ଗଞ୍ଜାମ

ସୌରା ପାହାଡ଼ ଡବଲ ମର୍ଡର ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଆଜୀବନ

ବ୍ରହ୍ମପୁର, ୧୮।୬ (ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବହୁ ଚର୍ଚ୍ଚିତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପାଳଝାଢ଼ି ଗ୍ରାମର ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର ପାତ୍ର ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ ହୋଇଛି। ଉପଯୁକ୍ତ ପ୍ରମାଣ...

ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ୍‌ତାର, ନିଜେ ହୋଇଗଲେ ଶିକାର

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରେଞ୍ଜକୁ ଗୋଟିଏ ପରେ ଗୋଟିଏ ବିପଦ ଗୋଡ଼ାଉଛ। ଦୁଇଦିନ ପୂର୍ବେ ରେଞ୍ଜ କାର୍ଯ୍ୟାଳୟକୁ ବୋମାମାଡ଼ ହୋଇଥିଲା। ଏହି ଘଟଣାର ପ୍ରକୃତ ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।...

ସ୍ବାମୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ, ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ ବେଳେ…

ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗାଁରୁ ଆସିଛି ପୁଣି ପାରିବାରିକ କଳହର କରୁଣ ପରିଣତି। ସ୍ବାମୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ ସ୍ତ୍ରୀ। ଖବର ପାଇ ଘଟଣାସ୍ଥଳରେ ଧରାକୋଟ...

କଳିଙ୍ଗା ଘାଟିରେ ଧସିଲା ମାଟି ଅତଡ଼ା, ପାହାଡ଼ ତଳକୁ ଖସିଲା ୨ ଜେସିବି

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଳିଙ୍ଗା ଘାଟିରେ ମାଡ଼ି ଅତଡ଼ା ଧସିଛି। ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଧସି ପଡ଼ିଥିବା ଜଣାପଡ଼ିଛି। ତେବେ ଘାଟି ରାସ୍ତା କାମ ଚାଲିଥିବା ବେଳେ ଏହି ମାଟି ଅତଡ଼ା ଧସିଛି। ଫଳରେ ୨ଟି...

ସମୁଦ୍ର ଆଁରେ ଆର୍ଯ୍ୟପଲ୍ଲୀ

ଛତ୍ରପୁର, ୧୭।୬(ଦିଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଥିବାରୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ ତଥା...

ଉପାନ୍ତ ଅଞ୍ଚଳରେ ରଜ ଉତ୍ସବ, ସହରୀ ସ୍ବେଚ୍ଛାସେବୀଙ୍କୁ ଦେଖି ଉତ୍ସାହିତ ଗ୍ରାମବାସୀ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଓଡ଼ିଶାର ଗଣପର୍ବ ରଜ ଉତ୍ସବକୁ ବେଶ୍‌ ଧୁମଧାମରେ ପାଳିତ ହୋଇଯାଇଛି। ମାତ୍ର ବିପଦର ବନ୍ଧୁ ଏବଂ ଘୁମୁସର ଲେଖିକା ସଂସଦ କିନ୍ତୁ ଉକ୍ତ ଉତ୍ସବକୁ ନିଆର ଢ଼ଙ୍ଗରେ ପାଳନ କରିଛନ୍ତି। ଉକ୍ତ...

ଦେଶୀମଦ ଭାଟିରେ ପଶି ବଟି ମାଗିବା ଅଭିଯୋଗ: ଖବରଦାତାଙ୍କ ନାମରେ ମାମଲା ରୁଜୁ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀମଦ ଭାଟି ଭିତରକୁ ଜବରଦସ୍ତ ପ୍ରବେଶ କରି ଉପସ୍ଥିତ କର୍ମଚାରୀଙ୍କୁ ଭୟଭୀତ କରି ବଟି ମାଗିବା ସହ ଧମକ ଦେବା ଅଭିଯୋଗରେ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଚ୍ୟାନେଲର...

ପାଟ୍ରୋଲିଂ ବେଳେ ପଡ଼ିଲେ ଧରା, ମଦ ବିକି କୋର୍ଟଚାଲାଣ ହେଲେ ତଅପୋଇ

ଦିଗପହଣ୍ଡି,୧୭ା୬(ଅଶେଷ ନାଥ ମିଶ୍ର)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଢେୟାଗରଦ ଗ୍ରାମର ତଅପୋଇ ମଲ୍ଲିକଙ୍କୁ ମଦ ଚୋରାକାରବାର କରୁଥିବା ଅଭିଯୋଗରେ ଅବକାରୀ ଓଆଇସି ଅନିତା ପ୍ରଧାନ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସୋମବାର ଓଆଇସିଙ୍କ ନେତୃତ୍ୱରେ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା...

ଗୋପାଳପୁର ଗଣଦୁଷ୍କର୍ମ ମାମଲାକୁ ‘ରେଡ୍ ଫ୍ଲାଗ୍’: କ୍ରାଇମବ୍ରାଞ୍ଚ କରିବ ଘଟଣାର ତଦନ୍ତ

କଟକ, ୧୭।୬: ଗୋପାଳପୁରରେ ଘଟିଥିବା ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜି) ୱାଇ ବି ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ମାମଲାକୁ ‘ରେଡ୍ ଫ୍ଲାଗ’ ଶ୍ରେଣୀଭୁକ୍ତ କରାଯାଇଛି, ଯାହା ଏହାର ଗୁରୁତ୍ୱ ଏବଂ...

ଏନ୍‌ଏସିକୁ ବାରମ୍ବାର ଦୌଡିବା ପରେ ମିଳୁନି ରାଶନ କାର୍ଡ

ଗଞ୍ଜାମ,୧୭ା୬(ବିଦ୍ୟାଧର ସାହୁ)- ସାଧାରଣ ଲୋକଙ୍କୁ କିଭଳି ସହଜରେ ସମସ୍ତ ସୁବିଧା ମିଳିପାରିବ ସେଥିପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କେତେକ କ୍ଷେତ୍ରରେ ଏହି ସୁବିଧାରୁ ଗରିବ ଲୋକେ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ଗଞ୍ଜାମ ଏନଏସି ଅନ୍ତର୍ଗତ ୧...

ହିଞ୍ଜିଳିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ଥାନା ସମ୍ମୁଖରୁ ଓ ପୋଲିସ ଘରୁ ସିରିଜ ଚୋରି; ସୁନାଗହଣା, ଟଙ୍କା…

ହିଞ୍ଜିଳିକାଟୁ, ୧୭।୬(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋପାଳପୁର ବେଳାଭୂମିରେ ବଳାତ୍କାର ଘଟଣାରେ ଅଭିଯୁକ୍ତ ମାନେ ହିଞ୍ଜିଳି ଥାନା ଅଞ୍ଚଳର ଜଣା ପଡ଼ିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।...

ଚଳିତ ବର୍ଷ ୭୦ କୋଟି ମତ୍ସ ଯାଆଁଳ ବିକିବେ ସରକାର: ଭିତ୍ତିଭୂମୀ, କର୍ମଚାରୀ ଅଭାବ ଯୋଗୁ ଲକ୍ଷ୍ୟ ପୂରଣ ନେଇ…

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ)-ଚଳିତ ବର୍ଷ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ତେଣୁ ଧାନ ଏବଂ ମାଛ ଚାଷ ପାଇଁ ଚାଷୀମାନେ ତତ୍ପର ହେଲେଣି। ଚଳିତ ବର୍ଷ କେବଳ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ଫାର୍ମ ମାଧ୍ୟମରେ ୭୦ କୋଟି ୩୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri