇଁ ବିପଦରେ। ଋଷିମାଳ ପର୍ବତରୁ ବାହାରି ସୋରଡ଼ା, ଧରାକୋଟ, ଆସିକା, ପୁରୁଷୋତ୍ତମପୁର, ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ଋଷିକୁଲ୍ୟା ନଦୀ ପ୍ରବାହିତ ହେଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri