ଗଞ୍ଜାମ

ନାବାଳିକାଙ୍କୁ ଅପହରଣ କରି ନେଇଥିଲେ ବେଲଖଣ୍ଡିର ଯୁବକ, ଭୁବନେଶ୍ୱରରୁ ଉଦ୍ଧାର କଲା…

ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମରୁ ଅପହରଣ କରାଯାଇଥିବା ଜଣେ ନାବାଳିକାଙ୍କୁ ପାଟପୁର ପୋଲିସ ବୁଧବାର ଭୁବନେଶ୍ୱରରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ନାବାଳିକାଙ୍କ ପରିବାର ଲୋକେ ପାଟପୁର ଥାନାରେ ଗତ ସୋମବାର ଏତଲା ଦେଇଥିଲେ।…

ବିଜେଡିରୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବହିଷ୍କୃତ

ଗଞ୍ଜାମ,୩ା୬(ବିଦ୍ୟାଧର ସାହୁ ): ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ତାଙ୍କ ସ୍ବାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି । ଏ ନେଇ ବିଜେଡ଼ି ରାଜ୍ୟ ଉପସଭାପତି…

ନାବାଳିକା କଲେଜ ଛାତ୍ରୀଙ୍କୁ ପିଛା, ଲଜିଂ ନେଇ ବଳାତ୍କାର; ଫଟୋ-ଭିଡିଓ ଭାଇରାଲ କରିବା ପରେ…

ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ବଳାତ୍କାର ସହ ଆପତ୍ତିଜନକ ଫଟୋ – ଭିଡ଼ିଓ ଭାଇରାଲ ଘଟଣାରେ ସମ୍ପୃକ୍ତ ଯୁବକ ଜଗନ୍ନାଥ ଦୋରାଙ୍କୁ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ…

ରାତ୍ରି ଜଗୁଆଳଙ୍କ ଝିଅଙ୍କୁ ବଳାତ୍କାର, ଜେଲ ଗଲେ ସଂସ୍କୃତ ଶିକ୍ଷକ

ଦିଗପହଣ୍ଡି,୪ା୬(ଅଶେଷ ନାଥ ମିଶ୍ର)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ହାଇସ୍କୁଲର ସଂସ୍କୃତ ଶିକ୍ଷକଙ୍କୁ ପାଟପୁର ପୋଲିସ ବୁଧବାର ବଳାତ୍କାର ଅଭିଯୋଗରେ ଗିରଫ କରିଛି। ସେ ହେଲେ ମୟୁରଭଞ୍ଜ ଜିଲା ବୈଶିଙ୍ଗା ଥାନା ବେତନଟୀ ବ୍ଲକ୍‌ ଜନକଦେଇପୁର ଗ୍ରାମର ମୃତ୍ୟୁଞ୍ଜୟ ଗଣା।…

ଗଞ୍ଜାମର ଗର୍ବ-ଗୌରବ କୃଷ୍ଣସାର ମୃଗ: ଭରି ରହିଛି ଲୋକଙ୍କ ଆଧ୍ୟାତ୍ମିକ ବିଶ୍ୱାସ

ଭଞ୍ଜନଗର,୪ା୬(ବାବୁଲା ପ୍ରଧାନ): ବୈଦିକ ଯୁଗରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କୃଷ୍ଣସାର ମୃଗ ସମ୍ପର୍କିତ ମାହାତ୍ମ୍ୟ ପ୍ରସଙ୍ଗମାନ ଉଲ୍ଲେଖ ରହିଛି। ବେଦ, ଉପନିଷଦ, ରାମାୟଣ, ମହାଭାରତ ଓ ସଂସ୍କୃତ ତଥା ଭଞ୍ଜ ସାହିତ୍ୟରେ ମଧ୍ୟ ଉକ୍ତ ମୃଗ ସମ୍ପର୍କରେ ବର୍ଣ୍ଣନା ଅଛି।…

ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ

ବ୍ରହ୍ମପୁର,୪ା୬(ସୁବାସ ଚନ୍ଦ୍ର ପାଢ଼ୀ): ବିଭିନ୍ନ କାରଣକୁ ନେଇ ପୋଲିସ ପୋଷାକ ଖାକିରେ ଦାଗ ଲାଗୁଛି। ପୋଲିସ ଜନସାଧାରଣଙ୍କୁ ସେବା ଯୋଗାଇବା ବଦଳରେ ତାଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁଛନ୍ତି। ବୁଧବାର ଏମିତି ଏକ ଘଟଣାରେ ଜଣେ ମହିଳା ଥାନାର ମହିଳା ଏଏସଆଇ…

୫୦ ହେକ୍ଟର ଜମିରେ ହେବ ନୂତନ ଜଙ୍ଗଲ: ବୁଦୁଲିରେ ଓଭର ବ୍ରିଜ ଯୋଜନା

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ):ଖଣି ଖୋଳିବା ଏବଂ ରାସ୍ତା ସମ୍ପ୍ରସାରଣ ସମୟରେ ଯେତିକି ଜଙ୍ଗଲ କ୍ଷୟ ହେଉଛି ତାର ଦୁଇଗୁଣା ନୂତନ ଜଙ୍ଗଲ ରାଜ୍ୟର ଯେକୌଣସି ସ୍ଥାନରେ ସୃଷ୍ଟି କରିବା ନିୟମ ଅଛି। ତେଣୁ ଆଦାନୀ ଗ୍ରୁପ ମହାନଦୀ କୋଲ ବ୍ଲକ ଜଙ୍ଗଲ କ୍ଷତିକୁ…

ଗଞ୍ଜାମ ଏନଏସିର ବିଚିତ୍ର ନୀତି: ମହିଳା ଶୌଚାଳୟରେ ନାହିଁ କବାଟ

ଗଞ୍ଜାମ,୩।୬(ବିଦ୍ୟାଧର ସାହୁ):ଗଞ୍ଜାମ ସହର ସାନ ବଜାର ଏବଂ ବଡ଼ ବଜାର ଠାରେ ଏନଏସି ପ୍ରଶାସନ ପକ୍ଷରୁ ବାହାରୁ ଆସୁଥିବା ମହିଳା ଓ ପୁରୁଷଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କରାଯାଇଛି l ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁ ବ୍ୟବହାର ନହେଉଣୁ ତାହା ଭାଙ୍ଗି…

କୃଷି ଭିତ୍ତିକ ଯୋଜନାର ପ୍ରଚାରପ୍ରସାର ଜରୁରୀ

ଗଞ୍ଜାମ,୩।୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଲଙ୍ଗ ପଞ୍ଚାୟତ ପାଲଙ୍ଗ ଗ୍ରାମରେ ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କୃଷି ଅଧିକାରୀ ରଶ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଏଡିଓ କୁଳମଣି…

ବ୍ରହ୍ମପୁରରେ ଚାଞ୍ଚଲ୍ୟ: ଯୁବକଙ୍କୁ ଅପହରଣ କରି ଖଣ୍ଡାରେ ହାଣି ହତ୍ୟା

ବ୍ରହ୍ମପୁର,୩।୬(ସୁବାସ ଚନ୍ଦ୍ର ପାଢ଼ୀ): ଅପରାଧ ଦମନ ପାଇଁ ପୋଲିସ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। ହେଲେ ବ୍ରହ୍ମପୁର ସହରରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ବଡବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହି ନିକଟରେ ଥିବା…

ଆଇକୋଲଡ୍‌ କଂଗ୍ରେସ ସମ୍ମିଳନୀରେ ଯୋଗଦେଲେ ଓଡ଼ିଆ ଯନ୍ତ୍ରୀ: ରାଜ୍ୟ ପାଇଁ ଆଣିଲେ ଗୌରବ

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ)-ଚୀନର ଚେଙ୍ଗୁଡୁ ସହରରେ ଗତ ୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ୨୮ତମ ଇଣ୍ଟରନ୍ୟାଶନାଲ କମିଶନ ଅନ୍‌ ଲାର୍ଜ ଡେମ(ଆଇକୋଲଡ) କଂଗ୍ରେସର ୯୩ ତମ ବାର୍ଷିକ ଅଧିବେଶନ ଅନଷ୍ଠିତ ହୋଇଥିଲା। ଏଥିରେ common challenges, shared future, better’ dam ପ୍ରସଙ୍ଗ…

ରକ୍ତ ଅଭାବକୁ ଦୂର କରିବା ପାଇଁ ପ୍ରୟାସ

ଦିଗପହଣ୍ଡି,୨ା୬ (ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମରେ ମା’ଶ୍ୟାମଲାଈ ଯାତ୍ରାର ବାର୍ଷିକ ଉତ୍ସବ ଉପଲକ୍ଷେ ସ୍ଥାନୀୟ ହାଇସ୍କୁଲ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ବ୍ରହ୍ମପୁର ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୂର କରିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri