ଗଞ୍ଜାମ

ଜାନବିଲି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବି: ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର ଅଫିସ୍‌,୨୪ା୬: ଅସମ୍ପୂର୍ଣ୍ଣ ଜାନବିଲି ପ୍ରକଳ୍ପକୁ ନେଇ ଏବେ ବ୍ରହ୍ମପୁର ସହରବାସୀଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ତରବରିଆ ଭାବେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ହେଲେ ଏଯାଏ ଲୋକଙ୍କ ଘରେ ପାଣି ପହଞ୍ଚିପାରି ନାହିଁ ।…

ଡାକ୍ତର ନାହାନ୍ତି, ରୋଗୀ ହନ୍ତସନ୍ତ

ଫିରିଙ୍ଗିଆ,୨୪।୬-ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୩ ମାସ ହେଲା ଡାକ୍ତର ନାହନ୍ତି। ଏହି ମେଡିକାଲ ଉପରେ ନିର୍ଭର କରୁଥିବା ୩ ପଞ୍ଚାୟତବାସୀ ଚିକିତ୍ସା ସେବା ନ ପାଇ ହନ୍ତସନ୍ତ ହେଉଛନ୍ତି। ଏହି ମେଡିକାଲରେ ନିଯୁକ୍ତି ପାଇଥିବା…

ପରାଜୟର ମାନସ ମନ୍ଥନ କଲା ଗଞ୍ଜାମ କଂଗ୍ରେସ

ବ୍ରହ୍ମପୁର ଅଫିସ,୨୪ା୬-ସାଧାରଣ ନିର୍ବାଚନର ଅଢ଼େଇ ମାସ ଓ ଫଳାଫଳ ଘୋଷଣାର ମାସେ ପୂରିବା ଦିନ ରବିବାର ଦଳର ଶୋଚନୀୟ ପରାଜୟ ନେଇ ମାନସ ମନ୍ଥନ କରିଛି ଗଞ୍ଜାମ ଜିଲା କଂଗ୍ରେସ। ଅତୀତରେ କଂଗ୍ରେସର ଦୁର୍ଗ ରୂପେ ଚିହ୍ନଟ ହୋଇଥିବା ଏହି ଜିଲାରେ…

ବଳିପ୍ରଥା ପାଇଁ ଲୋଭ ଦାୟୀ

ବ୍ରହ୍ମପୁର ଅଫିସ୍‌,୨୪ା୬-ବିନା ପରିଶ୍ରମରେ ଅଧିକ ହାସଲ କରିବାର ଯେଉଁ ଲୋଭ ମଣିଷ ମାନସିକତାରେ ଦେଖିବାକୁ ମିଳିଛି, ସେଥିରୁ ହିଁ ଜନ୍ମ ନେଇଛି ବଳିପ୍ରଥା ଭଳି ଏକ ଘୃଣ୍ୟ ପରମ୍ପରା। କେବଳ ଆଇନ୍‌ ନୁହଁ, ବ୍ୟାପକ ସଚେତନତା ଦ୍ୱାରା ଏହି ପ୍ରଥାକୁ ମୂଳପୋଛ…

ଆନ୍ଦୋଳନକାରୀ ପରିବା ବ୍ୟବସାୟୀଙ୍କ ପ୍ରତି ତହସିଲଦାରଙ୍କ ଦବଙ୍ଗଗିରି : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ପୁରୁଷୋତ୍ତମପୁର, ୨୩ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପରିବା ମାର୍କେଟ ଭାଙ୍ଗିବା ନେଇ ବ୍ୟବସାୟୀମାନେ ବୁଧବାରଠାରୁ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଆନ୍ଦୋଳନ ସମୟରେ ମାର୍କେଟ ମଧ୍ୟରେ ରୋଷେଇ କରି ଖାଇବା ପ୍ରସ୍ତୁତ କରୁଥିବାବେଳେ ଉକ୍ତଦିନ ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର…

ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଦିଗପହଣ୍ଡି,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଞ୍ଚାୟତ ସୁବର୍ଣ୍ଣଗଡ଼ – ଡିମାପଲ୍ଲୀ ଗଁା ନିକଟ ନାଳକଡରୁ ରବିବାର ଏକ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ପାଟପୁର ଥାନା ଅନ୍ତର୍ଗତ ପୋଡା ଗ୍ରାମର ବିପିନ ବାଡ଼ତ୍ୟା।…

ଅସ୍ତ୍ରୋପଚାର ବେଳେ ଛାତିରେ ରହିଛି ଛୁଞ୍ଚି ଯନ୍ତ୍ରଣାରେ ଛଟପଟ ନର୍ସିଂ ଛାତ୍ରୀ

ଫିରିଙ୍ଗିଆ,୨୩ା୬-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନର୍ସିଂ ଛାତ୍ରୀ ନିଜ ଛାତିରେ ହୋଇଥିବା ଟ୍ୟୁମର ଗତ ଜାନୁୟାରୀରେ ଅସ୍ତ୍ରୋପଚାର କରାଇଥିଲେ । ଅସ୍ତ୍ରୋପଚାର ସଫଳ ହେଲା। ହେଲେ କିଛି ଦିନ ପରେ ପୁଣି ଯନ୍ତ୍ରଣା ଆରମ୍ଭ ହେଲା। ଏକ୍ସ-ରେ କରିବାରୁ ଛାତି…

ଜନଗହଳି ସ୍ଥାନରୁ ସ୍ଥାନାନ୍ତର ହେବେ ଉଠାଦୋକାନୀ

ବ୍ରହ୍ମପୁର ଅଫିସ,୨୩ା୬-ବ୍ରହ୍ମପୁରର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ତଥା ଛକରେ ସୁଧୁରିବ ଟ୍ରାଫିକ ସମସ୍ୟା ା ଏନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ା ଗୋଟିଏ ପଟେ ସହରର ପ୍ରମୁଖ ୫ ଛକରେ ଇଣ୍ଟିଗ୍ରେଟେଡ ଟ୍ରାଫିକ ବ୍ୟବସ୍ଥା ନିର୍ମାଣ…

ଚିନ୍ମୟଙ୍କ ଅଭିଶପ୍ତ ଜିଭ

ବ୍ରହ୍ମପୁର ଅଫିସ୍‌,୨୩।୬-ପୁଅ ଜନ୍ମ ବେଳେ ଘରେ କେତେ ଆନନ୍ଦ । ସାହି ପଡ଼ିଶାରେ ମିଠା ବଣ୍ଟାଯାଇଥିଲା । ପ୍ରଥମ ସନ୍ତାନ, ଏଣୁ ଘରେ ଭୋଜିଭାତର ଆସର । ତା’ କୁନି ପାଦରେ ଚାଲି, ତା’ କାନ୍ଦ, ତା’ ହାସ, ସମସ୍ତଙ୍କୁ କିମିଆ…

ପଲିଥିନ୍‌ ଜବତ, ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ, ୨୩।୬-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଶନିବାର ରାତିରେ ଚଢ଼ାଉ କରାଯାଇଛି । ନିଗମ ବସ୍ତି ଉନ୍ନୟନ ଅଧିକାରୀ ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ଓ ସ୍ବାସ୍ଥ୍ୟ ଅଧିକାରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ରାତିରେ ପୁରୁଣା ବସ୍‌ଷ୍ଟାଣ୍ଡ…

ଗସ୍‌ମା ମାଓବାଦୀ -ପୋଲିସ ଗୁଳି ମାମଲାସବ୍ୟସାଚୀଙ୍କ ବିରୋଧରେ ପୋଲିସ ଦେଲା ସାକ୍ଷୀ

ଭଞ୍ଜନଗର,୨୩।୬(ଡି.ଏନ.ଏ.)-ଗଞ୍ଜାମ ଜିଲା ଗାଲେରୀ ଫାଣ୍ଡି ପୋଡ଼ି ମାମଲା ଓ ଏହାପରେ ଗସମା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ମାମଲାର ଶୁକ୍ରବାର ଓ ଶନିବାର ସାକ୍ଷୀମାନଙ୍କ ବୟାନ ରେକର୍ଡ଼ ଭଞ୍ଜନଗର ଏଡ଼ିଜେଙ୍କ କୋର୍ଟରେ ହୋଇଥିଲା। ୬ଜଣ ପୋଲିସ…

ଆର୍ଯ୍ୟପଲ୍ଲୀର ୫୨୭ ଘର ଭଗ୍ନ ଅବସ୍ଥାରେ, ଆବାସ ଯୋଜନାରେ ସାମିଲ ଦାବି

ଛତ୍ରପୁର,୨୨ା୬(ଡି.ଏନ.ଏ)- ୧୯୯୯ ମସିହା ମହାବାତ୍ୟା ପରେ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଗରୀବ ଓ ଗୃହହୀନମାନଙ୍କ ପାଇଁ ଘର ନିର୍ମାଣ କରି ଦିଆଯାଇଥିଲା ା ଭାରତ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ପକ୍ଷରୁ ଏହି ଘର ନିର୍ମାଣ କରାଯାଇଥିଲା ା ତେବେ ୫୨୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri