ଗଞ୍ଜାମ

୪ ବର୍ଷ ପରେ ପୁଣି ଚମକିଲେ ଗଞ୍ଜାମର ମନସ୍ବିନୀ

ଗଞ୍ଜାମ,୨୮।୪(ଡି.ଏନ.ଏ.): ଗଞ୍ଜାମ ଜିଲା ମଲାଡ଼ ପଞ୍ଚାୟତ ପଣିବନ୍ଧ ଗ୍ରାମର ସୁନାଝିଅ ମନସ୍ବିନୀ ମହାରଣା ପୁଣି ଚମକିଛନ୍ତି। ସେ ଚଳିତ ମାସ ୨୦ରୁ ୨୪ ଯାଏ ଗୋଆର ହାୱାଲି ବିଚରେ ଅଲ ଇଣ୍ଡିଆ ବୋର୍ଡ ସେଲିଂ ଚାମ୍ପିୟନସିପ ପ୍ରତିଯୋଗିତା ଭାଗ ନେଇ ରୌପ୍ୟ...

ସ୍ମାର୍ଟ ସ୍କୁଲରେ ଶିକ୍ଷକ ଅଭାବ

ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ମହାନଗର ନିଗମର ବହୁ ପୁରାତନ ସରକାରୀ ସିଟି ହାଇସ୍କୁଲରେ ଚଳିତ ଶିକ୍ଷାବର୍ଷ ନିମନ୍ତେ ଏପ୍ରିଲ ୨୦ରୁ ବିଭିନ୍ନ ଶ୍ରେଣୀରେ ଛାତ୍ରୀଛାତ୍ରଙ୍କ ନାମଲେଖା ଆରମ୍ଭ ହୋଇଛି। ତେବେ ସ୍ଥାନୀୟ ଅଞ୍ଚଳର ଅଭିଭାବକ ପିଲାଙ୍କ ନାମ ଲେଖାଇବା ପାଇଁ ଗଲେ...

ବୁଗୁଡ଼ା ନୂଆ ବସ୍‌ଷ୍ଟାଣ୍ଡରେ ଶୀତଳ ଜଳ ଯନ୍ତ୍ର ଅକାମୀ

ବୁଗୁଡ଼ା,୨୮।୪(ଡି.ଏନ.ଏ.): ଯାତ୍ରୀମାନଙ୍କୁ ସ୍ବଚ୍ଛ ଓ ଶୀତଳ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ମାତ୍ର ୪ ମାସ ତଳେ ବୁଗୁଡ଼ା ନୂଆଁ ବସଷ୍ଟାଣ୍ଡ ପରିସରରେ ସ୍ଥାପନ କରାଯାଇଥିବା ୱାଟର ଫିଲଟର ଅକାମି ହୋଇପଡିଛି। ଫଳରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ପାଇଁ ବସକୁ...

ଭଞ୍ଜନଗରରେ ଭିଜିଲାନ୍ସ ସର୍କିଟ କୋର୍ଟ

ଭଞ୍ଜନଗର,୨୮।୪(ଡି.ଏନ୍‌.ଏ.): ହାଇକୋର୍ଟ ନିର୍ଦ୍ଦେଶକ୍ରମେ ଭଞ୍ଜନଗରରେ ମଙ୍ଗଳବାର ଭିଜିଲାନ୍ସ ସର୍କିଟ କୋର୍ଟ ଖୋଲିଛି । ଗଞ୍ଜାମ ଜିଲା ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ଲୁନା ମହାନ୍ତି ବୁଧବାର ସର୍କିଟ କୋର୍ଟରେ ଯୋଗଦେଇ ଭଞ୍ଜନଗର ଅଞ୍ଚଳର ୬ଟି ମାମଲାର ବିଚାର କରିଥିଲେ। ଏହାପୂର୍ବରୁ ବାର ଆସୋସିଏଶନ...

ରାଜନୈତିକ ଶତ୍ରୁତାରୁ ୨ ବିଜେଡି ନେତାଙ୍କୁ ହତ୍ୟା ଘଟଣା: ପୋଲିସ କବ୍‌ଜାରେ ୬ ସନ୍ଦିଗ୍ଧ

ଦିଗପହଣ୍ଡି,୨୮।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ପଞ୍ଚାୟତର ସଉରା ପାହାଡ ଗାଁ ନିକଟ ରାସ୍ତା ପାର୍ଶ୍ୱରେ ଗତ ଶନିବାର ପାଳଝାଡି ଗ୍ରାମର ୨ ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର କାନ୍ତ ପାତ୍ରଙ୍କୁ ଯୋଜନାବଦ୍ଧ ଭାବେ...

ମା’ କନକଦୁର୍ଗା ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ

ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ଶିଳ୍ପାଞ୍ଚଳ ପାର୍ଶ୍ୱ ଆଙ୍କୁଲିର ପ୍ରସିଦ୍ଧ ମା’ କନକ ଦୁର୍ଗା ଠାକୁରାଣୀ ଯାତ୍ରା ବୁଧବାର ରାତ୍ରରୁ ଆରମ୍ଭ ହୋଇଛି। ତେଣୁ ମହାନଗରର ୪୦ନଂ. ୱାର୍ଡ ଆଙ୍କୁଲି ଉତ୍ସବମୁଖର ହୋଇଯାଇଛି। ଏହି ଦ୍ୱି-ବାର୍ଷିକ ଯାତ୍ରା ୧୫ ଦିନ ଚାଲିବ ଏବଂ...

୫ ମାସ ପରେ ବି ପାଞ୍ଚ ଅନ୍ତେବାସୀଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ(ବାଳକ)ରୁ ୬ ଜଣ ଅନ୍ତେବାସୀ ଚମ୍ପଟ ଘଟଣାର ୫ ମାସ ବିତିଯାଇଛି। ଅଦ୍ୟାବଧି ୫ ଜଣଙ୍କ ପତ୍ତା ପାଇ ପାରିନାହିଁ ପୋଲିସ। ଚମ୍ପଟ ଅନ୍ତେବାସୀ ନିଜ...

ବିଏମ୍‌ସି କଠିନ ବର୍ଜ୍ୟବସ୍ତୁ ପ୍ରକଳ୍ପ କାର୍ଯ୍ୟାରମ୍ଭ

ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନିର୍ମିତ ହୋଇଥିବା କଠିନ ବର୍ଜ୍ୟବସ୍ତୁ ପ୍ରକଳ୍ପ ପ୍ରାୟ ୩ ବର୍ଷ ପରେ କାର୍ଯ୍ୟାରମ୍ଭ ହୋଇଛି। ଏ ନେଇ ବୁଧବାର ବିଏମ୍‌ସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ନିର୍ବାହୀ ଯନ୍ତ୍ରୀ ବସନ୍ତ ପାଢୀ...

ଗଞ୍ଜାମରେ ନୂଆ ଆର୍‌ଟିଓ

ଛତ୍ରପୁର,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ନୂତନ ଆର୍‌ଟିଓ ଭାବେ ମାନସ ସାହୁ କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ସେ ବରଗଡ଼ ଜିଲାରେ ଆର୍‌ଟିଓ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଏବେ ଗଞ୍ଜାମରେ ସେ ଯୋଗଦେବା ପରେ ତାଙ୍କୁ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିବା...

ଗୋପାଳ ସାର୍‌ଙ୍କୁ ଧକ୍କା ଦେଲା ସ୍କୁଲ ବସ୍‌

ଗଞ୍ଜାମ,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ସହର ନିକଟସ୍ଥ ଶନିମନ୍ଦିର ପାଖରେ ମଙ୍ଗଳବାର ଏକ ସ୍କୁଲ ବସ୍‌ ଧକ୍କାରେ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଦାମୋଦର ପୁର ଗ୍ରାମର ଆଦର୍ଶ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା। ତାଙ୍କୁ ଚିକିତ୍ସା ପାଇ...

ଶୂନ୍ୟ ହେଲା ମା’ କୋଳ: ଏକାସାଙ୍ଗରେ ଚାଲିଗଲେ ଭାଇ ଉଭଣୀ

ଗଞ୍ଜାମ,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ହୁମା ଫାଣ୍ଡି ଅଧୀନ ଗଡ଼ହୁମା ଗ୍ରାମରେ ମଙ୍ଗଳବାର ଏକ ଦୁଖଃଦ ଘଟଣା ଘଟିଛି। ଗାଁର ଗୋବିନ୍ଦ ମହାରଣାଙ୍କ ନାତି ଏବଂ ନାତୁଣୀଙ୍କ ଗୋଟିଏ ଦିନରେ ଅକାଳ ବିୟୋଗ ଘଟିଛି। ମୃତ ଭାଇ ଭଉଣୀ ହେଲେ ରୁଦ୍ର(୨...

ଋଷିକୂଲ୍ୟାରେ ବୁଡ଼ି ଛତିଶଗଡ଼ ଯୁବକ ନିଖୋଜ

ଛତ୍ରପୁର,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଗଙ୍ଗାପୁର ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ନିକଟ ଋଷିକୁଲ୍ୟା କଂସାରୀ ଗଣ୍ଡରେ ଗାଧୋଇାକୁ ଯାଇ ଛତିଶିଗଡ଼ର ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ଜଣକ ହେଉଛନ୍ତି ଆଶିଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri