ଦ୍ୱାଦଶାହରେ ରାଣୀ ଭି.ସୁଜ୍ଞାନ କୁମାରୀଙ୍କ ଫଟୋ ଥିବା ଡାକ ଟିକେଟ୍ ଉନ୍ମୋଚନ କଲେ ଅର୍ଥମନ୍ତ୍ରୀ
ଖଲ୍ଲିକୋଟ,୨୦।୨(ପ୍ରଶାନ୍ତ କୁମାର ମିଶ୍ର/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ୱାଦଶାହରେ ମଙ୍ଗଳବାର ଆୟୋଜିତ ସଭାରେ ରାଣୀଙ୍କ ଫଟୋ ଥିବା ଏକ ଡାକ ଟିକେଟକୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉନ୍ମୋଚନ କରିଛନ୍ତି କାର୍ଯ୍ୟକ୍ରମରେ ୫-ଟି…
ବିଦେଶରେ ଚାକିରି ଦେବା ନାଁରେ ଠକେଇ, ୩ ଗିରଫ
ବ୍ରହ୍ମପୁର,୨୦ା୨(ସୁବାସ ଚନ୍ଦ୍ର ପାଢ଼ୀ):କେନିଆରେ ଭଲ ଦରମାରେ ଚାକିରି ପାଇଁ ଏକ କମ୍ପାନୀର ନିଯୁକ୍ତିପତ୍ର ଯୋଗାଇ ଦିଆଯାଉଥିଲା। ପାସପୋର୍ଟ କରିବାକୁ ଜଣଙ୍କ ପିଛା ୨୫ରୁ ୪୦ହଜାର ଟଙ୍କା ଓ ଭିଜା ପାଇଁ ୪୮,୫୦୦ଟଙ୍କା ଆଦାୟ କରାଯାଉଥିଲା। ମାତ୍ର ଯେଉଁ ଭିଜା ମିଳିଲା ତାହା…
ବଡ଼ିବିଲ୍ଡିଂ ପ୍ରତିଯୋଗିତା: ରାକେଶଙ୍କୁ ମିଳିଲା ସ୍ବର୍ଣ୍ଣପଦକ
ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ ): ବ୍ରହ୍ମପୁର ଖଲିକୋଟ କଲେଜ ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ ବଡ଼ିବିଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରତିଯୋଗିତାର ୬୦ କେଜି ବର୍ଗରେ ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିର ରାକେଶ କୁମାର ପଣ୍ଡା ସ୍ବର୍ଣ୍ଣ ପଦକ ଜିତି ଜିଲା ପାଇଁ…
ମଙ୍ଗଳବାରଠୁ ଦଶମ ବୋର୍ଡ: କଡ଼ା ସୁରକ୍ଷାରେ ପ୍ରଶ୍ନପତ୍ର
ହିଞ୍ଜିଳିକାଟୁ,୧୯।୨(ଦ୍ବିତୀକୃଷ୍ଣ ପଣ୍ଡା): ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ବାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୪ରେ ଶେଷ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହିଞ୍ଜିଳିକାଟୁ ବ୍ଳକର ୧୦ଟି ପରୀକ୍ଷା…
ତାନ୍ତ୍ରିକ ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ
ବ୍ରହ୍ମପୁର,୧୯।୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲାରେ ବିଗତ ଦିନରେ ଗୁଣି ଗାରେଡିକୁ କେନ୍ଦ୍ରକରି ଅନେକ ମୁଣ୍ଡ ଗଡ଼ିଥିବା ନଜିର ରହିଛି। ହେଲେ ଏଭଳି ପରମ୍ପରା ପୁଣି ଜିଲାରେ ମୁଣ୍ଡ ଟେକିଛି। ଗଞ୍ଜାମ ଜିଲା ଜରଡ଼ା ଥାନା ଅଧୀନ ହଳଦୀବା ଗ୍ରାମରେ ଗତ ୧୦ତାରିଖରେ…
କେନିଆରେ ଚାକିରି, ମାସକୁ ମିଳିବ ମୋଟା ଅଙ୍କର ଦରମା, ଏଭଳି ଅଫର୍ ଦେଇ କରୁଥିଲେ ଠକେଇ, ହେଲେ ଗିରଫ
ବ୍ରହ୍ମପୁର,୧୯।୨(ସୁବାସ ଚନ୍ଦ୍ର ପାଢ଼ୀ): କେନିଆରେ ମୋଟା ଅଙ୍କର ଦରମାରେ ମିଳିବ ଚାକିରି। ଏନେଇ କମ୍ପାନୀର ନିଯୁକ୍ତିପତ୍ର ମଧ୍ୟ ଯୋଗାଇ ଦେଉଥିଲେ। ପାସ୍ପୋର୍ଟ କରିବାକୁ ହେଲେ ନେଉଥିଲେ ଜଣକ ପିଛା ୨୫ରୁ ୪୦ ହଜାର ଟଙ୍କା, ଭିଜା ପାଇଁ ୪୮ ହଜାର ୫୦୦…
ପରିଚୟ ଖୋଜୁଛି ଐତିହାସିକ ମହୁରିଗଡ଼
ବ୍ରହ୍ମପୁର,୧୯ା୨(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲା ମହୁରି ରାଜବଂଶର ଅନେକ ଐତିହ୍ୟ ସୁରକ୍ଷା ଅଭାବରୁ ଏବେ ଧ୍ୱଂସପ୍ରାୟ। ସେହି ଧ୍ୱଂସାବଶେଷ ଉପରେ ଠିଆ ହୋଇଥିବା ବ୍ରିଟିଶ ଯୁଦ୍ଧର ମୂକସାକ୍ଷୀ ମହୁରିଗଡ଼ ଭଳି ମଧ୍ୟଯୁଗୀୟ ଐତିହ୍ୟ ଆଉ କିଛିଦିନ ପରେ ମାଟିରେ ମିଶିଯିବ। ରାଜତନ୍ତ୍ରର…
ଚାଲିଥିଲା ଝିଅ ବାହାଘର: ମିଳିଲା ବାପାଙ୍କ ମୃତଦେହ
ହିଞ୍ଜିଳିକାଟୁ,୧୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରି ଗ୍ରାମରେ ରବିବାର ଏକ ଅଘଟଣ ଘଟିଛି। ଝିଅ ବାହାଘର ଦିନ ବାପାଙ୍କ ମୃତଦେହ ଏକ ମୁଗ କିଆରିରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଏହି ଘଟଣା ଅଞ୍ଚଳରେ…
ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼
ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଡ଼ିଗୋବା ଗ୍ରାମରେ ଗୁଳିମାଡ଼ରେ ସ୍ବପ୍ନା ସାହୁ ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁଳିମାଡ଼ର ସଠିକ କାରଣ ଜଣାପଡ଼ିନାହିଁ। ଆହତ ମହିଳାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏଠାରେ…
ସ୍ତ୍ରୀ କାଟିଦେଲେ ସ୍ବାମୀଙ୍କ ବେକ
ଧରାକୋଟ,୧୮।୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସ୍ତ୍ରୀ କାଟିଦେଲେ ସ୍ବାମୀର ବେକ। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ବରିଗୁଡା ଗ୍ରାମରେ। ଆହତ ସ୍ବାମୀ ହେଲେ ରୋହିତ ପାତ୍ର(୪୫)। ତାଙ୍କୁ ଗୁରୁତର ଅବସ୍ଥାରେ ଆସିକା ପରେ ବ୍ରହ୍ମପୁର ସ୍ଥାନାନ୍ତର…
କୋଟିନଡ଼ା କଲେଜ ଛକ ନିକଟରେ ଭୟଙ୍କର ଦୁର୍ଘଟଣା, ବସ୍ ଧକ୍କାରେ ଚାଲିଗଲା ୨ ସ୍କୁଟି ଆରୋହୀଙ୍କ ଜୀବନ
ଗଞ୍ଜାମ,୧୮।୨: ଗଞ୍ଜାମ ଜିଲା କୋଟିନଡ଼ା ଥାନା ଅଧୀନ କଲେଜ ଛକ ନିକଟରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେବାରୁ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ତେବେ ବସ୍ରେ ଥିବା ଯାତ୍ରୀମାନେ ସୁରକ୍ଷିତ…
ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ରୂପାରନ୍ତରୀକରଣ କଲେ ମୁଖ୍ୟମନ୍ତ୍ରୀ
ହିଞ୍ଜିଳିକାଟୁ,୧୭ା୨(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୋ’ ହସ୍ପିଟାଲ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୫ ଜିଲାରେ ୭୩ଟି ‘ଆମ ହସ୍ପିଟାଲ’ ଶୁଭାରମ୍ଭ କରିଛନ୍ତି। ସ୍କୁଲ ରୂପାନ୍ତୀକରଣ ଭଳି ହସ୍ପିଟାଲ ରୂପାନ୍ତରୀକରଣ ମଧ ଗଞ୍ଜାମ ଜିଲା…
Archives


