ଗଞ୍ଜାମ

ଏପଟେ ବାଘ ଖାଇଗଲା ଛେଳି, ସେପଟେ ଗୋଦାମ ଘର ଭାଙ୍ଗି ଗୋ’ଖାଦ୍ୟ ଖାଇଲେ ହାତୀପଲ

ଭଞ୍ଜନଗର,୨୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବନ୍ୟପ୍ରାଣୀ ଯଥା ବାଘ, ଭାଲୁ, ହାତୀ, ବାର୍‌ହା ବିଭିନ୍ନ ସମୟରେ ଜଙ୍ଗଲ ବାହାରକୁ ଆସି ଲୋକଙ୍କ ଧନ ଜୀବନ କ୍ଷତି କରୁଛନ୍ତି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ...

ମା’ଙ୍କୁ ଲୁହା ପାଇପ୍‌ରେ ପିଟିପିଟି ହତ୍ୟା କଲେ ପୁଅ, ଘରେ କେହି ନ ଥିବା ବେଳେ…

ଦିଗପହଣ୍ଡି,୨୬ା୬(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କରବାଲୁଆ ଗ୍ରାମ ବନ୍ଧ ସାହିର ଉଲି ବେହେରା(୫୫)ଙ୍କୁ ଗୁରୁବାର ମଧ୍ୟାହ୍ନରେ ତାଙ୍କ ପୁଅ ସନ୍ତୋଷ ବେହେରା(୩୯) ଲୁହା ପାଇପ୍‌ରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବରପାଇ...

ଗଞ୍ଜାମରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ; ବାମ, ଗଣତାନ୍ତ୍ରିକ ରାଜନୈତିକ ଦଳ ପକ୍ଷରୁ ଧାରଣା

ଛତ୍ରପୁର, ୨୬।୬(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହା ବିରୁଦ୍ଧରେ ବାମ, ଗଣତାନ୍ତ୍ରିକ ରାଜନୈତିକ ଦଳ ତରଫରୁ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିସହ ଅପରାଧ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ...

ଫାର୍ମହାଉସ୍‌ରେ ଖଣ୍ଡା ପିସ୍ତଲ ଦେଖାଇ ବଟି ମାଗି ହତ୍ୟା ଧମକ ଦେଇଥିଲେ, ୪ଙ୍କୁ କୋର୍ଟ ଚାଲାଣ କଲା…

ଗୋପାଳପୁର,୨୫ା୬(ନବୀନ ରାଜ ଆଚାରୀ)-ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ନିକଟସ୍ଥ ମହୁରୀଗଡ଼ରେ ଥିବା ଏକ ଫାର୍ମ ହାଉସରେ ବଟି ପାଇଁ ଖଣ୍ଡା ପିସ୍ତଲ ଦେଖାଇ ଭୟଭୀତ କରିବା ଓ ହତ୍ୟା ଧମକ ଦେବା ଘଟଣାରେ ପୋଲିସ ବୁଧବାର ୪ ଯୁବକଙ୍କୁ ଗିରଫ...

ଦିଗପହଣ୍ଡି ଏନ୍‌ଏସି କାଉନସିଲର ପରିବର୍ଦ୍ଧିତ ଆଲୋଚନା ସଭା

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲ ସଭାର ପରିବର୍ଦ୍ଧିତ କାଉନସିଲ ସଭା ବୁଧବାର ଏନ୍‌ଏସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ପ୍ରଫୁଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର...

ଦିଗପହଣ୍ଡିରେ ଜବରଦଖଲ ଉଚ୍ଛେଦରେ ପାତରଅନ୍ତର; ଭ୍ରମରପୁର ଗ୍ରାମରେ ଚାପା ଉତ୍ତେଜନା

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭ୍ରମରପୁର ଗ୍ରାମ ବଡଦାଣ୍ଡର ସର୍ବସାଧାରଣଙ୍କ ଯାତାୟାତ ରାସ୍ତାକୁ କିଛି ବ୍ୟକ୍ତି ଜବରଦଖଲ କରି ନିଜ ଅକ୍ତିଆରରେ ରଖିଥିବା ବେଳେ ମଙ୍ଗଳବାର ଦିଗପହଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ...

ଜୀବନରୁ ମାରିଦେବି କହି ଡିଟୋନେଟର ଖଞ୍ଜିଥିଲେ, ଶୋଇଥିବା ବେଳେ ହେଲା ବିସ୍ଫୋରଣ, ତା ପରେ…

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଇ. ମୁନା ଦୋରାଙ୍କ ଘରକୁ ଡିଟୋନେଟର ସାହାଯ୍ୟରେ ବିସ୍ଫୋରଣ ଘଟାଇ ତାଙ୍କ ସପରିବାରକୁ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ଗୁରୁବାର ଅଭିଯୁକ୍ତ...

ଭଞ୍ଜନଗରରେ ଏଡିପିଆର୍‌ଓଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଭଞ୍ଜନଗର,୨୫।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ (ଏଡିପିଆର୍‌ଓ) ଗୌରୀ ଶଙ୍କର ଶତପଥୀ ଚଳିତ ମାସରେ ସରକାରୀ ଚାକିରିରୁ ଅବସର ନେବେ। ଏହାପୂର୍ବରୁ ଭଞ୍ଜନଗର ପ୍ରେସ କ୍ଲବ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ...

‘ନିଶା ନୁହେଁ, ଜୀବନକୁ ବାଛ’, ଶୁନ ଦୁର୍ଘଟଣା ଅଭିଯାନରେ ସାମିଲ ହେଲେ …

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଶୁନ ଦୁର୍ଘଟଣା ଦିବସ ଅଭିଯାନ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଭିଯାନରେ...

ନାରୀ ନିର୍ଯାତନାର ପ୍ରତିବାଦ କରି ଯୁବଛାତ୍ରର ବିକ୍ଷୋଭ

ଛତ୍ରପୁର,୨୫ା୬(ଦିଲ୍ଲୀପ ସାମଲ): ରାଜ୍ୟ ବା ଗଞ୍ଜାମ ଜିଲାରେ ହୁ ହୁ ହୋଇ ବଢ଼ିଚାଲିଥିବା ନାରୀ ନିର୍ଯାତନା, ବଳାତ୍କାରର ଆଜି ଛତ୍ରପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏନେଇ ଛତ୍ରପୁର ବିଜ୍ଞାନ...

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିବ +୨, ବିଧାୟକ-ଉପଜିଲାପାଳଙ୍କ ସହଯୋଗ…

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦୀପ କମାନୁ ଆଜକୁ ୬ ମାସ ତଳେ  ନେଇଥିଲେ। ସେ ଦାୟିତ୍ୱ ନେବା ପରଠୁ ବିଦ୍ୟାଳୟର କିଛିନା କିଛି ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରୁଛନ୍ତି। ଭଞ୍ଜନଗର...

କାର୍‌ ସହ ପିଟି ହେଲା ଆଉ ଏକ କାର୍‌, ରାସ୍ତା ମଝିରେ…

ଗଞ୍ଜାମ,୨୫ା୬: ଗଞ୍ଜାମ ଚମାଖଣ୍ଡି ଥାନା ଆଗରେ ବୁଧବାର ଗୋଟିଏ କାରକୁ ଆଉ ଗୋଟିଏ କାର୍‌ ଧକ୍କା ଦେବାରୁ ହୁତୁହୁତୁ ହୋଇ ଜଳିଗଲା। ଜଳି ଯାଇଥିବା ୨ଟି କାର୍‌ରୁ ୨ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri