ଯୁବକଙ୍କୁ ଚାପି ଦେଇ ଚମ୍ପଟ ମାରିଲା ମାଇନିଂ ଟ୍ରକ, ଘଟଣାସ୍ଥଳରେ…
ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ ଡୁବୁଲି ଛକ ସ୍ଥିତ ତଟରକ୍ଷୀବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମାଇନିଂ ଟ୍ରକ ଚପାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଜଣକ ହେଲେ ମାଟିଖାଲ ଗ୍ରାମର ନାରାୟଣ ପ୍ରଧାନ (୩୩) ।…
ସାର ପାଇଁ ଠେଲାପେଲା: ଚେତା ଶୂନ୍ୟ ହୋଇପଡିଲେ ମହିଳା ଚାଷୀ, ଘଟଣାସ୍ଥଳରେ…
ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଭୋରରୁ ସାର ପାଇଁ ୫ ଶହରୁ ଊଦ୍ଧର୍ବ ଚାଷୀଙ୍କ ଭିଡ଼ ଲାଗିରହିଥିଲା। ସେମାନେ ନିଜ ନିଜର ଆଧାରକାର୍ଡକୁ ତଳେ ଲାଇନରେ ରଖି…
ଭୀଷ୍ମଗିରି କଲେଜରେ ଶକ୍ତିଶ୍ରୀ ଯୋଜନା ସମ୍ପର୍କିତ ଆଲୋଚନା: ଛାତ୍ରୀଛାତ୍ରମାନଙ୍କୁ ଦିଆଗଲା…
ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ଗୁରୁବାର ନବସୃଜନ ,ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଓ “ଶକ୍ତିଶ୍ରୀ” ଯୋଜନା ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ସଭାପତିତ୍ୱରେ…
ନୂଆ ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ କଲେ ବଡ଼ ଘୋଷଣା, କହିଲେ…
ଗଞ୍ଜାମ, ୪।୯(ବିଦ୍ୟାଧର ସାହୁ ): ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବୁଧବାର ସତ୍ୟଜିତ ବେନି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଶେରଗଡ଼ ଥାନାରେ କାର୍ଯ୍ୟ କରୁଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ଲୋକଙ୍କ ସମସ୍ୟାକୁ ଦୂର…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ପାଇଁ ବଡ଼ ପ୍ରସ୍ତୁତି: ବିଧାୟକ ଦେଲେ ଏମିତି ନିର୍ଦ୍ଦେଶ
ଭଞ୍ଜନଗର,୪।୯(ବାବୁଲା ପ୍ରଧାନ): ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଉକ୍ତ ଦିନକୁ ମନେ ପକାଇବା ପାଇଁ ସମଗ୍ର ରାଜ୍ୟରେ ଲକ୍ଷାଧିକ ଚାରା ରୋପଣ ହେବ। ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହିଭଳି ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ…
୭ ଦିନିଆ ଗଞ୍ଜାମ ଗସ୍ତରେ ଏଆଇସିସି ସଭ୍ୟ: ଭାଜପା-କଂଗ୍ରେସ ସଂଗଠନ ସଜାଡ଼ିବାରେ ବ୍ୟସ୍ତ, ବିଜେଡି ନୀରବ
ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ଗତ ସାଧାରଣ ନିର୍ବାଚନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ପରାଜୟ ସହ ଭାଜପାରୁ ବିଧାୟକ ଭାବେ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚିତ ହୋଇଥିଲେ। ଏହାପରେ ପ୍ରଦ୍ୟୁମ୍ନ ଦଳକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଲାଗି ପଡ଼ିଥିଲେ। ଫଳରେ ବିଜେଡି,…
ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ଠକେଇ, ଅଭିଯୋଗ ପରେ ମାପ ଓ ଓଜନ ବିଭାଗ ଚଢ଼ାଉ କରି…
ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ଥିବା ସାଇକୃପା ପେଟ୍ରୋଲ ପମ୍ପରେ ବୁଧବାର ଦିନ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ତଦନ୍ତ କରାଯାଇଛି। ବିଭାଗର ଯୁଗ୍ମ ନିୟନ୍ତ୍ରକ ସୁରସେନ ଜାନି, ନୀରିକ୍ଷିକା…
ଅଟୋରେ କରୁଥିଲେ ଗଞ୍ଜେଇ ଚାଲାଣ, ଅଭିଯୁକ୍ତ ସୁନୀଲ କୁମାରଙ୍କୁ…
ଦିଗପହଣ୍ଡି/ପାଟପୁର,୩।୯(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ) :ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଏକ ଗଞ୍ଜେଇ ବୋଝେଇ ଅଟୋ ଜବତ କରିଛନ୍ତି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଗଜପତି ଜିଲା ମୋହନା ଗ୍ରାମର ସୁନୀଲ କୁମାର ନାୟକଙ୍କୁ ଗିରଫ କରାଯାଇ ବ୍ରହ୍ମପୁର ଜିଲା…
ଚୋରି କରି ନେଇଥିଲେ ହନୁମାନ ବିଗ୍ରହଙ୍କ ଗଦା, ଉଦ୍ଧାର ପରେ ଗ୍ରାମ୍ୟ କମିଟିକୁ ହସ୍ତାନ୍ତର କଲା…
ଛତ୍ରପୁର,୩।୯(ଦିଲ୍ଲୀପ ସାମଲ/ ସନ୍ତୋଷ ପାଢ଼ୀ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମର ହନୁମାନ ବିଗ୍ରହଙ୍କ ୫ କିଲୋ ଓଜନର ଗଦା ଚୋରି ହୋଇଥିଲା। ଏଥିସହ ଗତ କିଛି ଦିନ ହେଲା ଗ୍ରାମରେ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଗ୍ରାମ୍ୟ କମିଟି…
ଗଞ୍ଜାମ ଜିଲା ପୋଲିସର ସାଗର କବଚ-୨ ସମରାଭ୍ୟାସ, ଶତ୍ରୁପକ୍ଷ ଆସିଲେ…
ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ /ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ସମୁଦ୍ରତଟ ସୁରକ୍ଷା ନେଇ ୨ଦିନିଆ ସାଗର କବଚ ସମରାଭ୍ୟାସ ଚାଲିଛି। ସମୁଦ୍ର ନିକଟ ଥାନା ଆର୍ଯ୍ୟପଲ୍ଲୀ, ଗଞ୍ଜାମ, ଛତ୍ରପୁର, ରମ୍ଭା, ଚମାଖଣ୍ଡି ପୋଲିସ ପକ୍ଷରୁ ଏହି ସମରାଭ୍ୟାସ କରାଯାଉଛି। ଜଳପଥ…
ପାଟ୍ରୋଲିଂ ବେଳେ ଅବକାରୀ ହାତରେ ଧରାପଡ଼ିଲେ, ମଦ ଜବତ ପରେ ଅଭିଯୁକ୍ତ…
ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ଶ୍ୟାମ ସୁନ୍ଦର ପଲ୍ଲୀ ଗ୍ରାମ ଉପର ସାହିର ଋଷିଆ ମଲ୍ଲିକଙ୍କୁ ବୁଧବାର ଦିଗପହଣ୍ଡି ଅବକାରୀ ଓଆଇସି ଅନୀତା ପ୍ରଧାନ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅବକାରୀ ମାମଲା…
ରାଜ୍ୟରେ ପ୍ରଥମଥର ପାଇଁ ଆସିଲା ଏମିତି ଏକ ମେଶିନ, ଅଧିକ ଅମଳ ସହ ବଢ଼ିବ ଚାଷୀଙ୍କ ରୋଜଗାର
ଭଞ୍ଜନଗର,୩ା୯(ବାବୁଲା ପ୍ରଧାନ): ରାଜ୍ୟରେ ରାଶିର ଯେତିକି ଆବଶ୍ୟକତା ଅଛି ତା’ଠାରୁ କମ ଉତ୍ପାଦନ ହେଉଛି। ଚାଷୀମାନେ ଯେଉଁ ପାରମ୍ପରିକ ପଦ୍ଧତିରେ ରାଶି ଚାଷ କରୁଛନ୍ତି। ସେଥିରେ ଖର୍ଚ୍ଚ ଅଧିକ ହେଉଛି। ଲାଭ ବିଶେଷ ନାହିଁ। ତେଣୁ ରାଶି ଚାଷ ପ୍ରତି ଚାଷୀମାନଙ୍କ…
Archives


