ମାତୁଛନ୍ତି ଚୋର, ଅଭିଯୋଗ ପରେ ବି ଧରି ପାରୁନି ପୋଲିସ
ଗୋପାଳପୁର,୧୫।୬(ନବୀନ ରାଜ ଆଚାରୀ): ଗତ କିଛି ଦିନ ହେଲା ଗୋପାଳପୁର ଥାନା ଅଞ୍ଚଳ ଚୋର ଦଳ ସକ୍ରିୟ ହୋଇପଡିଛନ୍ତି l ଗୋଟିଏ ପରେ ଗୋଟିଏ ଘର ଟାର୍ଗେଟ କରି ଦୁର୍ବୃତ୍ତମାନେ କଳା କନା ବୁଲେଇ ବାରେ ସଫଳ ହୋଉଛନ୍ତି l ସ୍ଥାନୀୟ…
ମଣ୍ଡପକୁ ମାଡ଼ିଗଲା ଟ୍ରକ୍: ଚା’ ଦୋକାନୀ ମୃତ
ଧରାକୋଟ,୧୪ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ବାହାଡ଼ାଗୁଡା ଛକରେ ଶୁକ୍ରବାର ଏକ ଟ୍ରକ ଭାରସାମ୍ୟ ହରାଇ ଜଣେ ଚା’ ଦୋକାନୀଙ୍କୁ ଧକ୍କା ଦେଇ ନିକଟସ୍ଥ ମଣ୍ଡପକୁ ମାଡ଼ିଯାଇଛି। ଏଥିରେ ଚା’ ଦୋକାନୀ ବାହାଡାଗୁଡା ଗ୍ରାମର ମହେନ୍ଦ୍ର ବିଷୋୟୀ(୪୮)ଙ୍କ…
କୁଏଟ୍ ନିଆଁରେ ଜଳିଗଲେ ଓଡ଼ିଶା ଯୁବକ, ଆଜି ଗାଁକୁ ଫେରିବ ମୃତଦେହ
ପୁରୁଷୋତ୍ତମପୁର,୧୪ା୬(ସିମାଞ୍ଚଳ ମିଶ୍ର): କୁଏଟ୍ରେ ପୋଡ଼ି ଯାଇ ଓଡ଼ିଆ ଶ୍ରମିକଙ୍କ ବୁଧବାର ମୃତ୍ୟୁ ଘଟିଛି। ସେହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗ୍ରାମର ସନ୍ତୋଷ ଗୌଡ଼ (୩୫)। ସେ ନିଜର ପରିବାର ପ୍ରତିପୋଷଣ ପାଇଁ ପ୍ରଥମେ ମୁମ୍ବାଇ ଯାଇ ସେଠାରେ କିଛି…
ବିଲୁଆ ଆତଙ୍କ:୫ଜଣଙ୍କୁ କାମୁଡ଼ି ଆକ୍ରମଣ
ଦିଗପହଣ୍ଡି,୧୩ା୬(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଓ ନୂଆଗଡ଼ ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ବିଲୁଆ କାମୁଡ଼ାରେ ୫ ପୁରୁଷ ଏବଂ ମହିଳା ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କୈଠଖଣ୍ଡି ପଞ୍ଚାୟତ ନୂଆଁଗଡ ଗ୍ରାମର ମଲା…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୃତ ଦିଲ୍ଲୀପଙ୍କ ପରିବାର, ହତ୍ୟାକାରୀଙ୍କୁ କଠୋର ଦଣ୍ଡ ପାଇଁ ନିବେଦନ
ଖଲ୍ଲିକୋଟ,୧୩ା୬(ପ୍ରଶାନ୍ତ କୁମାର ମିଶ୍ର): ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ଆଲୋଚନା କରିଛନ୍ତି ମୃତ ଦିଲ୍ଲୀପ ପାହାନଙ୍କ ପରିବାର। ସୂଚନାନୁଯାୟୀ, ଶ୍ରୀକୃଷ୍ଣଶରଣପୁର ଗ୍ରାମର ମୃତ ଦିଲ୍ଲୀପଙ୍କ ପରିବାରକୁ ଭାଜପା ପକ୍ଷରୁ ଶପଥ ସମାରୋହରେ ଯୋଗ ଦେବା ପାଇଁ…
ଜମ୍ମୁ-କଶ୍ମୀର ଆତଙ୍କୀ ହମ୍ଲାର କାର୍ଯ୍ୟାନୁଷ୍ଠାନ ଦାବି
ଛତ୍ରପୁର,୧୩ା୬(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଜମ୍ମୁ-କଶ୍ମୀରର କଟ୍ରାରୁ ଶିବ ଖଡ଼ି ତୀର୍ଥ ଯାତ୍ରୀ ବସ୍ ଯାଉଥିବା ସମୟରେ ୯ ତାରିଖରେ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣରେ ୧୦ ନିରୀହ ହିନ୍ଦୁଙ୍କ ଜୀବନ ଚାଲିଗଲା। ଏହି ଘଟଣାକୁ ସମଗ୍ର ଦେଶବାସୀ ନିନ୍ଦା କରିବା ସହ ସରକାର…
ସରପଞ୍ଚରୁ କ୍ୟାବିନେଟ୍ ପାହ୍ୟା
ଗୋପାଳପୁର,୧୩ା୬(ନବୀନ ରାଜ ଆଚାରୀ)ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ଭାଜପା ବିଧାୟକ ବିଭୂତି ଭୂଷଣ ଜେନାଙ୍କୁ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ମିଳିଛି। ଏହା ଜାଣିବା ପରେ ତାଙ୍କ ସମର୍ଥକ ଓ କର୍ମୀମାନେ ବାଣ ଫୁଟାଇ, ମିଠା ବଣ୍ଟନ କରି ଖୁସି…
ବାଲୁକା କଳାରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା
ଗଞ୍ଜାମ,୧୨ା୬(ବିଦ୍ୟାଧର ସାହୁ): ବୁଧବାର ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝି ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ସ୍ବାଗତ ଜଣାଇବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ତାଙ୍କୁ ସ୍ବାଗତ…
ମୁଖ୍ୟମନ୍ତ୍ରୀ ଘୋଷଣା ପରେ ହିଞ୍ଜିଳିରେ ଫୁଟିଲା ଆତସବାଜି
ହିଞ୍ଜିଳିକାଟୁ,୧୧।୬(ଦ୍ବିତୀକୃଷ୍ଣ ପଣ୍ଡା): ଭାଜପା ନେତୃତ୍ୱ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ହିଞ୍ଜିଳିକାଟୁ ଭାଜପା ପକ୍ଷରୁ ଖୁସି ପ୍ରକାଶ କରାଯିବା ସହ ଆତସବାଜି ପ୍ରଦର୍ଶିତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଭାଜପା ସମର୍ଥକ ବାଣ ଫୁଟାଇ,…
ଶପଥ ସମାରୋହରେ ଯୋଗଦେବାକୁ ଭାଜପା କର୍ମୀ ଦିଲୀପଙ୍କ ପରିବାରକୁ ନିମନ୍ତ୍ରଣ
ଖଲ୍ଲିକୋଟ,୧୧।୬(ପ୍ରଶାନ୍ତ କୁମାର ମିଶ୍ର): ବୁଧବାର ମୋହନ ଚରଣ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ମୃତ ଭାଜପା କର୍ମୀ ଦିଲୀପଙ୍କ ପରିବାରକୁ ନିମନ୍ତ୍ରଣ କରାଯାଇଛି। ୨୦୨୪ ନିର୍ବାଚନରେ ରାଜନୈତିକ ହିଂସାରେ ଖଲ୍ଲିକୋଟ…
ମନ୍ଦିରକୁ ପ୍ରବେଶ ଉପରେ ଦଳିତଙ୍କୁ ବିରୋଧ
ଭଞ୍ଜନଗର,୧୦ା୬(ବାବୁଲା ପ୍ରଧାନ): ଏବେବି ଲୋକଙ୍କ ମଧ୍ୟରେ ଅନ୍ଧ ବିଶ୍ବାସ ଭରି ରହିଛି, ଯାହାର ଏକ ଉଦାହରଣ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜରାଲିରେ ରବିବାର ଅପରାହ୍ନରେ ଦେଖିବାକୁ ମିଳିଛି। ଗ୍ରାମର ଦଳିତ ଲୋକଙ୍କୁ ବିଗତ କିଛି ଦିନ ହେବ ମନ୍ଦିର…
ଗଞ୍ଜାମ: ନୋଟାକୁ ଯାଇଛି ୨୫,୨୩୪ ଭୋଟ
ବ୍ରହ୍ମପୁର,୯ା୬(ଅଶୋକ କୁମାର ସାହୁ)ଗଞ୍ଜାମ ଜିଲାରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଏହି ୨ ପର୍ଯ୍ୟାୟରେ ଜିଲାର ୧୩ ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିଲା। ଗତ ୪ ତାରିଖ ଭୋଟ ଗଣତି ପରେ ଜିଲାରେ ୨୫,୨୩୪ ଭୋଟ ନୋଟାକୁ ଯାଇଥିବା ଜଣାପଡିଛି। ଅର୍ଥାତ ଉପରୋକ୍ତ…
Archives


