ଗଞ୍ଜାମ

୭ ଦିନ ହେଲା ପାଇପ୍‌ରେ ପାଣି ଆସୁନି, ପ୍ରତିବାଦ କଲେ ମହିଳା

ଗଞ୍ଜାମ,୧୩ା୫(ଡି.ଏନ୍‌.ଏ.): ଦିନକୁ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି l ଖରାର ଉତ୍ତାପ ଏତେ ପ୍ରଖର ଯେ, ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି…

12 months ago

ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ସଫଳତା,  ଓଡିଶାରେ ସପ୍ତମ ସ୍ଥାନରେ ସ୍ବୟଂଜିତ ପାଣିଗ୍ରାହୀ

ପୁରୁଷୋତ୍ତମପୁର, ୧୩/୫(ଡିଏନଏ) ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟ (ସିବିଏସଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତା ଆଣି ଗୌରବାନ୍ବିତ ହୋଇଛି।  ଏହି ବିଦ୍ୟାଳୟର…

12 months ago

ଉଦ୍‌ଘାଟନ ହେଲା ଆଞ୍ଚଳିକ ଜୁଡିସିଆଲ ଏକାଡେମୀ

ବ୍ରହ୍ମପୁର ଅଫିସ,୧୩ା୫: ବ୍ରହ୍ମପୁର ଜିଲା ଜଜ୍‌ କୋର୍ଟ ପରିସରରେ ଶନିବାର ପୂର୍ବାହ୍ନରେ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଉଦ୍‌ଘାଟନ…

12 months ago

ନିୟମିତ ହେଉନି ବିଇଏମ୍‌ସି ସାଧାରଣ ବୈଠକ

ବ୍ରହ୍ମପୁର ଅଫିସ,୧୩।୫: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷର ପୌର ନିର୍ବାଚନ ପରେ ନୂଆ ପରିଷଦ ଗଠନର ବର୍ଷେ…

12 months ago

ବିଏସ୍‌କେୱାଇ କାର୍ଡରେ ଚିକିତ୍ସା ବିଫଳ ଅଭିଯୋଗ

ବ୍ରହ୍ମପୁର ଅଫିସ୍‌,୧୩।୫: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ମାଗଣା ସ୍ବାସ୍ଥ୍ୟଗତ ଚିକିତ୍ସା ସେବା ପାଇବା ନିମନ୍ତେ ଅନୁମୋଦନ ପ୍ରଦାନ କରିବା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱହୀନତା…

12 months ago

ବୁଗୁଡ଼ା ଠାକୁରାଣୀ ଯାତ୍ରା ଉଦ୍‌ଯାପିତ

ବୁଗୁଡ଼ା,୧୩।୫(ଡି.ଏନ.ଏ.):ଚଳିତ ଏପ୍ରିଲ ୨୬ ତାରିଖରୁ ଶୁଭାରମ୍ଭ ହୋଇଥିବା ସପ୍ତଦଶ ଦିବସୀୟ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ଠାରୁ ମେଲାଣି ନେଇ ପଞ୍ଚ…

12 months ago

ସମାଜସେବୀଙ୍କ ସହାୟତାରେ ଘରକୁ ପ୍ରବେଶ

ଛତ୍ରପୁର,୧୩।୫(ଡି.ଏନ.ଏ.): ୨ଟି କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡା ହୋଇଛନ୍ତି । ସ୍ତ୍ରୀ ଓ ୨ ପିଲାଙ୍କୁ ଛାଡି ସ୍ବାମୀ କେରଳ ଚାଲି ଯାଇଛନ୍ତି । ଗଞ୍ଜାମ…

12 months ago

ଅଟୋନଗର ଓଭରବ୍ରିଜ୍‌ ରାସ୍ତା ପାଲଟିଛି ପାର୍କିଂ ଜୋନ୍‌

ଗୋପାଳପୁର,୧୩।୫(ଡି.ଏନ.ଏ.): ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ନାଁରେ ଗମନାଗମନ ସୁବିଧା ଓ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ସଡ଼କ ନିର୍ମାଣ ପାଇଁ…

12 months ago

ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ

ଛତ୍ରପୁର,୧୨।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଅଧୀନ ଗଞ୍ଜାମ ବ୍ଲକର ମାଳି ଜଗନ୍ନାଥପୁର ଗାଁରେ ହୋଇଥିବା ଏକ ବଳାତ୍କାର ମାମଲାରେ ଶୁକ୍ରବାର ଛତ୍ରପୁର ଏଡିଜେ ମନୋରଞ୍ଜନ ଦାଶ ଶୁଣାଣି କରି…

12 months ago

ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ ଅଫିସର ବରିଷ୍ଠ ରାଜସ୍ବ ସହାୟକ

ଛତ୍ରପୁର,୧୨।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ସ୍ବାତି ସୁଚରିତା ପାତ୍ର ଘରବାରି ପଟ୍ଟା କରିଦେବା ଲାଗି ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର…

12 months ago