ଗଞ୍ଜାମ

କାମକୁ ଯିବାବେଳେ ଓଲଟିଲା ଅଟୋ, ଖସିପଡ଼ିବା ଶ୍ରମିକଙ୍କୁ ଅଟକାଇବାକୁ ଯାଇ…

ଧରାକୋଟ,୨୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ନିକଟରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ବିଭିନ୍ନ ସ୍ଥାନରେ ରହିଛି ଦାମୀ ଫ୍ଲାଟ୍‌ ସହ…

ବ୍ରହ୍ମପୁର,୨୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ସହକାରୀ ଯନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି କୋଟିପତି ହେବା ନିଶା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯନ୍ତ୍ରୀ। ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ କୁମାର...

ରଥ ଚକା ମାଡ଼ିଗଲା, ଭଂଜନଗରରେ ମହିଳା ଗୁରୁତର

ଭଞ୍ଜନଗର,୨୭।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ରଥ ସାହିରେ ପାଳିତ ହେଉଥିବା ରଥଯାତ୍ରାରେ ରଥ ଟାଣିବା ସମୟରେ ଶୁକ୍ରବାର ରାତି ପ୍ରାୟ ୯ ଟା ସମୟରେ ଅଘଟଣ ଘଟିଛି। ରଥ ଚକା ମାଡିଯିବାରୁ ଜଣେ ମହିଳାଙ୍କ ପାଦରେ ପ୍ରବଳ ଆଘାତ ଲାଗିଛି।...

ରଥ ଚକତଳେ ଯୁବକଙ୍କ ଜୀବନ ଗଲା

ବ୍ରହ୍ମପୁର,୨୭ା୬: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ରଥଟଣା ବେଳେ ଅଘଟଣ ଘଟିଛି। ରଥ ଚକ ମାଡ଼ିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଶିବରାମ ବେହେରା (୩୨)। ଶ୍ରଦ୍ଧାଳୁମାନେ ରଥ...

ଘୁମୁସର ବନଖଣ୍ଡରେ ୭୬ ହାତୀପଲ ଘର ଭାଙ୍ଗିଲେ, ନର୍ସରୀ ନଷ୍ଟକଲେ

ଭଞ୍ଜନଗର,୨୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଶୁକ୍ରବାର ସୁଦ୍ଧା ୬୭ଟି ହାତୀ ଥିବା ବେଳେ ଘୁମୁସର ଦକ୍ଷିଣ ବନଖଣ୍ଡରେ ୯ଟି ହାତୀ ଥିବା ଜଣାପଡିଛି। ହାତୀପଲ ସାହେଲେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ...

ଧୂମଧାମରେ କୁଲାଡ ରଥଯାତ୍ରା ପାଳିତ: ଭକ୍ତଙ୍କ ସେବାରେ ବିଧାୟକ

ଭଞ୍ଜନଗର,୨୭।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡରେ ଧୂମଧାମରେ ପାଳିତ ହୋଇଯାଇଛି ରଥଯାତ୍ରା। ଅପରାହ୍ନରେ ଭଞ୍ଜ ରାଜବଂଶର ଉତ୍ତରାଧିକାରୀ ପ୍ରଶାନ୍ତ ଭଞ୍ଜ ଛେରା ପହଁରା କରିବା ପରେ ଭକ୍ତମାନେ ରଥକୁ ଟାଣିଥିଲେ। ରଥଯାତ୍ରାରେ ହଜାର ହଜାର ଭକ୍ତ ଯୋଗଦେଇଥିବା ଜଣାପଡିଛି।...

ରଥରୁଢ ହୋଇ ମାଉସୀ ମା’ ଘର ଗଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର,୨୭।୬( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ପରମ୍ପରା ଅନୁଷାରେ ସକାଳୁ ପୂଜାର୍ଚ୍ଚନା କରାଯିବା ସହ ରଥ ପୂଜା ହୋଇଥିଲା। ଅପରାହ୍ନ ୪ଟାରେ...

ବିଧାନସଭା ଷ୍ଟାଣ୍ଡିଂ କମିଟି ନିର୍ଦ୍ଦେଶକୁ ଅଣଦେଖା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ପକ୍ଷରୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏ ବାବଦରେ ପ୍ରାୟ ୧୫୦୯ କୋଟି ଟଙ୍କା ଖର୍ଚ୍ଚ ପାଇଁ କମ୍ପାନୀ ସହ ଚୁକ୍ତି...

ନବଯୌବନ ରୂପରେ ଦର୍ଶନ ଦେଲେ ମହାବାହୁ

ଦିଗପହଣ୍ଡି,୨୬।୬(ଅଶେଷ ନାଥ ମିଶ୍ର): ପବିତ୍ର ଦେବସ୍ନାନ ପୂର୍ଣ୍ଣିମାଠାରୁ ଦୀର୍ଘ ୧୫ ଦିନ ଅଣସରରେ ରହି ଭକ୍ତଙ୍କଠାରୁ ଦୂରେଇ ରହିଥିବା ଦିଗପହଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଶ୍ରୀଜୀଉ ଗୁରୁବାର ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସକାଳ ଧୂପ, ଅବକାଶ,...

ପ୍ରତିଷ୍ଠା ଦିବସରେ ମିଳିଲା ଗୁରୁଦାୟିତ୍ୱ

ଭଞ୍ଜନଗର,୨୬।୬(ବାବୁଲା ପ୍ରଧାନ): ଭଞ୍ଜନଗର ରୋଟାରୀ କ୍ଳବର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ସଭାପତି ବସନ୍ତ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ରାମଚନ୍ଦ୍ର ମିଶ୍ର ବାର୍ଷିକ ବିବରଣୀ ସହ କ୍ଳବର କାର୍ଯ୍ୟକ୍ରମ ଉପରେ କହିଥିଲେ । ଏହି...

୭୦ ଲକ୍ଷ ଟଙ୍କା ଆତ୍ମସାତ୍‌ କରି ବ୍ୟାଙ୍କ କିରାଣି ଗିରଫ

ଦିଗପହଣ୍ଡି,୨୬ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୟୁନିୟନ ବ୍ୟାଙ୍କ ଶାଖାର କିରାଣି ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ଜଣକ ହେଲେ ଉକ୍ତ ବ୍ୟାଙ୍କ ଶାଖାର କିରାଣି ପ୍ରିୟମ ପ୍ରଥମ ସାବତ। ସେ ଚଞ୍ଚକତା...

୨ ଦଳିତଙ୍କୁ ଅଧା ଲଣ୍ଡା କରି ଆଣ୍ଠୁରେ ଚଲେଇବା ଘଟଣା:କାର୍ଯ୍ୟାନୁଷ୍ଠାନ ଦାବି

ଛତ୍ରପୁର, ୨୬।୬(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗାଁରେ ଗୋଚାଲାଣ ଅଭିଯୋଗରେ ୨୨ ତାରିଖରେ ୨ ଦଳିତ ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ ଅଧା ଲଣ୍ଡା କରି ଆଣ୍ଠୁରେ ଚଲେଇ ନିର୍ଯାତନା ଦିଆଯାଇଥିଲା। ଏହାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri