ଗଞ୍ଜାମ

ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାରେ ଶିକ୍ଷକ ଆହତ

ଗଞ୍ଜାମ,୨୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ବ୍ରିଜଠାରେ ରବିବାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷକ ମନୋଜ ପାଢ଼ୀ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଗୁରୁଜୀ ମନୋଜ ଏକ ବାଇକ୍‌ ଯୋଗେ ଭଉଣୀ ଘର ନୂଆଗାଁ ଯାଇ ଫେରୁଥିଲେ। ସେତିକିବେଳେ ଜଣେ…

ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ଦିଗପହଣ୍ଡି,୨୭ା୮(ଅଶେଷନାଥ ମିଶ୍ର): ୫-ଟି ସଚିବଙ୍କ ଦିଗପହଣ୍ଡି ଗସ୍ତ ପୂର୍ବରୁ ପୁଞ୍ଜିକୟାଁ ଛକରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ଧସ୍ତାଧସ୍ତି ହୋଇଥିଲା। ବିଜେଡି କର୍ମୀଙ୍କ ଆକ୍ରମଣରେ ୩ ଭାଜପା କର୍ମୀ ଆହତ ହୋଇଥିବା ଭାଜପା ଯୁବନେତା ସିଦ୍ଧାନ୍ତ ଗଙ୍ଗଦେଓ ଅଭିଯୋଗ କରିଛନ୍ତି।…

୪୬୧୫୭ ଘରକୁ ଜଳ ଯୋଗାଣ: ୧୯ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟବରାଦ

ସୋରଡ଼ା ,୨୭।୮( ଲମ୍ବୋଦର ପାଣିଗ୍ରହୀ): ଗଞ୍ଜମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ୪୧ପଞ୍ଚାୟତ ୧୮୩ଟି ଗ୍ରାମରେ ୪୬୧୫୭ ଘରକୁ ୨୪ ଘଣ୍ଟିଆ ପାଇପ୍‌ ଯୋଗେ ଜଳ ଯୋଗାଣ ପାଇଁ ୧୯ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଏଥିରେ ୧୮,୪୬୩୨…

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ଭାଜପା ନେତାଙ୍କୁ ଉଠାଇନେଲା ପୋଲିସ

ଛତ୍ରପୁର,୨୭।୮(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରକୁ ରବିବାର ଅପରାହ୍ନରେ ୫-ଟି ସଚିବ ଭି. କେ. ପାଣ୍ଡିଆନ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ସେ ଆସି ଲୋକଙ୍କ ଅଭିଯୋଗ ଶୁଣାଣି କରିବେ। ମାତ୍ର ସେ ଆସିବା ପୂର୍ବରୁ ଛତ୍ରପୁରର ୪…

ଗଞ୍ଜାମ ଜିଲାରେ ଅଙ୍ଗନୱାଡି କେନ୍ଦ୍ର କାମଚଳା

ଛତ୍ରପୁର,୨୭ା୮(ସନ୍ତୋଷ ପାଢୀ)ଗଞ୍ଜାମ ଜିଲାରେ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଏକପ୍ରକାର କାମଚଳାରେ ଚାଲିଛି ା କେଉଁଠି ଅଙ୍ଗନୱାଡି କର୍ମୀ ନାହାନ୍ତି ତ ଆଉ କେଉଁଠି ସହାୟିକା ନାହାନ୍ତି। ଏପରିକି ଅଧିକାଂଶ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ କୋଠାନାହିଁ ା ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କ ଯତ୍ନ…

ନିୟନ୍ତ୍ରଣରେ ରହୁନି ବସ୍‌, ଟ୍ରକ୍‌ର ବେଗ

ବ୍ରହ୍ମପୁର,୨୭ା୮(ସୁବାସ ଚନ୍ଦ୍ର ପାଢ଼ୀ)ଦ୍ରୁତ ଗାଡ଼ି ଚାଳନା କାରଣରୁ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏହା ଉପରେ ରୋକ୍‌ ଲଗାଇବାକୁ ଯାତ୍ରୀ ଓ ମାଲ ପରିବହନ ଗାଡ଼ିରେ ସ୍ପିଡ୍‌ ଗଭର୍ନାନ୍ସ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ପିିଡ୍‌ ଗଭର୍ନାନ୍ସ ନ ଥିଲେ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌…

ଆସନ୍ତାକାଲି ୫-ଟି ସଚିବଙ୍କୁ ଭେଟିବେ ଯୁବ ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ,୨୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ମଧ୍ୟରେ ଥିବା ବିଭିନ୍ନ ମନ୍ଦିର ଦୀର୍ଘବର୍ଷ ହେବ ମରାମତି ନ ହୋଇ ଅବହେଳିତ ହୋଇପଡ଼ିରହିଛି। ବିଶେଷକରି ବଡ଼ ବଜାରଠାରେ ଥିବା ଜଗନ୍ନାଥ ମନ୍ଦିର ଭଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଛ। ଆସନ୍ତା କଲି ୫-ଟି ସଚିବ…

୫-ଟି ସଚିବଙ୍କ ସୋରଡ଼ା ଗସ୍ତ ବେଳେ ଲୋକଙ୍କୁ କଲମ ନ ନେବା ପାଇଁ କରାଯାଇଥିଲା ସତର୍କ

ସୋରଡ଼ା,୨୬ା୮(ଲମ୍ବୋଦର ପାଣିଗ୍ରାହୀ): ମିନି ଷ୍ଟାଡିୟମରେ ନିର୍ଦ୍ଧାରିତ ସମୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ପହଞ୍ଚିବା ପରେ ସୋରଡ଼ା ଏନ୍‌ଏସି ଓ ବେଲଗୁଣ୍ଠା ଏନ୍‌ଏସିର ଅଧ୍ୟକ୍ଷ ଓ କାଉନସିଲରମାନେ ଉପସ୍ଥିତ ରହି ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଗସ୍ତକୁ ଭିତ୍ତି କରି…

୫ଟି ସଚିବଙ୍କ କାର୍ଯ୍ୟକ୍ରମରେ ଅଚେତ ହେଲେ ଅଧ୍ୟାପିକା

ସୋରଡ଼ା,୨୬।୮(ଲମ୍ବୋଦର ପାଣିଗ୍ରାହୀ): ୫ଟି ସଚିବ ଭି.କେ. ପାଣ୍ଡିଆନ ୩ ଦିନିଆ ଗଞ୍ଜାମ ଗସ୍ତରେ ଅଛନ୍ତି। ଶନିବାର ତାଙ୍କର ଦ୍ୱିତୀୟ ନିନର କାର୍ଯ୍ୟକ୍ରମ ମିନିଷ୍ଟାଡିୟମରେ ଥିବା ବେଳେ କେଶବ ପଣ୍ଡା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ, ଛାତ୍ରୀଛାତ୍ର ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ।…

ଋଷିକୁଲ୍ୟାରେ କୁମ୍ଭୀର ଥିବା ଘଟଣା ଗୁଜବ: ଭୟଭୀତ ନ ହେବାକୁ ପରାମର୍ଶ

ପୁରୁଷୋତ୍ତମପୁର,୨୬।୮(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୁଲ୍ୟା ନଦୀରେ କୁମ୍ଭୀର ଥିବା ନେଇ ଗତ କିଛିଦିନ ହେଲା ଗୁଜବ ଲାଗିରହିଛି। ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତିା। କେହି ଅସାଧୁ ବ୍ୟକ୍ତି ଫଟୋକୁ ଏଡିଟିଙ୍ଗ କରି ସୋସିଆଲ ମିଡିଆରେ…

‘ଧର୍ମାନୁଷ୍ଠାନ, କମ୍ୟୁନିଟି ସେଣ୍ଟରର ଉନ୍ନତୀକରଣ ହେବ’

ବ୍ରହ୍ମପୁର (ସ୍ମୃତି ରଞ୍ଜନ ମହାଲିକ)/ ଗୋପାଳପୁର (ନବୀନରାଜ ଆଚାରୀ) ୨୬ା୮: ୫-ଟି ସଚିବ ଭି. କେ. ପାଣ୍ଡିଆନ ୩ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ବେଳେ ଶୁକ୍ରବାର ପ୍ରଥମ ଦିନରେ ସେ ବେଗୁନିଆପଡ଼ା ବ୍ଲକ ବୁରୁଝୁରୀ, ବ୍ରହ୍ମପୁର ମହାନଗରର ବିବେକ…

ବିଧାୟକ ପ୍ରଦୀପଙ୍କ ଗାଡ଼ି ଉପରକୁ ଅଣ୍ଡା, ପଥର ମାଡ଼

ଗୋପାଳପୁର,୨୫।୮(ନବୀନରାଜ ଆଚାରୀ): ବ୍ରହ୍ମପୁର ନିକଟସ୍ଥ ୧୬ ନଂ. ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ନିକଟରେ ଶୁକ୍ରବାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଏବଂ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ପୋଲିସ ଉପସ୍ଥିତିରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ପ୍ରଦୀପଙ୍କ କାର୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri