ଗଞ୍ଜାମ

ସମୁଦ୍ରରେ ଓଲଟିଲା ମାଛଧରା ଡଙ୍ଗା, ମିଳୁନି ମତ୍ସ୍ୟଜୀବୀଙ୍କ ପତ୍ତା

ଗଞ୍ଜାମ/ଛତ୍ରପୁର,୨୮ା୮(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଋଷିକୂଲ୍ୟା ମୁହାଣସ୍ଥିତ ସମୁଦ୍ରକୁ ମାଛ ଧରିବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତି ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆ ନୋଳିଆ ନୂଆ ଗାଁର ମତ୍ସ୍ୟଜୀବୀ ଏ. କାଳିଆ। ବୁଧବାର ରାତିରେ…

ଥାନାଧିକାରିଣୀ ଭାବେ ଦାୟିତ୍ୱ ନେଲେ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି

ଛତ୍ରପୁର,୨୭ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ଚମାଖଣ୍ଡି ଥାନାରେ ନୂତନ ଥାନା ଅଧିକାରିଣୀ ଭାବେ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଗଞ୍ଜାମ ପୋଲିସ ଜିଲାର ହେଡ୍‌ କ୍ୱାର୍ଟରରେ ଦାୟିତ୍ୱ ତୁଲାଇ ଥିବା ବେଳେ ତାଙ୍କର ଚମାଖଣ୍ଡି ଥାନାକୁ…

ଛତ୍ରପୁର ଥାନାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ସବ୍ୟସାଚୀ ମଲ୍ଲ, କହିଲେ ଅସାମାଜିକଙ୍କ ଉପରେ…

ଛତ୍ରପୁର,୨୭ା୮(ଦିଲ୍ଲୀପ ସାମଲ): ଛତ୍ରପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ବୁଧବାର ସବ୍ୟସାଚୀ ମଲ୍ଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଗଞ୍ଜାମ ପୋଲିସ ଜିଲାର ଚମାଖଣ୍ଡି ଥାନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ତାଙ୍କର ଛତ୍ରପୁର…

ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା, ମନ୍ତ୍ରୀ କହିଲେ ଆଗାମୀ ୩ ବର୍ଷ ମଧ୍ୟରେ…

ଛତ୍ରପୁର,୨୭ା୮(ସନ୍ତୋଷ ପାଢ଼ୀ): ସିଏମ୍‌ କିଷାନ ୩ୟ କିସ୍ତି ଟଙ୍କା ବୁଧବାର ରବି ଫସଲ ପାଇଁ ଚାଷୀଙ୍କ ଖାତାକୁ ଯାଇଛି। ଡିବିଟି ଜରିଆରେ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଠାଇଛନ୍ତି। ଏହିକ୍ରମରେ ଗଞ୍ଜାମ ଜିଲାର ୩ ଲକ୍ଷ ୧୯ ହଜାର ୪୪୯…

ପୁରୁଷୋତ୍ତମପୁରରେ ହତ୍ୟାକାଣ୍ଡ: ଲଟାବୁଦା ମଧ୍ୟରୁ ଶ୍ରମିକଙ୍କ ଗଳିତ ମୃତଦେହ ଜବତ କଲା ପୋଲିସ

ପୁରୁଷୋତ୍ତମପୁର,୨୭।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରସହର ଉପକଣ୍ଠ ପାଣ୍ଡିଆଛକ ନିକଟସ୍ଥ ଏକ ଲଟାବୁଦା ମଧ୍ୟରୁ ଯୁବକଙ୍କ ଏକ ଗଳିତ ମୃତଦେହକୁ ବୁଧବାର ପୋଲିସ ଜବତ କରିଛି। ଏହାକୁ ନେଇ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି ରାଜେଶ କୁମାର…

ଭାମଶାଳି ନିକଟ ଜଙ୍ଗଲରେ ବାଘ ଆତଙ୍କ: ଗୋଡେଇ ଗୋଡେଇ ୧୧ ଛେଳିକୁ ମାରି ଖାଇଲା…

ବୁଗୁଡ଼ା,୨୭।୮(କାଳିଚରଣଦାଶ): ବୁଗୁଡ଼ା ବନାଞ୍ଚଳ କିରିଆମ୍ବା ଜଙ୍ଗଲ କମ୍ପାର୍ଟମେଣ୍ଟ ୧୧ ଭାମଶାଳି ନିକଟରେ ମଙ୍ଗଳବାର ରାତିରେ ଗୋଟିଏ ବାଘ ୧୧ ଛେଳିକୁ ଖାଇ ମାରି ଦେଇଥିବା ଜଣାପଡ଼ିଛିି।ଏ ନେଇ ଜଙ୍ଗଲ ଆଖପାଖ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ଭାମଶାଳି ନିକଟରେ ଥିବା…

ସ୍କୁଲ ରେ ତାଲା:ହେଲାନି ଗଣେଶ ପୂଜା, ବେହୋସ ହେଲେ ଶିକ୍ଷୟିତ୍ରୀ

ଛତ୍ରପୁର,୨୭।୮(ସନ୍ତୋଷ ପାଢ଼ୀ): ଗଣେଶ ପୂଜା ପାଇଁ ସବୁଠି ଚଳଚଞ୍ଚଳ। ପୁର ଠାରୁ ପଲ୍ଲୀ ସବୁଠି ଅଗ୍ରପୂଜ୍ୟ ଗଜାନନଙ୍କ ପୁଜା ବହୁ ଆଡମ୍ବରରେ ଚାଲିଛଇ। ହେଲେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆନୂଆଗାଁ ଠାରେ ଅବସ୍ଥିିତ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ…

ନିଖୋଜ ୟୁଟ୍ୟୁବରଙ୍କ ସନ୍ଧାନ ମିଳିଲା: ଭୟରେ ଜଙ୍ଗଲ ଭିତରେ…

ପାତ୍ରପୁର,୨୭।୮(ଉମା ଚରଣ ନେପାକ): ଗତ ତିନି ଦିନ ତଳେ ବୁରାତଲ ପଞ୍ଚାୟତ ବାରହା ପଥରକୁ ବଣଭୋଜି କରିବାକୁ ଆସିଥିବା ପୋଲସରା ଥାନା କଲମ୍ବ ଗ୍ରାମର ନିଖୋଜ ୟୁଟ୍ୟୁବରଙ୍କ ମଙ୍ଗଳବାର ରାତିରେ ପତ୍ତା ମିଳିଛି। ସେ ମାରମାରିଆ ଗାଁରେ ପହଞ୍ଚିଥିବା ଜଣାପଡିଛି। କଲମ୍ବ…

ଜଙ୍ଗଲକୁ ଟେକି ନେଇ ବ୍ୟବସାୟୀଙ୍କଠାରୁ ୪ ଲକ୍ଷ ଟଙ୍କା ଡକାୟତି, ୪ ଅଭିଯୁକ୍ତ…

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ବିଜୟ ଲକ୍ଷ୍ମୀ ନାରାୟଣପୁର ଗ୍ରାମ ଛକ ନିକଟରେ ଜଣେ ପାନମସଲା ବ୍ୟବସାୟୀଙ୍କୁ ମାଡମାରି ଟଙ୍କା ଲୁଟି ନେବା ଅଭିଯୋଗରେ କେ. ନୂଆଗାଁ ପୋଲିସ ୪ ଅଭିଯୁକ୍ତଙ୍କୁ…

ନ୍ୟାଶନାଲ କିକବକ୍ସିଂ ପ୍ରତିଯୋଗିତା: ଚେନ୍ନାଇ ଗସ୍ତ କଲେ ପାୟଲ-କଳ୍ପଜିତ, ଲକ୍ଷ୍ୟ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ୨୭ ରୁ ଆରମ୍ଭ ହେଉଥିବା ନ୍ୟାସନାଲ କିକ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଜିଲାରୁ ଚାରି ଜଣ ଚେନ୍ନାଇ ଗ୍ରସ୍ତ କରିଛନ୍ତି l କୋଚ ଜି ପ୍ରମୋଦ ଅପାତ ଓ ଦୁର୍ଗା ପ୍ରସାଦ ଦାସଙ୍କ ନେତୃତ୍ୱରେ…

ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ କରୁଥିଲେ ଜମି ବିକ୍ରି, ବନ୍ଧା ହେଲେ ୩, ବଢ଼ିପାରେ ସଂଖ୍ୟା 

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ପର୍ଦ୍ଦାଫାଶ କରିଛି। ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (୩୦), ଦିଲୀପ…

ଚାଷଜମିରେ ରୁଆ ଚାଲିଥିଲା ଧାନତଳି, ବଜ୍ରପାତରେ ନଣନ୍ଦ, ଭାଉଜ ସମେତ ୩ ମୃତ

ଛତ୍ରପୁର,୨୬ା୮(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ମଙ୍ଗଳବାର ବଜ୍ରପାତରେ ନଣନ୍ଦ, ଭାଉଜଙ୍କ ସମେତ ୩ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନେ ବିଲରେ କାମ କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଛତ୍ରପୁର ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?