ସାଇକେଲ-ବାଇକ୍ ମୁହାଁମୁହିଁ, ୨ ଗୁରୁତର, ଚିକିତ୍ସା ବ୍ୟବସ୍ଥା କରାଇଲେ ବିଧାୟକ
ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର କୋଟିବିରାଡ଼ି ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବାଇକ୍ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ କୋଟିବିରାଡ଼ିର ଉଦୟ ନାୟକ ଓ...
୧୪ ଦଫା ଦାବି ନେଇ ଧାରଣାରେ ବସିଲେ ୩୭ ପରିବାର: ଜିଲାପାଳ ଦେଲେ ପ୍ରତିଶ୍ରୁତି
ଛତ୍ରପୁର, ୨।୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବଣିଆବସାର ବାଘଲଟି ଜଳପ୍ରକଳ୍ପ ବିସ୍ତାପିତ ୩୭ ପରିବାର ୧୪ ଦଫା ଦାବି ନେଇ ଛତ୍ରପୁରସ୍ଥିତ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ବାଘଲଟି ପ୍ରକଳ୍ପ ହେତୁ ୨୦୨୧ ମସିହାରେ ସେମାନଙ୍କୁ...
ଶ୍ରୀ ଜଗନ୍ନାଥ କଥାମୃତ ପ୍ରବଚନ: ଜଗନ୍ନାଥଙ୍କ ମାନବୀୟ ଲୀଳା ଶ୍ରବଣ କଲେ ଶ୍ରଦ୍ଧାଳୁ
ଦିଗପହଣ୍ଡି,୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜବାଟୀ ସିଂହଦାର ସମ୍ମୁଖରେ ଗତ ୨ ଦିନ ଧରି ଚାଲିଥିବା ଶ୍ରୀ ଜଗନ୍ନାଥ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଗୁରୁବାର ରାତିରେ ଉଦ୍ଯାପିତ ହୋଇଯାଇଛି। ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡାଙ୍କ ପ୍ରତ୍ୟକ୍ଷ...
କୟାଁ ବ୍ୟାଘ୍ରଦେବୀ ମନ୍ଦିର ଶୁଭସ୍ତମ୍ଭ ସ୍ଥାପନ: ଜୁନ ୪ରେ ପ୍ରତିଷ୍ଠା ଉତ୍ସବ
ଭଞ୍ଜନଗର,୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ନିକଟରେ ଥିବା ବହୁପୁରାତନ ମା’ ଭଗବତୀ ରାଜରାଜେଶରୀଙ୍କ କୟାଁ (ବାଟ) ବ୍ୟାଘ୍ରଦେୀ ମନ୍ଦିର ନୂତନ ପ୍ରାସାଦ ଉତ୍ସବ ଜୁନ ୪ ରୁ ୯ ତାରିଖ ୬ ଦିନ ଧରି ହେବ। ତେଣୁ...
କଳସ ଧରି ଗ୍ରାମ ପରିକ୍ରମା କଲେ ମହିଳା
ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ନେଟେଙ୍ଗା ଶ୍ରୀ ବୁଢ଼ିମା ଠାକୁରାଣୀ ମନ୍ଦିର ପୁନରୁଦ୍ଧାର ଏବଂ ପ୍ରତିଷ୍ଠା ଉତ୍ସବ ଗୁରୁବାର ଆରମ୍ଭ ହୋଇଯାଇଛି। ଗୁରୁବାର ରାତିରେ ନିକଟସ୍ଥ ନଦୀରୁ ଶତାଧିକ ମହିଳା ଜଳ ଗ୍ରହଣ କରି କଳସ ଶୋଭାଯାତ୍ରାରେ...
ସୁରତରେ ଉତ୍କଳ ବ୍ରାହ୍ମଣ ପରିବାର ପକ୍ଷରୁ ପର୍ଶୁରାମ ଜୟନ୍ତୀ
ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ସୁରତ ଉତ୍କଳ ବ୍ରାହ୍ମଣ ପରିବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ପର୍ଶୁରାମ ଜୟନ୍ତୀ ପାଳିତ ହୋଇଯାଇଛି। ସଭାପତି ଭାବଗ୍ରାହୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିଗତ ୩ ବର୍ଷ ଧରି ଏହି ଉତ୍ସବ ପାଳିତ ହେଉଛି। ମଙ୍ଗଳବାର ଅନୁଷ୍ଠିତ ଉତ୍ସବରେ...
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ
ପରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୋଷୋତ୍ତମ ଥାନା ଅଧୀନ କରନ୍ଦାପଲ୍ଲୀ ଗ୍ରାମରେ ମଙ୍ଗୁଳୁ ରେଡି ନାମକ ଜଣେ ବ୍ୟକ୍ତିଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ଅପରାଧୀ ମିଟୁ ରେଡିଙ୍କୁ ଗୁରବାର ଆଇଆଇସି ରାଜେଶ କୁମାର ନାୟକ ଗିରଫ କରି...
ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ଜେଲ ଗଲେ ସ୍ବାମୀ
ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମର ନବ ବିବାହିତା ସ୍ମୃତି ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସ୍ବାମୀ ସୁଜିତ ସାହୁଙ୍କୁ ପାଟପୁର ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଥାନାରେ...
‘ଶ୍ରମିକମାନେ ସମାଜର ପ୍ରମୁଖ ଅଙ୍ଗ’
ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଗୁରୁବାର ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ କୋର୍ଟ ପରିସରରେ ଓକିଲ ସଂଘର ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ସଚେତନତା...
ପୁରୁଷୋତ୍ତମପୁର ଏସ୍ଡିପିଓଙ୍କ ନିଆରା ପଦକ୍ଷେପ, ସାଧାରଣରେ ପ୍ରଶଂସା
ପୁରୁଷୋତ୍ତମପୁର,୧।୫(ସିମାଞ୍ଚଳ ମିଶ୍ର): ସମାଜରେ ଘଟି ଚାଲିଥିବା ଅପରାଧିକ କାର୍ଯ୍ୟକଳାପକୁ କିଭଳି ରୋକାଯାଇ ପାରିବ ଏବଂ ପୋଲିସ-ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଯୋଗୁ ଲୋକେ ପୋଲିସକୁ ବନ୍ଧୁ ଭାବରେ ଗ୍ରହଣ କରିବେ। ଏହାଦ୍ବାରା ଅପରାଧିଙ୍କ ଗତିବିଧିର ସୁରାକ ପୋଲିସକୁ ସହଜରେ ମିଳିପାରିବା ସହ...
‘ଗ୍ରାମାଞ୍ଚଳ ବିକାଶରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୁଣ୍ଡିରିବାଡ଼ି ପଞ୍ଚାୟତ ଘର ଶିଳାନ୍ୟାସ ହୋଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ବିଧାୟକ ନାୟକ କହିଥିଲେ ଯେ,...
ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ
ଗଞ୍ଜାମ,୧ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି l ଜଣେ ମତ୍ସ୍ୟଜୀବୀ କେନାଲରେ ମାଛ ମାରୁଥିବା ତାଙ୍କର ମୃତ୍ୟୁ ଘଟିଥିବା ସହରରେ ଚର୍ଚ୍ଚା ହେଉଛ। ମୃତ ବ୍ୟକ୍ତି ହେଉଛନ୍ତି ପୋ ଗ୍ରାମର ସି ଏଚ୍...
Archives


