ଗଞ୍ଜାମ

ପ୍ରୀତି ନାୟକ ଖେମୁଣ୍ଡି କଲେଜ ଟପ୍ପର

ଦିଗପହଣ୍ଡି,୨୧।୫(ଅଶେଷ ନାଥ ମିଶ୍ର): ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଓ କଳା ବିଭାଗର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ବିଜ୍ଞାନ ବିଭାଗରେ ଖେମୁଣ୍ଡି କଲେଜ ଛାତ୍ରୀ ପ୍ରୀତି ନାୟକ ସର୍ବାଧିକ ୫୩୫…

ତାମିଲନାଡୁରେ ଚାଲିଗଲା ଅରକ୍ଷିତଙ୍କ ଜୀବନ,ପରିବାର ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ଦିଗପହଣ୍ଡି,୨୧ା୫(ଅଶେଷ ନାଥ ମିଶ୍ର)-ତାମିଲନାଡୁ ରାଜ୍ୟର ଶିବଗଙ୍ଗା ଜିଲା ମାଲକୋଟାଇ ଗ୍ରାମରେ ଥିବା ଏକ ଘରୋଇ ମେଟାଲ କମ୍ପାନୀରେ କାମ କରୁଥିବା ବେଳେ ବଡ଼ ପଥର ଖସିଯିବାରୁ ଚାପି ହୋଇ ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ଦିଗପହଣ୍ଡି ବ୍ଲକ…

ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପାଇଲେ ହୃଷିକେଶ ପଣ୍ଡା

ଦିଗପହଣ୍ଡି,୨୧୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଡବନ୍ଧ ସାହିରେ ରହୁଥିବା ଜଣାଶୁଣା ରୋଷେୟା ହୃଷିକେଶ ପଣ୍ଡା (ପିଲୁ)ଙ୍କୁ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ଓ ପରିଚାଳନା ପାଇଁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ ମିଳିଛି। ଭାରତ ସରକାରଙ୍କ ଦ୍ବାରା ପଞ୍ଜିକୃତ…

ଦିଗପହଣ୍ଡିରେ ତ୍ରିରଙ୍ଗା ଶୋଭାଯାତ୍ରା, ଯୋଗଦେଲେ ଖଣି ମନ୍ତ୍ରୀ-ବିଧାୟକ

ଦିଗପହଣ୍ଡି,୨୧।୫(ଅଶେଷ ନାଥ ମିଶ୍ର): ଭାରତୀୟ ସେନାର ଅପରେଶନ ସିନ୍ଦୂର ସଫଳତାକୁ ନେଇ ଯବାନଙ୍କ ମନୋବଳ ଏବଂ ସେମାନଙ୍କ ପରାକ୍ରମକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବୁଧବାର ଅପରାହ୍ନରେ ଭାଜପା ପକ୍ଷରୁ ଦିଗପହଣ୍ଡି ସହରରେ ନିର୍ବାଚନମଣ୍ଡଳୀସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ…

ଲୁହରେ ଭିଜିଲା ଶିକୁଳା ମାଟି: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସିଆର୍‌ପିଏଫ୍‌ ଯବାନଙ୍କ କରାଗଲା ଶେଷକୃତ୍ୟ

ପୁରୁଷୋତ୍ତମପୁର,୨୧।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶିକୁଳା ଗ୍ରାମର ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେ ହେଉଛନ୍ତି ସନ୍ତୋଷ କୁମାର ବେହେରା (୩୯)। ସନ୍ତୋଷ ଛତିଶଗଡର ବିଳାଶପୁରଠାରେ…

ଘରେ ବସି କଥା ହେଉଥିଲେ ୨ ଝିଅଙ୍କ ସହ ମା’, ଉପରେ ଖସିପଡ଼ିଲା ସ୍ଲାବ୍‌, ଆଉ ତା’ ପରେ…

ପୁରୁଷୋତ୍ତମପୁର,୨୧ା୫(ସୀମାଞ୍ଚଳ ମିଶ୍ର): ମହାରାଷ୍ଟ୍ର ମୁମ୍ବାଇର ଥାନେ ନିକଟସ୍ଥ କଲ୍ୟାଣ ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଗୋଟିଏ ବିଲ୍ଡିଂ ଛାତ ଭୁଶୁଡ଼ି ୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା…

‘ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ପ୍ରସାରରେ ରାଜୀବ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ’

ଦିଗପହଣ୍ଡି,୨୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି କାର୍ଯ୍ୟାଳୟରେ ବୁଧବାର ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ନଗର କଂଗ୍ରେସ କମିଟି ସଭାପତି ତଥା ଏନ୍‌ଏସି କାଉନସିଲର ଦୀପକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ…

ମାଡ଼ ହେଲା ଉଚ୍ଚ ଜୁଆର, ଓଲଟି ପଡ଼ିଲା ଡ଼ଙ୍ଗା; ବି.ଜେଙ୍ଗମେୟା ନିଖୋଜ

ଗୋପାଳପୁର,୨୦ା୫(ନବୀନ ରାଜ ଆଚାରୀ): ଗୋପାଳପୁର ମତ୍ସ୍ୟ ଅବତରଣ କେନ୍ଦ୍ର ନିକଟରେ ମଙ୍ଗଳବାର ଭୋରରେ ସମୁଦ୍ରରେ ଏକ ଡଙ୍ଗା ଓଲଟି ପଡିବାରୁ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ବେଳେ ୪ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନିଖୋଜ ବ୍ୟକ୍ତି ଜଣକ ହେଲେ ଗୋପାଳପୁର ଏନଏଏସି…

ନିର୍ଯାତନା ଦେଇ ଆସୁଥିଲେ, ଶେଷରେ ବୋହୂଙ୍କୁ ବିଷ ଦେଇ ମାରିଦେଲେ; ସ୍ବାମୀଙ୍କୁ ଅଟକ ରଖି…

ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ଜଣେ ବିବାହିତାଙ୍କୁ ଶ୍ୱଶୁର ଘର ଲୋକେ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିବାହିତାଜଣଙ୍କ ହେଲେ ରିତୁ ବେହେରା। ଏନେଇ ରିତୁ ଙ୍କ ବାପା ଯୋଗେନ୍ଦ୍ର ପାଟପୁର…

ନାବାଳିକା ଛାତ୍ରୀଙ୍କୁ ଘରୁ ଟେକିନେଲେ, ଆଉ ଏବେ…

ଦିଗପହଣ୍ଡି,୨୦।୫(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବାପା ଏ ନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି…

ଶାନ୍ତି ମିଶ୍ର ହତ୍ୟା ମାମଲା: ଅଭିଯୁକ୍ତ ମଉଜ ମିଶ୍ର ଆଜୀବନ କାରାଦଣ୍ଡରେ ଦଣ୍ଡିତ

ବ୍ରହ୍ମପୁର, ୨୦।୫(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରା ଜଜ ଡ. ଭାଗ୍ୟଲଷ୍ମୀ ରଥ ମଙ୍ଗଳବାର ବହୁ ଚର୍ଚ୍ଚିତ ଗୋଶାଣିନୁଆଗାଁ ଶାନ୍ତି ମିଶ୍ର ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ଉକ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସତୀଶ କୁମାର ମିଶ୍ର…

ଆମେରିକା ଯିବ ବ୍ରହ୍ମପୁରର ମସଲା ଏବଂ ଇଥାନଲ ନମୁନା

ବ୍ରହ୍ମପୁର,୨୦ା୫(ଅଶୋକ କୁମାର ସାହୁ): ଆସନ୍ତା ୨୯ ତାରିଖରେ ଆମେରିକାର ଡଲାସ ସହରରେ ଅନ୍ତର୍ଜାତୀୟ ଜୁନିକର୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଠାରେ ଗଞ୍ଜାମ ଜିଲା ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ୩ ଛାତ୍ର ଯୋଗଦେଇ ନିଜ ଔଦ୍ୟୋଗିକ ପ୍ରତିଭା ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?