ବିକଶିତ ଭାରତକୁ ବିଜ୍ଞାନର ଅବଦାନ
ଦିଗପହଣ୍ଡି,୨୮|୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ପ୍ରଧାନାଆଚାର୍ଯ୍ୟ ଷଷ୍ଠି ପ୍ରସାଦ ବିଷୋୟୀ ଏବଂ ଭଗବତୀ ପ୍ରସାଦ ମିଶ୍ରଙ୍କ ମିଳିତ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଶ୍ରୀକାନ୍ତ…
ନିମପଲ୍ଲୀ ସେବାଶ୍ରମର ବାର୍ଷିକୋତ୍ସବ: ଯୋଗଦେଲେ ବିଡିଓ…
ଦିଗପହଣ୍ଡି,୨୮।୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ଏନ୍ଏସ ୨ ନଂ ୱାର୍ଡ ନିମପଲ୍ଲୀ ସରକାରୀ ସେବାଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ପ୍ରଧାନ ଶିକ୍ଷୟିତ୍ରୀ ସୁମିତ୍ରା କୁମାରୀ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସାହୁ ସଭାପତିତ୍ୱ…
କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ମନେପକାଇ…
ଭଞ୍ଜନଗର,୨୮ା୨(ବାବୁଲା ପ୍ରଧାନ)-ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ କବି ସମ୍ରାଟ ସାହିତ୍ୟ ସଂସଦ,ଭଞ୍ଜନଗର ପକ୍ଷରୁ ମିଳିତ ଭାବେ ଶୁକ୍ରବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର…
ବାପାଙ୍କୁ ହତ୍ୟାକାରୀ ବନ୍ଧାହେଲେ ପୁଅ
ଶେରଗଡ଼,୨୮ା୨(ସୂର୍ଯ୍ୟ ନାରାୟଣ ଦାଶ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଗୁରୁବାର ରାତି ୧୦ଟାରେ ଏକ ହତ୍ୟାକାଣ୍ଡ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଶେରଗଡ଼ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚତ୍ ଘଟଣାର ତଦନ୍ତ କରିଛି।…
ଚଳନ୍ତା ଟ୍ରକରେ ଲାଗିଲା ନିଆଁ
ଛତ୍ରପୁର,୨୮।୨(ଦିଲ୍ଲୀପ ସାମଲ): ଏକ ଚଳନ୍ତା ଟ୍ରକରେ ଘଟିଛି ଅଗ୍ନିକାଣ୍ଡ। ଏପରି ଏକ ଅଘଟଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ବନ୍ଦର ସମୁଖ ଆର୍ଯ୍ୟପଲ୍ଲୀ ରାସ୍ତାରେ। ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଘରୋଇ କମ୍ପାନୀର ଏକ ମାଲ…
ପୁରୁଷୋତ୍ତମପୁର ପଞ୍ଚାୟତ ସମିତିର ସ୍ବତନ୍ତ୍ର ବୈଠକ: ଅଭିଯୋଗ ଆଣିଲେ ସମିତିସଭ୍ୟ, ସରପଞ୍ଚ
ପୁରୁଷୋତ୍ତମପୁର,୨୮।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଳକ ସମ୍ମିଳନୀ କକ୍ଷରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମକୁ ନେଇ ସ୍ବତନ୍ତ୍ର ବୈଠକ ବସିଛି। ଏହି ବୈଠକ ବିଡିିଓ ଶରତ କୁମାର ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିଭାବେ କବିସୂର୍ଯ୍ୟନଗର ବିଧାୟକ…
ଜାତୀୟ ଶିକ୍ଷାନୀତି ସମ୍ମିଳନୀ ଅନୁଷ୍ଠିତ : ‘ଯେଉଁ ଦେଶର ଶିକ୍ଷାନୀତି ଯେତେ ସୁଦୃଢ଼ ସେ ଦେଶ ସେତେ ବିକଶିତ’
ଭଞ୍ଜନଗର,୨୮।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଶୁକ୍ରବାର ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ବିକଶିତ ଭାରତ ଯୋଜନା ଉପରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ବିମଳ ଚନ୍ଦ୍ର…
ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍
ବ୍ରହ୍ମପୁର,୨୮ା୨(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକ ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ କରିଛନ୍ତି। ସେ ଜଣେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ…
ଶୌଚ ପାଇଁ ଯାଇଥିବାବେଳେ ପୋଖରୀରେ ବୁଡ଼ିଗଲେ ବ୍ୟକ୍ତି
ଦିଗପହଣ୍ଡି,୨୮ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସ୍ଷ୍ଟାଣ୍ଡ ନିକଟ ବିଶ୍ୱାସରାୟ ବନ୍ଧ ପୋଖରୀରୁ ଶୁକ୍ରବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବଡ଼ ବନ୍ଧସାହିର ଲିକା ସାହୁ ଓରଫ ନିକା(୫୦)। ସେ…
ପୋତାଗଡ଼ରେ ବେଆଇନ ପାର୍କିଂ ଆଦାୟକୁ ନେଇ ବଢୁଛି ଅସନ୍ତୋଷ, ପର୍ଯ୍ୟଟକ ନିରାଶ
ଗଞ୍ଜାମ,୨୮ା୨(ବିଦ୍ୟାଧର ସାହୁ): ସହର ନିକଟରେ ଐତିହାସିକ ପୋତାଗଡ଼ ଦୁର୍ଗ ଅବସ୍ଥିତ। ଏହି ପୋତାଗଡ଼ ଦୁର୍ଗକୁ ବୁଲିବାକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ବର୍ତ୍ତମାନ ପୋତାଗଡ଼ର ପୁନଃ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିବା ଲକ୍ଷରେ ତତ୍କାଳୀନ…
୭୮ ବର୍ଷ ପରେ ଚକରା ଘାଟି ମନେପଡ଼ିଲା: ବିଧାୟକ,ଆରସିସିଏଫ ଉନ୍ନୟନ କାର୍ଯ୍ୟ ତଦାରଖ କଲେ
ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ):ଘୁମୁସର ବୀର ଚକରା ବିଷୋୟୀଙ୍କ ସ୍ମୃତିକୁ ବଜାୟ ରଖିବା ପାଇଁ ଦେଶ ସାଧୀନତାର ୭୮ ବର୍ଷ ପରେ ବର୍ତ୍ତମାନର ଭାଜପା ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉଦ୍ୟମରେ ଚକରା ଘାଟିର ଉନ୍ନତିକରଣ କାର୍ଯ୍ୟ…
ଚୋରି ଟ୍ରକ୍ ପୁରୀରୁ ଠାବ
ଗୋପାଳପୁର,୨୭ା୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ପେଟ୍ରୋଲ ପମ୍ପ ପରିସରରେ ଟ୍ରକ୍କୁ ପାର୍କିଂ କରି ଡ୍ରାଇଭର ଏକ ହୋଟେଲରେ ଶୋଇଥିବା ସମୟରେ ଗାଡ଼ି ଚୋରି ହୋଇଥିବାର ୨୪ ଘଣ୍ଟା ମଧ୍ୟରେ…
Archives


