ଗଞ୍ଜାମ

କୁକୁର କାମୁଡ଼ାରେ ୩୩ ଆହତ

ଛତ୍ରପୁର,୧୩।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ପାଗଳ କୁକୁର କାମୁଡାରେ ୩୩ଜଣ ଆହତ ହୋଇ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଛତ୍ରପୁର ସହରର ଶାନ୍ତିନଗର ଅଞ୍ଚଳରେ ପାଗଳ କୁକୁରଙ୍କ କାମୁଡ଼ାରେ ୩୨ଜଣ ଗୁରୁତର…

ଗଞ୍ଜାମ କନ୍ଧମାଳ ସୀମାରେ ଲାଗିଲା ମାଓ ପୋଷ୍ଟର

ଭଞ୍ଜନଗର,୧୨।୧୧(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଲାଗିଛି ମାଓ ପୋଷ୍ଟର। ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦରେ ମାଓ ପୋଷ୍ଟର୍‌ ଶନିବାର ରାତିରେ ମରାଯାଇଛି। ରବିବାର ସକାଳେ ଏହି ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୋଷ୍ଟର୍‌ଟି ମାଓବାଦୀମାନେ…

ଗଞ୍ଜାମ ସହରରେ ୧୩ ଜଣ ବାଣ ବ୍ୟବସାୟୀଙ୍କୁ ବିକ୍ରି ଲାଗି ଅନୁମତି

ଗଞ୍ଜାମ,୧୧।୧୧(ବିଦ୍ୟାଧର ସାହୁ ): ଚଳିତ ବର୍ଷ ଗଞ୍ଜାମ ସହରର ୧୩ ଜଣ ବାଣ ବ୍ୟବସାୟୀଙ୍କୁ ଜିଲା ପ୍ରଶାସନ ବିକ୍ରି ଅନୁମତି ଦେଇଛି । ମାତ୍ର ତିନି ଦିନ ହିଁ ସେମାନେ ବାଣ ବିକ୍ରି କରି ପାରିବେ। ଏଥିସହ ଫୋଟକା ବାଣ ବିକ୍ରିକୁ…

ଗାଡି ଭଡ଼ା ନେଇ ଡ୍ରାଇଭରଙ୍କୁ ହତ୍ୟା ମାମଲା ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଦିଗପହଣ୍ଡି ଥାନା ଅନଙ୍ଗପୁରର ଗାଡି ଡ୍ରାଇଭର ତଥା ମାଲିକ ଆର. ସୁନୀଲ ରେଡ୍ଡୀ ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌-୧ ଡ. ଇନ୍ଦୁ ଶର୍ମା ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଜଣେ…

ମାଲ ପରିବହନକୁ ନେଇ ତେଜିଲା ଆନ୍ଦୋଳନ

ଛତ୍ରପୁର,୧୦।୧୧(ଦିଲ୍ଲୀପ ସାମଲ): ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରୁ ଫେରୋକୋମ୍‌ ଏବଂ କ୍ରୋମାଇଟ ଖଣିଜର ମାଲ୍‌ ପରିବହନ ଟ୍ରକ ଦ୍ୱାରା ଯାଜପୁର, ଅନୁଗୋଳ, ତ୍ରିକୂଡ଼ା, ରାୟଗଡ଼ା ସମେତ ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଯାଉଛି। ଏହାକୁ କଣ୍ଢେଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦିଆଯାଇଛି। ଏନେଇ କାଳିଆବାଲିସ୍ଥିତ…

ଚିକିଟି, ପାତ୍ରପୁର ବ୍ଲକକୁ ମରୁଡ଼ି ଘୋଷଣା କରାଯାଉ

ଛତ୍ରପୁର,୧୦।୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ଏବଂ ପାତ୍ରପୁର ବ୍ଲକରେ ବର୍ଷା ଅଭାବରୁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏପରିକି ଚାଷୀ ଜମିରେ ଗୋରୁଙ୍କୁ ଛାଡିସାରିଲେଣି। ସ୍ଥିତିକୁ ଗୁରୁତର ସହିତ ବିଚାର କରି କୃଷି ଏବଂ ରାଜସ୍ବ ବିଭାଗ…

୩୦ ବର୍ଷ ହେଲା ପଚାରୁନାହାନ୍ତି ପୁଅ, ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତି

ଛତ୍ରପୁର,୯ା୧୧(ଦିଲ୍ଲୀପ ସାମଲ): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଛନ୍ତି। ବୃଦ୍ଧା କାଳକୁ ଚଳିବା ପାଇଁ ବାର୍ଦ୍ଧକ୍ୟ ଭତ୍ତା ବି ପ୍ରଦାନ କରୁଛନ୍ତି। ହେଲେ ସେ ସମସ୍ତ ଯୋଜନା ସଠିକ୍‌ ଭାବେ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚି ପାରୁନି। ପରିଣତ ବୟସରେ…

ନାବାଳିକାଙ୍କୁ ଟେକି ନେଇ ବଳାତ୍କାର କଲେ ଯୁବକ, ଗିରଫ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ ପରିବାର ଲୋକେ

ଛତ୍ରପୁର,୯ା୧୧(ଦିଲ୍ଲୀପ କୁମାର ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଅଞ୍ଚଳରେ ନାବାଳିକାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ନେଇ ଗତ ୫ ତାରିଖରେ ରମ୍ଭା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରାଯାଇ…

ଥାନା ସମ୍ମୁଖ ଡ୍ରେନରୁ ମିଳିଲା ନବଜାତ ଶିଶୁ୍‌କନ୍ୟାର ମୃତଦେହ

ପୁରୁଷୋତ୍ତମପୁର,୯।୧୧(ସିମାଞ୍ଚଳ ମିଶ୍ର): ସରକାର ଶିଶୁ କନ୍ୟାଙ୍କର ସୁରକ୍ଷା ପ୍ରତି ଗରୁତ୍ୱ ଦେଉଥିବା ବେଳେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୁଷୋତ୍ତମପୁର ଥାନା ସମ୍ମୁଖରେ ଥିବା ଏକ ଡ୍ରେନ ମଧ୍ୟରେ ଏକ ଶିଶୁକନ୍ୟାଙ୍କର ମୃତଦେହ ଉଦ୍ଧାର କରାଯାଇଛି।…

ଅବଧି ପରେ ବି କାମ ସରୁନି

ବ୍ରହ୍ମପୁର,୯ା୧୧(ସ୍ମୃତି ରଞ୍ଜନ ମହାଲିକ)ସହରର ବିଭିନ୍ନ ୱାର୍ଡରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟ ୧୦୦ ଦିନ ମଧ୍ୟରେ ସାରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିିଇଏମ୍‌ସି) ପକ୍ଷରୁ କାଉନସିଲ ବୈଠକରେ ଯନ୍ତ୍ରୀଙ୍କୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଛି। ଏହି ମର୍ମରେ ନିଗମର ୱାର୍ଡଗୁଡିକରେ ଯୁଦ୍ଧକାଳୀନ…

ଘରେ ପଶି ଦୁର୍ବୃତ୍ତ ଲୁଟି ନେଲେ ସମସ୍ତ ସୁନା ଅଳଙ୍କାର ସହ ନଗଦ ଟଙ୍କା

ଗୋପାଳପୁର,୮ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଅଧିନସ୍ଥ ସାନକୁସ୍ଥଳୀ ଗ୍ରାମରେ ଦୁର୍ବୃତ୍ତମାନେ କବାଟ ତାଡ଼ି ଘରେ ପଶି ଚୋରି କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।…

ଘରୁ ଯାଇ ଆଉ ଫେରିଲେନି ବନ୍ଧରୁ ମିଳିଲା…

ପୁରୁଷୋତ୍ତମପୁର,୮।୧୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ଥିବା ଗୋପାଳ ବନ୍ଧରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୁମାରି ଗ୍ରାମର ବାବୁଲା କୁମାର ପଣ୍ଡା ( ୪୫)। ବାବୁଲା ମଙ୍ଗଳବାର ଠାରୁ ଘରୁ ଯାଇ ଆଉ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri